ଅନ୍ତର୍ଜାତୀୟ

ଆଫଗାନୀସ୍ତାନରେ ସର୍ଚ୍ଚ ଅପରେଶନ୍‌ ଜୋର୍‌ଦାର୍‌: ୧୦ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ,୨୮।୫: ଆଫଗାନୀସ୍ତାନରେ ଆତଙ୍କବାଦୀ ବିରୋଧୀ ସର୍ଚ୍ଚ ଅପରେଶନ୍‌କୁ ଜୋର୍‌ଦାର୍‌ କରାଯାଇଛି। ସ୍ଥାନୀୟ ଫରୟାବ ଅନ୍ତର୍ଗତ ଖ୍ବାଜା ସାବ୍‌ ପୋଶ୍‌ ଜିଲାରେ ସୈନ୍ୟ ବାହିନୀର ଏକ ଅପରେଶନ୍‌ରେ ୧୦ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ତାଲିବାନ ଗଭର୍ନର...

ମୁସଲମାନ୍‌ଙ୍କ ପାଇଁ ଇଫତାର ଆୟୋଜନ କରୁଛି ଗୁରୁଦ୍ୱାର

ଦୁବାଇ,୨୮।୫: ରମଜାନ୍‌ ମାସରେ ମୁସଲମାନ୍‌ଙ୍କ ପାଇଁ ଦୁବାଇର ଏକ ଗୁରୁଦ୍ୱାର ଇଫତାର ଆୟୋଜନ କରୁଛି। ପୂର୍ବରୁ ଗୁରୁଦ୍ୱାର ପକ୍ଷରୁ ରମଜାନ୍‌ ମାସରେ କେବଳ ଗୋଟିଏ ଦିନ ଇଫତାର୍‌ ଦିଆଯାଉଥିଲା। ତେବେ ୨୦୧୯ଠାରୁ ଏକମାସ ବ୍ୟାପି ଇଫତାର ଦେବାର ଯୋଜନା କରାଯାଇଛି।...

ଏଭରେଷ୍ଟରେ ୧୧ ଟନ୍‌ ବର୍ଜ୍ୟବସ୍ତୁ ସଫା କଲା ନେପାଳ: ମିଳିଲା ୪ ପର୍ବତ୍ୟାରୋହୀଙ୍କ ମୃତଦେହ

କାଠମାଣ୍ଡୁ,୨୮।୫: ଏଭରେଷ୍ଟରେ ବର୍ଜ୍ୟବସ୍ତୁ ଗଦା ହେବାରେ ଲାଗିଛି। ନେପାଳ ପକ୍ଷରୁ ଏଭରେଷ୍ଟ ସଫା ଅଭିଯାନ ଅନ୍ତର୍ଗତ ୧୧ ଟନ୍‌ ବର୍ଜ୍ୟବସ୍ତୁ ସଫା କରାଯାଇଛି। ଏଥି ପାଇଁ ୨ କୋଟି ୩୦ ଲକ୍ଷ ଟଙ୍କା ଖଚର୍ଚ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ...

କୋକେନ୍‌ ପାଇଁ ମଝି ଆକଶରେ ମୃତ୍ୟୁ

ମେକ୍ସିକୋ ସିଟି,୨୮।୫: ଜାପାନର ଜଣେ ୪୨ ବର୍ଷୀୟ ଯୁବକ ପାକସ୍ଥଳୀ ଓ ଖାଦ୍ୟନଳୀର ତଳଭାଗରେ ୨୪୬ ପ୍ୟାକେଟ କୋକେନ୍‌ ନେଇ ବିମାନ ଯାତ୍ରା କରୁଥିବା ବେଳେ ମଝି ଆକାଶରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉକ୍ତ ବିମାନଟି ବୋଗୋଟାରୁ...

ବାଇକ୍‌ରେ ଗାଈ ନେଇ ଯାଉଛନ୍ତି ଯୁବକ: ଭିଡିଓ ଭାଇରାଲ

ଇସ୍‌ଲାମବାଦ,୨୭।୫: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତି ନିଜ ବାଇକରେ ଗୋଟିଏ ଗାଈକୁ ବସାଇ ନେଇଯାଉଛନ୍ତି। ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ଏହାର ଭିଡିଓ କରି...

ପାକିସ୍ତାନସ୍ଥିତ ଗୁରୁ ନାନକ ମହଲରେ ଭଙ୍ଗାରୁଜା

ଲାହୋର, ୨୭।୫: ପାକିସ୍ତାନର ପଞ୍ଜାବ ସହରରେ ଥିବା ଐତିହାସିକ ଗୁରୁ ନାନକ ମହଲରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ସ୍ଥାନୀୟ ଲୋକେ ମିଶି ମହଲର ଅଧା ଅଂଶ ଭାଙ୍ଗିବା ସହ କବାଟ ଝରକା ବିକି ଦେଇଛନ୍ତି। ୪ମହଲା ବିଶିଷ୍ଟ ଏହି ମହଲରେ...

ସରକାରୀ କର୍ମଚାରୀ ଯାଉଥିବା ବସ୍‌କୁ ଟାର୍ଗେଟ କଲେ ଆତଙ୍କବାଦୀ

କାବୁଲ,୨୭।୫: ଆଫଗାନୀସ୍ତାନର କାବୁଲ ସହର ଦେଇ ସରକାରୀ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଏହି ବସ୍‌କୁ ଟାର୍ଗେଟ କରି ସେମାନେ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ କରିଛନ୍ତି। ଏଥିରେ ୧୦ ଜଣ ଆହତ ହୋଇଥିବା...

କୋଙ୍ଗୋ ଡଙ୍ଗା ବୁଡ଼ିରେ ପ୍ରାଣ ହରାଇଲେ ୩୦ ଯାତ୍ରୀ

କୋଙ୍ଗୋ,୨୭।୫: ପଶ୍ଚିମ କୋଙ୍ଗୋ ଗଣତାନ୍ତ୍ରିକ ରାଜ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ଥିବା ଏକ ହ୍ରଦରେ ଡଙ୍ଗା ବୁଡ଼ିବାରୁ ୩୦ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ବହୁ ଲୋକ ଏବେ ବି ନିଖୋଜ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ,...

ପେଟୁଆ ପୋଲିସଙ୍କ ଓଜନ ହ୍ରାସ ପାଇଁ ଥାଇଲାଣ୍ଡ ସରକାରଙ୍କ ଅଭିନବ ଯୋଜନା

ଥାଇଲାଣ୍ଡ, ୨୭।୫: ପେଟୁଆ ପୋଲିସଙ୍କ ଓଜନ କମାଇବା ପାଇଁ ଥାଇଲାଣ୍ଡ ସରକାର ଅଭିନବ ଯୋଜନା ଆପଣାଇଛନ୍ତି। ପେଟ ବାହାରିଥିବା ପୋଲିସ ଅଫିସରଙ୍କ ପାଇଁ ସେଠାରେ ଏକ ଓଜନ କମାଇବା କ୍ୟାମ୍ପ୍‌ ପ୍ରସ୍ତୁତ କରାଯାଇଛି। ଏହି କ୍ୟାମ୍ପ୍‌ର ନାଁ ରହିଛି ‘ବେଲି...

ବିବାହ ବିଚ୍ଛେଦ ପାଇଁ ସରଳ କରାଯାଉ ଆଇନ

ଡବଲିନ,୨୭।୫: ଆୟରଲାଣ୍ଡରେ ବିବାହ ବିଚ୍ଛେଦ ଆଇନକୁ ସରଳୀକରଣ କରିବା ପାଇଁ ୮୨ ପ୍ରତିଶତ ଲୋକ ଦାବି କରିଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି। ବିବାହ ବିଚ୍ଛେଦ ପ୍ରକ୍ରିୟାକୁ ସରଳ ବା ସହଜ କରିବା ପାଇଁ ଜନମତ ନିଆଯାଉ...

ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ରୋମ,୨୭।୫: ରୋମ ସହରରେ ଥିବା ଏକ ଘରେ ଭିଷଣ ନିଆଁ ଲାଗିଯାଇଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ନିଆରା ଉପାୟରେ ଜୀବନ ବଞ୍ଚାଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଉକ୍ତ ସହରରେ...

କାବୁଲରେ ଆଇଇଡି ବିସ୍ଫୋରଣ

କାବୁଲ,୨୭।୫:ଆଫଗାନୀସ୍ତାନ କାବୁଲରେ ସୋମବାର ଆଇଇଡି ବିସ୍ଫୋରଣରେ ଏକ ବସ୍‌ ଧ୍ୱଂସ ହୋଇଯାଇଛି। ଏହି ଘଟଣାରେ ୧୦ ଲୋକ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଧାର୍ମିକ ତଥା ହଜ୍‌ ମନ୍ତ୍ରଣାଳୟର ବସ୍‌କୁ ଟାର୍ଗେଟ୍‌ କରାଯାଇଥିବା କୁହାଯାଉଛି। ପୂର୍ବରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri