ଅନ୍ତର୍ଜାତୀୟ

ଫିଲିପାଇନ୍ସରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ଜାରି ହେଲା ସୁନାମି ଚେତାବନୀ

ନୂଆଦିଲ୍ଲୀ,୨।୧୨: ଫିଲିପାଇନ୍ସର ମାଇଣ୍ଡାନାଓରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ପ୍ରଭାବ ଦେଖି ଆମେରିକା ପକ୍ଷରୁ ସୁନାମି ଚେତାବନୀ ଜାରି କରାଯାଇଛି। ଗତ ମାସ ଆରମ୍ଭରେ ମଧ୍ୟ ଦକ୍ଷିଣ ଫିଲିପାଇନ୍ସରେ ୬.୭ ତୀବ୍ରତାର ଏକ ଭୂକମ୍ପରେ...

ହମାସ ନେତାଙ୍କୁ ଖୋଜି ଖୋଜି ମାରିବାକୁ ନିର୍ଦ୍ଦେଶ ଦେଲେ ବେଞ୍ଜାମିନ ନେତାନ୍ୟାହୁ

ନୂଆଦିଲ୍ଲୀ,୨।୧୨: ଇସ୍ରାଏଲ-ହାମାସ ଯୁଦ୍ଧର ଦୁଇ ମାସ ପାଖେଇ ଆସୁଥିବା ବେଳେ ଦେଶର ଗୁଇନ୍ଦା ସଂସ୍ଥାଙ୍କୁ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଅନ୍ତର୍ଜାତୀୟ ଚାପରେ ଯୁଦ୍ଧରେ ବିରାମ ଲାଗିଥିବା ବେଳେ କେବଳ ଗାଜା ଷ୍ଟ୍ରିପ୍ ସମେତ ସମଗ୍ର...

କେତେ ବନ୍ଧକ ଜୀବିତ ତାହା ଅଜଣା, ହମାସର ମନ୍ତବ୍ୟ ନେଇ ଭୟଭୀତ ଲୋକେ…

ଜେରୁଜେଲମ,୨।୧୨ : ଅସ୍ତ୍ରବିରତି ପରେ ଇସ୍ରାଏଲ-ହମାସ ଯୁଦ୍ଧ ଏବେ ଚରମ ସ୍ଥିତିରେ ରହିଛି। ଇସ୍ରାଏଲ ପୁଣିଥରେ ନିଜର ସାମରିକ କାର୍ଯ୍ୟ ଆରମ୍ଭ କରିଛି। ଏହି ସମୟରେ, ହମାସ ଏକ ଭୟଭୀତ କଲାଭଳି ବିବୃତ୍ତି ଦେଇ କହିଛି ଗାଜା ଅଞ୍ଚଳରେ କେତେ...

ମୃତ ଯୁବକଙ୍କ ଶୁକ୍ରାଣୁ ସଂରକ୍ଷଣ କରୁଛନ୍ତି ପରିବାର ସଦସ୍ୟ, ହମାସ ଆକ୍ରମଣରେ ହୋଇଥିଲା ମୃତ୍ୟୁ…

ଜେରୁଜେଲମ,୨।୧୨ : ହମାସ ଆକ୍ରମଣରେ ନିହତ ହୋଇଥିବା ଯୁବକମାନଙ୍କର ପରିବାର ବର୍ଗ ସେମାନଙ୍କ ଶୁକ୍ରାଣୁ ସଂରକ୍ଷଣ କରୁଛନ୍ତି। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନେ ଏହା ଦ୍ୱାରା ଏକ ନୂତନ ଆଶାର କିରଣ ଦେଖୁଛନ୍ତି। ଏହି କାରଣରୁ ଇସ୍ରାଏଲରେ ଲୋକମାନେ...

ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ଇସଲାମାବାଦ,୨।୧୨ : ପାକିସ୍ତାନର ପଞ୍ଜାବର ସାଦିକାବାଦର ଅହମ୍ମଦପୁର ଲୁମ୍ମା ସହରର ଏକ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗି ଏହାକୁ ମଦ୍ରାସାରେ ପରିଣତ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଭାଇରାଲ ହେବା ମାତ୍ରେ ବିବାଦ ଆରମ୍ଭ ହୋଇଛି।...

ଯୁବବର୍ଗଙ୍କ ହାତରେ ଭାରତର ଭବିଷ୍ୟତ: ଜାତିସଂଘରେ ଚର୍ଚ୍ଚା…

ଜେନେଭା,୨।୧୨: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଏକ କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣରେ କହିଛନ୍ତି ଭାରତର ଯୁବବର୍ଗଙ୍କ ଜନସଂଖ୍ୟା ବିଶ୍ୱରେ ସର୍ବାଧିକ। କାମ୍ବୋଜ କହିଛନ୍ତି ଆମର ଯୁବବର୍ଗମାନେ ଭବିଷ୍ୟତ ଗଠନ କରୁଛନ୍ତି ଏବଂ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ସ୍ଥାୟୀ...

ଇମ୍ରାନଙ୍କ ପରିବର୍ତ୍ତେ ପିଟିଆଇ ଅଧ୍ୟକ୍ଷ ହେଲେ ଗୋହର ଅଲ୍ଲୀ ଖାନ୍‌

ଇସଲାମବାଦ,୨।୧୨: ପାକିସ୍ତାନ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ଜେଲରେ କଏଦ ଥିବା ଇମ୍ରାନ ଖାନଙ୍କ ବଦଳରେ ବାରିଷ୍ଟର ଗୋହର ଅଲ୍ଲୀ ଖାନଙ୍କୁ ପାକିସ୍ତାନ ତେହରିକ-ଇ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ କରାଯାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ନିର୍ବିରୋଧ ଭାବରେ ଏହି ପଦ...

ଗାଜାରେ ଆକ୍ରମଣ ପାଇଁ ଏଆଇର କରାଯାଉଛି ବ୍ୟବହାର

ଜେରୁଜେଲମ,୨।୧୨: ଇସ୍ରାଏଲ ଏବଂ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ୬ଦିନିଆ ଅସ୍ତ୍ରବିରତି ସମାପ୍ତ ହେବା ପରେ ଗାଜା ଅଞ୍ଚଳରେ ପୁଣି ଆକ୍ରମଣ ଆରମ୍ଭ ହୋଇଛି। ଦାବି କରାଯାଉଛି ଯେ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଏପର୍ଯ୍ୟନ୍ତ ୧୪ହଜାରରୁ...

ଚାଇନା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି, ପିଲାଙ୍କ ଠାରେ ରହସ୍ୟମୟ ରୋଗ ବ୍ୟାପିବା ପରେ ଆମେରିକାରେ ଉଠିଲା ଦାବି

ଓ୍ବାଶିଂଟନ୍‌,୨।୧୨: ଚାଇନାରେ ପିଲାମାନଙ୍କ ଠାରେ ଏକ ଅଜ୍ଞାତ ଶ୍ୱାସକ୍ରିୟା ରୋଗ ଏବଂ ନିମୋନିଆ ବ୍ୟାପୁଛି। ଯାହାକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢାଇଦେଇଛି। ବର୍ତ୍ତମାନ ଆମେରିକାର ପାଞ୍ଚଜଣ ଆଇନଜୀବୀ ଚାଇନା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ବାସ୍ତବରେ,...

ପୁଣି ଯୁଦ୍ଧ: ଶତାଧିକ ନିହତ

ଗାଜା ସିଟି/ତେଲ୍‌ ଆଭିଭ୍‌,୨ା୧୨: ସପ୍ତାହେ ଧରି ଚାଲିଥିବା ସନ୍ଧି ଶେଷ ହେବା ପରେ ଶୁକ୍ରବାର ଗାଜା ଷ୍ଟ୍ରିପ୍‌ରେ ହମାସ୍‌ ସହ ଇସ୍ରାଏଲର ଯୁଦ୍ଧ ପୁଣି ଆରମ୍ଭ ହୋଇଛି। ଇସ୍ରାଏଲର ରକେଟ ମାଡ଼ରେ ଶତାଧିକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଯୁଦ୍ଧ ପ୍ରଭାବିତ...

ଅଧିକାରୀଙ୍କୁ ବହିଷ୍କାରକଲା ପାରାଗୁଏ

ଅସୁନସିଓନ୍‌,୨ା୧୨: ଭଣ୍ଡ ବାବା ନିତ୍ୟାନନ୍ଦଙ୍କ କାଳ୍ପନିକ ସାମ୍ରାଜ୍ୟ କୈଲାସା ସହ ଏକ ସହଯୋଗ ଚୁକ୍ତିରେ ସ୍ବାକ୍ଷର କରିବା ଅଭିଯୋଗରେ ପାରାଗୁଏ ନିଜର ଜଣେ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିଛି। ଅର୍ନାଲ୍ଡୋ ଚାମୋରୋ ପାରାଗୁଏ କୃଷିମନ୍ତ୍ରୀଙ୍କ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଭାବେ କାର୍ଯ୍ୟ...

ଫୋବର୍‌ସ ୩୦ ଅଣ୍ଡର ୩୦ ତାଲିକାରେ ଆମେରିକୀୟ ଟିକ୍‌ ଟକର୍‌

ଓ୍ବାଶିଂଟନ୍‌, ୨ା୧୨: ଫୋବର୍‌ସ ମାଗାଜିନ୍‌ ଏହାର ବାର୍ଷିକ ‘୩୦ ଅଣ୍ଡର ୩୦’ ତାଲିକା ପ୍ରକାଶ କରିଛି। ଏଥିରେ କଳା, ଶୈଳୀ, ମିଡିଆ, ମ୍ୟୁଜିକ୍‌ ଓ କ୍ରୀଡ଼ା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ୩୦ ବର୍ଷରୁ କମ୍‌ ବୟସର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri