ଅନ୍ତର୍ଜାତୀୟ

ଟେନଶନରେ ଭାରତ, ଆମେରିକା ସହ ହେବାକୁ ଯାଉଛି ବଡ଼ ଯୁଦ୍ଧ!

ନୂଆଦିଲ୍ଲୀ,୧୯।୧୧:ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ପରେ ଭାରତ ସହ ସମ୍ପର୍କକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଆସୁୁଥିବା ଖବର ହେଉଛି ଆମେରିକା କିମ୍ବା ଟ୍ରମ୍ପ ପ୍ରଶାସନ ଭାରତର ରପ୍ତାନି ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ଲାଗୁ...

ଖୁବଶୀଘ୍ର ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୯।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଖୁବଶୀଘ୍ର ଭାରତ ଗସ୍ତ କରିବେ। ପୁଟିନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଖବରକୁ ସୁନିଶ୍ଚିତ କରାଯାଇଛି। ଏହି ଗସ୍ତ ପାଇଁ ଖୁବଶୀଘ୍ର ନିର୍ଦ୍ଧିଷ୍ଟ ତାରିଖ ପ୍ରକାଶ କରାଯିବ ବୋଲି କ୍ରିମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍...

ଖାଇବା-ପିଇବା ଭୁଲିଯିବେ ଟ୍ରମ୍ପ-ପୁଟିନ୍‌, ହେଲେ ଏହି ବ୍ରିଫକେସ୍‌ ନୁହେଁ, ଜାଣି ତାଜୁବ ହେବେ…

ନୂଆଦିଲ୍ଲୀ,୧୯।୧୧: ଆପଣ ନିଶ୍ଚୟ ନଜର ରଖିଥିବେ ଯେ ଯେତେବେଳେ ଭାରତ ସମେତ ଅନ୍ୟ ବଡ ଦେଶର ମୁଖ୍ୟମାନେ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳ କିଛି ବିଶେଷ ବ୍ୟକ୍ତିଙ୍କ ଗ୍ରୁପ ସର୍ବଦା ସେମାନଙ୍କ ସହିତ ରହନ୍ତି। ଆଉ ସେମାନେ କିଛି ବ୍ରିଫକେସ...

ଆମେରିକାକୁ ପାନେ ଦେବ ରୁଷିଆ! ନୂଆ ପରମାଣୁ ନୀତିରେ ଦସ୍ତଖତ କଲେ ପୁଟିନ

ମସ୍କୋ,୧୯।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସଂଶୋଧିତ ପରମାଣୁ ନୀତିରେ ଦସ୍ତଖତ କରିଛନ୍ତି। ଏହି ନୂତନ ନୀତି ଅନୁଯାୟୀ, ଯଦି କୌଣସି ଦେଶ ଆଣବିକ ସଶସ୍ତ୍ର ଦେଶ ସାହାଯ୍ୟରେ ରୁଷିଆ ଉପରେ ଆକ୍ରମଣ କରେ,...

ପାକିସ୍ତାନର ନିଦ ଉଡାଇଲା ଟ୍ରମ୍ପଙ୍କ ନୂଆ କ୍ୟାବିନେଟ

ଓ୍ବାଶିଂଟନ,୧୯।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ଅନେକ କ୍ୟାବିନେଟ ସହକର୍ମୀଙ୍କୁ ଚୟନ କରିଛନ୍ତି। ଏହି ସମୟରେ ଆଗାମୀ ଟ୍ରମ୍ପ କ୍ୟାବିନେଟର ନାମ ଘୋଷଣାକୁ ନେଇ ପାକିସ୍ତାନ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛି। ଏହାର କାରଣ...

ମୋଦିଙ୍କୁ ଭେଟିବା ପରେ ବଡ଼ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୯।୧୧: ଆସନ୍ତା ବର୍ଷ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଉପରେ ଆଲୋଚନା ଆରମ୍ଭ ହେବ। ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମର ଏନେଇ ସୂଚୁନା ଦେଇଛନ୍ତି। ବ୍ରାଜିଲରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ...

୪୫ ଲୋକଙ୍କୁ ୧୦ ବର୍ଷର ଜେଲଦଣ୍ଡ, ଜାଣନ୍ତୁ କ’ଣ ଏହି ମାମଲା

ଭିକ୍ଟୋରିଆ ସିଟି,୧୯।୧୧: ମଙ୍ଗଳବାର ହଂକଂର ହାଇକୋର୍ଟ ୪୫ ଜଣ ଗଣତନ୍ତ୍ର ସମର୍ଥକଙ୍କୁ ଜାତୀୟ ସୁରକ୍ଷା ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଜାତୀୟ ସୁରକ୍ଷା ଟ୍ରଏଲରେ କାର୍ଯ୍ୟକର୍ତ୍ତାମାନେ ଗଣତନ୍ତ୍ର ଆନ୍ଦୋଳନର କ୍ଷତି କରିଥିଲେ ଏବଂ ଆନ୍ତର୍ଜାତୀୟ...

ବ୍ରିଟେନ ରାଜ ପରିବାରରେ ସୁରକ୍ଷାରେ ତ୍ରୁଟି: ଓ୍ବିଣ୍ଡସର କ୍ୟାସେଲରୁ ଚୋରି

ଲଣ୍ଡନ,୧୯।୧୧: ଚୋରମାନେ କିଙ୍ଗ ଚାଲର୍‌ସ ତୃତୀୟଙ୍କ ବିଶାଳ ୱିଣ୍ଡସର୍‌ କ୍ୟାସେଲ ଇଷ୍ଟେଟରୁ ଫାର୍ମ ଗାଡି ଚୋରି କରିଛନ୍ତି। ଏହା ପ୍ରିନ୍ସ ୱିଲିୟମ ଏବଂ କେଟ ମିଡଲେଟନଙ୍କ ପାରିବାରିକ ଘର। ବ୍ରିଟିଶ ପୋଲିସ ସୋମବାର ଏହା ନିଶ୍ଚିତ କରିଛି। ‘ସନ୍‌’ ଖବରକାଗଜରେ...

ଭିକ୍ଟୋରିଆଙ୍କୁ ମିସ୍‌ ୟୁନିଭର୍ସ କଲା ଟ୍ରମ୍ପ୍‌ ଇଫେକ୍ଟ

ମେକ୍ସିକୋ ସିଟି,୧୯ା୧୧: ଇତିହାସରେ ପ୍ରଥମ ଥର ପାଇଁ ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଡେନ୍‌ମାର୍କରୁ ଜଣେ ଡାନିଶ୍‌ ପ୍ରତିନିଧି ମିସ୍‌ ୟୁନିଭର୍ସ ହୋଇପାରିଛନ୍ତି। ଟାଇଟଲ ପାଇଁ ୮୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ନିଜ ଟ୍ୟାଲେଣ୍ଟ ପ୍ରଦର୍ଶନ କରିଥିବାବେଳେ ଉକ୍ତ ଇଭେଣ୍ଟରେ କଡ଼ା ମୁକାବିଲା ହୋଇଥିଲା।...

ଆମେରିକାରେ ବିଦେଶୀ ଛାତ୍ର: ଭାରତରୁ ସର୍ବାଧିକ

ଓ୍ବାଶିଂଟନ,୧୯।୧୧: ଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକାରେ ପଢ଼ୁଥିବା ବିଦେଶୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ। ସୋମବାର ଆମେରିକୀୟ ସଙ୍ଗଠନ ‘ଓପନ ଡୋର୍‌ସ’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସମ୍ପ୍ରତି ଆମେରିକାରେ...

ବ୍ରାଜିଲରେ ବାଇଡେନ୍‌ଙ୍କୁ ଭେଟିଲେ ମୋଦି

ରିଓ ଡି ଜନେଇରୋ ,୧୮ା୧୧: ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲର ରିଓ ଡି ଜନେଇରୋରେ ପହଞ୍ଚତ୍ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେଠାରେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲ୍‌ଭା ଏବଂ...

ଗାଜାରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌: ୨୦ ମୃତ

ଗାଜା ସିଟି ,୧୮ା୧୧:ଇସ୍ରାଏଲୀ ସେନା ସୋମବାର ଗାଜା ଷ୍ଟ୍ରିପ୍‌ରେ ବୋମାମାଡ଼ କରିବାରୁ ୨୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୬ ବିସ୍ଥାପିତ ରହିଛନ୍ତି, ଯେଉଁମାନେ ଏକ ତମ୍ବୁ ତଳେ ଆଶ୍ରୟ ନେଇଥିଲେ। ରବିବାର ଏକ ବହୁତଳ ଆବାସିକ ବିଲ୍ଡିଂରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri