ଅନ୍ତର୍ଜାତୀୟ

ମୃତ୍ୟୁକୁ ଭିସା ନେବାକୁ ପଡେନା,ପଞ୍ଜାବୀ ଗାୟକ ଜିପି ଗ୍ରଓ୍ବାଲଙ୍କ ବାସଭବନରେ ଗୁଳିମାଡ଼ ପରେ କହିଲା ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌…

ଟରୋଣ୍ଟୋ,୨୫।୧୧ : ପଞ୍ଜାବୀ ଗାୟକ ଜିପି ଗ୍ରଓ୍ବାଲଙ୍କ ବିଷୟରେ ବଡ ଖବର ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ କାନାଡ଼ାସ୍ଥିତ ବାସଭବନ ଉପରେ ଗୁଳିମାଡ଼ ହୋଇଛି। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଗୁଳି ଚଳାଇଥିବା ଦାବି କରିଛି। ସୋସିଆଲ ମିଡିଆରେ ଏକ...

ଯୌନ ସମ୍ପର୍କ ଦ୍ୱାରା ବି ହୋଇଥାଏ ମଙ୍କିପକ୍ସ ସଂକ୍ରମଣ, କହିଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୨୫।୧୧ : ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପ୍ରଥମ ଥର ପାଇଁ ନିଶ୍ଚିତ କରିଛି ମଙ୍କିପକ୍ସ ମଧ୍ୟ ଯୌନ ସମ୍ପର୍କ ମାଧ୍ୟମରେ ବିସ୍ତାର ହୋଇପାରେ। ଆଫ୍ରିକୀୟ ଦେଶ କଙ୍ଗୋରେ ମଙ୍କିପକ୍ସ ସଂକ୍ରମଣ ବହୁ ପରିମାଣରେ ବ୍ୟାପିଛି। ଆଫ୍ରିକୀୟ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯଦି...

ଲାହୋରରେ ହେବ କୃତ୍ରିମ ବର୍ଷା, ଖର୍ଚ୍ଚ ହେବ ୩୫ କୋଟି…

ଇସଲାମାବାଦ,୨୫।୧୧ : ଦୀର୍ଘ ଦିନ ଧରି ପାକିସ୍ତାନ ଏକ ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ସତ୍ତ୍ୱେ ପ୍ରାୟ ୩୫ କୋଟି ଟଙ୍କା ଖର୍ଚ୍ଚ କରି ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଲାହୋରରେ କୃତ୍ରିମ ବର୍ଷା...

ଶେଷ ହେବେ ମଣିଷ: ବୈଜ୍ଞାନିକ ପ୍ରକାଶ କଲେ ତାରିଖ !…

ଓ୍ବାଶିଂଟନ,୨୫।୧୧ : ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଚିନ୍ତାର କାରଣ ପାଲଟିଛି। କିନ୍ତୁ ଯଦି ଆମେ ଅନେକ ଅତ୍ୟାଧୁନିକ ଆକଳନକୁ ଦେଖିବା, ଜନସଂଖ୍ୟାର ଗତି ହ୍ରାସ ପାଇଛି। ତା’ପରେ ଏକ ସମୟ ଆସିବ ଯେତେବେଳେ ଏହାର...

ପୃଥିବୀ ଉପରେ ନୂଆ ବିପଦ: ବିରାଟକାୟ ହିମଖଣ୍ଡ ଭାଙ୍ଗିଲା, ଦେଖନ୍ତୁ ଭିଡିଓ…

ଓ୍ବାଶିଂଟନ,୨୫।୧୧ : ସମଗ୍ର ବିଶ୍ୱରେ ପରିବେଶକୁ କ୍ରମାଗତ ଭାବରେ ଅଣଦେଖା କରାଯାଉଛି। ଫଳରେ ଏହାର ପରିଣାମ ମଧ୍ୟ ଖରାପ ହେବାରେ ଲାଗିଛି। ବର୍ତ୍ତମାନ ପୃଥିବୀ ଉପରେ ନୂଆ ବିପଦ ଦେଖାଦେଇଛି। ଏନେଇ ବୈଜ୍ଞାନିକମାନେ କହିଛନ୍ତି ଯେ ଆଣ୍ଟାର୍କଟିକାରେ ଥିବା ସର୍ବବୃହତ...

ଚାଇନାର ଫ୍ରି ଭିସା ସେବା ଆରମ୍ଭ: ତାଲିକାରେ ୬ ଦେଶ…

ବେଜିଂ,୨୫।୧୧ : ଯେଉଁମାନେ ଚାଇନା ଦେଖିବା ଏବଂ ଭ୍ରମଣ କରିବାକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି, କିନ୍ତୁ ଏହି ଖୁସି ଖବର ଭାରତୀୟଙ୍କ ପାଇଁ ନୁହେଁ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡ, ସ୍ପେନ ଏବଂ...

କାଠରେ ତିଆରି ହୋଇଛି ପୁରା ସହର, ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଷ୍ଟକହୋମ,୨୫।୧୧: ମଣିଷ ନିଜ ଆବଶ୍ୟକତା ଅନୁଯାୟୀ ପୃଥିବୀରେ ଅନେକ ସୁନ୍ଦର ସହର ଏବଂ କୋଠା ନିର୍ମାଣ କରିଛି। ଏହାର ବଡ ଉଦାହରଣ ହେଉଛି ଦୁନିଆରେ ଅନେକ ଗଗନଚୁମ୍ବୀ ଏବଂ ଚମକପ୍ରଦ ସହର। ଏହାକୁ ଦେଖିବା ପରେ ଯେ କାହାର ବି...

ମାସକୁ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏଆଇ ମଡେଲ, ଦେଖିଲେ ଭ୍ରମରେ ପଡୁଛନ୍ତି ଅଭିନେତା

ମାଦ୍ରିଦ,୨୫।୧୧: ଆର୍ଟିଫିଶିଆଲ ଇଣ୍ଟେଲଜେନ୍ସି ଯେଉଁଠି ଲୋକଙ୍କ ପାଇଁ ସମ୍ଭାବନାର ସୁଯୋଗ ଦେଇଛି ସେହିପରି ଅଗାମୀ ଭବିଷ୍ୟତରେ ସମାଜ ପାଇଁ ସମସ୍ୟା ମଧ୍ୟ ବଢାଇଛି। ଏଆଇ ଯୋଗୁ ବହୁ ଲୋକ ଚାକିରୀ ହରାଉଛନ୍ତି। ଅନେକଙ୍କୁ ଭବିଷ୍ୟତରେ ଚାକିରୀ ହରାଇବା ନେଇ ଆଶଙ୍କା...

ଚନ୍ଦ୍ରକୁ ନିଜ ଡିଏନଏ ପଠାଇବେ ଏହି ବ୍ୟକ୍ତି, ମହାକାଶରେ ମିଳିବ ଜୀବସତ୍ତାର ସନ୍ଧାନ

ଓ୍ବାଶିଂଟନ୍‌,୨୫।୧୧: ସମାଜର ବିକାଶରେ ବିଜ୍ଞାନର ବଡ ଭୂମିକା ରହିଛି। ବର୍ତ୍ତମାନ ବିଜ୍ଞାନ ସାହାର୍ଯ୍ୟରେ ୩ଲକ୍ଷ ୮୪ହଜାର ୪ଶହ କିମି ଦୂରରେ ଥିବା ଚନ୍ଦ୍ରକୁ ଆମେ ହାତ ବଢାଇ ସାରିଛୁ। ଏହାର ସଫଳ ଉଦାହରଣ ହେଉଛି ନିକଟରେ ହୋଇଥିବା ଚନ୍ଦ୍ରାୟାନ-୩। ତେବେ...

ସହରକୁ କବଜା କଲେ ମୂଷା! ସରକାର ଜାରି କଲେ ହାଇ ଆଲର୍ଟ

କାନବେରା,୨୫।୧୧: ଯୁଦ୍ଧରେ ଗୋଟିଏ ଶକ୍ତିଶାଳୀ ଦେଶ ଅନ୍ୟ ଏକ ଦେଶ ଉପରେ ଆକ୍ରମଣ କରି ନିଜ ଦଖଲକୁ ଆଣିଥାଏ। ଯଦି ଆପଣଙ୍କୁ କହିବୁ ଏପରି ଏକ ଦେଶ ଅଛି ଯେଉଁଠି ମୂଷାମାନେ ଏକ ସହରକୁ କବଜା କରିଛନ୍ତି। ଅଜବ ଲାଗୁଛି...

ଅନୈତିକ ସମ୍ପର୍କ ଯୋଗୁ ବାପାଙ୍କ ଠାରୁ ଦୂରେଇ ଯାଇଥିଲେ ଏଲନ ମସ୍କ, ଏବେ…

ଓ୍ବାଶିଂଟନ୍‌,୨୫।୧୧: ଏଲନ ମସ୍କ ଓ ତାଙ୍କ ବାପାଙ୍କ ଭିତରେ ଥିବା ସମ୍ପର୍କର ଦୂରତା ଏବେ କାହାକୁ ଅଛପା ନାହିଁ। ଏପରିକି ଦୁହେଁ ସାର୍ବଜନିକ ସ୍ଥାନରେ ପରସ୍ପରକୁ ଆଙ୍ଗୁଠି ଦେଖାନ୍ତି। ଚଳିତ ବର୍ଷ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସର ପ୍ରଥମ ଷ୍ଟାରଶିପ୍‌...

ଶପିଂ ମଲରେ ନିଆଁ, ଜୀବନ୍ତ ଜଳିଗଲେ ୯ ଜଣ, ଜଣେ ଆହତ

କରାଚି,୨୫।୧୧: ପାକିସ୍ତାନର କରାଚି ସ୍ଥିତ ରସିଦ ମିନହସ ରୋଡରେ ଅବସ୍ଥିତ ଆରଜେ ମଲରେ ଶନିବାର ଅଗ୍ନିକାଣ୍ଡରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଜଣେ ଆହତ ହୋଇଛନ୍ତି। କରାଚିରେ ସ୍ଥାନୀୟ ଡାକ୍ତରଖାନା ଏବଂ ପୋଲିସର ଅଧିକାରୀମାନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri