ଅନ୍ତର୍ଜାତୀୟ

ରେଳ ଲାଇନରେ ହଂସ: ଅଟକିଗଲା ଟ୍ରେନ, ଭିଡ଼ିଓ ଭାଇରାଲ…

ଲଣ୍ଡନ,୩।୨ : ଟ୍ରେନ ରେଳ ଲାଇନରେ ହଂସକୁ ଦେଖି ଅଟକି ଯାଇଥିଲା। ହଂସ ନ ଯିବା ପର୍ଯ୍ୟନ୍ତ ଟ୍ରେନ ସେଭଳି ଅଟକି ରହିଥିଲା। ଏବେ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଲଣ୍ଡନର ଏକ...

ଇଣ୍ଟରନେଟ ବ୍ୟବହାର ଦ୍ୱାରା ଶରୀର ଉପରେ ପଡୁଛି ଭଲ ପ୍ରଭାବ !…

ଲଣ୍ଡନ,୩।୨ : ଇଣ୍ଟରନେଟ ହେଉଛି ଆଧୁନିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିଶ୍ୱବ୍ୟାପୀ ବହୁ ଲୋକ ବିଭିନ୍ନ ଉଦ୍ଦେଶ୍ୟରେ ଦିନରାତି ଇଣ୍ଟରନେଟ ବ୍ୟବହାର କରୁଛନ୍ତି । ଇଣ୍ଟରନେଟ ବ୍ୟବହାର କରିବା କେବଳ ଅଭ୍ୟାସ ନୁହେଁ ବରଂ ଏକ ନିଶା...

ଚାଇନାକୁ ବଡ଼ ଝଟକା: ଲୋହିତ ସାଗରରେ ଭାରତୀୟ ନୌସେନା ପାକିସ୍ତାନ-ଇରାନର ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା…

ବେଜିଂ,୩।୨ : ଲୋହିତ ସାଗରର ହୋଉଥିମାନଙ୍କ ଠାରୁ ଆରମ୍ଭ କରି ଆରବ ସାଗରରେ ଥିବା ସୋମାଲିଆ ଡକାୟତମାନଙ୍କ ବିରୋଧରେ ଭାରତୀୟ ନୌସେନା ଏକ ଜୋରଦାର ଅଭିଯାନ ଆରମ୍ଭ କରିଛି। ଭାରତୀୟ ନୌସେନା ଆକ୍ରମଣ ହୋଇଥିବା ମାଲ ପରିବହନ ଜାହାଜକୁ ସାହାଯ୍ୟ...

ଗାଜା ଯୁଦ୍ଧପରେ ୩ ହଜାର ଆତଙ୍କବାଦୀଙ୍କୁ କରାଯାଇଛି ଗିରଫ: ଇସ୍ରାଏଲ ସେନାର ଦାବି…

ଜେରୁଜେଲମ,୩।୨ : ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ରିପୋର୍ଟ କରିଛି ଆତଙ୍କବାଦୀ କାର୍ଯ୍ୟକଳାପରେ ସନ୍ଦେହ କରାଯାଉଥିବା ପ୍ରାୟ ୩ ହଜାର ବ୍ୟକ୍ତିଙ୍କୁ ଗାଜା ଯୁଦ୍ଧ ଆରମ୍ଭରୁ ଏହାର ସେଣ୍ଟ୍ରାଲ କମାଣ୍ଡ ଫୋର୍ସ ଗିରଫ କରିଛି। ସେଣ୍ଟ୍ରାଲ କମାଣ୍ଡ କହିଛି ସେମାନେ...

ରାମ ମନ୍ଦିର ଉପରେ ବିବିସିର ରିପୋର୍ଟରେ ପକ୍ଷପାତିତା, ହିନ୍ଦୁମାନଙ୍କ ବିରୁଦ୍ଧରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ…

ଲଣ୍ଡନ,୩।୨ : ଜଣେ ବ୍ରିଟିଶ ସାଂସଦ ନିଜ ଦେଶର ସରକାରୀ ଗଣମାଧ୍ୟମ ସଂଗଠନ ବିବିସିର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ କଭରେଜକୁ ସମାଲୋଚନା କରିଛନ୍ତି। କଞ୍ଜରବେଟିଭ ସାଂସଦ ବବ ବ୍ଲାକମ୍ୟାନ ହାଉସ ଅଫ କମନ୍ସ ଫ୍ଲୋରରେ କହିଛନ୍ତି ଗତ...

ଇମ୍ରାନ, ସ୍ତ୍ରୀ ବୁଶ୍ରାଙ୍କୁ ୭ ବର୍ଷ ଜେଲ୍‌

ଇସଲାମାବାଦ,୩ା୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବଂ ତାଙ୍କ ସ୍ତ୍ରୀ ବୁଶ୍ରା ଖାନଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପାକିସ୍ତାନର ଏକ କୋର୍ଟ ବେଆଇନ ବିବାହ ପାଇଁ ଇମ୍ରାନ ଏବଂ ବୁଶ୍ରାଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।...

ଆମାଜନରୁ ଅର୍ଡର କଲେ ଘର, ପୁରା ପ୍ୟାକ୍‌ ହୋଇ ଆସିଲା ଏମିତି, ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌,୩।୨: ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ଖାଇବା, ପିନ୍ଧିବା ପରି ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ଆବଶ୍ୟକ। ଦିନଯାକ ଯେତେ ବାହାରେ ବୁଲିଲେ ବି ରାତିରେ ଶାନ୍ତିରେ ଥକ୍କା ମେଣ୍ଟେଇବା ପାଇଁ ସମସ୍ତେ ଘରକୁ ଫେରିଥାନ୍ତି। ଲୋକ ନିଜର ଘରଟିଏ...

ପୁରାବିଶ୍ୱ ପାଇଁ ନିର୍ବାଚନ ବର୍ଷ ୨୦୨୪, ଭୋଟ ଦେବେ ୭୦ ଦେଶର ନାଗରିକ

ନୂଆଦିଲ୍ଲୀ,୩।୨: ନିର୍ବାଚନର ବର୍ଷ ହେଉଛି ୨୦୨୪। କେବଳ ଭାରତ ନୁହେଁ ପୁରା ବିଶ୍ୱ ପାର୍ଇ ୨୦୨୪ ହେଉଛି ନିର୍ବାଚନର ବର୍ଷ। ଚଳିତ ବର୍ଷ ୭୦ରୁ ଅଧିକ ଦେଶରେ ନିର୍ବାଚନ ହେବାକୁ ଯାଉଛି,ଯେଉଁଥିରେ ୪୦୦ କୋଟିରୁ ଅଧିକ ଲୋକ ଭୋଟଦାନ କରିବେ।...

ବାଇଡେନ କହିଲେ ଯଦି କୌଣସି ଆମେରିକୀୟଙ୍କ କିଛି ବି କ୍ଷତି ହେଲା…

ଓ୍ବାଶିଂଟନ,୩।୨: ଇରାକ ଏବଂ ସିରିଆରେ ଲଗାତାର ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକା ମଧ୍ୟ ପୂର୍ବରେ ବିବାଦ ଚାହୁଁ ନାହିଁ, କିନ୍ତୁ ଯଦି କୌଣସି ଆମେରିକୀୟଙ୍କର କିଛି କ୍ଷତି...

ସ୍ବାମୀ ନ ଗାଧୋଇବାରୁ ସ୍ତ୍ରୀ ଦେଲେ ଡିଭର୍ସ, ତା’ପରେ…

ଅଙ୍କାରା,୩।୨: ପ୍ରତିଦିନ ଗାଧୋଇବା ଓ ନିଜକୁ ସଫାସୁତରା ରଖିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ୱ। ଖରାଦିନେ ଲୋକେ ଦିନକୁ ଦୁଇ-ତିନିଥର ଗାଧୋଇବାବେଳେ ଶୀତଦିନେ କମ୍‌ ଗାଧୋଇଥାନ୍ତି କିମ୍ବା ୪-୫ଦିନ ବ୍ୟବଧାନରେ ଗାଧୋଇଥାନ୍ତି। କିନ୍ତୁ ସ୍ବାମୀ ନ ଗାଧୋଇବା ଯୋଗୁ ଦୁହିଁଙ୍କ ମଧ୍ୟରେ...

ନିର୍ବାଚନ ପୂର୍ବରୁ ପାକିସ୍ତାନ ଆତଙ୍କିତ, ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ବୋମା ବିସ୍ଫୋରଣ

ଇସଲାମାବାଦ,୩।୨: କରାଚିରେ ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ହୋଇଥିବା ସୂଚନା ସାମ୍ନାକୁ ଆସୁଛି। ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଦକ୍ଷିଣ ସାଜିଦ ସାଦୋଜଇଙ୍କ ଅନୁଯାୟୀ, ଏହି ଘଟଣାରେ କେହି ମୃତାହତ ହୋଇନାହାଁନ୍ତି। ବିସ୍ଫୋରଣର ତୀବ୍ରତା ଏବଂ...

ଚିଲି ଜଙ୍ଗଲରେ ବ୍ୟାପିଲା ନିଆଁ, ୧୦ ମୃତ

ସାଣ୍ଟିଆଗୋ,୩।୨: ଚିଲି ଜଙ୍ଗଲରେ ବ୍ୟାପକ ଅଗ୍ନିକାଣ୍ଡ ଯୋଗୁଁ ୧୦ଜଣଙ୍କର ମୃତ୍ୟୁ ହୋଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ଏଏଫପିକୁ କହିଛି ଯେ ଶନିବାର ଚିଲିରେ ଜଙ୍ଗଲରେ ଅଗ୍ନିକାଣ୍ଡ ସମ୍ପର୍କରେ ଅଧିକାରୀମାନେ ସୂଚନା ପାଇଥିଲେ। ଏହି ଅଗ୍ନିକାଣ୍ଡରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri