ଅନ୍ତର୍ଜାତୀୟ

ନିଜ ଝିଅଙ୍କୁ ବିକ୍ରି କରୁଛି ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୨।୧: ଚଳିତ ବର୍ଷ ୮ ଫେବୃଆରୀ ୨୦୨୪ରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ଏଠାରେ ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ପଟେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି, ଅନ୍ୟ...

ଜାପାନ ପରେ ଥରିଲା ମ୍ୟାନମାର

ନ୍ୟାପିଦ,୨।୧: ଜାପାନରେ ଗୋଟିଏ ଦିନରେ ୧୫୫ଥର ଭୂକମ୍ପ ଅନୁଭୂତ ହୋଇଥିବା ଖବର ଏବେ ଚର୍ଚ୍ଚାରେ ଥିବା ବେଳେ ମଙ୍ଗଳବାର ସକାଳୁ ସକାଳୁ ମ୍ୟାନମାରରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଥିବା ଖବର ମିଳିଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟ୍ଟର ସ୍କେଲରେ...

ଗୋଟିଏ ଦିନରେ ୧୫୫ଥର ଭୂକମ୍ପର ଝଟକା ଅନୁଭବ କଲେ ଜାପାନବାସୀ, ୮ ମୃତ

ଟୋକିଓ,୨।୧: ଏବେ ଖବରର ଶିରୋନାମାରେ ରହିଛି ଜାପାନ ଭୂକମ୍ପ। ଗୋଟିଏ ଦିନରେ ୧୫୫ଥର ଭୂକମ୍ପ ଝଟକା ପରେ ଜାପାନର ପାଣିପାଗ ଏଜେନ୍ସି ସୁନାମି ସତର୍କ ସୂଚନା ଜାରି କରିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ଘରକୁ...

ନୋବେଲ ବିଜୟୀ ଅର୍ଥନୀତିଜ୍ଞଙ୍କୁ ଜେଲ

ଢାକା,୨।୧(ପି.ଟି.): ବାଂଲାଦେଶର ନୋବେଲ ବିଜୟୀ ଅର୍ଥନୀତିଜ୍ଞ ଡ. ମହମ୍ମଦ ୟୁନୁସ୍‌ଙ୍କୁ ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ଅଦାଲତ ସୋମବାର ଦୋଷୀସାବ୍ୟସ୍ତ କରିବା ସହ ୬ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟରେ ୟୁନୁସ୍‌ଙ୍କୁ ଜେଲ...

ଗର୍ଲଫ୍ରେଣ୍ଡଙ୍କୁ ସମସ୍ତଙ୍କ ସାମ୍ନାରେ ଚୁମ୍ବନ ଦେଲେ ଆର୍ଜେଣ୍ଟିନା ରାଷ୍ଟ୍ରପତି: ଭିଡିଓ ଭାଇରାଲ୍‌

ବୁନେରସ୍‌ ଆରାଇସ୍‌,୨।୧: ଆଜିକାଲି ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି ଜାଭିୟର୍‌ ମିଲି ଚର୍ଚ୍ଚାରେ ଅଛନ୍ତି। ସେ ଏକ ସାର୍ବଜନୀନ ପ୍ଲାଟଫର୍ମରେ ଏପରି କାର୍ଯ୍ୟ କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।...

ଦକ୍ଷିଣ କୋରିଆର ବିରୋଧୀ ନେତା ଲି ଜେ ମ୍ୟୁଙ୍ଗଙ୍କ ଉପରକୁ ଛୁରିରେ ଆକ୍ରମଣ: ଦେଖନ୍ତୁ ଭିଡିଓ

ସିଓଲ,୨।୧: ଦକ୍ଷିଣ କୋରିଆର ବିରୋଧୀ ଦଳ ନେତା ଲି ଜେ ମ୍ୟୁଙ୍ଗଙ୍କ ଉପରକୁ ଛୁରିରେ ଆକ୍ରମଣ କରାଯାଇଛି। ଯେତେବେଳେ ସେ ପ୍ରେସ କନଫରେନ୍ସ କରୁଥିଲେ ସେହି ସମୟରେ ତାଙ୍କ ଉପରକୁ ଏହି ଆକ୍ରମଣ କରାଯାଇଛି। ଦକ୍ଷିଣ କୋରିଆର ନ୍ୟୁଜ ଏଜେନ୍ସି...

ଶେଷରେ ସତ ମାନିଲେ ଚାଇନା ରାଷ୍ଟ୍ରପତି

ବେଜିଂ,୨।୧: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଦେଶର ବୁଡ଼ି ଯାଉଥିବା ଅର୍ଥନୀତି ବିଷୟରେ କହିଥିଲେ। ସେ ସ୍ବୀକାର କରିଛନ୍ତି ସେ ଚାଇନାର ଲୋକମାନେ ସଂଘର୍ଷ କରୁଛନ୍ତି। ଲୋକମାନେ...

ଲାଲ ଗ୍ରହରେ ଇତିହାସ ରଚିଲେ ଭାରତୀୟ ମହିଳା

ଓ୍ବାଶିଂଟନ,୨।୧: ଭାରତର ଝିଅ ରେଡ ପ୍ଲାନେଟ ବା ଲାଲ ଗ୍ରହରେ ଇତିହାସ ସୃଷ୍ଟି କରିଛନ୍ତି। ନାସାର ବୈଜ୍ଞାନିକ ଡକ୍ଟର ଅକ୍ଷତା କୃଷ୍ଣମୂର୍ତ୍ତି ମଙ୍ଗଳ ଗ୍ରହରେ ରୋଭର ଚଳାଇବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଅକ୍ଷତା ଭାରତର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ...

୭ ଘଣ୍ଟାରେ ୬୦ ଥର ଥରିଲା ଜାପାନ, ଲୋକେ ଭୟଭୀତ

ଟୋକିଓ,୨।୧: ଜାନୁୟାରୀ ୧ ସୋମବାର ଅର୍ଥାତ୍‌ ନୂଆବର୍ଷରେ ସ୍ଥାନୀୟ ସମୟ ଅପରାହ୍ନ ୪ଟା ସମୟରେ କେନ୍ଦ୍ରୀୟ ଜାପାନର ପଶ୍ଚିମ ଉପକୂଳରେ ଥିବା ଇଶିକାୱା ପ୍ରିଫେକ୍ଟରର ନୋଟୋ ଉପଦ୍ୱୀପ ନିକଟରେ ୭.୬ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଘଟି ଅନେକ ଘର...

ବାଂଲାଦେଶର ନୋବେଲ ବିଜୟୀ ମହମ୍ମଦ ୟୁନୁସ୍‌ଙ୍କୁ ୬ ମାସ ଜେଲ ଦଣ୍ଡାଦେଶ

ଢାକା,୧।୧: ବାଂଲାଦେଶର ନୋବେଲ ବିଜୟୀ ଅର୍ଥନୀତିଜ୍ଞ ଡ. ମହମ୍ମଦ ୟୁନୁସ୍‌ଙ୍କୁ ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ଅଦାଲତ ସୋମବାର ଦୋଷୀସାବ୍ୟସ୍ତ କରିବା ସହ ୬ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟରେ ୟୁନୁସ୍‌ଙ୍କୁ...

Video: ନୂଆବର୍ଷରେ ଜାପାନକୁ ଥରାଇଲା ଶକ୍ତିଶାଳୀ ଭୂମିକମ୍ପ, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

ଟୋକିଓ/ନୂଆଦିଲ୍ଲୀ,୧।୧: ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ସହିତ ନୂଆବର୍ଷ ଆରମ୍ଭ କରିଛି ଜାପାନ। ସୋମବାର ଅପରାହ୍ନରେ ଇଶିକାୱା ଜିଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଶକ୍ତିଶାଳୀ ଭୂମିକମ୍ପକୁ ଦୃଷ୍ଟିରେ ରଖି ଜାପାନ ଭୂବିଜ୍ଞାନ ପକ୍ଷରୁ...

ଜାପାନ ସୁନାମୀ ପରେ ୩୩ ହଜାର ଘରୁ କଟିଲା ବିଜୁଳୀ, ଜାରି ହେଲା ହେଲ୍ପଲାଇନ ନମ୍ବର

ଟୋକିଓ/ନୂଆଦିଲ୍ଲୀ,୧।୧: ଜାପାନରେ ବଡ ଧରଣର ଭୂକମ୍ପ ପରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଇଶିକାୱାରେ ସମୁଦ୍ରର ଉଚ୍ଚ ତରଙ୍ଗ ଲୋକଙ୍କୁ ଭୟଭୀତ କରିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ମାପ କରାଯାଇଛି । ରୁଷିଆର ଉପକୂଳବର୍ତ୍ତୀ ଅଞ୍ଚଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri