ଅନ୍ତର୍ଜାତୀୟ

ବିଶ୍ୱର ସବୁଠାରୁ ହାଲୁକା ମିଠା

ଲଣ୍ଡନ: ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ। ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ବିଶ୍ୱରେ ଅନେକ ପ୍ରକାରର ମିଠା ମିଳିଥାଏ। ଭାରତରେ ତ ଏହାର ସଂଖ୍ୟା ଅନେକ। ହେଲେ ଏମିତି ଏକ...

କରତାରପୁର କରିଡର ଉଦ୍‌ଘାଟନ ପାଇଁ ପହଞ୍ଚିଲେ ମୋଦି

ଇସ୍‌ଲାମାବାଦ,୯।୧୧: ଶିଖ ସମ୍ପ୍ରଦାୟର ବହୁବର୍ଷ ଧରି ଥିବା ସ୍ବପ୍ନ ଏବେ ପୁରଣ ହୋଇଛି। ପାକିିସ୍ତାନର ନାରୋଓ୍ବାଲ ଜିଲା କରତାରପୁରଠାରେ ଅବସ୍ଥିତ ଗୁରୁଦ୍ୱାର ଦରବାର ସାହିବ ଯିବାପାଇଁ ଇଣ୍ଟିଗ୍ରେଟଡ ଚେକ୍‌ ପୋଷ୍ଟର ଉଦ୍‌ଘାଟନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସେଠାକୁ...

ପାକ୍‌ ଆର୍ମି ଭାଙ୍ଗିଲା ଇମ୍ରାନଙ୍କ ଦ୍ୱିତୀୟ ପ୍ରତିଶ୍ରୁତି: ଶନିବାର ଭାରତୀୟ ଶ୍ରଦ୍ଧାଳୁ ଦେବେ ୨୦ ଡଲାର

ଇସ୍‌ଲାମାବାଦ,୮।୧୧: କରତାରପୁର ସାହିବ ଯାତ୍ରା ଆରମ୍ଭ ପାଇଁ ଆଉ କିଛି ଘଣ୍ଟା ବାକି ରହିଛି। ହେଲେ ପାକିସ୍ତାନ ନିଜ ଷଡଯନ୍ତ୍ରରୁ ବାହାରି ପାରୁନାହିଁ। ପୁଣି ଥରେ ପାକିସ୍ତାନ ସେନା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦ୍ୱିତୀୟ ପ୍ରତିଶ୍ରୁତିକୁ ଭାଙ୍ଗିଦେଇଛି। ପୂର୍ବରୁ ଇମ୍ରାନ...

ଇରାନ ଭୂକମ୍ପ: ୫ ମୃତ, ୧୨୦ ଆହତ

ତେହେରାନ,୮।୧୧: ଉତ୍ତର ପଶ୍ଚିମ ଇରାନରେ ଗୁରୁବାର ବିଳମ୍ବିତ ରାତିରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୯। ଏହି ଭୂକମ୍ପରେ ବହୁ ପରିମାଣର କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ଏବେ ସୁଦ୍ଧା ଏଥିରେ ୫ ଜଣଙ୍କ...

କରତାରପୁର କରିଡର: ମୋଦିଙ୍କ ଉଦ୍‌ଘାଟନ ପୂର୍ବରୁ ସଭାସ୍ଥଳରେ ପଶିଲା ପାଣି

ଇସ୍‌ଲାମାବାଦ,୮।୧୧: କରତାରପୁର କରିଡର ଉଦ୍‌ଘାଟନକୁ ଆଉ କିଛି ଘଣ୍ଟା ବାକି ରହିଛି। ହେଲେ ଏହା ପୂର୍ବରୁ ଏକ ବଡ ସମସ୍ୟା ମୁଣ୍ଡ ଟେକିଲାଣି। ଏଥିପାଇଁ ଉଦ୍ଦିଷ୍ଟ ପେଣ୍ଡାଲ୍‌ ଓ ସଭାସ୍ଥଳରେ ଏବେ ବର୍ଷା ପାଣି ପଶିଯାଇଥିବା ସୂଚନା ମିଳିଛି। ତେବେ...

ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଲାଗିଲା ୨ ମିଲିୟନ୍‌ ଡଲାର ଜରିମାନା

ଓ୍ବାଶିଂଟନ୍‌,୮।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ୨ ମିଲିୟନ୍‌ ଆମେରିକା ଡଲାର ଜରିମାନା ଲାଗିଛି। ଆମେରିକାର ଏକ ଅଦାଲତ ଏହି ଜରିମାନା ଲଗାଇଛନ୍ତି। ୨୦୧୬ରେ ଏକ ଦାତବ୍ୟ ଅନୁଷ୍ଠାନରୁ ଟଙ୍କା ନେଇ ନିର୍ବାଚନ ପ୍ରଚାରରେ ଲଗାଇଥିଲେ। ୨୦୧୮ରେ ଏହି...

ଖଣି କର୍ମଚାରୀଙ୍କ ଉପରେ ଆକ୍ରମଣ: ୩୭ ମୃତ

ଓ୍ବାଗାଡୁଗୁ,୮-୧୧(ଏଏଫ୍‌ପି):ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଜେହାଦୀ ହିଂସାରେ ୩୭ ଜଣଙ୍କ ମୃତ୍ୟୁ ଘଟିବା ସହ ୬୦ ଜଣ ଆହତ ହୋଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ଏହା ସବୁଠୁ ଭୟାବହ ଆକ୍ରମଣ ବୋଲି କୁହାଯାଉଛି। ସେଠାରେ ଥିବା କାନାଡା...

ଇମ୍ରାନ୍‌ଙ୍କ ପ୍ରତିଶ୍ରୁତି ପାଣିର ଗାର: କରତାର୍‌ପୁର ପାଇଁ ପାସପୋର୍ଟ ଅନିବାର୍ଯ୍ୟ କଲା ପାକିସ୍ତାନ ସୈନ୍ୟ ବାହିନୀ

ଇସଲାମାବାଦ୍‌,୭।୧୧: କରତାର୍‌ପୁର ଯିବାକୁ ଚାହୁଁଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପାସପୋର୍ଟ ଜରୁରୀ ନୁହେଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପାସପୋର୍ଟ ବ୍ୟତିତ ଅନ୍ୟ କୌଣସି ବୈଧ ପ୍ରମାଣପତ୍ର ଥିଲେ ମଧ୍ୟ ଶ୍ରଦ୍ଧାଳୁ କରତାର୍‌ପୁର ଆସିପାରିବେ ବୋଲି...

ଜୀବନ୍ତ ଅବସ୍ଥାରେ ମୃତ୍ୟୁର ଅନୁଭବ ‘ଲିଭିଂ ଫ୍ୟୁନେରାଲ’

ସିଓଲ: ଥରେ ଭାବନ୍ତୁ ତ, ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ କଫିନରେ ଭର୍ତ୍ତି କରାଯିବ। ମରିବା ପରେ ଯେମିତି ଶେଷକୃତ୍ୟ କରାଯାଏ, ଠିକ୍‌ ସେମିତି ସବୁ ବିଧି ନୀତିନିୟମ ଅନୁଯାୟୀ ହେବ। ଏହି ସ୍ମୃତିକୁ ସାଇତି ରଖିବାକୁ ଫଟୋ ଉଠାଯିବ।...

ମନର ବୋଝ ହାଲ୍‌କା କରେ ସହକର୍ମୀଙ୍କ ସହ ବାର୍ତ୍ତାଳାପ

ଲଣ୍ଡନ: ବିଭିନ୍ନ ସାମାଜିକ ତଥା ଆର୍ଥିକ ସମସ୍ୟା ଯୋଗୁ ମନ ଅନେକ ସମୟରେ ଭାରାକ୍ରାନ୍ତ ହୋଇଯାଇଥାଏ। ମାନସିକ ଅବସ୍ଥାର ସାଧାରଣ ସ୍ଥିତି ଫେରାଇ ଆଣିବାରେ ଭାବର ଆଦାନ ପ୍ରଦାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ଲଣ୍ଡନ ସୁରୀ ବିଶ୍ୱବିଦ୍ୟାଳୟରେ...

ପଳାତକ ଘୋଷିତ ନୀରବ ମୋଦିଙ୍କ ଇମୋସନାଲ୍‌ ଡ୍ରାମା: ଭାରତକୁ ପ୍ରତ୍ୟର୍ପଣ କଲେ କରିବି ଆତ୍ମହତ୍ୟା

ଲଣ୍ଡନ,୭।୧୧: ପଳାତକ ଘୋଷିତ ନୀରବ ମୋଦି ଲଣ୍ଡନରେ କୋର୍ଟରେ ଇମୋସନାଲ୍‌ ଡ୍ରାମା କରିଛନ୍ତି। କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ସେ କହିଛନ୍ତି ଯେ, ଯଦି ମୋତେ ଭାରତକୁ ପ୍ରତ୍ୟର୍ପଣ କରାଯାଏ ତେବେ ମୁଁ ଆତ୍ମହତ୍ୟା କରିବି। ଓ୍ବେଷ୍ଟ...

ଥାଇଲାଣ୍ଡରେ ଉଗ୍ରପନ୍ଥୀ ଆକ୍ରମଣ: ୧୫ ନିହତ

ୟାଲା,୭ା୧୧(ଏ.ଏଫ୍‌.ପି./ଆଇଏଏନ୍‌ଏସ୍‌): ଥାଇଲାଣ୍ଡର ହିଂସା ପ୍ରଭାବିତ ଦକ୍ଷିଣାଞ୍ଚଳରେ ମୁସ୍‌ଲିମ ଉଗ୍ରପନ୍ଥୀମାନେ ରକ୍ତମୁଖା ହୋଇଯାଇଛନ୍ତି। ଏହି ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣରେ ବୁଧବାର ୧୫ ନିହତ ଓ ୫ ଆହତ ହୋଇଛନ୍ତି। ଏହାକୁ ଏହି ଦକ୍ଷିଣ ଏସୀୟ ଉପକୂଳ ରାଷ୍ଟ୍ରରେ ଉଗ୍ରବାଦର ୧୫ ବର୍ଷ ମଧ୍ୟରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri