ଅନ୍ତର୍ଜାତୀୟ

୩ଲକ୍ଷ ଟଙ୍କା ଚୋବାଇଦେଲା ପୋଷା କୁକୁର, ମଳରୁ ବାହାର କଲେ ଛିଣ୍ଡାନୋଟ, ଆଉ ତା’ ପରେ…

ଇଂଲଣ୍ଡ,୫।୧: ୟୁକେର ଜଣେ ଦମ୍ପତିଙ୍କ ସହ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ତାଙ୍କରି ଘରେ ତାଙ୍କ ସାମ୍ନାରେ ତାଙ୍କ ପୋଷା କୁକୁର ୪ହଜାର ଡଲାର ଅର୍ଥାତ ୩.୩୨ଲକ୍ଷ ଟଙ୍କା ଚୋବାଇ ଖାଇଦେଲା। ଯାହାକୁ...

ସୋମାଲିଆରେ ‘ଏମଭି ଲିଲା ନରଫୋକ’ ଜାହାଜ ହାଇଜ୍ୟାକ: ୧୫ ଭାରତୀୟଙ୍କୁ ଉଦ୍ଧାର କଲା ନୌସେନା

ମୋଗାଦିସୁ,୫।୧: ହୁତି ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର ହେଲେ ୧୫ ଭାରତୀୟ ନାଗରିକ। ଭାରତୀୟ ନୌସେନା ସୋମାଲିଆ ତଟରେ ପହଞ୍ଚି ହାଇଜ୍ୟାକକାରୀଙ୍କ କବଳରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ ସୂଚନା ମିଳିଛି। କେବଳ ଭାରତୀୟ ନୁହଁନ୍ତି...

ପାକିସ୍ତାନ ସାଧାରଣ ନିର୍ବାଚନ ଘୁଞ୍ଚାଇବାକୁ ସଂସଦରେ ସଂକଳ୍ପ ପାରିତ

ଇସଲାମବାଦ,୫।୧: ସାଧାରଣ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ପ୍ରସ୍ତାବକୁ ପାକିସ୍ତାନ ସଂସଦରେ ଅନୁମୋଦନ ମିଳିଛି। ତେବେ ଫେବ୍ରୁଆରୀ ୮ ତାରିଖରେ ଦେଶରେ ନିର୍ବାଚନ ହେବାର ଥିଲା । ହେଲେ ଦେଶରେ ଅତ୍ୟଧିକ ଥଣ୍ଡା, ସୁରକ୍ଷା ଚିନ୍ତା ଓ ବଢୁଥିବା ରାଜନୈତିକ ଅଚଳାବସ୍ଥାକୁ...

ସମୁଦ୍ରରେ ବୁଡିଯିବ ଜାପାନର ଲୋକପ୍ରିୟ କାନସାଇ ଏୟାରପୋର୍ଟ, ବୋଝ ସାଜୁଛି ମନୁଷ୍ୟକୃତ ବିପଦ

ଅଟାଓ୍ବା,୫।୧: ଜାପାନ ୨୦ଅରବ ଡଲାର ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରି ଯେଉଁ ଏୟାରପୋର୍ଟ ତିଆରି କରିଥିଲା ତାହା ଏବେ ସମୁଦ୍ରରେ ବୁଡିବାକୁ ଯାଉଛି। ଦେଶର ଗ୍ରେଟର ଓସାକାସ୍ଥିତ କାନସାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ମଣିଷ ଦ୍ୱାରା ନିର୍ମିତ ଦ୍ୱୀପରେ ଅବସ୍ଥିତ।...

ଟ୍ୟାକ୍ସ ଦେଉ ନ ଥିଲେ ପ୍ରେମିକ, ଧୋକା ଦେବା ପରେ ଆୟକର ବିଭାଗରେ ଅଭିଯୋଗ କରିଦେଲେ ମହିଳା, ଆଉ ତା’ପରେ…

ଓ୍ବାଶିଂଟନ୍‌,୫।୧: ଧୋକେବାଜ୍‌ ପ୍ରେମିକଙ୍କ ଠାରୁ ପ୍ରତିଶୋଧ ନେବାକୁ ମହିଳାଜଣକ କିଛି ଏପରି କାରନାମା କରିଛନ୍ତି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆମେରିକାର ଜଣେ ମହିଳା ତାଙ୍କୁ ଧୋକା ଦେଇଥିବା ପ୍ରେମିକଙ୍କୁ ଦଣ୍ଡ ଦେବା ପାଇଁ ଆୟକର ବିଭାଗ(ଇନକମ୍‌ ଟ୍ୟାକ୍ସ)ରେ...

ବାଂଲାଦେଶ ଗୃହମନ୍ତ୍ରୀଙ୍କ ବଡ ବୟାନ, ବରଦାସ୍ତ କରାଯିବନି ଭାରତ ବିରୋଧୀ ଗତିବିଧି

ନୂଆଦିଲ୍ଲୀ/ଢାକା,୫।୧: ବାଂଲାଦେଶରେ ରବିବାର ଅର୍ଥାତ ୭ ଜାନୁଆରୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆୱାମୀ ଲିଗ କ୍ଷମତାରେ ରହିବ, ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ କିମ୍ବା ଆତଙ୍କବାଦକୁ ବରଦାସ୍ତ...

ଲାହୋରରେ ଭୟଙ୍କର ଅଗ୍ନିକାଣ୍ଡ: ପୋଡି ହୋଇଗଲେ ୪ ପିଲା

ଇସଲାମାବାଦ,୫।୧: ପାକିସ୍ତାନର ଲାହୋରର ଏକ ଘରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘରେ ନିଆଁ ଲାଗିଯିବା କାରଣରୁ ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ଲାହୋରର ବାବା ଆଜାମ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ...

ଦୁଇ ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା, ଟ୍ରାକରୁ ଖସିଲା ଡବା, ୩ ମୃତ

ଜାକର୍ତ୍ତା,୫।୧: ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଶୁକ୍ରବାର ଦୁଇଟି ଟ୍ରେନ ଧକ୍କା ହୋଇଥିଲା। ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଟ୍ରେନ କୋଚ ଓଲଟି ପଡିଛି ଯେଉଁଥିରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ଘଟିଛି।ଜାତୀୟ ରେଳବାଇ ପିଟି କେରେଟା ଏପି...

ସୋମାଲିଆରେ ‘ଏମଭି ଲିଲା ନରଫୋକ’ ଜାହାଜ ହାଇଜ୍ୟାକ, ଚାଳକ ଦଳରେ ରହିଛନ୍ତି ୧୫ ଭାରତୀୟ

ମୋଗାଦିସୁ,୫।୧: ସୋମାଲିଆ ଉପକୂଳରୁ ‘ଏମଭି ଲିଲା ନରଫୋକ’ ନାମକ ଏକ ଜାହାଜକୁ ଅପହରଣ କରାଯାଇଛି। ଗତକାଲି ଜାହାଜକୁ ଅପହରଣ କରାଯାଇଥିଲା, ଏହା ପରେ ଭାରତୀୟ ସେନା ଉପରେ କଡା ନଜର ରଖାଯାଇଛି। ଭାରତୀୟ ନୌସେନା ଏକ ବୟାନ ଜାରି କରି...

ସକାଳୁ ସକାଳୁ ଦକ୍ଷିଣ କୋରିଆରେ ‘ବିନାଶ’ ସୃଷ୍ଟି କଲେ କିମ ଜୋନ ଉନ

ପୋଙ୍ଗୟାଙ୍ଗ,୫।୧: ଉତ୍ତର କୋରିଆ ଦକ୍ଷିଣ କୋରିଆ ଆଡକୁ ୨୦୦ରାଉଣ୍ଡ ବୋମା ଫିଙ୍ଗିଛି। ଯଦିଓ ଏହି ବୋମା ଦକ୍ଷିଣ କୋରିଆ ଅଞ୍ଚଳରେ ପଡିନାହିଁ, ତଥାପି ଏହି ଅଞ୍ଚଳରେ ବିଶୃଙ୍ଖଳା ଦେଖାଦେଇଛି। ଏହି ଆକ୍ରମଣ ସମ୍ପର୍କରେ ଦକ୍ଷିଣ କୋରିଆ ସେନା ସୂଚନା ଦେଇଛି।...

ଆମେରିକାରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ଓ୍ବାଶିଂଟନ୍‌,୫।୧: ଆମେରିକାରେ ପୁଣି ଥରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। କାଲିଫର୍ନିଆର ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି ଏବଂ ସେଠାରେ ଖଲିସ୍ତାନ ସମର୍ଥକ ସ୍ଲୋଗାନ ଲେଖାଯାଇଛି। ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ଶୁକ୍ରବାର ଦିନ ଏହି ସୂଚନା ଦେଇଛି।...

ଅଲକାଏଦା ଟାର୍ଗେଟ୍‌ରେ ବିଲ ଗେଟ୍ସ-ଏଲନ ମସ୍କ

ଓ୍ବାଶିଂଟନ୍‌,୫।୧:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଆମେରିକାର ଆଭିମୁଖ୍ୟ ଯୋଗୁ ଆତଙ୍କବାଦୀ ସଂଗଠନ ଅଲ-କାଏଦା ରାଗିଯାଇଛି। ଏହି କାରଣରୁ ସେମାନେ ଆମେରିକାର ଧନା ବ୍ୟବସାୟୀଙ୍କୁ ଟାର୍ଗେଟ କରିବାକୁ ଚାହୁଁଛନ୍ତି। ଅଲ-କାଏଦା ଏଲନ ମସ୍କ, ବିଲ ଗେଟ୍ସ ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri