ଅନ୍ତର୍ଜାତୀୟ

‘ବିକ୍ରମ’ର ସନ୍ଧାନ ପାଇଲେ ଚେନ୍ନାଇ ଇଞ୍ଜିନିୟର

ଓ୍ବାଶିଂଟନ/ନୂଆଦିଲ୍ଲୀ,୪ା୧୨: ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଂ କରିବାର ୨୦ ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୨୬ରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଉକ୍ତ ସ୍ଥାନର ଏକ ମୋଜାଇକ୍‌ ଛବି ଜାରି କରିଥିଲା। ଏହାସହ ବିକ୍ରମକୁ ଖୋଜି ବାହାର...

ଫେସ୍‌ବୁକ୍‌ରେ ଅନ୍‌ଫ୍ରେଣ୍ଡ୍‌ କରିବାରୁ ଭଉଣୀକୁ ଗୁଳି ମାରିଲେ ଭାଇ

ଓ୍ବାଶିଂଟନ, ୩।୧୨: ଆମେରିକାର ଅଲାସ୍କା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଭଉଣୀ ନିଜ ଭାଇଙ୍କୁ ଫେସବୁକ୍‌ରୁ ଅନଫ୍ରେଣ୍ଡ୍‌ କରିବା ମହଙ୍ଗା ପଡିଛି। ଫଳସ୍ବରୂପ ଭାଇ ଭଉଣୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଅମଣ୍ଡା।...

କାହିଁକି କୁନି ଝିଅର ଘରକୁ ଯାଇ ଭେଟିଲେ ଆବୁ ଧାବି କ୍ରାଉନ୍‌ ପ୍ରିନ୍ସ

ଆବୁ ଧାବି,୩।୧୨: ଆବୁ ଧାବିର କ୍ରାଉନ୍‌ ପ୍ରିନ୍ସ ତଥା ୟୁଏଇ ସେନାର ଡେପୁଟି ସୁପ୍ରିମ କମାଣ୍ଡର ଶେଖ ମହମ୍ମଦ ବିନ ଜାୟେଦ ସୋମବାର ଜଣେ ୟୁଏଇ ଝିଅଙ୍କ ଘରକୁ ଯାଇ ସାକ୍ଷାତ୍‌ କରିଛନ୍ତି। ସେହି ଝିଅଙ୍କ ସହ କ୍ରାଉନ୍‌ ପ୍ରିନ୍ସଙ୍କ...

ଇଣ୍ଡୋନେସିଆରେ ଶକ୍ତିଶାଳୀ ବିସ୍ଫୋରଣ

ଜାକର୍ତ୍ତା,୩।୧୨: ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ମଙ୍ଗଳବାର ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ଏଥିରେ କେତେଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି। ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ...

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଶରଫ

ଇସ୍‌ଲାମାବାଦ,୩।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ସେ ପୁଣିଥରେ ଦୁବଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଥର ସେ ଗୁରୁତର ହୋଇପଡିଛନ୍ତି। ଗତ ମାର୍ଚ୍ଚ ମାସରେ ମଧ୍ୟ...

ଚନ୍ଦ୍ରପୃଷ୍ଠରେ ୩ ଖଣ୍ଡ ହୋଇ ପଡ଼ିଛି ବିକ୍ରମ ଲ୍ୟାଣ୍ଡର: ନାସା

ଓ୍ବାଶିଂଟନ,୩।୧୨: ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର ୩ ଖଣ୍ଡ ହୋଇ ପଡ଼ି ରହିଥିବା ଆମେରିକା ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏନେଇ ନାସା ପକ୍ଷରୁ ସୋମବାର ବିଳମ୍ବିତ ରାତି ୧ଟା ୩୦ରେ ବିକ୍ରମ ଲ୍ୟାଣ୍ଡର ଭାଙ୍ଗିପଡ଼ିଥିବାର...

ଦାନ୍ତ ଘଷିଲେ କମେ ହାର୍ଟଆଟାକ୍‌ ଆଶଙ୍କା !

ଓ୍ବାଶିଂଟନ,୨।୧୨: ଦାନ୍ତ ଘଷିବା ଦ୍ୱାରା ହାର୍ଟଆଟାକ୍‌ ଆଶଙ୍କା କମେ। ଏନେଇ ନିକଟରେ ଏକ ଗବେଷଣା ଭିତ୍ତିକ ରିପୋର୍ଟ ୟୁରୋପିଆନ୍‌ ଜର୍ନାଲ୍‌ ଅଫ୍‌ ପ୍ରିଭେଣ୍ଟିଭ୍‌ କାର୍ଡିଓଲୋଜିରେ ପ୍ରକାଶ ପାଇଛି। ଦାନ୍ତରେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ଧମନୀରେ ରକ୍ତ ପ୍ରବାହ ପ୍ରକ୍ରିୟାକୁ ପ୍ରଭାବିତ...

ସୈନ୍ୟ ବାହିନୀ ଗାଡ଼ି ଉପରକୁ ଗୁଳିମାଡ଼: ୨ ମୃତ

କାବୁଲ,୨।୧୨: ଆଫଗାନୀସ୍ତାନ କାବୁଲରେ ଏକ ସୈନ୍ୟ ବାହିନୀ ଗାଡ଼ି ଉପରକୁ ଜଣେ ଅଜଣା ବନ୍ଧୁକଧାରୀ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି...

୭ କୋଟିର ଦାମିକା ଚେୟାର: ନୋଟ୍‌ରେ ହୋଇଛି ତିଆରି

ମସ୍କୋ,୨।୧୨: ରୁଷିଆରେ ଏକ ଆର୍ଟ ମ୍ୟୁଜିୟମ୍‌ରେ ଦାମିକା ଚେୟାର ରହିଛି। ଚେୟାରଟି ଏକ ଲକ୍ଷ ଡଲାର ନୋଟ୍‌ରେ ନିର୍ମିତ ହୋଇଛି। ଭାରତୀୟ ମୁଦ୍ରାରେ ଏହା ଦାମ ୭କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହାକୁ ସୁରକ୍ଷିତ ଭାବେ ଅଢ଼େଇ ଇଞ୍ଚ୍‌...

ଆତ୍ମସମର୍ପଣ କଲେ ୩୧ ଆଇଏସ୍‌ ଆତଙ୍କବାଦୀ

କାବୁଲ,୧।୧୨: ପୂର୍ବ ନଙ୍ଗାହାରରେ ଆଫଗାନ ସୁରକ୍ଷାକର୍ମୀଙ୍କ ସାମ୍ନାରେ ୩୧ ଇସଲାମିକ ଷ୍ଟେଟ ଆତଙ୍କବାଦୀ ୬୨ ମହିଳା ଓ ଶିଶୁଙ୍କ ସହ ଆତ୍ମସମର୍ପଣ କରିଛନ୍ତି ବୋଲି ଆଫଗାନିସ୍ତାନ ସରକାର ଶନିବାର ସୂଚନା ଦେଇଛନ୍ତି। ଏମାନେ ନିଜେ ନିଜେ ଅଚିନ ଜିଲାରେ ଆସି...

ସକାଳୁ ଚା’ ନ ପିଇଲେ କାମ କରୁନି ଘୋଡ଼ା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ !

ଲଣ୍ଡନ,୧।୧୨: କେତେକ ଲୋକ ସକାଳୁ ଚା’ ନ ପିଇଲେ କୌଣସି କାମ କରି ନ ଥାନ୍ତି। ଏଭଳି ଅଭ୍ୟାସ ଲଣ୍ଡନର ମର୍ସିସାଇଡ୍‌ ପୋଲିସ ବିଭାଗରେ ଥିବା ଘୋଡ଼ା ଜ୍ୟାକ୍‌ର ରହିଛି। ସକାଳୁ କପେ ଚା’ ନ ପିିଇଲେ ସେ କାମ...

ସୁନାମୀରେ ନଷ୍ଟ ହୋଇଥିବା ଜଙ୍ଗଲ କାଠରେ ନିର୍ମିତ ହେଲା ୨୦୨୦ ଟୋକିଓ ଅଲମ୍ପିକ୍‌ ମୁଖ୍ୟ ଷ୍ଟାଡ଼ିୟମ୍‌: ଏକକାଳୀନ ବସି ପାରିବେ ୬୦ ହଜାର ଦର୍ଶକ

ଟୋକିଓ,୧।୧୨: ଜାପାନରେ ୨୦୨୦ ଟୋକିଓ ଅଲମ୍ପିକ୍‌ ହେବ। ଏଥିପାଇଁ ମୁଖ୍ୟ ଷ୍ଟାଡ଼ିୟମ୍‌ ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଛି। ଷ୍ଟାଡ଼ିୟମ୍‌ ନିର୍ମାଣରେ ୮୭ ପ୍ରତିଶତ କାଠର ବ୍ୟବହାର ହୋଇଛି। ଏସବୁ ୨୦୧୧ ସୁନାମୀରେ ନଷ୍ଟ ହୋଇଥିବା ଜାପାନର ୪୭ ପ୍ରତିଶତ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri