ଅନ୍ତର୍ଜାତୀୟ

ଗାନ୍ଧିଜୀଙ୍କ ପ୍ରଚାର ପାଇଁ ଆମେରିକା କଂଗ୍ରେସରେ ବିଲ୍‌

ଓ୍ବାଶିଂଟନ,୨୨ା୧୨ ମହତ୍ମା ଗାନ୍ଧୀ ଓ ମାର୍ଟିନ ଲୁଥର କିଙ୍ଗ୍‌ ଜୁନିୟରଙ୍କ ଲିଗାସୀର ପ୍ରଚାର ପ୍ରସାର ପାଇଁ ସିଭିଲ ରାଇଟ୍ସ ନେତା ତଥା କଂଗ୍ରେସ ସଦସ୍ୟ ଜନ୍‌ ଲଓ୍ବେିସ୍‌ ଆମେରିକା ପ୍ରତିନିଧି ସଭାରେ ଏକ ବିଲ୍‌ ଆଣିଛନ୍ତି। ଆଗାମୀ ୫ ବର୍ଷ...

ପଥର ଖଣିରୁ ମିଳିଲା ୩୮ କୋଟି ୬୦ ଲକ୍ଷ ବର୍ଷ ପୁରାତନ ଜଙ୍ଗଲ ଜୀବାଶ୍ମ

ଓ୍ବାଶିଂଟନ, ୨୧।୧୨: ଆମେରିକାର ଏକ ପଥର ଖଣିରୁ ୩୮ କୋଟି ୬୦ ଲକ୍ଷ ବର୍ଷ ତଳର ପୁରାତନ ଜଙ୍ଗଲ ଜୀବାଶ୍ମ ମିଳିଛି। ଜଙ୍ଗଲରେ ଥିବା ବୃକ୍ଷଗୁଡ଼ିକ ମାଟିତଳେ ଚାପି ହୋଇ ବିଘଟିତ ହୋଇ ଜୀବାଶ୍ମରେ ପରିଣତ ହୋଇଛନ୍ତି। ଗବେଷକ ଏହାକୁ...

ପ୍ରସ୍ତର ଯୁଗ ରହସ୍ୟ ଖୋଲିଲା ‘ଚୁଇଂଗମ୍‌’

କୋପେନହେଗେନ: ଡେନ୍‌ମାର୍କର ସିଲ୍‌ଥୋଲମ୍‌ରେ ଉତ୍‌ଖନନ ସମୟରେ ୫୭୦୦ ବର୍ଷର ପୁରୁଣା ଏକ ଚୁଇଂଗମ୍‌ ମିଳିଛି। ବିଶେଷଜ୍ଞମାନେ ଏହା ଉପରେ ଅଧିକ ଗବେଷଣା କରି ପ୍ରସ୍ତର ଯୁଗ ମହିଳାଙ୍କ ଡିଏନ୍‌ଏ ଖୋଜି ବାହାର କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ମଣିଷର ଦେହାବଶେଷ,...

ଆଫଗାନିସ୍ତାନରେ ଭୂକମ୍ପ, ଉତ୍ତର ଭାରତରେ ଝଟକା

ନୂଆଦିଲ୍ଲୀ,୨୧ା୧୨(ପି.ଟି.):ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ ସମେତ ଉତ୍ତର ଭାରତରେ ଶୁକ୍ରବାର ସନ୍ଧ୍ୟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆଫଗାନିସ୍ତାନ ରାଜଧାନୀ କାବୁଲଠାରୁ ୨୪୬ କିଲୋମିଟର ଉତ୍ତରରେ ଅବସ୍ଥିତ ହିନ୍ଦୁକୁଶ ପର୍ବତମାଳା ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପ ତୀବ୍ରତା...

ହୃଦ୍‌ରୋଗରେ ପୀଡ଼ିତ ଶରିଫ

ଲଣ୍ଡନ,୨୦।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଜଟିଳ ହୃଦରୋରେ ପୀଡ଼ିତ ବୋଲି ଜଣାପଡିଛି। ଏବେ ସେ ଲଣ୍ଡନରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଚିକିତ୍ସକ ଡାକ୍ତର ଅଦନାନ ଖାଁ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ପ୍ରଥମରୁ ଶରିଫଙ୍କର...

ପୋଲିଓ କବଳରୁ ଏବେବି ମୁକ୍ତ ହୋଇନାହିଁ ପାକିସ୍ତାନ

ଇସ୍‌ଲାମାବାଦ,୨୦।୧୨: ବିଗତ ବର୍ଷ ତୁଳନାରେ ଯଦିଓ ପାକିସ୍ତାନରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ହୋଇଛି କିନ୍ତୁ ୨୦୧୯ରେ ପାକିସ୍ତାନରେ ପ୍ରାୟ ୧୧୧ ନୂଆ ପୋଲିଓ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବିଶ୍ୱର ଅଧିକାଂଶ ଦେଶ ପୋଲିଓ ମୁକ୍ତ ହୋଇଥିବା ବେଳେ ଏବେବି...

ପାକିସ୍ତାନ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ:ମୁଶରଫଙ୍କ ମୃତଦେହ ଆଣି ୩ ଦିନ ଝୁଲାଅ

ଇସ୍‌ଲାମାବାଦ, ୨୦।୧୨:ପାକିସ୍ତାନର ପୂର୍ବତନ ସାମରିକ ଶାସକ ପର୍‌ଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ସ୍ବତନ୍ତ୍ର ଅଦାଲତ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ଫାଶୀ ପାଇବା ପୂର୍ବରୁ ଯଦି ତାଙ୍କର ମୃତ୍ୟୁ ଘଟେ ତେବେ ମୃତଦେହକୁ ଇସ୍‌ଲାମାବାଦର ସେଣ୍ଟ୍ରାଲ ସ୍କୋୟାରକୁ ଆଣି ୩ ଦିନ ଝୁଲାଇ ରଖିବାକୁ...

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଗୃହୀତ

ଓ୍ବାଶିଂଟନ, ୨୦।୧୨(ପି.ଟି.):ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ବୁଧବାର ପ୍ରତିନିଧି ସଭାରେ ଗୃହୀତ ହୋଇଛି। ଫଳରେ ତାଙ୍କୁ ସିନେଟରେ ବିଚାରର ସମ୍ମୁଖୀନ ହେବାକୁ ପଡିବ। ସେ କ୍ଷମତାରେ ରହିବେ କି ବହିଷ୍କୃତ ହେବେ ସେ ନିଷ୍ପତ୍ତି ସିନେଟ ନେବ।...

ରୋଜଗାର ତାଲିକାରେ ପ୍ରଥମ ସ୍ଥାନରେ କୋହଲି; ଦ୍ୱିତୀୟରେ ଅକ୍ଷୟ

ଓ୍ବାଶିଂଟନ,୧୯।୧୨: ଫୋବର୍ସ ପତ୍ରିକା ପକ୍ଷରୁ ଭାରତର ଶ୍ରେଷ୍ଠ ଶହେ ସେଲିବ୍ରିଟିଙ୍କ ରୋଜଗାର ତାଲିକା ଜାରି କରାଯାଇଛି। ତାଲିକାରରେ କ୍ରିକେଟର ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି। ଗତବର୍ଷ ଏହି ତାଲିକାରେ ସଲମାନ୍‌ ଖାଁ ପ୍ରଥମ ସ୍ଥାନରେ ଥିଲେ। ତେବେ ଚଳିତ...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଜନବସତି ମୁହାଁ ବନ୍ୟପ୍ରାଣୀ

ସିଡ୍‌ନୀ,୧୯।୧୨: ଅଷ୍ଟ୍ରେଲିଆରେ ଚଳିତ ବର୍ଷର ଦ୍ୱିତୀୟ ଏମରଜେନ୍ସି ଘୋଷଣା କରାଯାଇଛି। କାରଣ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ସିଡ୍‌ନୀ ସହରକୁ ଘେରି ରଖିଛି। Kanangra-Boyd National Parkରୁ କଙ୍ଗାରୁ ଓ ଅନ୍ୟ ଜୀବମାନେ ରାସ୍ତା ଉପରକୁ ଚାଲି ଆସୁଥିବା କୁହାଯାଉଛି।...

ଅଷ୍ଟ୍ରେଲିଆରେ ମରୁଡ଼ି: ୩ ଲକ୍ଷ ଲିଟର ପାଣି ଚୋରାଇ ନେଲେ ଚୋର

ସିଡ୍‌ନୀ,୧୯।୧୨: ଅଷ୍ଟ୍ରେଲିଆରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ଦକ୍ଷିଣ ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ୍‌ ଟପିଛି। ପ୍ରବଳ ଗରମ ଯୋଗୁ ନ୍ୟୁସାଉଥ୍‌ ଓ୍ବେଲସ୍‌ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଘଣ୍ଟାପ୍ରତି ୬୦ କିମି ବେଗରେ ଗରମ ପବନ ବହିବାରୁ...

ବୟସ ୮ ହେଲେ ରୋଜଗାର ୧୮୪ କୋଟି

ନ୍ୟୁୟର୍କ,୧୯।୧୨: ଜଣେ ୮ ବର୍ଷ ବୟସ୍କ ବାଳକଙ୍କ ଚଳିତ ବର୍ଷର ରୋଜଗାର ୧୮୪ କୋଟି ଟଙ୍କା(୨୬ ନିୟୁତ ଡଲାର) ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ରେୟାନ କାଜି ନାମକ ଜଣେ ବାଳକ ଏପରି କରି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri