ଅନ୍ତର୍ଜାତୀୟ

କାମ କରୁନି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଶୌଚାଳୟ: ଡାଇପର ପିନ୍ଧୁଛନ୍ତି ମହାକାଶ ଯାତ୍ରୀ

ଓ୍ବାଶିଂଟନ,୨୮।୧୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଶୌଚାଳୟ କାମ କରୁନି। ଫଳରେ ମହାକାଶ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ଏବେ ଡାଇପର ପିନ୍ଧୁଛନ୍ତି। ଏହି କେନ୍ଦ୍ରରେ ଥିବା ଆମେରିକା ଶୌଚାଳୟରେ ବର୍ଜ୍ୟବସ୍ତୁ ଜମା ହୋଇ ଆଉ କାମ କରୁ...

କଲରାଡୋରେ ପ୍ରବଳ ବରଫପାତ: ୫୦ ଲକ୍ଷ ଲୋକ ପ୍ରଭାବିତ

ଡେନଭର,୨୮।୧୧: ଆମେରିକାର ପଶ୍ଚିମଭାଗ କଲରାଡୋର ରାଜଧାନୀ ଡେନଭର ଓ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ବରଫପାତ ଓ ବରଫଝଡ଼ରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସେଠାରେ ଆୟୋଜିତ ଥାଙ୍କସ୍‌ ଗିଭିଙ୍ଗ ଡେ ଅବସରରେ ଅନେକ ଲୋକ ଲଙ୍ଗ୍‌ ଡ୍ରାଇଭରେ ଯିବା...

୮ ହଜାର କୋଟିର ଅଳଙ୍କାର ଲୁଟ୍‌

ବର୍ଲିନ: ଜର୍ମାନୀର ରାଜକୀୟ ସଂଗ୍ରହାଳୟ ଗ୍ରୀନ୍‌ ବୋଲ୍ଟରେ ବଡ଼ ଧରଣର ଚୋରି ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏପରି ବଡ଼ ଧରଣର ଚୋରି ହୋଇ ନ ଥିବା କୁହାଯାଉଛି। ସଂଗ୍ରହାଳୟରୁ ଚୋରମାନେ ୮ ହଜାର କୋଟିର ଅଳଙ୍କାର ଏବଂ ବହୁମୂଲ୍ୟ...

ବୟସ୍କ ତୀର୍ଥଯାତ୍ରୀଙ୍କ ସହାୟତା ପାଇଁ ପଶୁପତିନାଥ ମନ୍ଦିର ଟ୍ରଷ୍ଟକୁ ଭାରତ ଦେଲା ୨ ବିଦ୍ୟୁତ୍‌ ଚାଳିତ ଯାନ

କାଠମାଣ୍ଡୁ,୨୭।୧୧: ନେପାଳର ପଶୁପତିନାଥ ମନ୍ଦିରକୁ ଆସୁଥିବା ବୟସ୍କ ତୀର୍ଥଯାତ୍ରୀଙ୍କ ଯିବା ଆସିବାରେ ସୁବିଧା ପାଇଁ ଭାରତ ପକ୍ଷରୁ ୨ଟି ବିଦ୍ୟୁତ୍‌ ଚାଳିତ ଯାନ ଯୋଗାଇ ଦିଆଯାଇଛି। ଭାରତ ପକ୍ଷରୁ ଏହାକୁ ପଶୁପତିନାଥ ମନ୍ଦିର ଟ୍ରଷ୍ଟକୁ ବୁଧବାର ହସ୍ତାନ୍ତର କରାଯାଇଛି। ଏହି...

ଦୁଇଟି କୁକୁରଙ୍କ ଯତ୍ନ ନେଲେ ମାସକୁ ମିଳିବ ଏତିକି ଲକ୍ଷ…

ଲଣ୍ଡନର ନାଇଟ୍ସବ୍ରିଜ୍‌ରେ ଜଣେ ଦମ୍ପତି ଏକ ବିଜ୍ଞାପନ ଦେଇଛନ୍ତି, ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଉକ୍ତ ଦମ୍ପତି ନିଜର ଦୁଇଟି କୁକୁରର ଯତ୍ନ ନେବା ପାଇଁ କେୟାର୍‌ ଟେକର ଆବଶ୍ୟକ ବୋଲି ଏକ ବିଜ୍ଞାପନ ଦେଇଛନ୍ତି। ଯୋଗ୍ୟ...

କରତାରପୁର ପରେ ଏବେ ଖୋଖରାପାର-ମୁନାବାଓ୍ବ ସୀମା ଖୋଲିବାକୁ ଦାବି

ଇସଲାମାବାଦ୍‌,୨୭।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଶିଖ୍‌ ଶ୍ରଦ୍ଧାଳୁଙ୍କ ପାଇଁ କରତାରପୁର କରିଡୋର ଖୋଲିଛନ୍ତି। ଏବେ ଆମେରିକାର ଏକ ସଂସ୍ଥା ପକ୍ଷରୁ ଖୋଖରାପାର-ମୁନାବାଓ୍ବ ସୀମା ଖୋଲିବାକୁ ଇମ୍ରାନ୍‌ଙ୍କ ନିକଟରେ ଦାବି କରାଯାଇଛି। ଏହାଦ୍ୱାରା ମୁସଲମାନ୍‌ ଶ୍ରଦ୍ଧାଳୁ ଆଜମେରର ଖ୍ବାଜା ମଇନୁଦ୍ଦିନ୍‌ ଚିସ୍ତିଙ୍କ...

ଢାକା କାଫେରେ ଆତଙ୍କବାଦୀ ଆକ୍ରମଣ ମାମଲା: ୭ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଢାକା,୨୭।୧୧:  ବାଂଲାଦେଶ ରାଜଧାନୀ ଢାକା କାଫେରେ ୨୦୧୬ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ସ୍ଥାନୀୟ କୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏହି ଆକ୍ରମଣରେ ସଂମ୍ପୃକ୍ତ ଥିବା ୭ଜଣ ଆତଙ୍କବାଦୀଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ସୂଚନାଯୋଗ୍ୟ,୨୦୧୬ ଜୁଲାଇରେ ସହରର ଏକ...

ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର କରୁଛି ଚାଇନା: ଆମେରିକା

ଓ୍ବାଶିଂଟନ,୨୭।୧୧: ଚାଇନାରେ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର କରାଯାଉଛି। ଏନେଇ ଆମେରିକା ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଆମେରିକା ବହିର୍ବ୍ୟାପାର ବିଭାଗ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଚାଇନାରେ ମାନବାଧିକାରର ଉଲ୍ଲଂଘନ ହେଉଥିବା ଏଥିରେ ଦର୍ଶାଯାଇଛି। ଚାଇନାର ଶିନ୍‌ଜିୟାଙ୍ଗ୍‌ ପ୍ରଦେଶରେ...

ମାଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୧୩ ଫ୍ରାନ୍ସ ସେନା ଶହୀଦ

ପ୍ୟାରିସ୍‌,୨୬।୧୧: ପ୍ୟାରିସ୍‌ର ମାଲିରେ ଇସ୍‌ଲାମ ଚରମପନ୍ଥୀ ବିରୋଧରେ ଚାଲିଥିବା ଏକ ଅପରେଶନରେ ସୋମବାର ରାତିରେ ୨ ହେଲିକପ୍ଟର ମୁହାଁମୁହିଁ ହୋଇଥିଲେ। ଏହି ଦୁର୍ଘଟଣାରେ ଫ୍ରାନ୍ସର ୧୩ ସେନା ଶହୀଦ ହୋଇଛନ୍ତି। ଏନେଇ ମଙ୍ଗଳବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ସୂଚନା...

ଥରିଲା ଆଲବାନିଆ: ବହୁ କୋଠା ଧରାଶାୟୀ

ଟିରାନା,୨୬।୧୧: ଆଲବାନିଆରେ ବୁଧବାର ଭୟଙ୍କର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା ବୋଲି ଆମେରିକା ଜିଓଲୋଜିକାଲ୍‌ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପ ଯୋଗୁ ବହୁ କୋଠା ଧରାଶାୟୀ ହୋଇଯାଇଛି। କିଛି ଲୋକଙ୍କ ମୃତ୍ୟୁ...

ବାଜଓ୍ବାଙ୍କୁ ଝଟ୍‌କା: କାର୍ଯ୍ୟକାଳ ବୃଦ୍ଧିରେ ବାଧା ଦେଲେ ପାକିସ୍ତାନ ସୁପ୍ରିମ୍‌କୋର୍ଟ

ଇସଲାମାବାଦ୍‌,୨୬।୧୧: ପାକିସ୍ତାନ ସୈନ୍ୟ ବିଭାଗ ମୁଖ୍ୟ ଜେନେରାଲ କମର ଜାବେଦ୍‌ ବାଜଓ୍ବାଙ୍କୁ ମଙ୍ଗଳବାର ପାକିସ୍ତାନ ସୁପ୍ରିମ୍‌କୋର୍ଟ ରାୟ ନେଇ ବଡ଼ ଝଟ୍‌କା ଲାଗିଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ତେବେ କୋର୍ଟ ଏହାର ବିଚାର...

ବନ୍ୟା ପାଣିରେ ସେଲ୍‌ଫି ନେବା ମହଙ୍ଗା ପଡିଲା: ଭିଡିଓ ଭାଇରାଲ

ବୋନିସ,୨୬।୧୧: ଇଟାଲିର ବୋନିସ ସହରରେ ବନ୍ୟା ଜଳରେ ପଶି ଜଣେ ଯୁବକ ସେଲଫି ନେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ହାତରେ ସେଲଫି ଷ୍ଟିକ୍‌ ନେଇ ଦୁଇ ଚାରି ପାଦ ଆଗକୁ ଯାଉଥିବା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri