ଅନ୍ତର୍ଜାତୀୟ

ଥରିଲା ଆମେରିକାର ୨ ସହର

ନ୍ୟୁୟର୍କ,୫।୪: ଥରିଲା ଆମେରିକାର ୨ ସହର। ଶୁକ୍ରବାର ଦେଶର ନ୍ୟୁୟର୍କ ସହରରେ ୪.୮ ତିବ୍ରତା ବିଶିଷ୍ଟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସେହିଭଳି ନ୍ୟୁ ଜର୍ସିରେ ମଧ୍ୟ ସମାନ ତିବ୍ରତାର ଭୂକମ୍ପ ଆସିଥିଲା। ଏହାର କେନ୍ଦ୍ରସ୍ଥଳ ୧୦ କିମି ଗର୍ଭରେ...

ଇସ୍ରାଏଲ ସେନା ଗାଜାରେ ଆକ୍ରମଣ କରିବାକୁ ନେଉଛନ୍ତି ଏଆଇର ସାହାଯ୍ୟ

ଜେରୁଜେଲମ,୫।୪: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଅନେକ ମାସ ଧରି ଚାଲିଛି । ସାରା ବିଶ୍ୱ ଏହି ଯୁଦ୍ଧକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି, ତଥାପି ଯୁଦ୍ଧ ବନ୍ଦ ହେଉନାହିଁ। ବର୍ତ୍ତମାନ କୁହାଯାଉଛି ଯେ ଇସ୍ରାଏଲ ସେନା ମଧ୍ୟ...

ଇରାନରେ ଆତଙ୍କବାଦୀ ଆକ୍ରମଣ: ଚାଲିଗଲା ୨ ଜୀବନ

ତେହେରାନ୍‌,୫।୪: ଇରାନର ରୁସ୍କ ସହରରେ ଜୈସ-ଅଲ-ଅଦଲ ଆତଙ୍କବାଦୀ ଗୋଷ୍ଠୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ଘଟିଛି। ଆକ୍ରମଣରେ ୨୮ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ଜଣ ସୁରକ୍ଷା କର୍ମୀ ରହିଥିବା ବେଳେ ୧୮ଜଣ ସାଧାରଣ ନାଗରିକ ରହିଥିବା ଡେପୁଟି ଆଭ୍ୟନ୍ତରୀଣ...

କରୋନାଠାରୁ ୧୦୦ ଗୁଣା ଅଧିକ ବିପଜ୍ଜନକ ଏହି ମହାମାରୀ: ଚିନ୍ତାପ୍ରକଟ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୫।୪: ବାର୍ଡ ଫ୍ଲୁ ସଂକ୍ରମଣ ଖୁବ୍‌ଶୀଘ୍ର ମହାମାରୀର ରୂପ ନେଇପାରେ। ଏହାର ମୃତ୍ୟୁ ହାରକୁ ବିଚାର କଲେ ଏହା କରୋନା ମହାମାରୀ ଅପେକ୍ଷା ଶହେ ଗୁଣ ଅଧିକ ବିପଜ୍ଜନକ ହୋଇପାରେ। H5N1 ଭାଇରସ୍‌ ଏକ ଗୁରୁତର ପରିସ୍ଥିତି ଆଡକୁ ଗତି...

ଚାଇନା ବିଶ୍ୱଦିଦ୍ୟାଳୟରେ ଝିଅମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହେଲେ ୨୦ ବର୍ଷର ଛାତ୍ର

ବେଜିଂ, ୫।୪: ଆଜିକାଲି ଚାଇନାର ସୋସିଆଲ ମିଡିଆ ସାଇଟରେ ଜଣେ ୨୦ ବର୍ଷ ବୟସ୍କ କଲେଜ ଛାତ୍ର ଆଲୋଚନାର ବିଷୟ ପାଲଟିଛନ୍ତି। ବାସ୍ତବରେ, ଏହି ଛାତ୍ର ‘ଡିଲ୍ୟୁଜନାଲ ଲଭ ଡିସଅଡର୍ର୍‌’ ନାମକ ଏକ ରୋଗରେ ପୀଡିତ। ସାଉଥ ଚାଇନା ମର୍ନିଂ...

ଭୂକମ୍ପରେ ଥରିଲା ହସ୍ପିଟାଲ, ଜୀବନକୁ ବାଜି ଲଗାଇ ନବଜାତକଙ୍କ ଜୀବନ ବଞ୍ଚାଇଲେ ନର୍ସ

ତାଇପେଇ ସିଟି,୫।୪: ନିକଟ ଅତୀତରେ ଅନେକ ଦେଶରେ ଭୂକମ୍ପ ଘଟଣା ଘଟିଥିବାର ସୂଚନା ମିଳିଛି। ଗତ ବୁଧବାର ତାଇୱାନରେ ଏକ ଭୟଙ୍କର ଭୂକମ୍ପ ଘଟିଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ମାପ କରାଯାଇଥିଲା। ଏହି ଭୂକମ୍ପ ଏତେ ଶକ୍ତିଶାଳୀ...

‘ମିଥ୍ୟା ଏବଂ ଉଦେଶ୍ୟମୂଳକ’, ପାକିସ୍ତାନରେ ଟାର୍ଗେଟ ହତ୍ୟା ଅଭିଯୋଗକୁ ଖଣ୍ଡନ କଲା ଭାରତ

ନୂଆଦିଲ୍ଲୀ, ୫।୪: ଆତଙ୍କବାଦୀଙ୍କୁ ହଟାଇବା ପାଇଁ ପାକିସ୍ତାନରେ ଟାର୍ଗେଟ ହତ୍ୟା କରାଯାଇଥିବା ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ବ୍ରିଟେନର ଖବର କାଗଜ ଦି ଗାର୍ଡିଆନ୍‌ର ଏକ ରିପୋର୍ଟରେ ବୈଦେଶିକ ମନ୍ତ୍ରଣାଳୟ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏହାକୁ ମିଥ୍ୟା ତଥା...

କରୋନ ଭାଇରସଠାରୁ ବି ଅଧିକ ଘାତକ H5N1 ଭାଇରସ, ଏକ୍ସପର୍ଟ ଦେଲେ ଚେତାବନୀ

ନୂଆଦିଲ୍ଲୀ,/ଓ୍ବାଶିଂଟନ,୪।୪: ଆଜି ପର୍ଯ୍ୟନ୍ତ ସାରା ବିଶ୍ୱ କରୋନା ଭାଇରସ ଭଳି ମହାମାରୀଠାରୁ ସମ୍ପୂର୍ଣ୍ଣ ମୁକୁଳି ପାରିନାହିଁ। ଇତି ମଧ୍ୟରେ, କୋଭିଡ ଠାରୁ ଅଧିକ ମାରାତ୍ମକ ରୋଗ ହେଉଛି H5N1 ବା ବାର୍ଡ ଫ୍ଲୁ ଯାହା ବହୁପରିମାଣରେ ବିସ୍ତାର କରିବାର ସମ୍ଭାବନା...

ଓପନିୟନ ପୋଲରେ ବାଇଡେନଙ୍କୁ ପଛରେ ପକାଇଲେ ଟ୍ରମ୍ପ

ଓ୍ବାଶିଂଟନ,୪।୪: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହୋଇଥିବା ଏକ ସର୍ଭେରେ ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପଛରେ ରହିଥିବାର ନଜର ଆସିଛନ୍ତି। ସାତୋଟି ରାଜ୍ୟରେ କରାଯାଇଥିବା ସର୍ଭେରେ ରିପବ୍ଲିକାନ ନେତା ଟ୍ରମ୍ପ...

ଡଙ୍ଗାରେ ଲାଗିଲା ନିଆଁ, ଭୟରେ ସମୁଦ୍ର ଭିତରକୁ ଡେଇଁଲେ ଯାତ୍ରୀ

ବ୍ୟାଙ୍କକ୍‌,୪ା୪: ଗୁରୁବାର ଥାଇଲାଣ୍ଡ ଗଲ୍ଫର ଏକ ଡଙ୍ଗାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଭୟଙ୍କର ନିଆଁରୁ ରକ୍ଷା ପାଇବା ପାଇଁ ଭୟଭୀତ ଯାତ୍ରୀମାନେ ସମୁଦ୍ର ଭିତରକୁ ଡେଇଁପଡ଼ିଲେ। ତେବେ ଡଙ୍ଗାରେ ଥିବା ସମସ୍ତ ୧୦୮ ଲୋକଙ୍କୁ ସୁରକ୍ଷିତ ଭାବେ...

କେଜ୍‌ରିଓ୍ବାଲ୍‌ଙ୍କ ଗିରଫକୁ ନେଇ ପୁଣି ବିଷ ଓଗାଳିଲା ଆମେରିକା

ନୂଆଦିଲ୍ଲୀ,୪।୪: ପୁଣିଥରେ ଆମେରିକାର ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏବଂ ଦିଲ୍ଲୀର ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କ ସମ୍ପର୍କରେ ଏକ ବିବୃତ୍ତି ଆସିଛି। ଆମେରିକା ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, ଏହି ଦୁଇ ଜଣଙ୍କ ମାମଲାରେ ସେ ଭାରତ ସରକାରଙ୍କ...

ଜାପାନରେ ବଡ଼ ଧରଣ ଭୂକମ୍ପ

ଟୋକିଓ,୪।୪: ଜାପାନରେ ଗୁରୁବାର ସକାଳେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ରେ ମାପ କରାଯାଇଛି। ଜାପାନର ହଂସୁର ପୂର୍ବ ଉପକୂଳରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ହୋଇଥିବା କମ୍ପନ ଏତେ ଶକ୍ତିଶାଳୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image