ଅନ୍ତର୍ଜାତୀୟ

ସୁପ୍ରିମକୋର୍ଟରୁ ଇମ୍ରାନଙ୍କ ଦଳକୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ,୨୭।୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଜେଲରେ ଥିବା ନେତାମାନଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଫେବୃଆରୀ ୮ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପରଭେଜ ଇଲାହି ଏବଂ ଅନ୍ୟ...

ଟ୍ରମ୍ପଙ୍କୁ ଝଟକା, ମାନହାନି ମାମଲାରେ ଦେବାକୁ ପଡିବ ୮୩ ମିଲିୟନ ଡଲାରର କ୍ଷତିପୂରଣ

ଓ୍ବାଶିଂଟନ୍‌,୨୭।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କୁ ବର୍ତ୍ତମାନ ଲେଥିକା ଇ ଜିନ କାରୋଲଙ୍କ ବଳାତ୍କାର ଏବଂ ମାନହାନି ମାମଲାରେ ୮୩.୩ ନିୟୁତ ଡଲାରର କ୍ଷତିପୂରଣ ଦେବାକୁ ପଡିବ। ପ୍ରକୃତରେ ଟ୍ରମ୍ପ ଗୁରୁବାର ନ୍ୟୁୟର୍କ...

ଆଇସିଜେର ନିଷ୍ପତ୍ତିକୁ ଅପମାନଜନକ ବୋଲି କହିଲେ ନେତାନ୍ୟାହୁ, ଦେଶର ସୁରକ୍ଷା ପାଇଁ ଆମେ ପ୍ରସ୍ତୁତ

ଜେରୁଜେଲମ,୨୭।୧: ଅନ୍ତର୍ଜାତୀୟ କୋର୍ଟଙ୍କ ନିଷ୍ପତ୍ତି ପରେ ଇସ୍ରାଏଲ କୋର୍ଟକୁ ସମାଲୋଚନା କରିଛନ୍ତି। ଇସ୍ରାଏଲ ଏହି ନିଷ୍ପତ୍ତିକୁ ଅପମାନଜନକ ବୋଲି କହିଛନ୍ତି। ଦେଶର ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ଇସ୍ରାଏଲ ଶପଥ ନେଇଛି। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା...

୧୦୮ଥର ଛୁରୀଭୂଷି ପ୍ରେମିକଙ୍କୁ କରିଥିଲେ ହତ୍ୟା, କୋର୍ଟରେ ହୋଇଗଲା ଦଣ୍ଡ ମାଫ୍‌

କାଲିଫର୍ନିଆ,୨୬।୧: କୌଣସି ମାମଲା କୋର୍ଟରେ ପହଞ୍ଚିବା ପରେ ବିଚାରପତି ଅପରାଧିଙ୍କୁ ଦଣ୍ଡ ବିଧାନ କରିଥାନ୍ତି। ଗୁରୁତର ଅପରାଧୀଙ୍କୁ ଆଜୀବନ କିମ୍ବା ଜରିମାନା ଦଣ୍ଡାଦେଶ ହୋଇଥାଏ। ବେଳେବେଳେ ଅନେକ ଅପରାଧୀମାନେ ଗୁରୁତର ଅପରାଧ କରିବା ସତ୍ତ୍ୱେ ଆଇନ ଆଗରେ ଯୁକ୍ତି ଉପସ୍ଥାପନ...

ଆନ୍ତର୍ଜାତୀୟ କୋର୍ଟର ବଡ଼ ନିଷ୍ପତ୍ତି, ଏକ ମାସ ମଧ୍ୟରେ ଗାଜାରେ ନରସଂହାର ରୋକିବାକୁ ଇସ୍ରାଏଲକୁ ଆଦେଶ

ନୂଆଦିଲ୍ଲୀ,୨୬।୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଆନ୍ତର୍ଜାତୀୟ କୋର୍ଟ(ଆଇସିଜେ) ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଗାଜା ଷ୍ଟ୍ରିପ୍‌ରେ ଆକ୍ରମଣରେ ହୋଇଥିବା ମୃତ୍ୟୁ ଓ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ହିସାବ ଦେବାକୁ ତଥା ନରସଂହାର ରୋକିବାକୁ ଆନ୍ତର୍ଜାତୀୟ କୋର୍ଟ...

ପରିତ୍ୟକ୍ତ ଘରେ ଏକାକୀ ଜୀବନ କାଟୁଛି କୁନିପୁଅ, ୨ବର୍ଷ ପର୍ବେ ବୟଫ୍ରେଣ୍ଡଙ୍କ ସହ ମାଆ ଫେରାର୍‌

ଫ୍ରାନ୍ସ,୨୬।୧: ସନ୍ତାନ ପାଇଁ ମାଆ ସବୁବେଳେ ଧରାପୃଷ୍ଠରେ ଚଳନ୍ତି ପ୍ରତିମା ହୋଇଥାଏ। ସନ୍ତାନ ଉପରକୁ ଦୁଖର ପାହାଡ ଛିଡି ପଡିବା ପୂର୍ବରୁ ସେ କୋଳେଇ ଧରେ। ହେଲେ ଆମେ ଏପରି ଏକ ଘଟଣା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ...

ଯନ୍ତ୍ରଣା କମ୍‌ କରିବା ପାଇଁ ଅପରାଧିଙ୍କୁ ଦିଆଗଲା ନାଇଟ୍ରୋଜେନ ଗ୍ୟାସରେ ମୃତ୍ୟୁଦଣ୍ଡ, ବିଶ୍ୱରେ ପ୍ରଥମ

ଆଲବାମା,୨୬।୧: ଆମେରିକା ଆଲବାମା ରାଜ୍ୟରେ କେନେଥ ସ୍ମିଥ ନାମକ ଜଣେ ହତ୍ୟାକାରୀଙ୍କୁୁ ନାଇଟ୍ରୋଜେନ ଗ୍ୟାସ ସାହାଯ୍ୟରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଅପରାଧିଙ୍କୁ ଦିଆଯାଉଥିବା ମୃତ୍ୟୁଦଣ୍ଡରେ ଯନ୍ତ୍ରଣା କମ କରିବାକୁ ଅନେକ କୌଶଳ ଅବଲମ୍ବନ କରାଯାଉଥିଲା ହେଲେ ଆମେରିକାରେ ପ୍ରଥମ ଥର ନାଇଟ୍ରୋଜେନ...

ସଡ଼କ ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟମନ୍ତ୍ରୀଙ୍କ ପରଲୋକ

କଲମ୍ବୋ,୨୬।୧: ଗୁରୁବାର ସକାଳେ ରାଜପଥରେ ଏକ କାର୍‌ ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟ ମନ୍ତ୍ରୀ ସନତ ନିଶାନ୍ତା ଏବଂ ତାଙ୍କ ସୁରକ୍ଷା ଦଳର ଜଣେ କନ୍‌ଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ଶ୍ରୀଲଙ୍କା ପୋଲିସ ଏକ ବିବୃତିରେ କହିଛି ଯେ ୪୮ବର୍ଷୀୟ ଜଳ ଯୋଗାଣ...

ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲା ଆମେରିକା-ରୁଷିଆ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୧: ଆମେରିକା ଏବଂ ରୁଷିଆ ଭାରତକୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଆମେରିକା ଭାରତକୁ ଏହାର ପ୍ରମୁଖ ରଣନୀତିକ ଅଂଶୀଦାର ବୋଲି ବର୍ଣ୍ଣନା କରିଛି । ସାଧାରଣତନ୍ତ୍ର ଦିବସ ଅବସରରେ ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତି...

ଜନ୍ମର ୧୯ ବର୍ଷ ପରେ ଟିକ୍ ଟକ୍ ପାଇଁ ଏକାଠି ହେଲେ ଯାଆଁଳା ଭଉଣୀ, ସିନେମାର କାହାଣୀ ପରି ହେଲା ଭେଟ

ନୂଆଦିଲ୍ଲୀ,୨୬ା୧: ବଲିଉଡ ବ୍ଲକବଷ୍ଟର ଫିଲ୍ମ ‘ସୀତା ଏବଂ ଗୀତା’ ପରି ସମାନ କାହାଣୀ ବାସ୍ତବ ଜୀବନରେ ଦେଖିବାକୁ ମିଳିଛି। ପୂର୍ବ ୟୁରୋପୀୟ ଦେଶ ଜର୍ଜିଆରୁ ପୃଥକ ଏବଂ ପୁନଃମିଳନର ଏକ ଅଦ୍ଭୁତ କାହାଣୀ ସାମ୍ନାକୁ ଆସିଛି। ଜନ୍ମ ସମୟରେ ଅଲଗା...

କାନାଡା ନିର୍ବାଚନରେ ଭାରତର ହସ୍ତକ୍ଷେପ, ତଦନ୍ତ ବ୍ୟାପକ କଲେ ଟ୍ରୁଡୋ

ନୂଆଦିଲ୍ଲୀ,୨୬।୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ଘଟଣାକୁ ନେଇ ଗତ କିଛି ମାସ ହେଲା ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ବିବାଦ ଲାଗିରହିଥିବାବେଳେ ୨୦୧୯ ଏବଂ ୨୦୨୧ରେ ହୋଇଥିବା କାନାଡା ସାଧାରଣ ନିର୍ବାଚନରେ ଭାରତ ହସ୍ତକ୍ଷେପ...

ନଓ୍ବାଜ ସରିଫଙ୍କ ନିର୍ବାଚନ ପ୍ରଚାରରେ ଅସଲ ବାଘକୁ ନେଇ ଆସିଲେ ସମର୍ଥକ!

ଇସଲାମାବାଦ,୨୫।୧: ପାକିସ୍ତାନରେ ଖୁବଶୀଘ୍ର ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଯୋର ସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳମାନେ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି, କିନ୍ତୁ ନୱାଜ ସରିଫଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image