ଅନ୍ତର୍ଜାତୀୟ

ଆଫଗାନିସ୍ତାନ ବିମାନ ଆକ୍ରମଣରେ ୯ ଆତଙ୍କବାଦୀ ମୃତ

ନଙ୍ଗାହାର,୧୪।୧୦: ଆଫଗାନିସ୍ତାନରେ ହୋଇଥିବା ବିମାନ ଆକ୍ରମଣରେ ତାଲିବାନ ଓ ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନର ୯ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖାମା ପ୍ରେସର ସୂଚନା ଅନୁଯାୟୀ ଏହି ବିମାନ ଆକ୍ରମଣ ଆଫଗାନିସ୍ତାନର ପୂର୍ବ ନଙ୍ଗାହାରରେ ହୋଇଥିଲା। ସୂଚନାଯୋଗ୍ୟ, ଶାନ୍ତି ପ୍ରତିଷ୍ଠା...

ଚିନ୍ତାରେ ପାକିସ୍ତାନ: ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଇସ୍‌ଲାମାବାଦ,୧୪।୧୦: ପାକିସ୍ତାନରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଥିବା ଜଣାପଡିଛି। ଏହାକୁ ନେଇ ଏବେ ପାକିସ୍ତାନର ଚିନ୍ତା ବଢିଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ। ରବିବାର ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ରାଓ୍ବଲପିଣ୍ଡି ଓ ଇସ୍‌ଲାମାବାଦରେ...

ଗୁଗଲ ଡୁଡୁଲରେ ଜୋଶେଫ୍‌ ଏଣ୍ଟୋନିୟୋ: ଫିଲ୍ମରେ ଆଣିଥିଲେ ଆନିମେସନ୍‌ ଜ୍ଞାନକୌଶଳ

ଓ୍ବାଶିଂଟନ,୧୪।୧୦: ଖ୍ୟାତି ସମ୍ପନ୍ନ ପଦାର୍ଥ ବିଜ୍ଞାନୀ ଜୋଶେଫ୍‌ ଏଣ୍ଟୋନିୟୋଙ୍କ ସମ୍ମାନରେ ସୋମବାର ଗୁଗଲ ପକ୍ଷରୁ ଡୁଡୁଲ ପ୍ରଦର୍ଶନ କରାଯାଇଛି। ଜୋଶେଫ୍‌ ଫିଲ୍ମରେ ଫେନାକିସଟିସ୍କୋପ୍‌ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଗବେଷଣା କରିଥିଲେ। ଏହାଦ୍ୱାରା ଫିଲ୍ମରେ ଆନିମେସନ ପ୍ରସ୍ତୁତ କରି ହୋଇଥାଏ। ଏହି...

ଚାଇନାକୁ ବିଭାଜନ ଉଦ୍ୟମ କଲେ ଦଳି ଦିଆଯିବ

କାଠମାଣ୍ଡୁ,୧୪ା୧୦(ପି.ଟି.): କୌଣସି ଶକ୍ତି ଚାଇନାକୁ ବିଭାଜନ ଉଦ୍ୟମ କଲେ ତାକୁ ଦଳି ଦିଆଯିବ ବୋଲି ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ରବିବାର ଚେତାବନୀ ଦେଇଛନ୍ତି। ଭାରତ ଗସ୍ତ ଶେଷ କରି ଜିନ୍‌ପିଙ୍ଗ୍‌ ନେପାଳ ଯାଇଛନ୍ତି। ସେ ସେଠାରେ ନେପାଳର ଶୀର୍ଷ ନେତୃତ୍ୱଙ୍କ...

ମାରିଅମ ଥ୍ରେସିଆ ସନ୍ଥ ଘୋଷିତ

ଭାଟିକାନ୍‌ ସିଟି, ୧୪ା୧୦ : ଭାରତୀୟ ନନ୍‌ ମାରିଅମ୍‌ ଥ୍ରେସିଆ ଓ ଅନ୍ୟ ୪ ଜଣଙ୍କୁ ପୋପ୍‌ ଫ୍ରାନ୍ସିସ୍‌ ସନ୍ଥ ଭାବେ ଘୋଷଣା କରିଛନ୍ତି। ରବିବାର ଭାଟିକାନ୍‌ ସିଟିରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ କେରଳ ଜନ୍ମିତ ସିଷ୍ଟର ମାରିଅମ୍‌ଙ୍କ...

ସାଇକେଲରେ ଅଫିସ ଗଲେ ମିଳେ ଅଧିକ ଟଙ୍କା

ନେଦରଲାଣ୍ଡସ୍‌ରେ ସାଇକେଲରେ ଯାତାୟାତକୁ ଦିଆଯାଉଛି ଗୁରୁତ୍ୱ। ପୁଣି ସେଠାରେ ଅଫିସକୁ ଯାଉଥିବା ବ୍ୟକ୍ତିଙ୍କୁ ମିଳେ ଅଲଗା ପ୍ରୋତ୍ସାହନ ରାଶି। ସେଥିପାଇଁ ଏଠାରେ ଅଧିକାଂଶ ଲୋକେ ସାଇକେଲରେ ଅଫିସ ଯିବାକୁ ପସନ୍ଦ କରିଥାଆନ୍ତି। ସାଇକେଲରେ ଯାଉଥିବା କର୍ମଚାରୀଙ୍କୁ କିଲୋମିଟିର ପିଛା ୧୬ଟଙ୍କା...

୧୫୦ ଫୁଟ ଉଚ୍ଚ ରୋପ୍‌ଓ୍ବେ କେବୁଲ୍‌ରେ ଝୁଲି ରହିଲା ବିମାନ: ଦେଢ଼ଘଣ୍ଟା ଡେଣାରେ ବସି ରହିଲେ ଚାଳକ ଓ ଯାତ୍ରୀ

ରୋମ୍‌,୧୩।୧୦: ଇଟାଲୀର ଆଲ୍ପସ୍‌ ପର୍ବତ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ୧୫୦ ଫୁଟ ଉଚ୍ଚ ରୋପ୍‌ଓ୍ବେ କେବୁଲ୍‌ରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଝୁଲି ରହିଥିଲା। ୬୨ ବର୍ଷ ବୟସ୍କ ବିମାନ ଚାଳକ ଏବଂ...

ସୁନାରେ ତିଆରି ହେଲା ଏଟିଏମ୍‌ କାର୍ଡ

ଲଣ୍ଡନ,୧୩।୧୦: ଇଂଲଣ୍ଡରେ ଏକ କମ୍ପାନୀ ପ୍ରଥମ ସୁନା ଏଟିଏମ୍‌ କାର୍ଡ ତିଆରି କରିଛି। ସରକାରୀ କମ୍ପାନୀ ଦି ରୟାଲ ମିଣ୍ଟ୍‌ ପକ୍ଷରୁ ଏହି କାର୍ଡ ତିଆରି ହୋଇଛି। ଏହି କାର୍ଡକୁ ରାରିସ୍‌ ଭାବେ ନାମିତ କରାଯାଇଛି। ୧୮ କ୍ୟାରେଟ୍‌ ସୁନାରେ...

ଚାଇନାରେ ୫.୨ ତୀବ୍ରତାର ଭୂକମ୍ପ

ବେଜିଂ,୧୩।୧୦: ଚାଇନାର ଗୁଆଂଗ୍ସି ଜୁଆଙ୍ଗ ଅଞ୍ଚଳରେ ଶନିବାର ରାତି ପ୍ରାୟ ୧୧ଟା ସମୟରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୨। ଏହାର ସୂଚନା ଚାଇନା ଭୂକମ୍ପ ନେଟଓ୍ବର୍କ କେନ୍ଦ୍ର ଦେଇଛି। ଏପର୍ଯ୍ୟନ୍ତ ଏଥିରେ...

ଜାପାନରେ ଘୂର୍ଣ୍ଣିଝଡ଼ ପରେ ଆସିଲା ଭୂକମ୍ପ: ୭୦ ଲକ୍ଷ ଲୋକ ସ୍ଥାନାନ୍ତର

ଟୋକିଓ,୧୩।୧୦: ଜାପାନରେ ଆସିଥିବା ଘୂର୍ଣ୍ଣିଝଡ଼ରେ ଏପର୍ଯ୍ୟନ୍ତ ପ୍ରାୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଊର୍ଦ୍ଧ୍ୱ ନିଖୋଜ ଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଟୋକିଓରେ ଘୂର୍ଣ୍ଣିଝଡ଼ ‘ହଗିବିସ’କୁ ନେଇ ହାଇ ଆଲର୍ଟ ଜାରି କରାଯାଇଥିଲା। ଏହାସହ ପ୍ରାୟ...

ଭାରତ-ଆମେରିକା ମିଳିତ ସମରାଭ୍ୟାସ ‘ବଜ୍ର ପ୍ରହାର’: ଚିନ୍ତାରେ ପାକିସ୍ତାନ

ଓ୍ବାଶିଂଟନ,୧୩।୧୦: ଭାରତ-ଆମେରିକା ମିଳିତ ସମରାଭ୍ୟାସ ‘ବଜ୍ର ପ୍ରହାର’ ରବିବାରଠାରୁ ଆରମ୍ଭ ହେଉଛି। ଆମେରିକା ସିଟଲେର ଲୁଇସ୍‌ ମ୍ୟାକ୍‌କର୍ଡ ମିଲିଟାରୀ ବେସ୍‌ଠାରେ ଏହା ଅକ୍ଟୋବର ୨୮ ପର୍ଯ୍ୟନ୍ତ ଜାରି ରହିବ। ଏହି ୧୦ତମ ମିଳିତ ସମରାଭ୍ୟାସରେ ୪୫ ଜଣ ସଦସ୍ୟ ଅଂଶଗ୍ରହଣ...

ଜୁଆଖେଳକୁ ନେଇ ଗୁଳି: ୪ ନିହତ

ନ୍ୟୁୟର୍କ, ୧୩ା୧୦ : ନ୍ୟୁୟର୍କର ବ୍ରୁକଲିନ୍‌ସ୍ଥିତ ୭୪ ଉଟିକା ଆଭେନ୍ୟୁଠାରେ ଶନିବାର ସକାଳେ ଗୁଳିକାଣ୍ଡ ଘଟିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏକ ଘରେ ୬ ପୁରୁଷ ଓ ଜଣେ ମହିଳାଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri