ଅନ୍ତର୍ଜାତୀୟ

ପ୍ରତିଶୋଧ ପାଇଁ ୧୫୯ ସାଇକେଲ ସିଟ୍‌ ଚୋରି

ଜାପାନ: ୧୫୯ ସାଇକେଲର ସିଟ୍‌ ଚୋରି କରିବା ଅଭିଯୋଗରେ ଜାପାନ ଟୋକିଓ ସହରର ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନାମ ଆକିୟୋ ହାତୋଡ଼ି। ତେବେ କେବଳ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ସେ ୧୫୯ଟି ସାଇକେଲ୍‌ର...

ମେନ୍ୟୁ କାର୍ଡ ମେଶିନ୍‌ କହିଥାଏ ଗ୍ରାହକଙ୍କ ପସନ୍ଦ

ବେଜିଂ: ସାଧାରଣତଃ ମନ ପସନ୍ଦର ଖାଦ୍ୟ ଖାଇବା ପାଇଁ ହୋଟେଲ ବା ରେଷ୍ଟୁରାଣ୍ଟରେ ମେନ୍ୟୁ କାର୍ଡ ଦେଖି ଅର୍ଡର ଦିଆଯାଇଥାଏ। ମାତ୍ର ଏହି ଖାଦ୍ୟ ସ୍ବାସ୍ଥ୍ୟପକ୍ଷେ ହିତକାରୀ ନା ନାହିଁ ସେ ନେଇ ଗ୍ରାହକ ଅଜଣା ରହିଥାନ୍ତି। ଲୋକଙ୍କ ସ୍ବାସ୍ଥ୍ୟକୁ...

ପାକିସ୍ତାନକୁ ପ୍ରିନ୍ସ ଓ୍ବିଲିୟମ୍‌ ଓ କେଟ୍‌ ମିଡିଲଟନ୍‌ଙ୍କ ରାଜକୀୟ ଯାତ୍ରା

ଇସ୍‌ଲମାବାଦ : ପାକିସ୍ତାନକୁ ୫ ଦିନିଆ ଗସ୍ତ କରିଛନ୍ତି ବ୍ରିଟେନର ପ୍ରିନ୍ସ ଓ୍ବିଲିୟମ ଓ ସ୍ତ୍ରୀ କେଟ୍‌ ମିଡିଲଟନ୍‌। ସେଠାରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ରାଷ୍ଟ୍ରପତି ଆରିଫ୍‌ ଆଲ୍‌ଭିଙ୍କୁ ସାକ୍ଷାତ କରିଛନ୍ତି। ଏହି ରାଜକୀୟ ଯାତ୍ରା...

ସଡ଼କ ଦୁର୍ଘଟଣାରେ ୩୫ ତୀର୍ଥଯାତ୍ରୀ ମୃତ

ମଦିନା,୧୭।୧୦: ସୌଦିର ମଦିନା ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ୩୫ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ସହିତ ଏକ ଏକ୍ସାଭେଟର ଧକ୍କା ହେବାରୁ ବସ୍‌ଟି ଅଲ୍‌ ଆଖାଲ କେନ୍ଦ୍ରଠାରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା...

ଆମେରିକା ପ୍ରତିବନ୍ଧକ ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଲେ କିମ୍‌

ସିଓଲ,୧୬।୧୦: ଆମେରିକା ଲଗାଇଥିବା ପ୍ରତିବନ୍ଧକ ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଇଛନ୍ତି ଉତ୍ତର କୋରିଆନ ନେତା କିମ୍‌ ଜଙ୍ଗ ଅନ୍‌। ସଂକଳ୍ପ ନେବା ସହ ପ୍ରତିବନ୍ଧକ ଯୋଗୁ ଦେଶକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ବୁଧବାର ଗୋଟାଏ ଧଳାଘୋଡ଼ାରେ...

ଏପରି ଦେଶ ଯେଉଁଠି ମୋଟା ହେଲେ ଦେବାକୁ ପଡ଼େ ଜରିମାନା…

ଜାପାନରେ ମେଦବହୁଳ ହେବା ଏକ ଅପରାଧ। ଦେଶର ପ୍ରଚଳିତ ଆଇନ ଅନୁସାରେ ମେଦବହୁଳ ବ୍ୟକ୍ତିଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥାଏ। ଏଠାରେ ୪୦ ବର୍ଷରୁ ଅଧିକ ବୟସ୍କ ପୁରୁଷ ମାନଙ୍କର ଅଣ୍ଟା ୩୨ ଇଞ୍ଚ ଏବଂ ମହିଳା ମାନଙ୍କର ଅଣ୍ଟା ୩୬...

କାର୍‌ ଚଳାଇ ଭୁଲରେ ପହଞ୍ଚିଲେ ଆମେରିକା: ଶିଶୁ ସମେତ ପରିବାରର ସମସ୍ତ ସଦସ୍ୟ ଗିରଫ

ନ୍ୟୁୟର୍କ: ପରିବାର ସହ କୁଆଡେ ବୁଲିଯାଉଥିବା ବେଳେ ଅନ୍ୟମାନଙ୍କ ସହ କଥାବର୍ତ୍ତା ହୋଇ ଅନ୍ୟମନସ୍କ ହୋଇଯାଇଥାଉ। ବେଳେବେଳେ ଏଭଳି ହୋଇଥାଏ ଯେ, ଅନ୍ୟମନସ୍କତା ଯୋଗୁ ଭୁଲ ରାସ୍ତାରେ ପଳାଇଥାଉ। ଏଥିପାଇଁ କେତେବେଳେ ଜରିମାନା ଦେବାକୁ ପଡ଼ିଥାଏ ତ କେତେବେଳେ ଅସୁବିଧାର...

ଇରାନ୍‌ ବିରୋଧରେ କଟକଣା ଜାରି କରି ଆମେରିକା ଅପରାଧ କରିଛି: ରୁହାନି

ତେହରାନ,୧୬।୧୦: ଇରାନ୍‌ ବିରୋଧରେ କଟକଣା ଜାରି କରି ଆମେରିକା ଅପରାଧ କରିଛି। ଏନେଇ ଇରାନ୍‌ ରାଷ୍ଟ୍ରପତି ହସନ୍‌ ରୁହାନି କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କ୍ଷେତ୍ରୀୟ କମିଟିର ୬୬ତମ ବାର୍ଷିକ ବୈଠକରେ ଯୋଗଦେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସୌଦିର...

କାହିଁକି ଗଣିତରେ ଦିଆଯାଏନି ନୋବେଲ ପୁରସ୍କାର

ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନଜନକ ପୁରସ୍କାର। ଆଲଫ୍ରେଡ ନୋବେଲଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଏହି ପୁରସ୍କାର ୬ଟି କ୍ଷେତ୍ର...

ଡ୍ରଗ୍ସ୍‌ ମାଫିଆଙ୍କ ଗୁଳିରେ ୧୫ ନିହତ

ମେକ୍ସିକୋ ସିଟି,୧୬।୧୦: ଡ୍ରଗ୍ସ୍‌ ମାଫିଆଙ୍କ ଗୁଳିରେ ମେକ୍ସିକୋର ଗୁଏରେରୋର ଦକ୍ଷିଣ ଅଞ୍ଚଳରେ ୧୫ ଜଣ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଯବାନ ଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଅକ୍ଟୋବର ୧୪ରେ ଡ୍ରଗ୍ସ୍‌ ମାଫିଆମାନେ ୧୪...

ମାର୍ଗାରେଟ, ବର୍ନାର୍ଡାଇନ୍‌ଙ୍କୁ ବୁକର୍‌ ପୁରସ୍କାର

ଲଣ୍ଡନ,୧୬ା୧୦: କାନାଡା ଲେଖିକା ମାର୍ଗାରେଟ ଅଟଉଡ୍‌ ଏବଂ ବ୍ରିଟିଶ୍‌ ଲେଖିକା ବର୍ନାର୍ଡାଇନ୍‌ ଏଭାରିଷ୍ଟୋ ଚଳିତ ବର୍ଷ ମିଳିତ ଭାବେ ବୁକର୍‌ ପୁରସ୍କାର ପାଇବେ। ପ୍ରଥମ ଥର ଲାଗି ବିଚାରକ ବୁକର୍‌ ପୁରସ୍କାର ନିୟମ ଭାଙ୍ଗି ଦୁଇଜଣଙ୍କୁ ଏହି ପୁରସ୍କାର ଲାଗି...

କ୍ୟାନସରରୁ ବି ଦୂରେଇ ରଖେ ଏହି ଥେରାପି…

ୟୁରିନ୍‌ ଥେରାପି ସୁସ୍ଥ ରହିବାର ଅତି ପ୍ରାଚୀନ ଉପାୟ। ଏହି ସହଜ ଉପାୟ ଦ୍ୱାରା ଲାଷ୍ଟ ଷ୍ଟେଜ୍‌ରେ ବି କ୍ୟାନସର ଭଳି ଦୂରାରୋଗ୍ୟରୁ ମୁକ୍ତି ମିଳିଥାଏ । ଏଥିପାଇଁ ଅପରେସନ୍‌ ଅବା କେମୋଥେରାପିର ଆବଶ୍ୟକତା ପଡ଼ି ନ ଥାଏ ଚାଇନାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri