ଅନ୍ତର୍ଜାତୀୟ

ଇସ୍ରାଏଲ୍‌ରେ ୧୨ ମାସରେ ୩ ଥର ନିର୍ବାଚନ

ଜେରୁଜେଲମ୍‌,୩ା୩(ଏଏଫ୍‌ପି): ଇସ୍ରାଏଲ୍‌ରେ ୧୨ ମାସ ମଧ୍ୟରେ ତୃତୀୟ ଥର ପାଇଁ ସାଧାରଣ ନିର୍ବାଚନ ହେଉଛି। ଦେଶରୁ ରାଜନୈତିକ ସଂକଟ ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତୃତୀୟ ଥର ନିର୍ବାଚନ ଲଢ଼ୁଛନ୍ତି। ଏଥର ଯଦି କେହି ସଂଖ୍ୟାଗରିଷ୍ଠତା ହାସଲ...

ପାକିସ୍ତାନରେ ଅଧିକରୁ ଅଧିକ ପିଲା ମେଦବହୁଳତାର ଶିକାର: ରିପୋର୍ଟ

ଇସ୍‌ଲାମାବାଦ,୨।୩: ପାକିସ୍ତାନରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜନସଂଖ୍ୟା ମେଦବହୁଳତାର ଶିକାର ହେଉଥିବା ବେଳେ ଏଥିଯୋଗୁ ଲୋକଙ୍କୁ ମାରାତ୍ମକ ରୋଗ ହେବାର ଭୟ ମଧ୍ୟ ରହିଛି। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ପାକିସ୍ତାନ ହେଲଥ୍‌ ରିସର୍ଚ୍ଚ କାଉନସିଲ ଅଧ୍ୟୟନରୁ...

୭ ବର୍ଷ ପଛୁଆ ଦେଶ: ଏବେ ବି ଏଠାରେ ଚାଲିଛି ୨୦୧୨ ମସିହା

ଆଦିସ୍‌ ଆବା,୨।୩: ଏବେ ପୃଥିବୀ ସାରା ୨୦୨୦ ମସିହା ଚାଲିଛି। ତେବେ ଏପରି ଏକ ଦେଶ ରହିଛି ଯେଉଁଠି ଏବେ ବି ୨୦୧୨ ମସିହା ଚାଲିଛି। ଏହି ଦେଶ ପୃଥିବୀଠାରୁ ୭ ବର୍ଷ ୩ ମାସ ପଛୁଆ ରହିଛି। ଏପରି...

ଦକ୍ଷିଣ କୋରିଆ ଯାତ୍ରୀବାହୀ ବିମାନ ଉପରେ କଟକଣା ଜାରି କଲା ଭିଏତନାମ୍‌

ହନୋଇ,୨।୩: ଦକ୍ଷିଣ କୋରିଆରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭିଏତନାମ୍‌ ପକ୍ଷରୁ ଦକ୍ଷିଣ କୋରିଆ ବିମାନ ଉପରେ କଟକଣା ଜାରି କରାଯାଇଛି। ଦକ୍ଷିଣ କୋରିଆରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନକୁ ଭିଏତନାମ୍‌ ବାତିଲ କରିଛି।...

ଦିଲ୍‌ଜିତଙ୍କ ସହ ନିଜର ଫଟୋ ଦେଖି ଇଭାଙ୍କା କହିଲେ ତାଜମହଲ ବୁଲାଇଥିବାରୁ ଧନ୍ୟବାଦ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପରିବାର ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ସହ ଥିଲେ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ, ଡୋନାଲ୍ଡଙ୍କ ଝିଅ ଇଭାଙ୍କା ଓ ଜ୍ୱାଇଁ ଜେରେଡ। ଏମାନେ ଭାରତ...

ଆମେରିକା ଦୂତାବାସ ନିକଟରେ ୨ କ୍ଷେପଣାସ୍ତ୍ର ମାଡ଼

ବାଗଦାଦ୍‌,୨।୩: ଇରାକର ବାଗଦାଦ୍‌ଠାରେ ଥିବା ଆମେରିକା ଦୂତାବାସ ନିକଟସ୍ଥ ଗ୍ରୀନ୍‌ ଜୋନ୍‌ରେ ୨ଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି। କ୍ଷେପଣାସ୍ତ୍ର ମାଡ଼ ହେବାପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗତ ଅକ୍ଟୋବରଠାରୁ ଇତିମଧ୍ୟରେ ଇରାକ ଉପରେ ୨୦ଥର କ୍ଷେପଣାସ୍ତ୍ର...

କରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା ୩ ହଜାର ଟପିଲା

ବେଜିଂ,୨।୩: ସାରା ବିଶ୍ୱରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏବେ ଚାଇନାରେ ଏହା ୨,୯୧୨ରେ ପହଞ୍ଚିଛି ବୋଲି କୁହାଯାଉଛି। କରୋନା ଭାଇରସ ଯୋଗୁ ହୁବଇରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ସେହିପରି...

ସାଉଥ୍‌ କାରୋଲିନା ପ୍ରାଇମେରି ଜିତିଲେ ଜୋ ବିଡେନ

କଲମ୍ବିଆ,୨ା୩: ଆଫ୍ରିକୀୟ ଆମେରିକୀୟମାନଙ୍କ ସମର୍ଥନ ବଳରେ ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ ଶନିବାର ଅନୁଷ୍ଠିତ ସାଉଥ କାରୋଲିନା ଡେମୋକ୍ରାଟିକ୍‌ ପ୍ରାଇମେରିକୁ ସହଜରେ ଜିତିଯାଇଛନ୍ତି। ଫଳରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଦଳର ଅନ୍ୟତମ ଆଶାୟୀ ବେର୍ନି ସାଣ୍ଡର୍ସଙ୍କ ବିଜୟ ଧାରାରେ...

୬୦ ଦେଶରେ କରୋନା କାୟା: ଚାଇନାରେ ମୃତ୍ୟୁସଂଖ୍ୟା ୨,୮୭୦

ତେହେରାନ୍‌/ସିଓଲ,୨ା୩: ଚାଇନାର ଉହାନ ସହରରୁ ସୃଷ୍ଟ କରୋନା ଭୂତାଣୁ ସଂକ୍ରମଣ ଏବେ ପାଖାପାଖି ୬୦ ଦେଶକୁ ବ୍ୟାପିଲାଣି। ଏଥିରେ କେବଳ ଲୋକଙ୍କ ମୃତ୍ୟୁ ଘଟୁଛି ତାହା ନୁହେଁ, ବରଂ ଏହାଦ୍ୱାରା ଅନେକ ଦେଶର ଅର୍ଥନୀତି ମଧ୍ୟ ଗୁରୁତର ଭାବେ ପ୍ରଭାବିତ...

ଚାଇନାକୁ ୨ଶହ ଟନ୍‌ ଚାଉଳ ଦାନ କଲା ମ୍ୟାନମାର

ୟାନଗୋନ,୧।୩: କରୋନା ଭାଇରସ କବଳରେ ପଡି ଆର୍ଥିକ ସ୍ତରରେ ପଛକୁ ଚାଲିଯାଇଥିବା ଚାଇନାକୁ ଏବେ ବିଭିନ୍ନ ଦେଶ ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ରବିବାର ମ୍ୟାନମାର ଚାଇନାକୁ ୨୦୦ଟନ୍‌ ଚାଉଳ ଦାନ କରିଥିବା ଘୋଷଣା କରିଛି। ୟାଗୋନ ଅଞ୍ଚଳରେ...

ଲଣ୍ଡନରେ ଦିଲ୍ଲୀ ହିଂସାକୁ ବିରୋଧ: ଶାହାଙ୍କ ଇସ୍ତଫା ଦାବି

ଇଂଲଣ୍ଡ,୧।୩: ଦିଲ୍ଲୀରେ ଘଟିଥିବା ଭିଡ ହିଂସାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଏହା ବିରୋଧରେ ଲଣ୍ଡନ, ପ୍ୟାରିସ୍‌,ବ୍ରସେଲ୍ସ୍‌, ଜେନେଭା, ହେଲସିଙ୍କ୍‌,କାରାକୋୱ, ଦି ହଗ୍‌, ଷ୍ଟକ୍‌ହୋମ୍‌, ଡବଲିନ୍‌, ବର୍ଲିନ୍‌, ମ୍ୟୁନିଚ୍‌, ଗ୍ଲାସ୍‌ଗୋ ଆଦି ୧୬ଟି ୟୁରୋପିଆନ୍ ସହରରେ ବାସ କରୁଥିବା...

ପ୍ରଦୂଷଣରୁ ମୁକୁଳୁଛି କାରୋନା ଭାଇରସ ପ୍ରଭାବିତ ଚାଇନା!

ଓ୍ବାଶିଂଟନ,୧।୩: କରୋନା ଭାଇରସରେ ପ୍ରଭାବିତ ହୋଇଥିବା ଚାଇନା ଏବେ ପ୍ରଦୂଷଣରୁ ମୁଳୁଳୁଥିବା ଦେଖାଯାଇଛି। ଏହାକୁ ନେଇ ଆମେରିକା ମହାକାଶ ଏଜେନ୍ସି ନାସା ଏକ ଫଟୋ ଜାରି କରି ଏହି ସୂଚନା ଦେଇଛି। ନାସାର ଉକ୍ତ ଫଟୋରେ ଚାଇନାର ମୁଖ୍ୟ ସହର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri