ଅନ୍ତର୍ଜାତୀୟ

ଖର୍ଚ୍ଚ କମ୍‌ ପାଇଁ ଆଫଗାନିସ୍ତାନରେ ସାମୂହିକ ବିବାହ

କାବୁଲ,୨୬।୧୨: ଚାଲିଛି ବିବାହ ଋତୁ। ବିବାହ ଏକ ପ୍ରକାର କାର୍ଯ୍ୟକ୍ରମ ନୁହେଁ ତ ହିନ୍ଦୁ ସଂସ୍କୃତିରେ ଏହା ଏକ ଉତ୍ସବ ଭାବେ ପାଳନ କରାଯାଏ। ଘରେ ଗହଳ ଚହଳ ଲାଗିବା ସହ ଖାଦ୍ୟ-ପାନୀୟର ଆସର ଲାଗେ। କିନ୍ତୁ ପୃଥିବୀର ସବୁଠାରୁ...

ଭିଭୋ କର୍ମଚାରୀ ଭାରତରେ ଗିରଫ ହେବାରୁ ରାଗିଯାଇ ଚାଇନା ଦେଲା ଏମିତି ଉପଦେଶ

ବେଜିଂ/ନୂଆଦିଲ୍ଲୀ,୨୬।୧୨: ଗତ ସପ୍ତାହରେ ଚାଇନାର ସ୍ମାର୍ଟଫୋନ ନିର୍ମାତା ଭିଭୋ ବିରୋଧରେ ମନି ଲଣ୍ଡରିଂ ଘଟଣାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ତିନିଜଣ ଭିଭୋ-ଇଣ୍ଡିଆ ଅଧିକାରୀଙ୍କୁ ଗିରଫ କରିଥିଲା। ଏହି ଗିରଫ ପରେ ଚାଇନା ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛି। ଚାଇନା...

ଭାରତ-ରୁଷିଆର ସମ୍ପର୍କ ସର୍ବଦା ଦୃଢ ରହିବ: ମସ୍କୋରେ ଜୟଶଙ୍କରଙ୍କ ବଡ଼ ଦାବି

ମସ୍କୋ,୨୬।୧୨: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରୁଷିଆ ଗସ୍ତରେ ଅଛନ୍ତି। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ତଥା ଅନ୍ୟାନ୍ୟ ବରିଷ୍ଠ ନେତାଙ୍କୁ ଭେଟିବା ପୂର୍ବରୁ ଏସ ଜୟଶଙ୍କର କହିଛନ୍ତି, ଭୌଗୋଳିକ ତଥା ରଣନୈତିକ ନିର୍ଭରଶୀଳତା ହେତୁ ଭାରତ ଏବଂ ରୁଷିଆର...

ହମାସ ସହିତ ଯୁଦ୍ଧ କରିବା ଇସ୍ରାଏଲକୁ ପଡିଲା ମହଙ୍ଗା: ଅର୍ଥବ୍ୟବସ୍ଥା ହ୍ରାସ, ପ୍ରଡକ୍ସନ ଠପ୍‌, ବେକାରୀ ବୃଦ୍ଧି

ଜେରୁଜେଲମ, ୨୬।୧୨: ହମାସ ସହିତ ଯୁଦ୍ଧରେ ଇସ୍ରାଏଲର ଅର୍ଥବ୍ୟବସ୍ଥାର ମୂଳଦୁଆକୁ ହଲାଇ ଦେଇଛି। ରିପୋର୍ଟ ଅନୁଯାୟୀ, ଏହି ତ୍ରୌମାସରେ ଇସ୍ରାଏଲର ଅର୍ଥନୀତି ଦୁଇ ପ୍ରତିଶତ ହ୍ରାସ ପାଇବ। ରିପୋର୍ଟରେ କୁହାଯାଇଛି ଯେ ଏହାର କାରଣ ହେଉଛି ପାଲେଷ୍ଟାଇନ କର୍ମଚାରୀମାନେ ଯୁଦ୍ଧ...

ଆତଙ୍କବାଦୀ ହାଫିଜ ସୟିଦଙ୍କ ଦ୍ୱାରା ପ୍ରତିଷ୍ଠିତ ପିଏମ୍‌ଏମ୍‌ଏଲ୍‌ ପାକିସ୍ତାନରେ ଲଢ଼ିବ ନିର୍ବାଚନ

ଇସ୍‌ଲାମାବାଦ୨୬ା୧୨: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ହାଫିଜ ସୟିଦଙ୍କ ଦ୍ୱାରା ପ୍ରତିଷ୍ଠିତ ପାକିସ୍ତାନ ମର୍କାଜି ମୁସ୍‌ଲିମ୍‌ ଲିଗ୍‌ (ପିଏମ୍‌ଏମ୍‌ଏଲ୍‌) ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବାକୁ ଯାଉଛି। ଏହି ଦଳର ନିର୍ବାଚନୀ ଚିହ୍ନ...

ଫଳ ଦୋକାନୀଙ୍କ ନାଁରେ କରିଦେଲେ କୋଟି କୋଟି ଟଙ୍କାର ସମ୍ପତି

ବେଜିଂ,୨୬।୧୨: ଚାଇନାର ସାଂଘାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ୮୪ବର୍ଷ ବୟସ୍କ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ୩.୮୪କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜଣେ ଫଳ ବିକ୍ରେତାଙ୍କ ନାମରେ କରି ଦେଇଛନ୍ତି। ଏହି ୮୪ବର୍ଷ ବୟସ୍କ ବ୍ୟକ୍ତି...

ଡୋନାଲ୍ଡ ଟ୍ରମ୍ଫଙ୍କୁ ସହଯୋଗ କଲେ ପତ୍ନୀ ମେଲାନିଆ

ଓ୍ବାଶିଂଟନ,୨୬।୧୨: ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ, ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ବହୁତ ଲୋ ପ୍ରୋଫାଇଲ ମେଣ୍ଟେନ କରୁଥିଲେ ଏବଂ ଚର୍ଚ୍ଚାରୁ ଦୂରେଇ ରହିଥିଲେ, କିନ୍ତୁ ଏଥର ମେଲାନିଆ ଟ୍ରମ୍ପ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ଅତ୍ୟନ୍ତ ସକ୍ରିୟ...

ଇସ୍ରାଏଲ୍‌ ଆକ୍ରମଣରେ ୧୦୬ ମୃତ

ଜେରୁଜେଲମ୍‌/ଡେଇର୍‌ ଅଲ୍‌-ବଲାହ,୨୬ା୧୨: ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ୍‌ର ୧୫ ସୈନ୍ୟ ନିହତ ହେବା ପରେ ଜେରୁଜେଲମ୍‌ ଆକ୍ରମଣକୁ ଆହୁରି ଜୋର୍‌ଦାର କରିଛି। ରବିବାର ରାତିରେ ଇସ୍ରାଏଲୀ ସେନାର ବୋମାମାଡ଼ରେ ୧୦୬ ଜଣଙ୍କ ମୃତ୍ୟୁ ଘଟିଛି। ଗାଜାର ଡେଇର୍‌ ଅଲ୍‌-ବଲାହ ନିକଟରେ ହୋଇଥିବା...

ଡକାୟତଙ୍କ ଆକ୍ରମଣରେ ୧୬୦ ଜଣଙ୍କ ମୃତ୍ୟୁ

ଅବୁଜା,୨୬।୧୨: ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟରେ ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୬୦ରେ ପହଞ୍ଚିଛି। ସୋମବାର ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ରବିବାର ଡକାୟତମାନେ ବିଭିନ୍ନ ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିଲେ। ଅଧିକାରୀ କହିଛନ୍ତି ଯେ ଏହି ଆକ୍ରମଣ ପରଠାରୁ...

ଇସ୍ରାଏଲ ଜିତିବା ପର୍ଯ୍ୟନ୍ତ ଜାରି ରହିବ ଯୁଦ୍ଧ, ହମାସକୁ ଚେତାବନୀ ଦେଲେ ନେତାନ୍ୟାହୁ

ତେଲ ଆଭିବ,୨୬।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଗାଜା ଅଞ୍ଚଳରେ ହମାସ ଦ୍ୱାରା ବନ୍ଧକ ରଖିଥିବା ସାଧାରଣ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲର...

ପ୍ରଥମଥର ପାଇଁ ପାକିସ୍ତାନରେ ନିର୍ବାଚନ ଲଢିବେ ଜଣେ ହିନ୍ଦୁ ମହିଳା: ପ୍ରାର୍ଥୀପତ୍ର କଲେ ଦାଖଲ

ଇସଲାମାବାଦ୍‌,୨୬।୧୨: ଆସନ୍ତା ବର୍ଷ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାାଚନରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ଖାଇବର ପାଖ୍ଟନଖୱାର ବନେର ଜିଲାରେ ସାଧାରଣ ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସାଭିରା ପରକାଶ ନାମକ...

ସିନିୟର ଇରାନୀ କମାଣ୍ଡରଙ୍କୁ ନିହତ କଲା ଇସ୍ରାଏଲ ସେନା, ଏହାର ପ୍ରତିଶୋଧ ନେବାକୁ ପଣ କଲେ ରାଷ୍ଟ୍ରପତି

ଜେରୁଜେଲମ,୨୬।୧୨: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ର ବରିଷ୍ଠ କମାଣ୍ଡର ତଥା ସିରିଆ ଏବଂ ଲେବାନନ ଅପରେସନ ଦାୟିତ୍ୱରେ ଥିବା ସୟିଦ ରେଜା ମୋସାଭି ସୋମବାର ସିରିଆରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୋଇଥିଲେ। ଦି ଜେରୁଜେଲମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri