ଅନ୍ତର୍ଜାତୀୟ

Video: ଶକ୍ତିଶାଳୀ ଭୂମିକମ୍ପ ପରେ ଜାପାନକୁ ଛୁଇଁଲା ସୁନାମିର ପ୍ରଥମ ଜୁଆର, ଉଚ୍ଚ ସ୍ଥାନକୁ ଚାଲିଯିବାକୁ ବାସିନ୍ଦାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧।୧: ସୋମବାର କେନ୍ଦ୍ରୀୟ ଜାପାନରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମିର ପ୍ରଥମ ଜୁଆର ଉପକୂଳକୁ ଛୁଇଁଛି। ସୁନାମି ପ୍ରଭାବକୁ ଦୃଷ୍ଟିରେ ରଖି ଉପକୂଳ ବାସିନ୍ଦାଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ଭୂମିକମ୍ପ ଉତ୍ପତ୍ତିସ୍ଥଳ ହାୱାଇ ସ୍ଥିତ...

୩ ଜାହାଜକୁ ବୁଡ଼ାଇ ୧୦ ଉଗ୍ରବାଦୀଙ୍କୁ ହତ୍ୟା କଲା ଆମେରିକା

କାଇରୋ,୧।୧: ଲୋହିତ ସାଗରରେ ମସ୍କ କଣ୍ଟେନର୍‌ ଜାହାଜ ଉପରେ ଇରାନ ସମର୍ଥୀତ ହାଉତୀ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ। ହେଲେ ଆମେରିକା ଏହାର ଦୃଢ଼ ଜବାବ ଦେଇଛି। ଆମେରିକୀୟ ହେଲିକପ୍ଟର ହାଉତୀର ୩ଟି ଜାହାଜ ବୁଡ଼ାଇ ଦେବା ସହିତ ୧୦ଜଣ ହାଉତୀ...

୫ ଦିନ ୩ ଥର ଥରିଲାଣି ଜାପାନ: ଉପକୂଳବର୍ତ୍ତୀ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ

ଟୋକିଓ,୧।୧: ଜାପାନର ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ସୋମବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୬ ରହିଥିବା ଜାପାନର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଇଶିକାୱା ନାଇଗାଟା ଓ ତୋମାୟାରେ ସୁନାମି ସତର୍କତା ଜାରି କରାଯାଇଛି।...

ଜାପାନରେ ୭.୫ ତୀବ୍ରତାର ଭୂକମ୍ପ, ଆସିପାରେ ସୁନାମୀ

ଟୋକିଓ,୧।୧: ପଶ୍ଚିମ ଜାପାନରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୁତ ହୋଇଛି। ଏହି ଭୂକମ୍ପ ପରେ ସେଠାରେ ସୁନାମୀ ଚେତାବନୀ ଜାରି କରାଯାଇଛି। ଉତ୍ତର କେନ୍ଦ୍ରୀୟ ଜାପାନରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ଘଟିବା ମାତ୍ରେ ସୁନାମି...

ନୂଆବର୍ଷରେ ବି ହମାସ୍‌କୁ ଛାଡ଼ିଲାନି ଇସ୍ରାଏଲ, ୨୦ ରକେଟ୍‌ କଲା ମାଡ଼

ଜେରୁଜେଲମ୍‌,୧ା୧: ଦୀର୍ଘଦିନ ଧରି ଇସ୍ରାଏଲ-ହମାସ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲେ ହେଁ ଏହି ଯୁଦ୍ଧର ସମାପ୍ତ ହେବାର କୌଣସି ଲକ୍ଷଣ ପ୍ରକାଶ ପାଉନାହିଁ। ଏହି ସମୟରେ ସୋମବାର ସକାଳେ ଇସ୍ରାଏଲ ଉପରେ ପ୍ରାୟ ୨୦ ରକେଟ ମାଡ଼ କରିଛି। ତେବେ...

ନୂଆବର୍ଷରେ ଇସ୍ରାଏଲର ବଡ଼ ନିଷ୍ପତ୍ତି: ଗାଜାରେ ଲଢୁଥିବା ୫ ବ୍ରିଗେଡଙ୍କୁ ଫେରାଇ ଆଣିବ…

ଜେରୁଜେଲମ,୧।୧ : ଗତ ତିନି ମାସ ଧରି ଇସ୍ରାଏଲ ଏବଂ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଉଭୟ ଦେଶ ପରସ୍ପର ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହଁନ୍ତି। ବହୁ ଲୋକ ବାସ କରୁଥିବା ଗାଜାକୁ ହମାସ...

ମକ୍କାରେ ମିଳିଲା ସୁନାର ବିଶାଳ ଭଣ୍ଡାର, ଦେଖନ୍ତୁ ଭିଡିଓ

ରିୟାଦ,୧।୧: ନୂଆ ବର୍ଷ ଉତ୍ସବ ମଧ୍ୟରେ ସୌଦି ଆରବ ପାଇଁ ଏକ ବଡ ଖବର ଆସିଛି। ମକ୍କା ସହରରେ ଏକ ବଡ଼ ସୁନା ଭଣ୍ଡାର ଆବିଷ୍କୃତ ହୋଇଛି। ସୌଦି ଆରବ ଖଣି କମ୍ପାନୀ ମ୍ୟାଡେନ ଏହି ସୂଚନା ଦେଇଛନ୍ତି। ଖଣି...

ପାକିସ୍ତାନ ହିନ୍ଦୁମାନେ ଗଠନ କରିଥିଲେ, ପୂର୍ବତନ ପାକ ଚିଫ ଜଷ୍ଟିଶଙ୍କ ପୁଅଙ୍କ ବୟାନ କାହିଁକି ହେଉଛି ଭାଇରାଲ

ଇସଲାମାବାଦ,୧।୧: ଭାରତ ଏବଂ ପାକିସ୍ତାନର ଇତିହାସ ବହୁତ ପୁରୁଣା। ସ୍ବାଧୀନତା ସମୟରେ ବିଭାଜନ ପୂର୍ବରୁ ଉଭୟ ଦେଶ ଗୋଟିଏ ଥିଲେ। ଅବଶ୍ୟ, ୧୯୪୭ରେ ସ୍ବାଧୀନତା ପରେ ଉଭୟ ଦେଶ ବିଭାଜିତ ହୋଇଥିଲେ। ଗୋଟିଏ ପଟେ ପାକିସ୍ତାନ ଏକ ଇସଲାମିକ ଦେଶ...

ପଦବୀ ଛାଡିବେ ମହାରାଣୀ ମାର୍ଗେଟ ଦ୍ୱିତୀୟ: କଲେ ଘୋଷଣା…

କୋପେନହେଗେନ,୧।୧ : ଡେନମାର୍କର ରାଣୀ ମାର୍ଗେଟ ଦ୍ୱିତୀୟ ନୂଆ ବର୍ଷରେ ସମସ୍ତଙ୍କୁ ଚକିତକାରୀ ଖବର ଦେଇଛନ୍ତି। ସେ ତାଙ୍କର ୫୨ ବର୍ଷର ଶାସନ ଶେଷ କରିବାକୁ ଘୋଷଣା କରିଛନ୍ତି। ରାଣୀ କହିଛନ୍ତି ସେ ୨୦୨୪ ଜାନୁଆରୀ ୧୪ ରେ ଇସ୍ତଫା...

ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ: ଆମେରିକାକୁ ଚେତାବନୀ ଦେଇ ୨୦୨୪ ନୂଆବର୍ଷକୁ ସ୍ବାଗତ କଲେ କିମ…

ପ୍ୟୋଙ୍ଗୟାଙ୍ଗ,୧।୧ : ଉତ୍ତର କୋରିଆର ସର୍ବୋଚ୍ଚ ନେତା ତଥା ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁରୁଣା ୨୦୨୩ ବର୍ଷକୁ ବିଦାୟ ଦେବା ସହିତ ୨୦୨୪ ବର୍ଷକୁ ସ୍ବାଗତ କରି ନୂଆ ଧମକ ଦେଇଛନ୍ତି। ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ...

ସୁନକଙ୍କ ବଡ଼ ପଦକ୍ଷେପ: ଲୋହିତ ସାଗରରେ ବିଦ୍ରୋହୀଙ୍କୁ ସାବାଡ କରିବାକୁ ପହଞ୍ଚିବ ବ୍ରିଟେନ ନୌସେନା…

ଲଣ୍ଡନ,୧।୧ : ବ୍ରିଟେନ ବର୍ତ୍ତମାନ ଇରାନର ହୋଉଥି ବିଦ୍ରୋହୀମାନଙ୍କ ବିରୋଧରେ ଲୋହିତ ସାଗରରେ ପଦକ୍ଷେପ ନେବାକୁ ଯୋଜନା କରୁଛି। ଏନେଇ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରକାର ଆକ୍ସନ ମୋଡରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହୋଉଥି ବିଦ୍ରୋହୀମାନେ କ୍ରମାଗତ ଭାବରେ...

ଲୋହିତ ସାଗରରେ ହୋଉଥିର ଆକ୍ରମଣ ଜାରି

କୋପେନ୍‌ହେଗେନ୍‌/ଦୁବାଇ,୧ା୧: ଇରାନ ସମର୍ଥିତ ହୋଉଥି ଆତଙ୍କବାଦୀମାନେ ଲୋହିତ ସାଗର ସମେତ ବିଭିନ୍ନ ସାମୁଦ୍ରିକ ପଥରେ ଯାଉଥିବା ପଣ୍ୟବାହୀ ଜାହାଜକୁ ଟାର୍ଗେଟ କରି ଆକ୍ରମଣ କରୁଥିବାରୁ ଏବେ ଅନ୍ତର୍ଜାତୀୟ ବାଣିଜ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ହୋଉଥି ଆତଙ୍କବାଦୀମାନେ ଡେନ୍‌ମାର୍କର ମାଏର୍ସ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri