ଅନ୍ତର୍ଜାତୀୟ

ଉଦୟ ଭାଟିଆ, ମାନସୀ ଗୁପ୍ତାଙ୍କୁ ଡାଏନା ସ୍ମୃତି ପୁରସ୍କାର

ଲଣ୍ଡନ/ନୂଆଦିଲ୍ଲୀ,୧୬।୩: ଦିଲ୍ଲୀର ଇନୋଭେଟର ଉଦୟ ଭାଟିଆ ଏବଂ ହରିୟାଣାର ମାନସିକ ସ୍ବାସ୍ଥ୍ୟ ପ୍ରଚାରକ ମାନସୀ ଗୁପ୍ତା, ଡାଏନା ମେମୋରିଆଲ ପୁରସ୍କାରରେ ସମ୍ମାନିତ ବିଶ୍ୱର ୨୦ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି। ୱେଲ୍ସର ସ୍ବର୍ଗତ ରାଜକୁମାରୀଙ୍କ ସ୍ମୃତିରେ ପ୍ରତିଷ୍ଠିତ ଡାଏନା ପୁରସ୍କାର ଚ୍ୟାରିଟି...

ଋଷିଆରେ ନିର୍ବାଚନ: କେରଳରେ ହେଉଛି ଭୋଟିଂ! ଜାଣନ୍ତୁ କାହିଁକି

ଥିରୁଭାନନ୍ତପୁରମ୍‌,୧୫।୩: କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏବର୍ଷ ନିର୍ବାଚନୀ ବର୍ଷ। ଭାରତରେ ଆଉ ମାସକ ପରେ ନିର୍ବାଚନ ହେବାକୁ ଥିବାବେଳେ ଦେଶର ବନ୍ଧୁରାଷ୍ଟ୍ର ଋଷିଆରେ ନିର୍ବାଚନ ଆରମ୍ଭ ହୋଇଛି। ଋଷିଆ ଜନସାଧାରଣ ବୁଥ୍‌କୁ ଯାଇ ଭୋଟିଂ କରୁଛନ୍ତି। ହେଲେ...

ଖାଦ୍ୟ ପାଇଁ ଲାଇନରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଲା ଇସ୍ରାଏଲ ସେନା, ୨୦ ମୃତ, ୧୫୦ରୁ ଅଧିକ ଆହତ

ଜେରୁଜେଲମ,୧୫।୩: ଇସ୍ରାଏଲ-ହମାସ ଯୁଦ୍ଧ ମାସ ମାସ ହେବ ଲାଗି ରହିଛି ଏବଂ ଗାଜାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଅନେକ ଶିଶୁଙ୍କ ସମେତ ସାଧାରଣ ନାଗରିକମାନେ ଗୁଳି ବିନିମୟର ଶିକାର ହେଉଛନ୍ତି। ସହାୟତା ଭାବରେ ଗାଜାକୁ ଖାଦ୍ୟ ଏବଂ ଅତ୍ୟାବଶ୍ୟକ...

ରୁଷିଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମତଦାନ, ପଞ୍ଚମ ଥର ପାଇଁ ଶାସନ କ୍ଷମତା ହାତେଇ ପାରନ୍ତି ପୁଟିନ

ମସ୍କୋ,୧୫।୩: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ରୁଷିଆରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଆଜି ଅର୍ଥାତ୍‌ ଶୁକ୍ରବାର ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଭ୍ଲାଦିମିର ପୁଟିନ ପୁଣି ଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଛିଡା ହୋଇଛନ୍ତି।...

ଡେନମାର୍କ ସେନାରେ ସାମିଲ ହେବେ ମହିଳା, ୟୁରୋପରେ ବଢୁଥିବା ସୁରକ୍ଷା ଚିନ୍ତା ଭିତରେ ବଡ ପଦକ୍ଷେପ

କୋପେନହାଗନ,୧୪।୩: ୟୁରୋପୀୟ ଦେଶ ଡେନମାର୍କ ଏହାର ସେନାରେ ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବା ଦିଗରେ ପଦକ୍ଷେପ ନେଉଛି। ଡେନମାର୍କର ପ୍ରଧାନମନ୍ତ୍ରୀ ମ୍ୟାଟ ଫ୍ରେଡେରିକସେନ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୟୁରୋପରେ ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ...

ଡ୍ୟୁଟି ସମୟରେ ପାଇଲଟ ଅବା କ୍ରୁ ମେମ୍ବର ରଖିପାରିବେ ନାହିଁ ରୋଜା

ଇସଲାମାବାଦ,୧୪।୩: ପାକିସ୍ତାନର ଜାତୀୟ ବିମାନ କମ୍ପାନୀ ପିଆଇଏ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହା ପବିତ୍ର ରମଜାନ ମାସରେ ବିମାନ ସେବା ସମୟରେ ଡ୍ୟୁଟିରେ ଥିବା ପାଇଲଟ ଏବଂ ବିମାନ କର୍ମଚାରୀଙ୍କୁ ଉପବାସ କରିବାକୁ ବାରଣ କରିଛି। ବାସ୍ତବରେ, ବିମାନ...

ବ୍ୟାଙ୍କ ବାଣ୍ଟୁଛି ନକଲି ନୋଟ୍‌

ଇସଲମାବାଦ,୧୪ା୩: ଲୋକେ ବ୍ୟାଙ୍କକୁ ସୁରକ୍ଷିତ ସ୍ଥାନ ଭାବି ଟଙ୍କା ଜମା କରିଥାନ୍ତି। ମାତ୍ର ବ୍ୟାଙ୍କରୁ ଯଦି ନକଲି ନୋଟ୍‌ ମିଳେ ତେବେ ଲୋକେ କାହା ଉପରେ ଭରସା କରିବେ। ଏପରି ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ। ଏଠାରେ ଅନେକ ନକଲି...

ବିଲେଇ ପାଇଁ ଜାପାନରେ ହାଇ ଆଲର୍ଟ, ଜାଣନ୍ତୁ ପୂରା ମାମଲା…

ଟୋକିଓ,୧୪ା୩: ସାଧାରଣ ଏକ ବିଲେଇ ପାଇଁ ଜାପାନ ପରି ସହରରେ ସତର୍କ ଘଣ୍ଟି ବାଜିବା ନିଶ୍ଚିତ ଆଶ୍ଚର୍ଯ୍ୟଜନକ ଘଟଣା। ହିରୋସିମା ପ୍ରିଫେକ୍ଟରର ଫୁକୁୟାମା କର୍ତ୍ତୃପକ୍ଷ କହିଛନ୍ତି, ଏକ ବିଲେଇ ପାଇଁ ସେମାନେ ସହରରେ ପାଟ୍ରୋଲିଂ ବଢ଼ାଇ ଦେଇଛନ୍ତି। ରବିବାର ଏକ...

ଆମେରିକା ସଂସଦରେ ଦିଆଗଲା ଭାରତର ଉଦାହରଣ

ଓ୍ବାଶିଂଟନ୍‌,୧୪।୩: ଆମେରିକାରେ ଚାଇନାର ଆପ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ମତ ଦେଇଛନ୍ତି ଆମେରିକାର ସାଂସଦ। ଅଧିକାଂଶ ସାଂସଦ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତର ଉଦାହରଣ ଦେଇଛନ୍ତି ଏବଂ କହିଛନ୍ତି ଯେ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ...

ପୁଣି ଆଣବିକ ଅସ୍ତ୍ର ଧମକ ଦେଲେ ପୁଟିନ୍‌

ମସ୍କୋ,୧୩ା୩:ରୁଷିଆର ସାର୍ବଭୌମତ୍ୱ କିମ୍ବା ସ୍ବାଧୀନତା ଉପରେ ବିପଦ ଦେଖାଦେଲେ ମସ୍କୋ ଆଣବିକ ଅସ୍ତ୍ର ବ୍ୟବହାର କରିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ଏଥିସହ ଆମେରିକାକୁ ଆଣବିକ ସଂଘର୍ଷରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ରୁଷୀୟ ସରକାରୀ...

ଥରିଲା ଆଫଗାନିସ୍ତାନ

କାବୁଲ,୧୩।୩: ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ରେ ମାପ କରାଯାଇଛି। ଏହାର କେନ୍ଦ୍ର ଭୂମିଠାରୁ ୧୪୬ କିଲୋମିଟର ଗଭୀର ଥିଲା। ପାକିସ୍ତାନର କିଛି ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର...

ମୋଦି ସରକାରଙ୍କ ଉପରେ ବର୍ଷିଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୩।୩: ମିଳିତ ଜାତିସଂଘ (ଜାତିସଂଘ) ଏବଂ ଆମେରିକା ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମିଳିତ ଜାତିସଂଘ ସିଏଏକୁ ଭେଦଭାବକାରୀ ବୋଲି ବର୍ଣ୍ଣନା କରିଥିବାବେଳେ ଆମେରିକା କହିଛି, ଏହି ପ୍ରସଙ୍ଗରେ ତୀକ୍ଷ୍ଣ ନଜର ରଖିଛି। ଆମେରିକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri