ଅନ୍ତର୍ଜାତୀୟ

ଓ୍ବିକିଲିକ୍ସର ହ୍ୟାକିଙ୍ଗ ସିକ୍ରେଟ ଦେଇଥିବା ବ୍ୟକ୍ତିଙ୍କୁ ୪୦ ବର୍ଷ ଜେଲ

ନ୍ୟୁୟର୍କ,୩।୨: ଜଣେ ପୂର୍ବତନ ସଫ୍ଟୱେୟାର ଇଞ୍ଜିନିୟର ଶିଶୁ ଯୌନ ଶୋଷଣର ଚିତ୍ର ଏବଂ ଭିଡିଓ ଏବଂ ଆମେରିକାର ଗୁପ୍ତଚର ଏଜେନ୍ସି ‘ସିଆଇଏ’ ଇତିହାସରେ ବର୍ଗୀକୃତ ତଥ୍ୟ ଚୋରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୩୫ ବର୍ଷିୟ ଜୋଶୁଆ ଶୁଲଟେଙ୍କୁ ଏହି...

ଫ୍ରାନ୍ସରେ ବି କରିହେବ ୟୁପିଆଇର ବ୍ୟବହାର, ଏଫିଲ ଟାଓ୍ବାରରେ ହେଲା ଲଞ୍ଚ

ପ୍ୟାରିସ,୩।୨: ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ର ସୀମା ବୃଦ୍ଧି ପାଇଛି। ହଁ … ସମଗ୍ର ଦେଶରେ ଆର୍ଥିକ କାରବାରରେ ପରିବର୍ତ୍ତନ ଆଣିଥିବା ୟୁପିଆଇ, ବର୍ତ୍ତମାନ ଫ୍ରାନ୍ସରେ ମଧ୍ୟ ବ୍ୟବହାର କରାଯାଇପାରିବ। ଫ୍ରାନ୍ସର ରାଜଧାନୀ ପ୍ୟାରିସର ଏଫିଲ ଟାୱାରରେ ୟୁପିଆଇ...

ଜୋର୍ଡାନ ଆକ୍ରମଣର ପ୍ରତିଶୋଧ ନେଲା ଆମେରିକା, ସିରିଆ-ଇରାକର ୮୫ ସ୍ଥାନରେ ବୋମାମାଡ, ୬ ଆତଙ୍କବାଦୀ ମୃତ

ବାଗଦାଦ,୩।୨: ଆମେରିକାର ସେନା ଶୁକ୍ରବାର ଜୋର୍ଡାନର ଏକ ସାମରିକ ବେସ ଉପରେ ଡ୍ରୋନ ଆକ୍ରମଣର ଜବାବରେ ସିରିଆ ଏବଂ ଇରାକରେ ଇରାନ ସମର୍ଥିତ ମିଲିସିଆଙ୍କ ଶିବିର ଉପରେ ବୋମା ପକାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକରେ...

ସପ୍ତାହକୁ ୩୬ଘଣ୍ଟା ଉପବାସ କରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, କହିଲେ କାରଣ

ଇଂଲଣ୍ଡ,୨।୨: ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଦେଶରେ ଲାଗୁ କରୁଥିବା କୌଣସି ନିୟମ ହେଉ କି ନିଜ ଭାରତୀୟ ସଂସ୍କୃତି ପାଇଁ ସେ ସବୁବେଳେ ପରିଚିତ ରହିଆସୁଛନ୍ତି। ନିଜକୁ ହିନ୍ଦୁ ସନାତନୀ...

ଦୁଇ ସନ୍ତାନଙ୍କୁ ୧୫ମହଲାରୁ ଫିଙ୍ଗିଦେଲେ ଦମ୍ପତି, ଏବେ କୋର୍ଟ ଶୁଣାଇଲେ ମୃତ୍ୟୁଦଣ୍ଡ

ବେଜିଂ,୨।୨: ଚାଇନାରେ ଏକ ଦମ୍ପତିଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଏହି ଦମ୍ପତି ନିଜ ଦୁଇ ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋ ଗ ହୋଇଛି । କହିରଖୁଛୁ କି, ଦମ୍ପତି ସେମାନଙ୍କର ଦୁଇ ସନ୍ତାନଙ୍କୁ ୧୫ ମହଲାରୁ ଫୋପାଡି ଦେଇଛନ୍ତି ।...

ଅନଲାଇନ ଡେଟିଂରେ ବ୍ୟବହାର କଲେ ଚାଟ୍‌ଜିପିଟି, ଆଉ ମିଳିଗଲା ମନଲାଖି ସ୍ତ୍ରୀ

ମସ୍କୋ,୨।୨: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛି। ଏଆଇ ସାହାର୍ଯ୍ୟରେ ମଣିଷର ନିତିଦିନିଆ କଠିନ କାମ ସରଳ ହେଉଥିବାବେଳେ ଘଣ୍ଟାଘଣ୍ଟାର କାମ କେଇ ମିନିଟରେ ସମାଧାନ ହୋଇଯାଉଛି। ପ୍ରତିଟି ପ୍ରଶ୍ନର ଉତ୍ତର ଚାଟଜିପିଟି ପାଖରେ ରହୁଛି।...

ଆକ୍ରମଣର ପ୍ରତିଶୋଧ ନେବ ଆମେରିକା

ଓ୍ବାଶିଂଟନ,୨।୨: ଇସ୍ରାଏଲ୍‌-ହମାସ ଯୁଦ୍ଧ ଏବେ ଦୁଇ ଦେଶ ଭିତରେ ସୀମିତ ହୋଇ ରହିନାହିଁ। ଉଭୟ ପକ୍ଷର ଲଢ଼େଇ ଯୋଗୁ ମଧ୍ୟପ୍ରାଚ୍ୟ ଓ ଆମେରିକା ସମେତ ୟୁରୋପରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇରାନ ସମର୍ଥତ୍ତ ହୁଟି ବିଦ୍ରୋହୀମାନେ ଲଗାତର ଭାବେ ଲୋହିତ...

କାନାଡାରେ ଆଉ ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ

ଓଟାଓ୍ବା,୨।୨: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ସହଯୋଗୀଙ୍କ ଘରକୁ ଟାର୍ଗେଟ କରାଯାଇଛି। ନିଜାର ସହଯୋଗୀଙ୍କ ଘରେ ଗୁଳି ବିନିମୟ ହୋଇଛି। ଏହି ଆକ୍ରମଣ ଏକ ସମୟରେ ଘଟିଥିଲା ଯେତେବେଳେ ନିଜାରର ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ...

ଗ୍ୟାସ୍‌ ରିଫିଲିଂ କମ୍ପାନୀ ବିଲ୍ଡିଂରେ ଅଗ୍ନିକାଣ୍ଡ: ୨ ଜିଅନ୍ତା ଜଳିଗଲେ, ୧୬୫ ଆହତ

ନାଇରୋବି,୨ା୨: ଗ୍ୟାସ୍‌ ଲିକ୍‌ ହେତୁ ଅଗ୍ନିକାଣ୍ଡ ଯୋଗୁ ନାଇରୋବିରେ ଏକ ବଡ଼ ଅଘଟଣ ଘଟିଛି। ଅଗ୍ନିକାଣ୍ଡ ପରେ ଭୟଙ୍କର ବିସ୍ଫୋରଣ ଯୋଗୁ ଘଟଣାସ୍ଥଳରେ ୨ ଜଣ ଜିଅନ୍ତା ଜଳି ଯାଇଥିବା ବେଳେ ୧୬୫ ଜଣ ଆହତ ହୋଇଥିବା କୁହାଯାଉଛି। ନାଇରୋବିରେ...

ସାଧାରଣ ନିର୍ବାଚନ ପୂର୍ବରୁ ଇମ୍ରାନଙ୍କୁ ଝଟକା

ଇସଲାମାବାଦ,୧।୨: ଆଉ ମାତ୍ର ସପ୍ତାହେ ପରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନାମାଙ୍କନପତ୍ର ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ। ସେପଟେ ଗୁରୁବାର ସୁପ୍ରିମକୋର୍ଟଙ୍କଠାରୁ ତାଙ୍କୁ ଝଟ୍‌କା ଲାଗିଛି। ତାଙ୍କ ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରିବା...

ଟିଟିପିରେ ସାମିଲ ହେଉଛନ୍ତି ଅଲ କାଏଦା ଆତଙ୍କବାଦୀ, ମିଳୁଛି ଅନ-ଗ୍ରାଉଣ୍ଡ ସମର୍ଥନ

ଇସଲାମାବାଦ,୧।୨: ନିଷିଦ୍ଧ ଟିଟିପି ଗୋଷ୍ଠୀ ପାକିସ୍ତାନରେ ଆକ୍ରମଣ କରିବା ପାଇଁ ଅଲ କାଏଦା ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀର ସମର୍ଥନ ହାସଲ କରୁଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଦେଶର ଏକ ଅଗ୍ରଣୀ ଖବରକାଗଜ ଏହା କହିଛି। ଖବରକାଗଜ ରିପୋର୍ଟ...

୩୦୦ ବିଳାସପୂର୍ଣ୍ଣ କାର୍‌ ସାଙ୍ଗକୁ ବେସରକାରୀ ସେନା, ଜେଟର ମାଲିକ ଅଟନ୍ତି ମାଲେସିଆର ନୂଆ ରାଜା: ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୧।୨: ଜୋହର ସୁଲତାନ ଇବ୍ରାହିମ ଇସ୍କନ୍ଦର ମାଲେସିଆର ନୂତନ ରାଜା ହୋଇଛନ୍ତି। ୬୫ ବର୍ଷୀୟ ତାଙ୍କ ସହିତ ଆନୁମାନିକ ସମ୍ପତ୍ତି ୫.୭ ବିଲିୟନ ଡଲାର। ସୁଲତାନ ଇବ୍ରାହିମଙ୍କ ସାମ୍ରାଜ୍ୟରେ ରିଅଲ ଇଷ୍ଟେଟ ଏବଂ ଖଣି ଠାରୁ ଆରମ୍ଭ କରି ଟେଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri