ଅନ୍ତର୍ଜାତୀୟ

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍‌ ହେଉଛନ୍ତି ଭାରତର ଜ୍ୱାଇଁ

ଲଣ୍ଡନ, ୨୪।୭: ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ସହ ଏକ ଖାସ୍‌ ସମ୍ପର୍କ ରହିଛି। ବୋରିସ୍‌ ଗତବର୍ଷ ଛାଡପତ୍ର ଦେଇଥିବା ସ୍ତ୍ରୀ ମ୍ୟାରିନା ହ୍ବିଲର୍‌ଙ୍କ ମା’ ଜଣେ ଭାରତୀୟ ବୋଲି ଜଣାପଡିଛି। ମ୍ୟାରିନାଙ୍କ ପିତା ଚାଲର୍‌ସ ହ୍ବିଲର...

ପାକିସ୍ତାନରେ ରହିଛି ୪୦ ଆତଙ୍କବାଦୀ ସଂଗଠନ: ଇମ୍ରାନ୍‌

ଓ୍ବାଶିଂଟନ,୨୪।୭: ପାକିସ୍ତାନରେ ୪୦ ଆତଙ୍କବାଦୀ ସଂଗଠନ କାମ କରୁଛି। ଏସବୁ ସଂଗଠନରେ ୩୦ରୁ ୪୦ ହଜାର ସଦସ୍ୟ ରହିଛନ୍ତି।ଏନେଇ ପୂର୍ବରୁ କ୍ଷମତାରେ ଥିବା ସରକାର ଗତ ୧୫ ବର୍ଷ ଧରି ଆମେରିକାକୁ କୌଣସି ସୂଚନା ଦେଇ ନ ଥିବା ପାକିସ୍ତାନ...

ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ଗିରଫ

ସରଜେଭୋ, ୨୪।୭: ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ମିତ୍ତଲଙ୍କୁ ୟୁରୋପ ପୋଲିସ ଗିରଫ କରିଛି। ତାଙ୍କ ନାଁରେ ୧୯.୩୨ କୋଟି ଟଙ୍କା ହେରଫେର ମାମଲା ରହିଛି। ସୂଚନାଯୋଗ୍ୟ, ୨୦୦୪ରେ ପ୍ରମୋଦ ମିତ୍ତଲ ଲୁକାବାକ୍‌ରେ ଏକ କୋକିଂ...

ପାକିସ୍ତାନର ରାଧେ ମା’: ବୋହୂ ବେଶରେ ସଜେଇ ହୋଇ ଦେଉଛନ୍ତି ଜ୍ଞାନ

ଇସଲମାବାଦ, ୨୪।୭: ଭାରତରେ ଥିବା ରାଧେ ମା’ଙ୍କ କଥା ଶୁଣିଥିବେ, କିନ୍ତୁ ପାକିସ୍ତାନରେ ମଧ୍ୟ ସେମିତି ଜଣେ ବ୍ୟକ୍ତି ନିଜକୁ ବୋହୂ ବେଶରେ ସଜାଇ ଜ୍ଞାନ ବାଣ୍ଟୁଥିବାର ଦେଖିବାକୁ ମିଳିଛି। ସିନ୍ଧ୍‌ ପ୍ରାନ୍ତ ଅଞ୍ଚଳରେ ଏହି ବ୍ୟକ୍ତି ଜଣଙ୍କ ଇସ୍‌ଲାମିକ...

ଶେଷରେ ମାନିଲା ପାକିସ୍ତାନ: ପୁଲଓ୍ବାମା ଆକ୍ରମଣରେ ରହିଛି ଜୈଶ୍‌ର ହାତ

ଇସଲମାବାଦ, ୨୪।୭: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଆତଙ୍କବାଦ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଅଛି ବୋଳି ସ୍ବୀକାର କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ସ୍ବୀକାର କଲେ ସୁଦ୍ଧା ଇମ୍ରାନ ଏବ ବିବାଦୀୟ ବୟାନ ଦେଇଛନ୍ତି। ଏହି...

ଦେଶରେ ପ୍ରତିିଦିନ ଭୋକରେ ରହୁଛନ୍ତି ୨୦ କୋଟି: ବର୍ଷକୁ ନଷ୍ଟ ହେଉଛି ୬ ହଜାର ୬ ଶହ କୋଟି କିଗ୍ରା ଖାଦ୍ୟ

ଓ୍ବାଶିଂଟନ,୨୪।୭: ଭାରତରେ ପ୍ରତିଦିନ ୨୦ କୋଟି ଭୋକିଲାଙ୍କୁ ଖାଦ୍ୟ ମିଳୁନି। ମାତ୍ର ଦେଶରେ ପ୍ରତିବର୍ଷ ହାରାହାରି ୬ ହଜାର ୬ଶହ ୩୦ କୋଟି କିଲୋଗ୍ରାମ୍‌ ଖାଦ୍ୟ ନଷ୍ଟ ହେଉଛି। ଭାରତରେ ପ୍ରତି ବ୍ୟକ୍ତି ବର୍ଷରେ ୫୧ କିଲୋଗ୍ରାମ୍‌ ଖାଦ୍ୟ ପଦାର୍ଥ...

‘ଫାର୍ଷ୍ଟ ଗର୍ଲଫ୍ରେଣ୍ଡ’ଙ୍କ ଭବିଷ୍ୟତ ନେଇ ଚର୍ଚ୍ଚା

ଲଣ୍ଡନ,୨୪ା୭(ପି.ଟି.): ବୋରିସ୍‌ ଜନ୍‌ସନ୍‌ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଭାବେ ଡାଉନିଂ ଷ୍ଟ୍ରିଟ୍‌ରେ ଅବସ୍ଥାନ କରିବାକୁ ଯାଉଥିବାବେଳେ ତାଙ୍କଠୁ ବୟସରେ ଯଥେଷ୍ଟ ସାନ ତରୁଣୀ-ବାନ୍ଧବୀ କ୍ୟାରି ସାଇମଣ୍ଡ୍ସଙ୍କୁ ସାଥିରେ ରଖିବେ କି ନାହିଁ ସେଥିନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଦୁଇଥର ବିବାହ କରିଥିବା...

ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ବୁଧବାର ଶପଥ ନେବେ ବୋରିସ

ଲଣ୍ଡନ,୨୩।୭: ବ୍ରିଟେନର ଶାସକ ଦଳ କଞ୍ଜରଭେଟିଭ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ଲଣ୍ଡନର ପୂର୍ବତନ ମେୟର ବୋରିସ ଜନସନ ବିଜୟୀ ହୋଇଛନ୍ତି। ଏହି ଆଧାରରେ ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ ଓ ଥେରାସା ମେଙ୍କ ସ୍ଥାନ ଗ୍ରହଣ...

ବାସ ହରାଉଛନ୍ତି ପାଲେଷ୍ଟାଇନ୍‌ବାସୀ

ଜେରୁଜେଲମ,୨୩।୭: ଏବେ ଇସ୍ରାଏଲ ସେନା ଜେରୁଜେଲମରେ ଥିବା ପାଲେଷ୍ଟାଇନବାସୀଙ୍କ ଘର ଭାଙ୍ଗିବାରେ ଲାଗିଛନ୍ତି। ଫଳରେ ଅଧିକାଂଶ ପାଲେଷ୍ଟାଇନବାସୀ ନିଜର ବାସଗୃହ ହରାଇ ବସିଲେଣି। ପୂର୍ବ ଜେରୁଜେଲମର ବାହାରେ ଥିବା ଗାଁରେ ଏଭଳି ଦୃଶ୍ୟ ଦେଖାଯାଇଛି। ଏହାକୁ ୟୂରୋପୀୟ ସଂଘ ନିନ୍ଦା...

ଅଢେଇ ବର୍ଷରେ ୧୦ ହଜାରରୁ ଅଧିକ ମିଛ କହିଛନ୍ତି ଆମେରିକା ରାଷ୍ଟ୍ରପତି

ୱାଶିଂଟନ, ୨୩।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଭେଟିଥିଲେ। ଏହି ସମୟରେ କଶ୍ମୀର ସମସ୍ୟା ଉଠିଥିଲା। ଟ୍ରମ୍ପ କହିଥିଲେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ନିବେଦନ...

ଦକ୍ଷିଣ କୋରିଆ ବାୟୁସୀମାରେ ରୁଷିଆ-ଚାଇନା ଯୁଦ୍ଧ ବିମାନ

ସିଓଲ,୨୩।୭: ଦକ୍ଷିଣ କୋରିଆ ବାୟୁସୀମାରେ ରୁଷିଆ ଯୁଦ୍ଧ ବିମାନ ପ୍ରବେଶ କରିଛି। ଏନେଇ ଦକ୍ଷିଣ କୋରିଆ ଜେଟ୍‌ ବିମାନ ଦଳ ଏହା ଉପରେ ସତର୍କ ଫାଇରିଙ୍ଗ୍‌ କରିଥିବା କୁହାଯାଉଛି। ୩ଟି ରୁଷିଆ ଯୁଦ୍ଧ ବିମାନ ବାୟସୀମା ଲଂଘନ କରିଥିବାରୁ ଏଭଳି...

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସ୍ତାବ

ଓ୍ବାଶିଂଟନ,୨୩ା୭(ପି.ଟି.): କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ପ୍ରସ୍ତାବ ଦେଇଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ୍‌ ଏହା କହିଛନ୍ତି। ଯଦି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri