ଅନ୍ତର୍ଜାତୀୟ

ନୋବେଲ ଶାନ୍ତି ପୁରସ୍କାର ଘୋଷଣା ଆଜି:ଦୌଡ଼ ଆଗରେ ଗ୍ରେଟା ଥନବର୍ଗ

ଓସ୍‌ଲୋ,୧୧-୧୦:(ଆଇଏଏନ୍‌ଏସ୍‌):ସ୍ବିଡେନର ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଆଗୁଆ ରହିଛନ୍ତି। ସେହିପରି ବ୍ରାଜିଲର ଆଦିବାସୀ ନେତା ରାଓନି ମେଟୁକ୍‌ଟାୟର ଓ ଇଥିଓପିଆ ପ୍ରଧାନମନ୍ତ୍ରୀ ଏବି ଅହମ୍ମଦଙ୍କ ନାମ ମଧ୍ୟ ତାଲିକାରେ ଥିବା ଜଣାପଡ଼ିଛି। ତେବେ ଏହି...

ବୈଜ୍ଞାନିକଙ୍କ ଭବିଷ୍ୟବାଣୀ:ପୃଥିବୀ ସହ ଧକ୍କାହେବ ଗ୍ରହାଣୁ ଆପୋଫିସ୍‌

ଓ୍ବାଶିଂଟନ,୧୧-୧୦:: ପୃଥିବୀ ସହ ଏକ ଗ୍ରହାଣୁ ଧକ୍କା ହେବ। ଫଳରେ ଏହା ବିପର୍ଯ୍ୟୟ ଆଣିଦେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ସାଜିବ ବୋଲି ଜଣେ ବୈଜ୍ଞାନିକ ଦାବି କରିଛନ୍ତି। ଏପରି କି ପୃଥିବୀର କେଉଁ ସ୍ଥାନରେ ଏହା...

ପବନରେ ଝୁଲୁଛି ଏହି ମନ୍ଦିର

ଚାଇନାରେ ଦୀର୍ଘ ୧୫ଶହ ବର୍ଷ ହେବ ଏକ ମନ୍ଦିର ପବନରେ ଝୁଲୁଥିବା କୁହାଯାଏ। ଚାଇନାର ଏହା ଏକମାତ୍ର ମନ୍ଦିର ଯାହା ଦୀର୍ଘ ବର୍ଷ ହେଲା ପବନରେ ଝୁଲୁଥିବା ଲୋକେ କୁହନ୍ତି। ତେବେ ଏହି ମନ୍ଦିର, ବୁଦ୍ଧ, ତାଓ ଓ କନଫୁସିୟସ୍‌...

ସାହିତ୍ୟ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର ବିଜେତାଙ୍କ ନାମ

ଷ୍ଟକହୋମ,୧୦।୧୦: ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ୨୦୧୮ ପାଇଁ ପୋଲାଣ୍ଡର ଲେଖକ ଓଲାଗ ତୋକାର୍କଜୁକଙ୍କୁ ମିଳିଥିବା ବେଳେ ୨୦୧୯ ପାଇଁ ଅଷ୍ଟ୍ରିଆର ଲେଖକ ପିଟର ହ୍ୟାଣ୍ଡକେଙ୍କୁ ମିଳିଛି ନୋବେଲ ପୁରସ୍କାର। ଗୁରୁବାର...

କୁକୁର ଗୁଳିରେ ମାଲିକାଣୀ ଆହତ

ଆମେରିକାର ଓକ୍ଲାହୋମାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ କୁକୁର ନିଜ ମାଲିକାଣୀଙ୍କ ଉପରକୁ ଗୁଳି ଚଳାଇବାରୁ ସେ ଗୁରୁତର ଆହତ ହୋଇଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ, ୪୪ ବର୍ଷୀୟା ଟିନା ସ୍ପ୍ରିଙ୍ଗର କାରରେ...

ଚିନ୍ତା ବଢ଼ାଉଛି ମାନସିକ ସ୍ବାସ୍ଥ୍ୟ ସମସ୍ୟା

ପ୍ରତିବର୍ଷ ୧୦ ଅକ୍ଟୋବରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରଥମଥର ୧୯୯୨ରେ ଏହି ଦିବସ ପାଳନ କରାଯାଇଥିଲା। ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ ବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ...

ଥାଇ ପାର୍କ ଗଜରାଜଙ୍କ ମୃତ୍ୟୁଯନ୍ତା

ବ୍ୟାଙ୍କକ, ୧୦ା୧୦ : ହାତୀଙ୍କ ସୁରକ୍ଷା ଲାଗି ବିଶ୍ୱବ୍ୟାପୀ ଅନେକ ପଦକ୍ଷେପ ହାତକୁ ନିଆଯାଉଛି। ସେମାନଙ୍କ ରହିବା, ଖାଇବା, ସ୍ବାସ୍ଥ୍ୟାବସ୍ଥା ସହ ମୁକ୍ତ ଭ୍ରମଣ ଓ ସୁରକ୍ଷିତ ଜୀବନଯାପନ ଲାଗି ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।...

ପୃଥିବୀ ସହ ଧକ୍କା ହେବ ଆପୋଫିସ୍‌

ଓ୍ବାଶିଂଟନ,୧୦ା୧୦: ପୃଥିବୀ ସହ ଏକ ଗ୍ରହାଣୁ ଧକ୍କା ହେବ। ଫଳରେ ଏହା ବିପର୍ଯ୍ୟୟ ଆଣିଦେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ସାଜିବ ବୋଲି ଜଣେ ବୈଜ୍ଞାନିକ ଦାବି କରିଛନ୍ତି। ଏପରି କି ପୃଥିବୀର କେଉଁ ସ୍ଥାନରେ ଏହା...

ଭାରତ-ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ହେଲା ମଜବୁତ

ପ୍ୟାରିସ,୧୦।୧୦: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବେ ଫ୍ରାନ୍ସ ଗସ୍ତରେ ଅଛନ୍ତି। ବୁଧବାର ସେ ତାଙ୍କର ଫ୍ରାନ୍ସ ସମକକ୍ଷ ଫ୍ଲୋରେନ୍ସ ପାର୍ଲିଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପାର୍ଲି ଦ୍ୱିପାକ୍ଷିତ ପ୍ରତିରକ୍ଷା ସମ୍ପର୍କରେ ଖୋଲାଖୋଲି କଥା ହୋଇଥିବା...

କୁର୍ଦ୍ଦଙ୍କ ଉପରେ ତୁର୍କୀର ଆକ୍ରମଣ

ରାସ୍‌ ଅଲ୍‌-ଅଇନ୍‌,୧୦ା୧୦(ଏଫ୍‌ପି): ଉତ୍ତର ସିରିଆରେ ଥିବା କୁର୍ଦ୍ଦ ଆତଙ୍କବାଦୀମାନଙ୍କ ଆଡ୍ଡାସ୍ଥଳ ଉପରେ ତୁର୍କୀ ପକ୍ଷରୁ ବୁଧବାର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସୀମାନ୍ତ ଅଞ୍ଚଳଗୁଡିକରେ ତୁର୍କୀ ସେନା ବୋମାମାଡ଼ କରିଛି। ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତାୟିପ୍‌ ଏର୍ଡୋଗାନ୍‌ ଏହି ଆକ୍ରମଣକୁ...

ଉଇଗର ମୁସ୍‌ଲିମ୍‌ଙ୍କୁ ନିର୍ଯାତନା ଅଭିଯୋଗ: ଚାଇନା ଉପରେ ଆମେରିକାର ଭିଜା କଟକଣା

ଓ୍ବାଶିଂଟନ/ବେଜିଂ,୧୦ା୧୦(ପି.ଟି.): ଜିନ୍‌ଜିଆଙ୍ଗ୍‌ ପ୍ରଦେଶରେ ଉଇଗର ମୁସ୍‌ଲିମ ସମ୍ପ୍ରଦାୟ ସମେତ ସଂଖ୍ୟାଲଘୁଙ୍କ ଉପରେ ବେଜିଂର ଦମନକାରୀ ଅଭିଯାନକୁ ନେଇ କ୍ଷୁବ୍ଧ ଆମେରିକା ଚାଇନା ଉପରେ ଭିଜା କଟକଣା ଜାରି କରିଛି। ଚାଇନା ସରକାର ଓ ଶାସକ କମ୍ୟୁନିଷ୍ଟ ପାର୍ଟିର ଅଧିକାରୀମାନଙ୍କ ବିରୋଧରେ...

ଅଲ୍‌ କାଏଦାର ଦକ୍ଷିଣ ଏସିଆ ମୁଖ୍ୟ ନିହତ

ଇସ୍‌ଲାମାବାଦ, ୧୦ା୧୦ : ଅଲ୍‌ କାଏଦାର ଦକ୍ଷିଣ ଏସିଆ ମୁଖ୍ୟ ଆସିମ୍‌ ଉମର ଆଫଗାନିସ୍ତାନର ହେଲ୍‌ମଣ୍ଡରେ ନିହତ ହୋଇଛନ୍ତି। ଭାରତଜନ୍ମିତ ଉମର ଆମେରିକା-ଆଫଗାନିସ୍ତାନର ମିଳିତ ଚଢ଼ାଉ ବେଳେ ପ୍ରାଣ ହରାଇଥିବା କୁହାଯାଉଛି। ଆଫଗାନିସ୍ତାନର ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri