ଅନ୍ତର୍ଜାତୀୟ

ଆମେରିକାର ରାଷ୍ଟ୍ରପତି ପଦ ଦୌଡରୁ ଓହରିଲେ ରାମସ୍ବାମୀ

ଓ୍ବାଶିଂଟନ୍‌,୧୬।୧: ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିଜର ଦାବି ପ୍ରତ୍ୟାହୃତ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବା ବିଷୟରେ ରାମସ୍ବାମୀ କହିଛନ୍ତି। ବିବେକ ରାମସ୍ବାମୀ ରାଷ୍ଟ୍ରପତି ଦୌଡ଼ରୁ ଓହରିଯିବାକୁ ଘୋଷଣା କରିଛନ୍ତି। ଏହି ସମୟରେ...

ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ବଡ଼ ସଫଳତା

ଓ୍ବାଶିଂଟନ୍‌,୧୬।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତିଙ୍କ ନାମାଙ୍କନ ପାଇଁ ପ୍ରଥମ ରେସ୍‌ ଜିତିଛନ୍ତି। ଜାନୁଆରୀ ୧୫ରେ ରିପବ୍ଲିକାନ ପାର୍ଟିର ଆଓ୍ବା କକ୍‌ସରେ ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି। ଏହି ବିଜୟ କଳ୍ପନାକୁ ଆହୁରି ଦୃଢ କରିଦେଇଛି...

ଇରାକ ସୀମା ଅତିକ୍ରମ କରି ମିଶାଇଲ୍‌ ମାଡ଼ କଲା ଇରାନ

ତେହେରାନ୍‌,୧୬।୧: ଇରାନ ଇରାକ ସୀମା ଅତିକ୍ରମ କରି ଇସ୍ରାଏଲର ମୋସାଦ୍‌ ମୁଖ୍ୟାଳୟରେ ଏକ ବାଲାଷ୍ଟିକ୍‌ ମିଶାଇଲ୍‌ ନିକ୍ଷେପ କରିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଇରାନର ରିଭୋଲ୍ୟୁସାରୀ ଗାର୍ଡମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ସିରିଆରେ ଇସଲାମିକ...

ରାଷ୍ଟ୍ରପତି ହେବା ପାଇଁ ଲଢ଼େଇ ଜାରି ରଖିବି: ନିକି ହାଲ

ଓ୍ବାଶିଂଟନ,୧୬।୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅଧୀନରେ ରିପବ୍ଲିକାନ ଦଳର ଉପରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନ୍ୟତମ ରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱ ଆଶାୟୀ ନିକି ହାଲି ଏବଂ ବିବେକ ରାମସ୍ବାମୀ ଆଗ୍ରହୀ ନ ଥିବା ଜଣାପଡ଼ିଛି।...

ଆମେରିକା ଯୁଦ୍ଧଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼

ଜେରୁଜେଲମ,୧୬।୧: ଲୋହିତ ସାଗରରେ ଆମେରିକାର ଏକ ଯୁଦ୍ଧଜାହାଜକୁ ୟେମେନ୍‌ର ହୋଉଥି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ତେବେ ଆମେରିକାର ଲଢୁଆ ବିମାନ ଏହାକୁ ଖସାଇ ଦେଇଥିଲା। ଗାଜା ଷ୍ଟ୍ରିପ୍‌ରେ ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ୍‌ ଯୁଦ୍ଧ ଚଳାଇଥିବା ବେଳେ ଲୋହିତ...

ସେନା ଗାଡି ଉପରେ ବୋମା ଆକ୍ରମଣ: ୫ ସୈନିକ ଶହୀଦ୍‌

ଇସଲାମାବାଦ୍‌,୧୫।୧: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଏକ ସେନା ଗାଡି ଉପରେ ବୋମା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅତି କମରେ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ହୋଇଛି। ବାଲୁଚିସ୍ତାନର କେଚ ପ୍ରଦେଶରେ ଏହି ଘଟଣା ଘଟିଛି। ଗତ କିଛି ଦଶନ୍ଧି ଧରି...

ରୁଷିଆରେ ମିଳିଲା ସବୁଠାରୁ ବଡ ସୁନା ଖଣି

ମସ୍କୋ,୧୫।୧: ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ପାଇଁ ଏକ ଖୁସି ଖବର ଆସିଛି। ସୂଦୂର ପୂର୍ବର ସବୁଠାରୁ ବଡ ସୁନା ଖଣି ଏଠାରେ ମିଳିଛି । ରୁଷିଆ ନିଜେ ସୁନା ଖଣିର ଆବିଷ୍କାରକୁ ନିଶ୍ଚିତ କରିଛି। ଏହି...

ଜାନୁଆରୀରେ ପୁଣି ବଢିପାରେ କରୋନା ସଂକ୍ରମଣ, ଚାଇନାରେ ବଢୁଛି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା

ବେଜିଂ,୧୫।୧: ଚାଇନାର ହସ୍ପିଟାଲଗୁଡ଼ିକରେ ଜ୍ୱର କ୍ଲିନିକ ପରିଦର୍ଶନ କରୁଥିବା ରୋଗୀଙ୍କ ସଂଖ୍ୟା ନୂଆ ବର୍ଷ ପରଠାରୁ ହ୍ରାସ ପାଇଛି। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚାଇନାର ସ୍ବାସ୍ଥ୍ୟ ଅଧିକାରୀ ରବିବାର କହିଛନ୍ତି ଯେ ଜାନୁଆରୀରେ ଚାଇନାରେ କୋଭିଡ -୧୯ ସଂକ୍ରମଣ...

ଭୂସ୍ଖଳନରେ ୨୨ ମୃତ

ଡୋଡୋମା,୧୫ା୧: ଉତ୍ତର ତାଞ୍ଜାନିଆର ବାରିଆଡ଼ିରେ ଥିବା ଏକ ଖଣିରେ ଭୂସ୍ଖଳନ ହେବାରୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ କହିଛନ୍ତି ଯେ, ସିମିୟୁ ଅଞ୍ଚଳର ବାରିଆଡ଼ି ଜିଲାର ନାଗାଲିତା ଖଣିରେ...

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଭାରତର ଭୂମିକାକୁ ଏନ୍‌ଏସ୍‌ଏମାନଙ୍କ ସ୍ବୀକାର

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ପାଇଁ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତୁତି ନିମନ୍ତେ ଡାଭୋସ୍‌ରେ ବିଭିନ୍ନ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଏକାଠି ହୋଇଥିବାବେଳେ ଯୁଦ୍ଧ କ୍ଷତିଗ୍ରସ୍ତ ଦେଶରେ ଶାନ୍ତି ପ୍ରତିଷ୍ଠା ଉପରେ ସମସ୍ତେ ଜୋର୍‌ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଭାରତର ସମ୍ଭାବ୍ୟ ଭୂମିକାକୁ...

ମାର୍ଚ୍ଚ ୧୫ ସୁଦ୍ଧା ସେନା ହଟାଇବାକୁ କହିଲା ମାଳଦ୍ଵୀପ, ଜବାବ ଦେଲା ଭାରତ

ନୂଆଦିଲ୍ଲୀ ,୧୪।୧: ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରବିବାର ଭାରତ ପକ୍ଷରୁ ନିୟୋଜିତ ସମସ୍ତ ସାମରିକ କର୍ମଚାରୀଙ୍କୁ ପ୍ରତ୍ୟାହାର କରିବାକୁ କହିଛି। ଏଥିପାଇଁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଛି ଦ୍ବୀପଦେଶ। ଭାରତ ସରକାର କହିଛନ୍ତି ଯେ ଉଭୟ...

ଆମେରିକାର ୨ ନାବିକ ସମୁଦ୍ରରେ ନିଖୋଜ

ଓ୍ବାଶିଂଟନ,୧୪।୧: ଆମେରିକା ନାଭି ସିଲ୍‌ର ୨ ଜଣ ସଦସ୍ୟ ସୋମାଲିଆ ଉପକୂଳରୁ ନିଖୋଜ ହୋଇଯାଇଛନ୍ତି। ଜାହାଜରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ ସିଡ଼ିରୁ ଖସିପଡ଼ି ସମୁଦ୍ରରେ ନିଖୋଜ ହୋଇଯାଇଥିଲେ। ଉକ୍ତ ଅଞ୍ଚଳରେ ତଲାସି ଓ ଉଦ୍ଧାର କାର୍ଯ୍ୟ ଜାରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri