ଅନ୍ତର୍ଜାତୀୟ

ଭାରତୀୟ ପନିପରିବା ଓ ଫଳ ଉପରେ ନେପାଳର କଟକଣା: ଲ୍ୟାବ୍‌ ଟେଷ୍ଟ ପରେ ପ୍ରବେଶ ପାଇଁ ମିଳିବ ଅନୁମତି

କାଠମାଣ୍ଡୁ,୨୩।୬: ନେପାଳରେ ଭାରତୀୟ ପନିପରିବା ଓ ଫଳ ଉପରେ କଟକଣା ଲାଗୁ ହୋଇଛି। ଲ୍ୟାବ୍‌ ଟେଷ୍ଟ ପରେ ପନିପରିବା ଓ ଫଳକୁ ନେପାଳରେ ଏଣ୍ଟ୍ରି ଅନୁମତି ମିଳିବ। ଭାରତୀୟ ପନିପରିବା ଓ ଫଳରେ ବିଭିନ୍ନ ରସାୟନିକ ପଦାର୍ଥ ଥିବା ଅଭିଯୋଗ...

ଗ୍ଲୋବାଲ୍‌ ଓ୍ବାର୍ମିଂ ଯୋଗୁ ଜନବସତି ମୁହାଁ ହେଲେଣି କୁମ୍ଭୀର

ସିଡ୍‌ନୀ,୨୩।୬: ଗ୍ଲୋବଲ୍‌ ଓ୍ବାର୍ମିଂ ଯୋଗୁ ଏବେ କୁମ୍ଭୀରଙ୍କ ଆକ୍ରମଣ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଧୀରେ ଧୀରେ ଜଳସ୍ତର କମିଯାଉଥିବାରୁ ଓ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଏବେ ଏମାନେ ଏମିତି ଅଞ୍ଚଳକୁ ପସନ୍ଦ କରୁଛନ୍ତି ଯେଉଁ...

କାଲିଫର୍ନିଆରେ ୫.୬ ତ୍ରୀବତାର ଭୂକମ୍ପ

ୟୁରେକା,୨୩।୬: କାଲିଫର୍ନିଆରେ ଶନିବାର ସନ୍ଧ୍ୟା ପ୍ରାୟ ୮ଟା ୧୩ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୬। ଆମେରିକା ଜିଓଲଜିକାଲ ସର୍ଭେର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପ ୟୁରେକା ଅଞ୍ଚଳରେ ହୋଇଛି। ଏହାଦ୍ୱାରା ସୁନାମି...

ମୃତ୍ୟୁଫାଶରୁ ମୁକୁଳିଥିଲେ ୧୨ ଫୁଟ୍‌ବଲ ଖେଳାଳି

ବ୍ୟାଙ୍କକ୍‌,୨୩ା୬(ଆଇଏଏନ୍‌ଏସ୍‌): ଠିକ୍‌ ବର୍ଷକ ତଳେ ଉତ୍ତର ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିଲେ ୧୨ଜଣ କିଶୋର ଫୁଟବଲ୍‌ ଖେଳାଳି। ଦୀର୍ଘ ୧୫ ଦିନ ପରେ ସେମାନଙ୍କୁ ଯେଉଁ କଷ୍ଟସାଧ୍ୟ ଉଦ୍ୟମ କରି ଉଦ୍ଧାର କରାଯାଇଥିଲା ତାହା ଉପରେ ବିଶ୍ୱବାସୀଙ୍କ ଧ୍ୟାନ...

ଆମେରିକାକୁ ଇରାନର ଧମକ: ଆକ୍ରମଣ କଲେ ଭୟାବହ ପରିଣତି

ତେହେରାନ,୨୩ା୬: ଆମେରିକାର ଗୋଇନ୍ଦା ଡ୍ରୋନ୍‌କୁ ଗୁରୁବାର ଇରାନ ସେନା ଖସାଇଦେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଛି। ଉଭୟ ଦେଶ ଏବେ ଯୁଦ୍ଧମୁହାଁ ହୋଇଥିବା କୁହାଯାଉଛି। ଇରାନ ଉପରେ ଆକ୍ରମଣ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

ଟ୍ରମ୍ପଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଲେ ଲେଖିକା: ଆମେରିକା ରାଷ୍ଟ୍ରପତି କହିଲେ ମିଥ୍ୟା ଖବର

ଓ୍ବାଶିଂଟନ,୨୨।୬: ନ୍ୟୁୟର୍କର ଜଣେ ଲେଖିକା ତଥା କଲମନିଷ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପlରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି। ଏହା ବିଗତ ୨ ଦଶକ ତଳର ବୋଲି ସେ କହିଛନ୍ତି। ହେଲେ ଏଭଳି ଅଭିଯୋଗକୁ ମିଥ୍ୟା କହି ଖଣ୍ଡନ...

ନାସା ସର୍ଭର ହ୍ୟାକ୍‌: ମଙ୍ଗଳ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ଆଶଙ୍କା

ଓ୍ବାଶିଂଟନ,୨୨।୬: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ସର୍ଭର ହ୍ୟାକ୍‌ ହୋଇଛି। ଏଥିରେ ଥିବା ମଙ୍ଗଳ ଅଭିଯାନ ସମ୍ପର୍କିତ ତଥ୍ୟ ହ୍ୟାକର୍‌ ଚୋରି କରିଥିବା ଆଶଙ୍କା କରାଯାଉଛି। ନାସାର ମହାନିରୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ସୂଚନା...

ହାଓ୍ବାଇରେ ବିମାନ ଦୁର୍ଘଟଣା: ୯ ମୃତ

ହୋନୋଲୁଲୁ,୨୨।୬: ହାଓ୍ବାଇରେ ଏକ ଦୁଇ ଇଞ୍ଜିନ ବିଶିଷ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କିଙ୍ଗ୍‌ ଏୟାର ବିମାନଟି ଧିଲିଘାଂମ୍‌...

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ସମୟ ସୀମା ବୃଦ୍ଧି

କଲମ୍ବୋ,୨୨।୬: ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତ ସମୟ ସୀମାକୁ ପୁଣି ବୃଦ୍ଧି କରାଯାଇଛି। ଏନେଇ ରାଷ୍ଟ୍ରପତି ମୈଥ୍ରୀପାଳ ସିରିସେନା ସୂଚନା ଦେଇଛନ୍ତି। ଏଠାରେ ଏପ୍ରିଲ୍‌ ୨୩ଠାରୁ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା। ଏହା ଶନିବାର ଶେଷ ହେଉଥିଲା। ତେବେ ଆସନ୍ତା ୧୦...

୨୦ ଫୁଟ ଗଭୀର ସମୁଦ୍ର ତଳେ ପେଣ୍ଟିଂ କରୁଛନ୍ତି ଚିତ୍ରକର

ହାଭାନା, ୨୨।୬: କ୍ୟୁବାର ଜଣେ ଚିତ୍ରକର ୨୦ ଫୁଟ ଗଭୀର ସମୁଦ୍ର ତଳେ ପେଣ୍ଟିଂ କରି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହା ଏକ ନିଆରା ଅନୁଭୁତି ବୋଲି ୪୨ ବର୍ଷ ବୟସ୍କ ଚିତ୍ରକର ସେଣ୍ଡର ଗୋଞ୍ଜାଲେସ୍‌ ସୂଚନା ଦେଇଛନ୍ତି। ୬...

ସଚ୍ଚୋଟ ପଣିଆ ତାଲିକା: ସୁଇଜରଲାଣ୍ଡ୍‌ ୧ ନମ୍ବର; ୩୦ତମ ସ୍ଥାନରେ ଭାରତ

ଜୁରିକ୍‌,୨୨।୬: ପ୍ରକାଶ ପାଇଛି ବିଶ୍ୱ ସଚ୍ଚୋଟ ପଣିଆ ତାଲିକା। ଏଥିରେ ସୁଇଜରଲାଣ୍ଡ୍‌ ୧ ନମ୍ବର ସ୍ଥାନରେ ରହିଥିବାବେଳେ ଭାରତର ସ୍ଥାନ ୩୦ ରହିଛି। ରାସ୍ତାରୁ ପର୍ସ ଅବା ଅନ୍ୟ କିଛି ବସ୍ତୁ ମିଳିଲେ କେତେ ଲୋକ ଏହାକୁ ମାଲିକ ପାଖରେ...

ବ୍ରିଟିଶ୍‌ ହେରାଲ୍ଡ ରିଡର୍ସ ପୋଲ୍‌:ମୋଦି ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି

ଲଣ୍ଡନ, ୨୨ା୬: ବ୍ରିଟେନର ଅଗ୍ରଣୀ ପତ୍ରିକା ବ୍ରିଟିଶ୍‌ ହେରାଲ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୯ରେ ବିଶ୍ୱର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ବୋଲି ଘୋଷଣା କରିଛି। ରିଡର୍ସ ପୋଲ୍‌ରେ ସେ ଅନେକ ବିଶ୍ୱ ନେତା ଓ ରାଜନେତାଙ୍କୁ ପରାସ୍ତ କରି ବିଜୟୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri