ଅନ୍ତର୍ଜାତୀୟ

ପାକିସ୍ତାନରେ ନୂଆବର୍ଷରେ ଲୋକେ କ’ଣ କିଣୁଛନ୍ତି, ସକାଳୁ ଠିଆ ହୋଇଛନ୍ତି ଲମ୍ବା ଲାଇନରେ

ଇସଲାମାବାଦ,୩୧।୧୨: ଜାନୁଆରୀ ୧ ରେ ସମଗ୍ର ବିଶ୍ୱର ଲୋକମାନେ ନୂଆ ବର୍ଷ ପାଳନ କରିବେ। ତେବେ ସମସ୍ତେ ନୂଆ ବର୍ଷକୁ ସମାନ ଭାବରେ ପାଳନ କରନ୍ତି ନାହିଁ । ୟୁରୋପରେ ଯେଉଁଠାରେ ଲୋକମାନେ ଏହି ଦିନ କଠିନ ପରିଶ୍ରମ କରନ୍ତି...

ସର୍ବ ପ୍ରଥମେ ନ୍ୟୁଜିଲାଣ୍ଡରେ ପାଳନ ହେଲା ନୂଆବର୍ଷ ୨୦୨୪

ଓ୍ବିଲିଙ୍ଗଟନ,୩୧।୧୨: ବର୍ଷ ୨୦୨୩ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ନ୍ୟୁଜିଲାଣ୍ଡରେ ନୂଆ ବର୍ଷ ଉତ୍ସବ ଆରମ୍ଭ ହୋଇଛି। ଭାରତ ଏବଂ ଅନ୍ୟାନ୍ୟ ଦେଶରେ ରବିବାର ରାତି ୧୨ଟା ପରେ ନୂଆ ବର୍ଷ ପାଳନ କରାଯିବ। ଏହାପୂର୍ବରୁ, ସମସ୍ତେ ଗତ ବର୍ଷର...

ରେଡ ସି’ରେ ପୁଣି ବାଲେଷ୍ଟିକ ମିଶାଇଲ ପକାଇଲେ ହୁତି ବିଦ୍ରୋହୀ

ଓ୍ବାଶିଂଟନ,୩୧।୧୨: ଆମେରିକା ପୁଣିଥରେ ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ଗୁଳି ଚଳାଇଥିବା ଦୁଇଟି ଆଣ୍ଟି-ଜାହାଜ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ଗୁଳି କରି ଖସାଇ ଦେଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଯେ ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ଆମେରିକାର...

‘ମ୍ୟାନ ଅଫ ଦ ଇୟର’ ଘୋଷଣା କରାଯିବାରୁ ବିବାଦକୁ ଆସିଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ,୩୧।୧୨: ଇଟାଲୀର ଏକ ଖବରକାଗଜ ଦ୍ୱାରା ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ‘ମ୍ୟାନ ଅଫ ଦି ଇୟର’ ଭାବରେ ମନୋନୀତ ହୋଇଛନ୍ତି। ତେବେ ଏହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି। ଅନେକ ମହିଳା ଅଧିକାର କର୍ମୀ ଏବଂ ସଂଗଠନ...

ଗାଜାରେ ଭୟଙ୍କର ପରିସ୍ଥିତି: ଭିକ ମାଗି ଚଳୁଛନ୍ତି ଲୋକେ

ଜେରୁଜେଲମ୍‌,୩୧ା୧୨: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଅନେକ ମାସ ଧରି ଚାଲିଆସୁଛି। ହମାସ୍‌କୁ ମୂଳୋତ୍ପାଟନ କରିବା ପାଇଁ ଇସ୍ରାଏଲ ଗାଜାକୁ ଧ୍ୱଂସ କରିଛି। ଇସ୍ରାଏଲର ଗ୍ରାଉଣ୍ଡ ଆକ୍ରମଣ ଯୋଗୁ ଲୋକମାନେ ଗାଜାର ଦକ୍ଷିଣ ଅଞ୍ଚଳରେ ପ୍ରତିକୂଳ ପରିସ୍ଥିତିରେ ରହିବାକୁ...

ନୂଆବର୍ଷରେ ପିତାମାତା ପିଲାଙ୍କୁ ଫିଙ୍ଗନ୍ତି ପିଆଜ-ଭାଙ୍ଗନ୍ତି ପ୍ଲେଟ, ଏଠାରେ ରହିଛି କିଛି ଅଜବ ପରମ୍ପରା

ନୂଆ ବର୍ଷ ଆସିବା ପାଇଁ ଆଉ କେଇ ଘଣ୍ଟା ବାକି ଥିବାବେଳେ ଲୋକେ ସେଲିବ୍ରେଶନ ପାଇଁ ଜୋରସୋରରେ ଲାଗି ପଡିଛନ୍ତି। କିଏ ଭୋଜି ପାଇଁ ପ୍ରସ୍ତୁତ ହେଉଛି ତ କିଏ ଜିରୋ ନାଇଟ ସେଲିବ୍ରେଶନ ପାଇଁ। କିଛିଜଣ ନୂଆବର୍ଷରେ ରିଜୋଲ୍ୟୁଶନ...

ପାକିସ୍ତାନରେ ନୂଆବର୍ଷରେ ଲୋକେ କ’ଣ କିଣୁଛନ୍ତି, ସକାଳୁ ଠିଆ ହୋଇଛନ୍ତି ଲମ୍ବା ଲାଇନର

ଇସଲାମାବାଦ,୩୧।୧୨: ଜାନୁଆରୀ ୧ ରେ ସମଗ୍ର ବିଶ୍ୱର ଲୋକମାନେ ନୂଆ ବର୍ଷ ପାଳନ କରିବେ। ତେବେ ସମସ୍ତେ ନୂଆ ବର୍ଷକୁ ସମାନ ଭାବରେ ପାଳନ କରନ୍ତି ନାହିଁ । ୟୁରୋପରେ ଯେଉଁଠାରେ ଲୋକମାନେ ଏହି ଦିନ କଠିନ ପରିଶ୍ରମ କରନ୍ତି...

କିମ୍‌ଙ୍କ ଦକ୍ଷିଣ କୋରିଆ ଦଖଲ ଲକ୍ଷ୍ୟ: ୩ ସାମରିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବା ଯୋଜନା…

ପ୍ୟୋଙ୍ଗୟାଙ୍ଗ,୩୧।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ୨୦୨୪ ବର୍ଷରେ ଆଉ ତିନୋଟି ସାମରିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରୁଛନ୍ତି। ଏହି ଖବର କୋରିଆର ନ୍ୟୁଜ ଏଜେନ୍ସି କେସିଏନଏ ପ୍ରକାଶ କରିଛି। ୨୦୨୩...

ଲଗେଜ ଆସିବାକୁ ଡେରି ହେବାରୁ କନଭେଅର ବେଲ୍ଟ ଉପରେ ଶୌଚ କରିବାକୁ ଧମକ ଦେଲେ ଯାତ୍ରୀ

ଲଣ୍ଡନ,୩୧।୧୨: ଲଣ୍ଡନ ଗ୍ୟାଟଓ୍ବିକ୍‌ ଏୟାରପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଲଗେଜ ଆସିବାକୁ ଡେରି ହେବାରୁ ଯାତ୍ରୀଜଣକ ଲଗେଜ କନଭେଅର ବେଲ୍ଟ ଉପରେ ଚଢି ଯାଇଥିଲେ। ଉପରେ ଚଢିବା ସହ କନଭେଅର ଉପରେ ଶୌଚ କରିବାକୁ ଏୟାରପୋର୍ଟ ଅଧିକାରୀଙ୍କୁ...

କେନ୍ଦ୍ରୀୟ ଗାଜାରେ ଜୋର୍‌ଦାର ଆକ୍ରମଣ

ଡେଇର୍‌ ଅଲ୍‌-ବଲାହ,୩୧।୧୨(ପି.ଟି.): କେନ୍ଦ୍ରୀୟ ଗାଜାରେ ଇସ୍ରାଏଲ୍‌ ସେନା ଆକ୍ରମଣକୁ ଜୋର୍‌ଦାର କରିଛି। ଏଥିରେ ଶତାଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିବା ସହ ୧୫୮ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ଓ୍ବେଷ୍ଟ ବ୍ୟାଙ୍କରେ ଚଢ଼ାଉ କରି ଇସ୍ରାଏଲ୍‌ ସୈନ୍ୟ ୧୪ ଜଣଙ୍କୁ...

୨୦୨୪ ମସିହାରେ ଅଧିକ ଗରମ ହେବାର ସମ୍ଭାବନା, ଆକଳନ କଲେ ପାଣିପାଗ ବିଜ୍ଞାନୀ

ଭୁବନେଶ୍ୱର,୩୦।୧୨: ଆସନ୍ତା ବର୍ଷ ୨୦୨୪ ମସିହାରେ ଚଳିତ ବର୍ଷ ତୁଳନାରେ ଅଧିକ ଗରମ ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ସୃଷ୍ଟି ହୋଇଥିବା ଏଲ୍‍- ନିନୋ ଆସନ୍ତାବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି...

ପୁଟିନଙ୍କୁ ବାଇଡେନଙ୍କ ଧମକ: ସୁଧୁରି ଯାଅ ନ ହେଲେ ରୁଷିଆ ସହ ଆମେରିକା କରିବ ଯୁଦ୍ଧ…

ଓ୍ବାଶିଂଟନ/ମସ୍କୋ,୩୦।୧୨ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆକୁ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ୟୁକ୍ରେନ ଯୁଦ୍ଧରେ ସଫଳ ହୁଅନ୍ତି, ତେବେ ଆମେରିକା ଏହି ବିବାଦରେ ସିଧାସଳଖ ଜଡିତ ହେବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri