ଅନ୍ତର୍ଜାତୀୟ

ରକ୍ତଚାଉଳ ଚୋବାଉଛି ପାକିସ୍ତାନ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସମ୍ବିଧାନର ଅନୁଚ୍ଛେଦକୁ ୩୭୦ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ଛାନିଆ ହୋଇଯାଇଥିବା ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟର ଦ୍ୱାରସ୍ଥ ହୋଇଥିଲା। ହେଲେ ଚାରିଆଡ଼ୁ ନିରାଶ ହେବା ପରେ...

ମେଦବହୁଳତାରୁ ବି ଦୂରେଇ ରଖେ ଚୁଇଗମ୍‌…

ଚୁଇଗମ୍‌ ଚୋବାଇବା ଦ୍ୱାରା  ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ପାଚନ କ୍ରିୟା ସ୍ବାଭାବିକ ହୁଏ। ନିୟମିତ ଚୁଇଗମ୍‌ ଚୋବାଇଲେ ପାଟିରୁ ଅଧିକ ଲାଳ କ୍ଷରଣ ହୋଇଥାଏ। ଏହା ଖାଦ୍ୟ ହଜମରେ ସହାୟକ ହୋଇଥାଏ। ଚୁଇଗମ୍‌ ଚୋବାଇବା ଦ୍ୱାରା ପ୍ରତି ଘଣ୍ଟାରେ...

ଭଲ ଜୀବନସାଥୀ ପାଇଁ ଲଣ୍ଡା ହୁଅନ୍ତି ଯୁବତୀ

ସାଉଥ୍‌ ଆଫ୍ରିକାର ଇଥିଓପିଆ ଓ ସୋମାଲିଆ ମଧ୍ୟରେ ରହିଛନ୍ତି ବୋରାନା ଜନଜାତି । ଏହି ଜନଜାତିଙ୍କର ପରମ୍ପରା ବିଶ୍ୱରେ କେଉଁଠି ଦେଖିବାକୁ ମିଳେ ନାହିଁ। ଏଠାକାର ପରମ୍ପରା ଅନୁଯାୟୀ, ଝିଅମାନେ ନିଜପାଇଁ ଯେପର୍ଯ୍ୟନ୍ତ ସୁନ୍ଦର ଜୀବନସାଥୀ ପାଇ ନାହାନ୍ତି ସେପର୍ଯ୍ୟନ୍ତ...

ପାକିସ୍ତାନର ନୂଆ ନାଟକ: ବନ୍ଦ କଲା ଟେଲିଭିଜନର ବିଶେଷ କାର୍ଯ୍ୟକ୍ରମ

ଇସଲାମାବାଦ,୧୧।୮: ଗୋଟିଏ ପରେ ଗୋଟିଏ ନୂଆ ନାଟକ କରି ଚାଲିଛି ପାକିସ୍ତାନ। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିଯିବା ପରେ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି। ପ୍ରଥମେ ଭାରତ ସହ କୁଟନୈତିକ ସମ୍ପର୍କ ଛିନ୍ନ କରିଥିବା ପାକିସ୍ତାନ ଏବେ ଇଦ୍‌-ଉଲ୍‌-ଜୁହାରେ...

ହଡବଡେଇଲେ ପାକିସ୍ତାନୀ ନ୍ୟୁଜ ଆଙ୍କର

ଇସଲାମାବାଦ,୧୧।୮: ଜମ୍ମୁ-କଶ୍ମୀରରୁ ଭାରତ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନର ସ୍ଥିତିକୁ ଦେଖି ଏବେ ସବୁଠି ଚର୍ଚ୍ଚା ଚାଲିଛି। ପାକିସ୍ତାନର ଜଣାଶୁଣା ନ୍ୟୁଜ ଆଙ୍କର କିରଣ ନାଜ ଏବେ ଯେମିତି ସବୁ ରାଗ ଭାରତ ଉପରେ ସୁଝାଇବା ମୁଡରେ ଅଛନ୍ତି।...

ରବିବାର ଭୋର୍‌ରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୧।୮: ଇଣ୍ଡୋନେସିଆରେ ରବିବାର ଭୋର୍‌ ୪ଟା ୧୪ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ସୁମାତ୍ରା ଉପକୂଳରେ ହୋଇଥିବା ଏହି ଭୂକମ୍ପର କେନ୍ଦ୍ର...

ଆମେରିକୀୟ ଫାଇନାନ୍ସରଙ୍କ ଆତ୍ମହତ୍ୟା

ନ୍ୟୁୟର୍କ,୧୧ା୮(ଏଏଫ୍‌ପି): ଏକ ଲଜ୍ଜାଜନକ ଘଟଣାରେ ଜେଲରେ ରହିଥିବା ଆମେରିକୀୟ ଫାଇନାନ୍ସର ଜେଫ୍‌ରି ଏପ୍‌ଷ୍ଟାଇନ୍‌ ଆତ୍ମହତ୍ୟା କରିଛନ୍ତି। ସେ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଯୌନଶୋଷଣ ଲାଗି ଚୋରାଚାଲାଣ କରୁଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିଲେ। ତାଙ୍କ ବିରୋଧରେ ଅଦାଲତରେ...

ମ୍ୟାନ୍‌ମାରରେ ଭୂସ୍ଖଳନ: ୩୪ ମୃତ

ୟାଙ୍ଗନ୍‌,୧୧ା୮(ଆଇଏଏନ୍‌ଏସ୍‌): ମ୍ୟାନ୍‌ମାରର ଏକ ସହରରେ ଭୂସ୍ଖଳନ ହେବାରୁ ୩୪ ଜଣଙ୍କ ମୃତ୍ୟୁ ହେବା ସହ ବହୁ ଘର ମାଟିତଳେ ପୋତିହୋଇପଡିଛି। ବନ୍ୟା ପ୍ରଭାବରେ ମୋନ୍‌ ରାଜ୍ୟ ଅନ୍ତର୍ଗତ ପାଉଙ୍ଗ୍‌ ସହରରେ ଶୁକ୍ରବାର ଭୂସ୍ଖଳନ ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।...

ତେଲ ଟ୍ୟାଙ୍କର ବିସ୍ଫୋରଣ: ୬୨ ନିହତ

ଦାର୍‌ ଏସ୍‌ ସଲାମ (ତାଞ୍ଜାନିଆ),୧୧ା୮: ତାଞ୍ଜାନିଆର ମୋରୋଗୋରୋ ସହରରେ ଏକ ତେଲ ଟ୍ୟାଙ୍କର ବିସ୍ଫୋରଣ ହେବାରୁ ୬୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନୂ୍ୟନ ୭୦ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣାଗ୍ରସ୍ତ...

ବ୍ରିଟିଶ ସଂସଦ ଭବନରେ ଗୀତା ମହୋତ୍ସବ : ସୁଷମା ସ୍ବରାଜ ଭାଗ ନେବାକୁ ଚାହିଁଥିଲେ

ଲଣ୍ଡନ: ବ୍ରିଟିଶ ସଂସଦ ଭବନ ହାଉସ ଅଫ କମନ୍ସ ପରିସରରେ ତିନିଦିନ ବ୍ୟାପୀ ଗୀତା ମହୋତ୍ସବ ଆରମ୍ଭ କରାଯାଇଛି। ମରିସସ୍‌ ପରେ ଏହା ଦ୍ୱିତୀୟ ମହୋତ୍ସବ। କଞ୍ଜରଭେଟିଭ ପାର୍ଟିର ଉପାଧ୍ୟକ୍ଷ ତଥା ସାଂସଦ ପଲ୍‌ ଷ୍ଟୁଆର୍ଟ ସ୍କୋଲି ସମ୍ମାନିତ ଅତିଥି...

ଏହି ପନିପରିବା ଜୀବନ ପାଇଁ ଅମୃତ ତୁଲ୍ୟ…

ବିଭିନ୍ନ ପନି ପରିବାର ରଙ୍ଗ ଭିନ୍ନ ଭିନ୍ନ ରହିଥାଏ। ତେବେ ପନିପରିବାର ଏହି ରଙ୍ଗ କଣିକା ମଣିଷ ଜୀବନ ପାଇଁ ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ। ଏ ସମ୍ପର୍କରେ ନେଦରଲାଣ୍ଡର ଲେଇଦେନ୍‌ ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ ବିଭାଗର ଗବେଷକ ସେମାନଙ୍କ...

ବନ୍ଦ ହେଲା ଅମୃତସର-ଲାହୋର ବସ୍‌ ସେବା

ନୂଆଦିଲ୍ଲୀ/ଇସଲାମାବାଦ,୧୦।୮: ବିଚଳିତ ପାକିସ୍ତାନ ଏବେ ଭାରତକୁ ନେଇ ଆଉ ଏକ ବଡ ନିଷ୍ପତ୍ତି ନେଇଛି। ପ୍ରଥମେ କୁଟନୈତିକ ସମ୍ପର୍କ, ପରେ ଟ୍ରେନ୍‌ ସେବା ବନ୍ଦ କରିଥିବା ପାକିସ୍ତାନ ଏବେ ଭାରତ ସହ ବସ୍‌ ସେବାକୁ ମଧ୍ୟ ବନ୍ଦ କରି ଦେଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri