ଅନ୍ତର୍ଜାତୀୟ

ଇସ୍ରୋ ପାଖରେ ନାହିଁ ଶକ୍ତିଶାଳୀ ରକେଟ୍, ଏଲନ ମସ୍କଙ୍କ ରକେଟରେ ସାଟେଲାଇଟ ଲଞ୍ଚ କରିବ ଭାରତ

କୋଲକାତା, ୩।୧: ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଜିସାଟ୍-୨୦ ନାମକ ପରବର୍ତ୍ତୀ ପିଢ଼ିର ଭାରୀ ଯୋଗାଯୋଗ ସାଟେଲାଇଟ ଉତକ୍ଷେପଣ ସ୍ପେସ୍ ଏକ୍ସ କରିବ। ପ୍ରଥମ ଥର ପାଇଁ ମହାକାଶ ବିଭାଗ ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଫାଲକନ୍...

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ

କାବୁଲ,୩।୧: ଆଫଗାନିସ୍ତାନରେ ରବିବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଇଶକୋସିମଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ। ଆଜି ଏହାକୁ ମିଶାଇ ଦୁଇଥର ଭୂକମ୍ପ ଅନୁଭୂତ...

Metaverse gangrape: ଶରୀରକୁ ନ ଛୁଇଁ ଗଣବଳାତ୍କାର ! ଅନଲାଇନ ଅବତାରର ପ୍ରଥମ ବଳାତ୍କାର ମାମଲା ରୁଜୁ…

ଲଣ୍ଡନ,୩।୧ : ମେଟାଭର୍ସ ବଳାତ୍କାରର ପ୍ରଥମ ମାମଲା ବ୍ରିଟେନରେ ପଞ୍ଜିକୃତ ହୋଇଛି। ଅନଲାଇନ ମେଟାଭର୍ସରେ ୧୬ ବର୍ଷର ବାଳିକାକୁ ଗଣବଳାତ୍କାର ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି। ଏହି ଅଭିଯୋଗ ଆଣିଥିବା...

କ୍ୟାନସର ଔଷଧରେ ହେବ ଡାଇବେଟିସ ଚିକିତ୍ସା: ଦୁଇ ଔଷଧ ମିଶାଇ ହେଲା ବିକଶିତ…

ମେଲବୋର୍ନ,୩।୧ : ଏବେ କ୍ୟାନସର ଔଷଧରେ ଡାଇବେଟିସ ଚିକିତ୍ସା କରାଯିବ। ଅଷ୍ଟ୍ରେଲିଆର ବେକର୍‌ ହାର୍ଟ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ସେମାନଙ୍କର ଅନୁସନ୍ଧାନ ସମୟରେ ଅଗ୍ନାଶୟ ଷ୍ଟେମ କୋଷରେ ଏପରି ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି। ଏହା ପରେ କୋଷଗୁଡ଼ିକ ଅଧିକ ଇନସୁଲିନ...

ଜାପାନ ଭୂକମ୍ପ ମୃତ୍ୟୁସଂଖ୍ୟା ୫୫

ଟୋକିଓ,୩।୧: ନୂଆବର୍ଷର ପ୍ରଥମ ଦିନରେ ଜାପାନରେ ୭.୬ ତୀବ୍ରତାର ଭୂକମ୍ପ ସାଙ୍ଗକୁ କ୍ରମାଗତ ୧୫୫ ଥର କମ୍ପନ ହେବା ଫଳରେ ୫୫ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି। ଘରଗୁଡ଼ିକର ଭଗ୍ନାବଶେଷ ତଳୁ ଉଦ୍ଧାର...

ୟୁକ୍ରେନ୍‌ର ୨ ସହରରେ ରୁଷିଆର କ୍ଷେପଣାସ୍ତ୍ର ମାଡ଼: ୫ ମୃତ

କିଭ୍‌,୩।୧: ୟୁକ୍ରେନ୍‌ର ଦୁଇଟି ବୃହତ୍‌ ସହର ଉପରେ ମଙ୍ଗଳବାର ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ଯୁଦ୍ଧକୁ ଦୁଇବର୍ଷ ପୂରିବାକୁ ଯାଉଥିବାବେଳେ କ୍ରେମ୍‌ଲିନ୍‌ ୟୁକ୍ରେନ୍‌ ସହରାଞ୍ଚଳ ଉପରେ ଆକ୍ରମଣ...

Finding Aliens Location In 2024: ଏଲିଅନ ରହୁଥିବା ସ୍ଥାନର ସନ୍ଧାନରେ ନାସା…

ଓ୍ବାଶିଂଟନ,୨।୧ : ଏଲିଅନଙ୍କ ଅସ୍ତିତ୍ୱ ଏବଂ ସେମାନଙ୍କୁ ଦେଖିବାର ଅନେକ ଦାବି ରହିଛି। ଏହି ବିଷୟରେ ଲୋକଙ୍କ ଭିନ୍ନ ମତ ଥାଇପାରେ, କିନ୍ତୁ ଦାବି କରାଯାଉଛି ବର୍ତ୍ତମାନ ସେମାନେ ରହୁଥିବା ସ୍ଥାନରେ ପହଞ୍ଚିବାକୁ ଆଉ ଅଧିକ ସମୟ ଲାଗିବ ନାହିଁ।...

Watch Video: ଭୂକମ୍ପ ପୀଡିତଙ୍କ ଉଦ୍ଧାର କାର୍ଯ୍ୟ କରୁଥିବା କୋଷ୍ଟଗାର୍ଡ ବିମାନ ସହ ଯାତ୍ରୀବାହୀ ବିମାନ ଧକ୍କା: ୫ ମୃତ…

ଟୋକିଓ,୨।୧ : ନୂଆ ବର୍ଷରେ ହୋଇଥିବା ବଡ଼ ଧରଣର ଭୂକମ୍ପ ପରେ ଜାପାନର ଆଉ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ରନୱେରେ ଅବତରଣ କରୁଥିବାବେଳେ ଜାପାନର ଟୋକିଓର ହାନେଡା ବିମାନବନ୍ଦରରେ ମଙ୍ଗଳବାର କୋଷ୍ଟଗାର୍ଡ ବିମାନ ସହିତ ଜାପାନ...

୧୦୫ବର୍ଷ ପୂର୍ବେ ପାଣି ନୁହେଁ ହୋଇଥିଲା ‘ଗୁଡ’ର ଭୟଙ୍କର ସୁନାମି, ଚାଲିଯାଇଥିଲା ୨୧ଜଣଙ୍କ ଜୀବନ

ବୋଷ୍ଟନ,୨।୧: ଇତିହାସରେ ଏପରି ଅନେକ ଘଟଣା ଘଟିଛି, ଯାହା କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ନାହିଁ ବରଂ ଏପରି ଘଟଣା ଯାହା ଲୋକଙ୍କୁ ଅସ୍ବାଭାବିକ ଭାବେ ଭାବିବାକୁ ବାଧ୍ୟ କରିଦେଇଛି। ସୁନାମି ଘଟଣା ସମ୍ପର୍କରେ ନିଶ୍ଚୟ ଶୁଣିଥିବେ। ସାରା ବିଶ୍ୱରେ...

ଅବତରଣ କରିବା ସମୟରେ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବଞ୍ଚିଲେ ଯାତ୍ରୀ

ଟୋକିଓ,୨।୧: ଜାପାନରେ ଅବତରଣ କରିବା ସମୟରେ ଏକ ବିମାନରେ ନିଆଁ ଲାଗିଯାଇଛି। ଟୋକିଓ ବିମାନବନ୍ଦରରେ ଏହି ଘଟଣା ଘଟିଛି । ଏହି ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଜାପାନର ନ୍ୟୁଜ ଏଜେନ୍ସି ଏନ୍‌ଏଚ୍‌କେ ଏହି ଦୁର୍ଘଟଣା...

ଜାପାନ ଭୂକମ୍ପ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି, ୧୫୫ ଫସି ରହିଥିବା ଆଶଙ୍କା, ଆହୁରି ବଢିପାରେ ମୃତକଙ୍କ ସଂଖ୍ୟା

ଟୋକିଓ,୨।୧: ନୂଆବର୍ଷରେ ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଜାପାନ ଦେଶକୁ ଥରାଇ ଦେଇଛି। ଏହି ଘଟଣାରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫୫ ଜଣ ଲୋକ ଫସି ରହିଥିବା ଆଶଙ୍କା...

ଭାରତକୁ ଦୋଷଦେଲା ପାକିସ୍ତାନ, ‘ର’ ଉପରେ ଲଗାଇଲା ଗୁରୁତର ଅଭିଯୋଗ

ଇସଲାମାବାଦ,୨।୧: ପାକିସ୍ତାନର ବାଲୁଚିସ୍ତାନରେ ରହୁଥିବା ଲୋକମାନେ ସରକାରଙ୍କ ବିରୋଧରେ ତୀବ୍ର ବିରୋଧ କରୁଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନୀ ସେନା ବାଲୁଚି ଲୋକଙ୍କୁ ଜବରଦସ୍ତ ଅପହରଣ କରୁଛି। ସେଥିପାଇଁ ହଜାର ହଜାର ବାଲୁଚି ପାକିସ୍ତାନର ଇସଲାମାବାଦରେ ଏକ ରାଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri