ଅନ୍ତର୍ଜାତୀୟ

୧ ଦେଶ ୩ ପ୍ରଧାନମନ୍ତ୍ରୀ ! ରାଜନୈତିକ ସଙ୍କଟରେ ପାକିସ୍ତାନ…

ଇସଲାମାବାଦ,୧୨।୨ : ଦୀର୍ଘ ଦିନ ଧରି ପାକିସ୍ତାନ ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଆସୁଛି। ସାଧାରଣ ନିର୍ବାଚନ ପରେ ଏହା ଅନ୍ତତଃପକ୍ଷେ ରାଜନୈତିକ ସଙ୍କଟରୁ ମୁକ୍ତ ହେବ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ, ନିର୍ବାଚନ ଫଳାଫଳ ଆସିବା ପରେ...

ହିନ୍ଦୁ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଉଥିବା ଅତିଥିଙ୍କୁ ମିଳିବ ସ୍ବତନ୍ତ୍ର ଉପହାର

ଆବୁଧାବି,୧୨।୨: ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ପ୍ରଥମ ପଥର ହିନ୍ଦୁ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଏହି ସମୟରେ, ୧୦୦ ରୁ ଅଧିକ ଭାରତୀୟ ସ୍କୁଲ ପିଲା ଏଠାରେ ପଥରକୁ ଚିତ୍ରିତ କରିବାରେ ବ୍ୟସ୍ତ...

‘ଦିନରେ ସାମ୍ବାଦିକ, ରାତିରେ ଆତଙ୍କବାଦୀ’: ଦାବିକଲା ଇସ୍ରାଏଲ-‘ସାମ୍ବାଦିକ ମଧ୍ୟ ହମାସ ନେତା’

ନୂଆଦିଲ୍ଲୀ,୧୨।୨: ଇସ୍ରାଏଲ୍ ସେନା ଦାବି କରିଛି ଯେ ଅଲ ଜଜିରା ପାଇଁ କାର୍ଯ୍ୟ କରୁଥିବା ଜଣେ ପାଲେଷ୍ଟାଇନ ସାମ୍ବାଦିକ ମଧ୍ୟ ହମାସର ସାମରିକ ୱିଙ୍ଗରେ ଜଣେ ବରିଷ୍ଠ କମାଣ୍ଡର ଅଟନ୍ତି। ଆଇଡିଏଫ୍‌ର ଆରବୀୟ ଭାଷା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଆଭିଚେ...

Russia Ukraine War: ଆସିଲା ବଡ଼ ଅଭିଯୋଗ,ରୁଷିଆ ସୈନ୍ୟ ବ୍ୟବହାର କରୁଛନ୍ତି ସ୍ପେସ ଏକ୍ସର ଷ୍ଟାରଲିଙ୍କ, ଏଲନ ମସ୍କ ୟୁକ୍ରେନର ଦାବିକୁ କଲେ ଖଣ୍ଡନ…

କିଭ,୧୨।୨ : ରୁଷିଆ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ଏକ ବଡ଼ ଦାବି କରିଛି। ୟୁକ୍ରେନ ଅଭିଯୋଗ କରିଛି ୟୁକ୍ରେନ ଅଧିକୃତ ଅଞ୍ଚଳରେ ସାଟେଲାଇଟ ଇଣ୍ଟରନେଟ ପାଇଁ ରୁଷିଆ ସୈନ୍ୟମାନେ ଏଲନ ମସ୍କଙ୍କର ସ୍ପେସ ଏକ୍ସ କମ୍ପାନୀର ଷ୍ଟାରଲିଙ୍କ...

Israel-Hamas War: ବାଇଡେନ-ନେତ୍ୟାନାହୁ ୪୫ ମିନିଟ ଆଲୋଚନା, ସାମରିକ ଅପରେଶନକୁ ମନା…

ଓ୍ବାଶିଂଟନ,୧୨।୨ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି। ରାଫେରେ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ବାଇଡେନ ଇସ୍ରାଏଲ...

US News: ଭାରତୀୟଙ୍କ ପ୍ରଥମ ପ୍ରସନ୍ଦ ଆମେରିକା, ଗତବର୍ଷ ୫୯ ହଜାରରୁ ଅଧିକଙ୍କୁ ମିଳିଛି ନାଗରିକତା…

ଓ୍ବାଶିଂଟନ,୧୨।୨ : ଆମେରିକାରେ ବାସ କରିବା ଭାରତୀୟଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ଆମେରିକାରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ ବିଷୟରେ ଏକ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ୫୯,୦୦୦ ରୁ ଅଧିକ ଭାରତୀୟ ଆମେରିକାର...

ପାକ୍‌ରେ ମେଣ୍ଟ ସରକାର ପାଇଁ ଉଦ୍ୟମ, ଆନ୍ଦୋଳନମୁହାଁ ଇମ୍ରାନ୍‌ଙ୍କ ଦଳ

ଲାହୋର,୧୨।୨: ପାକିସ୍ତାନ ସାଧାରଣ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳି ଝୁଲା ପାର୍ଲାମେଣ୍ଟ ହୋଇଛି। ଫଳରେ ମେଣ୍ଟ ସରକାର ଗଢ଼ିବା ପାଇଁ ୩ ପ୍ରମୁଖ ଦଳ ରବିବାର ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ...

ମୃତ୍ୟୁଦଣ୍ଡ ପାଇଥିବା ୮ ନୌସେନା ଅଧିକାରୀଙ୍କୁ ମୁକ୍ତ କଲେ କାତାର କୋର୍ଟ, ଭାରତ ଫେରିଲେ ୭

ନୂଆଦିଲ୍ଲୀ,୧୨।୨: ଭାରତ ଏକ ବଡ କୂଟନୈତିକ ବିଜୟ ହାସଲ କରିଛି। କାତାର ଆଠ ଜଣ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୁକ୍ତ କରିଛି। ସେଠାରେ ସେମାନେ ଗୋଇନ୍ଦାଗିରି ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେବେ ଭାରତର...

ନିର୍ବାଚନ କମିଶନଙ୍କ ଓ୍ବେବସାଇଟ ବନ୍ଦ, ଫଳାଫଳ ଗାଏବ…, ବଢୁଛି ବିରୋଧ ପ୍ରଦର୍ଶନ

ଇସଲାମାବାଦ,୧୧।୨: ପାକିସ୍ତାନରେ ହୋଇଥିବା ନିର୍ବାଚନର ଫଳାଫଳ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାର୍ଟି ପିଟିଆଇର ସମର୍ଥକମାନେ ଠକେଇ ଅଭିଯୋଗ କରି ବିରୋଧ ଆରମ୍ଭ କରିଛନ୍ତି। ପାକିସ୍ତାନର ‘ସମା ଟିଭି’ର ରିପୋର୍ଟ ଅନୁଯାୟୀ, ଲାହୋର, ରାୱଲପିଣ୍ଡି ଏବଂ ପେଶାୱରରେ ପିଟିଆଇ...

ପାକିସ୍ତାନରେ ସରିଲା ଭୋଟ ଗଣତି: ଇମ୍ରାନ ଖାନ ଆଗୁଆ, ନୱାଜ ଶରିଫଙ୍କୁ ମିଳିଲା ସେନାର ସମର୍ଥନ

ଯୋଧପୁର,୧୧।୨: ଅର୍ଥନୈତିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ସଂଘର୍ଷ କରୁଥିବା ପାକିସ୍ତାନକୁ ନିର୍ବାଚନ ଲଢେଇ ବେଳେ ଆଉ ଏକ ଝଟକା ଲାଗିଛି। ସଂଖ୍ୟା କିମ୍ବା ପ୍ରତୀକ ସହିତ ଅକ୍ଷର ମଧ୍ୟ ବ୍ୟବହାର କରି। ନିର୍ବାଚନ ଭୋଟ ଗଣନା ଶେଷ ହେବା...

ଶୁଭଚିନ୍ତକଙ୍କୁ ଧନ୍ୟବାଦ ଜଣାଇଲେ କିଙ୍ଗ ଚାର୍ଲସ ତୃତୀୟ

ଲଣ୍ଡନ,୧୧।୨: ନିକଟରେ ବକିଙ୍ଗହମ ପ୍ୟାଲେସ ଏକ ବିବୃତ୍ତି ଜାରି କରି କିଙ୍ଗ ଚାଲର୍‌ସ ତୃତୀୟଙ୍କ କର୍କଟ ବିଷୟରେ ସୂଚନା ଦେଇଥିଲେ, ଯାହା ପରେ ବ୍ରିଟିଶ ଜନସାଧାରଣଙ୍କ ସମେତ ସମଗ୍ର ଦେଶରୁ ତାଙ୍କୁ ଆଶୁ ଆରୋଗ୍ୟର ବାର୍ତ୍ତା ପଠାଯାଇଥିଲା। ଏହାର ଜବାବ...

ଇତିହାସ ରଚିଲା ମାଇକ୍ରୋସଫ୍ଟ: ବିଶ୍ୱର କୌଣସି କମ୍ପାନୀ ଏପର୍ଯ୍ୟନ୍ତ ଏହି ଆକଳନକୁ ଛୁଇଁ ପାରିନାହାଁନ୍ତି

ଓ୍ବାଶିଂଟନ୍‌,୧୧।୨: ଆଜିକାଲି ପ୍ରସିଦ୍ଧ ବୈଷୟିକ କମ୍ପାନୀ ମାଇକ୍ରୋସଫ୍ଟର ଶେୟାରଗୁଡିକ ବୃଦ୍ଧି ପାଇବାରେ ଲାଗିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ପୂର୍ବରୁ ନିଆଯାଇଥିବା ପଦକ୍ଷେପରୁ କମ୍ପାନୀ ବିପୁଳ ଲାଭ ହାସଲ କରୁଛି। କମ୍ପାନୀର ଶେୟାରରେ ଏହି ବୃଦ୍ଧି ଯୋଗୁ ମାଇକ୍ରୋସଫ୍ଟ ଏପରି ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri