ଅନ୍ତର୍ଜାତୀୟ

ବିପୁଳ ବ୍ୟବଧାନରେ ଜିତିଲେ ଭାଇ-ଝିଅ: ହାରିଗଲେ ନୱାଜ ଶରିଫ

ଇସଲାମାବାଦ୍‌,୯।୨: ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନର ଫଳାଫଳ ଆସିବା ଆରମ୍ଭ କରିଛି। ପ୍ରାରମ୍ଭିକ ଧାରା ଅନୁଯାୟୀ, ନୱାଜ ଶରିଫଙ୍କ ନେତୃତ୍ୱରେ PML-N ଏବଂ ଇମ୍ରାନ ଖାନଙ୍କ ନେତୃତ୍ୱରେ ପିଟିଆଇ ଦ୍ୱାରା ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦର୍ଶାଉଛି।...

ଆପଲ୍‌ର ବଡ଼ ପ୍ରସ୍ତୁତି: ବଜାରକୁ ଆସିବ ଫୋଲ୍ଡିଂ ଆଇଫୋନ୍‌

ଆପଲର ପ୍ରଥମ ମିକ୍ସଡ ରିଅଲିଟି ହେଡ୍‌ସେଟ୍‌ ଭିଜନ ପ୍ରୋ ଆମେରିକାରେ ଉପଲବ୍ଧ ହୋଇଛି ଏବଂ ବର୍ତ୍ତମାନ ଫୋଲଡେବଲ ଆଇଫୋନ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଟେକ୍‌ ଜିଆଣ୍ଟ ଆପଲ ଦ୍ୱାରା ଅତି କମ୍‌ରେ ଦୁଇଟି ଆଇଫୋନ୍‌...

ଭୋଟ ଗଣତି ଚାଲିଥିବାବେଳେ ନିର୍ବାଚନ କମିଶନର ନିଖୋଜ!

ଇସ୍‌ଲାମାବାଦ,୮।୨:ପାକିସ୍ତାନରେ କାଁଭାଁ ହିଂସାକାଣ୍ଡ ମଧ୍ୟରେ ଗୁରୁବାର ମତଦାନ ଶେଷ ହୋଇଛି। ପାକିସ୍ତାନରେ ଭୋଟ ଗଣତି ସମୟରେ ନିର୍ବାଚନ କମିଶନର ନିଖୋଜ ଥିବା ଚର୍ଚ୍ଚା ହେଉଛି। ନିଜକୁ ଜଣେ ଅନ୍ତର୍ଜାତୀୟ ଥିଙ୍କ ଟ୍ୟାଙ୍କର ଡେପୁଟି ଡାଇରେକ୍ଟର ବୋଲି ଦାବି କରୁଥିବା ଜଣେ...

ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ଇମ୍ରାନ ଖାଁଙ୍କ ସମର୍ଥକ ଆଗରେ, ପିଟିଆଇ ୧୧୧, ପିଏମଏଲ ୪୨, ପିପିପି ୨୪

ଇସଲାମାବାଦ,୮।୨: ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଗୁରୁବାର ଶେଷ ହେବା ପରେ ଭୋଟ ଗଣତି ଆରମ୍ଭ ହୋଇଛି। ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ସରକାର ମୋବାଇଲ ଏବଂ ଇଣ୍ଟରନେଟ ସେବାକୁ ସ୍ଥଗିତ ରଖିଥିବାରୁ ଏହି ସମୟ ମଧ୍ୟରେ ସଂଯୋଗ...

ଆଗାମୀ ନିର୍ବାଚନରେ ମୋଦିଙ୍କୁ ବିଦେଶରୁ ମିଳିବ ସମର୍ଥନ

ଓ୍ବାଶିଂଟନ,୮।୨: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଥାର୍ଡ ଟର୍ମର ସୁଯୋଗ ଦେବାକୁ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଅଭିଯାନ ଚଳାଇବାକୁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଓଭରସିଜ ଫ୍ରେଣ୍ଡସ୍‌ ଅଫ ବିଜେପି ଅନେକ ଯୋଜନା ପ୍ରସ୍ତୁତ କରିଛି। ଏଥିରେ ସାରା ଦେଶରେ ୨୫...

ନିର୍ବାଚନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ, ୫ ଯବାନ ଶହୀଦ

ଇସଲାମାବାଦ,୮।୨: ପାକିସ୍ତାନରେ ନୂତନ ସରକାର ଗଠନ ପାଇଁ ଭୋଟ ଗ୍ରହଣ ଆଜି ଅର୍ଥାତ୍‌ ଗୁରୁବାର ସକାଳେ ଆରମ୍ଭ ହୋଇଛି। ପାକିସ୍ତାନରେ ଚାଲିଥିବା ସାଧାରଣ ନିର୍ବାଚନ ମଧ୍ୟରେ ଗୁରୁବାର ଅପରାହ୍ନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ମିଳିଛି। ଆତଙ୍କବାଦୀମାନେ...

ଇତିହାସ ସୃଷ୍ଟି କଲେ ମୂଳ ଭାରତୀୟ ବରୁଣ ଘୋଷ, ଭଗବତ ଗୀତା ସହ ଶପଥ ନେଇଥିବା ପ୍ରଥମ ସିନେଟର

ମେଲବର୍ନ,୮।୨: ପବିତ୍ର ହିନ୍ଦୁ ଶାସ୍ତ୍ର ଭଗବଦ ଗୀତା ଉପରେ ଶପଥ ଗ୍ରହଣ କରିଥିବା ଭାରତୀୟ ମୂଳ ବାସିନ୍ଦା ବରୁଣ ଘୋଷ ପ୍ରଥମ ସିନେଟର ଭାବେ ଇତିହାସ ରଚିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ଅଷ୍ଟ୍ରେଲିୟ ଲେବର ପାର୍ଟି (ଏଲପି) ସିନେଟର ପାଟ୍ରିକ...

ଏକଲାପଣକୁ ‘ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା’ ଘୋଷଣା କଲା ଏହି ରାଜ୍ୟ

କାଲିଫର୍ନିଆ,୮।୨: ବର୍ତ୍ତମାନ ଏକଲାପଣ ଏକ ପ୍ରକାର ମାନସିକତା ନୁହେଁ ଏକ ବଡ ରୋଗରେ ପରିଣତ ହୋଇଛି। ଯେଉଁଥିରେ ଲୋକେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ। ବର୍ତ୍ତମାନ ଏହାକୁ ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା ଘୋଷଣା କରିଛି ଏହି ରାଜ୍ୟ। ଫକ୍ସ...

ଅଫିସ ପରେ କଲ୍‌ ଉଠାଇବା ନୁହେଁ ଜରୁରୀ, କେହି କଲ୍‌ କଲେ ହେବ କାର୍ଯ୍ୟାନୁଷ୍ଠାନ, ସରକାର ଆଣିବେ ନୂଆ ବିଲ୍‌

କାନବେରା,୮।୨: ଅଫିସରେ ହେଉ କି କିଛି ଜରୁରୀ କାମ କରୁଥିଲେ ଆପଣ ଫୋନ ଓ ଇମେଲକୁ ନଜରଅନ୍ଦାଜ କରନ୍ତି। କିନ୍ତୁ ଅଫିସ ସରିବା ପରେ ପୁଣି ଥରେ ସେମାନଙ୍କୁ କଲବ୍ୟାକ୍‌ କରିଥାନ୍ତି। କିନ୍ତୁ ସରକାର ଏପରି ଏକ ନିୟମ ଆଣିବାକୁ...

ପାକିସ୍ତାନରେ ନିର୍ବାଚନ ଫିକ୍ସିଂ: ଭୋଟ ଯାହାକୁ ମିଳୁ, କିନ୍ତୁ ଶାସନ କରିବେ ଏହି ନେତା…

ଇସଲାମାବାଦ,୮।୨ : ଗୁରୁବାର ଦିନ ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହା ହେଉଛି ଦେଶର ଦ୍ୱାଦଶ ସାଧାରଣ ନିର୍ବାଚନ। ପାକିସ୍ତାନୀ ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ, ପାକିସ୍ତାନରେ ନିର୍ବାଚନ ଫିକ୍ସିଂ ହୋଇଛି। ଏଠାରେ କିଏ ଭୋଟ ପାଆନ୍ତୁ...

ପାକିସ୍ତାନରେ ରିଲିଜ୍‌ ହୋଇଥିବା ପ୍ରଥମ ରଙ୍ଗୀନ ବଲିଉଡ ଫିଲ୍ମ, ମିଳିଥିଲା ଲୋକପ୍ରିୟତା ହେଲେ ଲଗାଯାଇଥିଲା ବ୍ୟାନ୍‌

ଇସଲାମବାଦ,୮।୨: ‘ମୋଗଲ-ଏ-ଆଜମ’ ଫିଲ୍ମ ୧୯୬୦ଦଶକ ବଲିଉଡର ଐତିହାସିକ ଡ୍ରାମା ଫିଲ୍ମ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ଫିଲ୍ମକୁ ଦିଲୀପ କୁମାରଙ୍କ ତାଙ୍କ କ୍ୟାରିଅରର କ୍ଲାସିକ ଫିଲ୍ମ ଭାବେ ପରିଚିତ କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଏହି ଫିଲ୍ମର...

Pakistan Election: ପାକିସ୍ତାନରେ ମତଦାନ ଜାରି; ମୋବାଇଲ-ଇଣ୍ଟରନେଟ୍‌ ସେବା ବନ୍ଦ

ଇସଲାମାବାଦ,୮।୨: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି(ଭାରତୀୟ ସମୟ ଅନୁଯାୟୀ ସକାଳ ୮.୩୦)। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ମୋବାଇଲ-ଇଣ୍ଟରନେଟ ସେବା ବନ୍ଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri