ଅନ୍ତର୍ଜାତୀୟ

ମୁକୁଳିଲେ ୧୮ ଭାରତୀୟ

ନୂଆଦିଲ୍ଲୀ,୨୪ା୧୨(ପି.ଟି.)-ନାଇଜେରିଆ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜରୁ ଡିସେମ୍ବର ୩ରେ ଅପହୃତ ହୋଇଥିବା ୧୮ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ଜଳଦସ୍ୟୁମାନେ ହଂକଂ ଜାହାଜକୁ ନିୟନ୍ତ୍ରଣକୁ ନେବା ପରେ ସେଥିରେ ଥିବା ଭାରତୀୟଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କୁ ମୁକ୍ତ କରାଇବାରେ ସହଯୋଗ...

ଓ୍ବାଶିଂଟନରେ ସିଏଏ ବିରୋଧୀ ବିକ୍ଷୋଭ

ଓ୍ବାଶିଂଟନ,୨୪ା୧୨(ପି.ଟି.): ଆମେରିକାରେ ମଧ୍ୟ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଥିତ୍ବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱରେ ବହୁସଂଖ୍ୟାରେ ଭାରତୀୟ-ଆମେରିକୀୟ ଏକାଠି ହୋଇ ସଂଶୋଧିତ ନାଗରିକତ୍ୱ ଆଇନ ଏବଂ ଏନ୍‌ଆର୍‌ସି ବିରୋଧରେ...

ଖାଶୋଗୀ ହତ୍ୟା ମାମଲା: ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ରିୟାଧ,୨୪ା୧୨(ଏଏଫ୍‌ପି): ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟା ମାମଲାରେ ସୌଦି ଆରବର ଏକ ଅଦାଲତ ସୋମବାର ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ସୌଦି ଏଜେଣ୍ଟମାନଙ୍କର ଏକ ଟିମ୍‌ ଗତବର୍ଷ ଇସ୍ତାନବୁଲରେ ଥିବା ଏହାର ବାଣିଜି୍ୟକ ଦୂତାବାସରେ ଖାଶୋଗୀଙ୍କୁ...

ହଣ୍ଡୁରାସ ଜେଲରେ ୧୮କଏଦୀଙ୍କ ମୃତ୍ୟୁ

ତେଗୁସିଗଲପା,୨୩।୧୨: ହଣ୍ଡୁରାସର ଏକ ଜେଲ୍‌ରେ ରବିବାର ଝଗଡ଼ା ହୋଇ ୧୮ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାର ୨ ଦିନ ପୂର୍ବରୁ ମଧ୍ୟ ଅନ୍ୟ ଏକ ଜେଲ୍‌ରେ ଏଭଳି ଘଟଣା ଘଟିଥିବା ଦେଖାଯାଇଥିଲା। ସେଠାରେ ମଧ୍ୟ କଏଦୀଙ୍କ...

ମରିୟମଙ୍କୁ ବିଦେଶ ଯାତ୍ରା ଅନୁମତି ଦେଲେ ନାହିଁ ଇମ୍ରାନ ସରକାର

ଇସ୍‌ଲାମାବାଦ,୨୩।୧୨: ପାକିସ୍ତାନର ଇମ୍ରାନ୍‌ ଖାନ୍‌ ସରକାର ପାକିସ୍ତାନ ମୁସଲିମ ଲିଗ୍‌ ନଓ୍ବାଜ (PML-N)ର ଉପାଧ୍ୟକ୍ଷ ମରିୟମ ନଓ୍ବାଜଙ୍କୁ ବିଦେଶ ଗସ୍ତ କରିବାକୁ ମନୁମତି ଦେଇ ନାହାନ୍ତି। ଇମ୍ରାନ୍‌ ସରକାରଙ୍କ କହିବା କଥା ହେଲା ଯେଉଁମାନେ ଆର୍ଥିକ ଅପରାଧ ବା ଭଷ୍ଟ୍ରାଚାର...

ପାକ୍‌କୁ ଏଫ୍‌ଏଟିଏଫ୍‌ର ୧୫୦ ପ୍ରଶ୍ନ

ଇସ୍‌ଲାମାବାଦ,୨୩ା୧୨(ପି.ଟି.): ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ଓ ମନିଲଣ୍ଡରିଂ ରୋକିବା ଦିଗରେ ମଦ୍ରାସାଗୁଡ଼ିକ ବିରୋଧରେ ପାକିସ୍ତାନ କ’ଣ ପଦକ୍ଷେପ ନେଇଛି ଜଣାଇବାକୁ ଅନ୍ତର୍ଜାତୀୟ ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ଇସ୍‌ଲାମାବାଦକୁ କହିଛି। ଆସନ୍ତାବର୍ଷ ଫେବୃୟାରୀ ପର୍ଯ୍ୟନ୍ତ ପାକିସ୍ତାନକୁ ଏହି...

୪ ଦଶନ୍ଧି ପରେ କ୍ୟୁବାରେ ପ୍ରଥମ ପ୍ରଧାନମନ୍ତ୍ରୀ

ହାଭାନା,୨୩ା୧୨: ଦୀର୍ଘ ୪ ଦଶନ୍ଧି ପରେ କ୍ୟୁବାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମାନୁଏଲ ମାରେରୋ କ୍ରୁଜ୍‌ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ମିଗୁଏଲ୍‌ ଡିଆଜ୍‌ କାନେଲ ପ୍ରଧାନମନ୍ତ୍ରୀ ଭାବେ ମାନୁଏଲଙ୍କ ନାମ ଘୋଷଣା କରିଛନ୍ତି। କ୍ୟୁବା ଅର୍ଥନୀତିରେ ପର୍ଯ୍ୟଟନ ଗୁରୁତ୍ୱପୂର୍ଣ୍ଣ ଭୂମିକା...

ରାଷ୍ଟ୍ରପତି ନିର୍ବାଚନରେ ବିଜୟଲାଭ କଲେ ଅଶରଫ

କାବୁଲ,୨୨।୧୨: ନିକଟରେ ଆଫଗାନିସ୍ତାନର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏବେ ଏହାର ଫଳାଫଳ ସାମ୍ନାକୁ ଆସିଛି। ଏଥିରେ ପୁଣିଥରେ ରାଷ୍ଟ୍ରପତି ଆସନ କବ୍‌ଜା କରିଛନ୍ତି ଅଶରଫ ଗନି। ସେ ସର୍ବାଧିକ ୯୨୩,୮୬୮ ବା ୫୦.୬୪ ପ୍ରତିଶତ ଭୋଟ ପାଇଛନ୍ତି।

ଅଓ୍ବାମି ଲିଗ୍‌ର ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହେଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ପୁଣିଥରେ ଅଓ୍ବାମି ଲିଗ୍‌ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବାଂଲାଦେଶର ଶାସକ ଦଳ ଅଓ୍ବାମି ଲିଗ୍‌ର ରାଷ୍ଟ୍ରୀୟ ପରିଷଦ ହସିନାଙ୍କୁ ପାର୍ଟିର ଅଧ୍ୟକ୍ଷ ଓ ଅବୈଦୁଲ କ୍ୱାଦେରଙ୍କୁ ପୁଣିଥରେ ମହାସଚିବ ଭାବେ ମନୋନୀତ...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଦମକଳ ବାହିନୀ ପୋଷାକ ପିନ୍ଧିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଏବୋଟଙ୍କ ଫଟୋ ଭାଇରାଲ

ସିଡ୍‌ନୀ,୨୨।୧୨: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲିଭିବାର ନାଁ ଧରୁନି। ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଏବୋଟଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୬୨ ବର୍ଷ ବୟସ୍କ ଟୋନି ଦମକଳ ବାହିନୀ ପୋଷାକ ପିନ୍ଧି ନିଆଁ ଲିଭାଉଥିବାର ଫଟୋକୁ...

ଆପାର୍ଟମେଣ୍ଟରେ ନିଆଁ: ୬ ମୃତ, ୧୩ ଆହତ

ଲାସ୍‌ ଭେଗାସ,୨୨।୧୨: ଆମେରିକାର ଲାସ୍‌ ଭେଗାସରେ ଥିବା ଏକ ଆପାର୍ଟମେଣ୍ଟରେ ଶନିବାର ନିଆଁ ଲାଗିଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୧୩ ଆହତ ହୋଇଥିବା ସୂଚନା ମିଳିଛି। ନିଆଁ ଲିଭାଳି ଦଳ ଆଲପିନ ମୋଟେଲ ଆପାର୍ଟମେଣ୍ଟ ନିକଟରେ...

ପାକ୍‌ରେ ପ୍ରଫେସରଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଇସ୍‌ଲାମାବାଦ, ୨୨ା୧୨(ପି.ଟି.): ଫେସ୍‌ବୁକ୍‌ରେ ଈଶ୍ୱରଙ୍କୁ ନିନ୍ଦାକରିବା ଅଭିଯୋଗରେ ଶନିବାର ପାକିସ୍ତାନର ଏକ କୋର୍ଟ ମୁସ୍‌ଲିମ ପ୍ରଫେସର ଜୁନୈଦ ହାଫିଜ୍‌ଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ପଞ୍ଜାବର ମୁଲ୍‌ତାନସ୍ଥିତ ହାଫିଜ୍‌ ବହଉଦ୍ଦିନ ଜାକାରିୟା ବିଶ୍ୱବିଦ୍ୟାଳୟରେ ହାଫିଜ୍‌ ଭିଜିଟିଂ ଅଧ୍ୟାପକ ଭାବେ କାମ କରନ୍ତି। ୨୦୧୩...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri