ଅନ୍ତର୍ଜାତୀୟ

କୋଇଲା ଫେଜ୍‌ ଆଉଟ୍‌କୁ ଭାରତର ବିରୋଧ

ଦୁବାଇ,୪ା୧୨(ପି.ଟି.): ୨୦୩୦ ସୁଦ୍ଧା କୋଇଲା ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବାଦ୍‌ ଦେଇ ବୈଶ୍ୱିକ ପୁନଃନବୀକରଣଯୋଗ୍ୟ ଶକ୍ତି ସାମର୍ଥ୍ୟ ୩ ଗୁଣ ବଢ଼ାଇବା ପାଇଁ ଅଣାଯାଇଥିବା ସଂକଳ୍ପରେ ସ୍ବାକ୍ଷର କରିବାରୁ ଭାରତ ଦୂରେଇ ରହିଛି। ପର୍ଯ୍ୟାୟକ୍ରମେ କୋଇଲା ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା...

ରାତିଅଧରେ ଥରିଲା ଫିଲିପାଇନ୍ସ , ଘରୁ ବାହାରକୁ ଦୌଡିଲେ ଶୋଇଥିବା ଲୋକେ…

ମାନିଲା,୪।୧୨ : ରବିବାର-ସୋମବାର ମଧ୍ୟରାତ୍ରିରେ ଫିଲିପାଇନ୍ସରେ ପୁଣି ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ବୋଲି ମାପ କରାଯାଇଛି। ଜାତୀୟ ଭୂକମ୍ପ କେନ୍ଦ୍ର କହିଛି ରାତିଅଧ ପ୍ରାୟ ୧ଟା ୨୦ ସମୟରେ ଏହି ଭୂକମ୍ପ ଘଟିଛି।...

ଆଫଗାନୀଙ୍କ ପାଇଁ ତୋରଖମ ସୀମା ବନ୍ଦ କଲା ପାକିସ୍ତାନ…

ଇସଲାମାବାଦ,୪।୧୨ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ତୋରଖମ ସୀମା ଆଫଗାନିସ୍ତାନ ନାଗରିକଙ୍କ ପାଇଁ ବିନା ପାସପୋର୍ଟ ଏବଂ ବିନା ଲାଗି ବନ୍ଦ ହୋଇଯାଇଛି। ପାକିସ୍ତାନ ସରକାର ଆଫଗାନିସ୍ତାନ ପ୍ରବାସୀମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।...

ଚାଇନା ସାଗରରେ ଆମେରିକା ଯୁଦ୍ଧ ଜାହାଜର ବେଆଇନ ପ୍ରବେଶ ନେଇ ଉତ୍ତେଜନା…

ବେଜିଂ/ଓ୍ବାଶିଂଟନ,୪।୧୨: ସାମ୍ପ୍ରତିକ ସମୟରେ, ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ଦୂରତା ସୃଷ୍ଟି ହୋଇଛି। ଚାଇନା ସେନା ଦାବି କରିଛି ଏକ ଆମେରିକୀୟ ଯୁଦ୍ଧ ଜାହାଜ ଦକ୍ଷିଣ ଚାଇନା ସାଗରରେ ବେଆଇନ ଭାବେ ପ୍ରବେଶ କରିଛି। ସୋମବାର ଚାଇନା...

ଇରାନ ଆତଙ୍କବାଦୀଙ୍କୁ ଚେତାବନୀ ଦେଲା ଇସ୍ରାଏଲ, ସାଇବର ଆକ୍ରମଣକୁ ନେଇ ଜାରି କଲା ରିପୋର୍ଟ

ତେଲ ଆଭିବ,୩।୧୨: ଇରାନର ଆତଙ୍କବାଦୀ ଗୋଷ୍ଠୀ ବିଭିନ୍ନ ଦେଶରେ ଶିଳ୍ପ ନିୟନ୍ତ୍ରକଙ୍କ ବିରୋଧରେ ସାଇବର ଆକ୍ରମଣରେ ଲିପ୍ତ ଅଛନ୍ତି। ଏଥିମଧ୍ୟରୁ କେତେକ ଆମେରିକୀୟ ଜଳ କ୍ଷେତ୍ରରେ ମଧ୍ୟ ଅଛନ୍ତି। ଇସ୍ରାଏଲ ଏ ସମ୍ପର୍କରେ ଇରାନକୁ ଚେତାବନୀ ଦେଇଛି। ରବିବାର ପ୍ରକାଶିତ...

ଦୁର୍ନୀତି ମାମଲାରେ ଫସିଲେ ପରଭେଜ ଏବଂ ତାଙ୍କ ପୁଅ

ଇସଲାମାବାଦ,୩ା୧୨: ଦୁର୍ନୀତି ମାମଲାରେ ଫସିଥିବା ପିଟିଆଇ ଅଧ୍ୟକ୍ଷ ପରଭେଜ ଇଲାହି ଏବଂ ତାଙ୍କ ପୁଅ ମୁନ୍‌ସୀଙ୍କ ନାମରେ ମାମଲା ପଞ୍ଜୀକରଣ କରାଯାଇଛି। ପାକିସ୍ତାନର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ ପିଟିଆଇ ଅଧ୍ୟକ୍ଷ ପରଭେଜ ଏବଂ ତାଙ୍କ ପୁଅଙ୍କ ବିରୋଧରେ ମାମଲା ଦାୟର...

ଯାତ୍ରୀବାହୀ ବସ ଉପରେ ଆଖିବୁଜା ମୁଳିମାଡ କଲେ ଆତଙ୍କବାଦୀ: ୮ ମୃତ…

ଇସଲାମାବାଦ,୩।୧୨ : ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ ବାଲ୍ଟିସ୍ତାନ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ କରିଛନ୍ତି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ପୋଲିସ...

ଗଛ ସହିତ ମୁହାଁମୁହିଁ ଧକ୍କା ହେଲା ବିମାନ: ଜଣେ ରାଜନେତାଙ୍କ ସମେତ ୩ ମୃତ…

ଓ୍ବାଶିଂଟନ,୩।୧୨ : ଦକ୍ଷିଣ ଆମେରିକୀୟ ଦେଶ ପାରାଗୁଏରେ ବିମାନ ଦୁର୍ଘଟଣାରେ ଜଣେ ରାଜନେତାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ବିମାନ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ କଲରାଡୋ ପାର୍ଟି ନେତା ୱାଲ୍ଟର ହରମସ...

ଆମେରିକାର ୧୧ ରାଜ୍ୟରେ ବଢୁଛି ଶ୍ୱାସରୋଗ

ଓ୍ବାଶିଂଟନ,୩।୧୨: ଚାଇନାରେ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିଚାଲିଥିବାବେଳେ ଏବେ ଆମେରିକାର ୧୧ଟି ରାଜ୍ୟରେ ଶ୍ୱାସକ୍ରୟାଜନିତ ରୋଗ ବଢ଼ୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି। ସଂଗୃହୀତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ବହୁ ଅଧିକ ଲୋକ ଶ୍ୱାସଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି...

ହିମାଳୟ ଅଞ୍ଚଳକୁ ସହାୟତା ଜରୁରୀ

ଦୁବାଇ,୩।୧୨: ହିମାଳୟର ହିମାବାହ ବିପଜ୍ଜନକ ହାରରେ ତରଳୁଥିବାରୁ ଏହାର ସମ୍ଭାବ୍ୟ ବିପତ୍ତିକୁ ନେଇ ଜାତିସଂଘ ମହାଚିବ ଆଣ୍ଟୋନିଓ ଗୁଟେରେସ୍‌ ଶନିବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିକାଶଶୀଳ ରାଷ୍ଟ୍ର ବିଶେଷକରି ବିପଜ୍ଜନକ ପାର୍ବତ୍ୟାଞ୍ଚଳ ଦେଶଗୁଡ଼ିକର ଆବଶ୍ୟକତା ପ୍ରତି ବାର୍ଷିକ ଜଳବାୟୁ ଆଲୋଚନାରେ...

ଗ୍ଲୋବାଲ ୱାର୍ମିଂକୁ ନେଇ ଜାତିସଂଘର ବଡ ଚେତାବନୀ, ”ନିୟନ୍ତ୍ରଣରେ ନକଲେ, ବିପର୍ଯ୍ୟୟ ନିଶ୍ଚିତ”

ନୂଆଦିଲ୍ଲୀ,୨ା୧୨: ଦୁବାଇରେ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ଉପରେ ବିଶ୍ୱର ଅନେକ ଦେଶର ବୈଠକରେ ମିଳିତ ଜାତିସଂଘ ହିମାଳୟ ଅଞ୍ଚଳରେ ସମ୍ଭାବ୍ୟ ବିପର୍ଯ୍ୟୟର ଏକ ବଡ଼ ଚେତାବନୀ ଦେଇଛି। ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ...

ପୋଲିସ ୟୁନିଫର୍ମରେ ଆସି ଟଙ୍କା ସୁନା ଗହଣା ଲୁଟି ନେଲେ ଚୋର…

ଇସଲାମାବାଦ,୨।୧୨ : ପୋଲିସ ୟୁନିଫର୍ମ ପିନ୍ଧିଥିବା ଚୋର ପାକିସ୍ତାନର କରାଚି ସହରର ଗୁଲଶାନ-ଇ-ମାୟମାର ଅଞ୍ଚଳରେ ଅନେକ ଘର ଲୁଟି ନେଇଛନ୍ତି। ଲାହୋରର ଗୁରୁ ନାନକ ପ୍ରକାଶ ପର୍ବରେ ଯୋଗଦେବାକୁ ଯାଇଥିବା ଭାରତୀୟ ଶିଖ କାନୱାଲ ଜିତ ସିଂ ଏବଂ ତାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri