ଅନ୍ତର୍ଜାତୀୟ

ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ପ୍ରଥମ ମିସ୍‌ ମେକ୍ସିକୋ ମୁକୁଟ

ମେକ୍ସିକୋ ସିଟି,୩୦।୭: ମେକ୍ସିକୋରେ ପ୍ରଥମଥର ଲାଗି ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ମିସ୍‌ ମେକ୍ସିକୋ ୨୦୧୯ ମୁକୁଟ ମିଳିଛି। କାଲିଫର୍ନିଆ ଓ ମେକ୍ସିକୋ ସିଟିର ମିସ୍‌ଙ୍କୁ ହରାଇ ଇଓ୍ବାନା କୋଜାରେସ ଏହି ଗୌରବର ଅଧିକାରୀ ହୋଇପାରିଛନ୍ତି। ଜଳବାୟୁ ପରିବର୍ତ୍ତନ ଓ ସାମାଜିକ ଅଧିକାରକୁ...

୧୩ଜଣଙ୍କ ଜୀବନ ବଞ୍ଚାଇଲେ ୫ବର୍ଷର ଶିଶୁ

ଓ୍ବାଶିଂଟନ୍‌, ୩୦।୭: ଆମେରିକାର ଚିକାଗୋ ସହରରେ ଜଣେ ୫ବର୍ଷର ଶିଶୁ ପାଇଁ ଘରର ୧୩ ଜଣ ସଦସ୍ୟଙ୍କ ଜୀବନ ବଞ୍ଚିଯାଇଛି। ରୋଷେଇ ଘରେ ନିଆଁ ଲାଗିଥିବାର ଦେଖି ଜୟଦେନ ଏସ୍ପିନୋସା ନିଜ ପରିବାର ସଦସ୍ୟଙ୍କୁ ପାଟିକରି ଡାକିଥିଲେ। ଫଳରେ ସମସ୍ତଙ୍କୁ...

ବିମାନବନ୍ଦରରେ ବୁଲୁଥିବା ମହିଳାଙ୍କ ବ୍ୟାଗ୍‌ରୁ ହଠାତ୍‌ ବାହାରିଲା ନିଆଁ

ବ୍ୟାଙ୍କକ,୩୦।୭: ଆପଣ ପାଓ୍ବାର ବ୍ୟାଙ୍କ ବ୍ୟବହାର କରୁଛନ୍ତି କି ଯଦି କରୁଛନ୍ତି ତାହେଲେ ସାବଧାନ୍‌ ହୋଇଯାଆନ୍ତୁ। ନ ହେଲେ ଏହି ପାଓ୍ବାର ବ୍ୟାଙ୍କ ଆପଣଙ୍କ ପାଇଁ ବିପଦଜନ୍ନକ ହୋଇପାରେ। କିଛି ଏଭଳି ଘଟଣା ଘଟିଛି ଥାଇଲାଣ୍ଡର ଚିୟାଂ ମାଇ ଇଣ୍ଟରନ୍ୟାସନାଲ...

ଜାପାନରେ ଭୂକମ୍ପ

ଟୋକିଓ,୩୦।୭: ଜାପାନରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ଥିବା ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ଦକ୍ଷିଣ-ପୂର୍ବ ହାଚିଜୋ-ଜିମାଠାରୁ ଭୂଗର୍ଭର ୫୨.୯ କିମି ତଳେ ଥିବା ଅନୁମାନ କରାଯାଉଛି। ପ୍ରଶାନ୍ତ ମହାସାଗରର...

ପାକିସ୍ତାନ ମିଲିଟାରୀ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୭ ମୃତ

ଇସଲାମାବାଦ୍‌,୩୦।୭: ପାକିସ୍ତାନର ଏକ ମିଲିଟାରୀ ବିମାନ ମଙ୍ଗଳବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବିମାନରେ ଥିବା ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଏହାର ଭଗ୍ନାବଶେଷ ତଳେ ପଡ଼ିବା ଯୋଗୁ ୧୨...

ପୃଥିବୀର ୧୦ ସହରରେ ଜଳ ସଙ୍କଟ: ଆଗାମୀ ଦିନରେ ନିତି ଗାଧୋଇବା ହେବ ଅସମ୍ଭବ; ତାଲିକାରେ ଭାରତର ବେଙ୍ଗାଲୁରୁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ୧୦ଟି ସହରରେ ଜଳ ସଙ୍କଟ ଦେଖାଦେଇଛି। ଏହାର ଶୀଘ୍ର ନିରାକରଣ କରା ନ ଗଲେ ପରିସ୍ଥିତି ଅଣାୟତ ହେବ ବୋଲି ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ପୃଥିବୀର ୧୦ଟି...

ଜେଲ୍‌ରେ ଦଙ୍ଗା: ୫୨ ମୃତ

ରିଓ ଡି ଜେନିରୋ,୩୦ା୭(ଏଏଫ୍‌ପି): ଉତ୍ତର ବ୍ରାଜିଲ୍‌ର ଏକ କାରାଗାରରେ ଦୁଇ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ଅନୂ୍ୟନ ୫୨ କଏଦୀଙ୍କ ପ୍ରାଣହାନି ଘଟିଛି। ତିନି ମାସ ମଧ୍ୟରେ ବ୍ରାଜିଲ କାରାଗାର ସଂଘର୍ଷ ହେଉଛି ଦ୍ୱିତୀୟ ଘଟଣା। ମେ ମାସରେ...

ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ଆକ୍ରମଣ:୨୦ ମୃତ

କାବୁଲ୍‌,୩୦ା୭(ପି.ଟି.)-ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଗ୍ରୀନଟ୍ରେଣ୍ଡ କାର୍ଯ୍ୟାଳୟ ଉପରେ ରବିବାର ଆକ୍ରମଣ ହୋଇଛି। ଏଥିରେ ୨୦ ନିହତ ହେବା ସହ ୫୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କେତେକ ଅଜ୍ଞାତ ବନ୍ଧୁକଧାରୀ କାର୍ଯ୍ୟାଳୟ ଭିତରେ ପଶି ୬...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସେ…

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍‌ ଏବଂ ସୋଡିୟମ୍‌ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅଧାଗ୍ଲାସେ ଗୁଡ଼ପାଣି ନିୟମିତ ପିଇଲେ ଲିଭର ସମସ୍ୟା...

ମନକୁ ଖୁସି ରଖିବା ପାଇଁ ପ୍ରତିଦିନ ଏଥିରୁ ଗୋଟିଏ…

ପ୍ରତିଦିନ ଲାଲ୍‌ ଲଙ୍କା ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ କ୍ୟାପ୍ସେସିନ୍‌ ନାମକ ରାସାୟନିକ ପଦାର୍ଥ ରହିଥାଏ। ଏହା ସ୍ନାୟୁତନ୍ତ୍ରକୁ ସୁରକ୍ଷିତ ରଖିଥାଏ। ଏହା ମସ୍ତିଷ୍କରେ ଡୋରଫିନ୍‌ ହରମୋନ୍‌ କ୍ଷରଣକୁ ତ୍ୱରାନ୍ବିତ କରିଥାଏ। ଫଳରେ ମନରେ ଖୁସି ଜାତ...

ଜୀବନକାଳ ମଧ୍ୟରେ ୨ କିଲୋ ଲିପ୍‌ଷ୍ଟିକ ଲଗାନ୍ତି ମହିଳା

ନାରୀ ସର୍ବଦା ରହସ୍ୟମୟୀ। ଆଉ ନାରୀର ଏହି ରହସ୍ୟ ବିଷୟରେ ଅନେକଙ୍କୁ ହୁଏତ କିଛି କଥା ଜଣା ନ ଥିବ। ଅନେକ ଗୁଣରେ ନାରୀ ପୁରୁଷଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। କିଛି ଗବେଷଣା ଭିତ୍ତିକ ତଥ୍ୟ ମହିଳାମାନଙ୍କ ଉପରେ ଏମିତି କିଛି...

ସମୁଦ୍ରର କୁଶଳୀ ଶିକାରୀ ଶାର୍କ ଉପରେ ବିପଦ: ୨୬ ଦେଶର ୧୫୦ରୁ ଅଧିକ ପ୍ରାଣୀବିଜ୍ଞାନୀ କରୁଛନ୍ତି ଗବେଷଣା

ନ୍ୟୁୟର୍କ,୨୯।୭: ସମୁଦ୍ରର କୁଶଳୀ ଶିକାରୀ ଶାର୍କ ମାଛ ଉପରେ ଏବେ ବିପଦ ଘନଉଛି। ଅତ୍ୟଧିକ ମାଛ ଧରିବା ଯୋଗୁ ଶାର୍କ ମାଛ ପାଇଁ ଖାଦ୍ୟର ଅଭାବ ଦେଖାଦେଇଛି। ଏନେଇ ୨୬ଟି ଦେଶର ୧୫୦ରୁ ଅଧିକ ପ୍ରାଣୀବିଜ୍ଞାନୀ ଉପଗ୍ରହ ସହାୟତାରେ ଶାର୍କଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri