ଅନ୍ତର୍ଜାତୀୟ

ୟେମେନରେ ଭାରତୀୟ ନର୍ସଙ୍କୁ ମୃତ୍ୟୁ ଦଣ୍ଡାଦେଶ

ସନା,୧୭।୧୧: ୟେମେନ ନାଗରିକଙ୍କ ହତ୍ୟା ମାମଲାରେ ଭାରତୀୟ ମୂଳବାସିନ୍ଦା ମଲୟାଲୀ ନର୍ସ ନିମିଷା ପ୍ରିୟା ଫସିବାରେ ଲାଗିଛନ୍ତି। ଏହି ମାମଲାରେ ୟେମେନର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏକ ବର୍ଷ ଜେଲରେ ରହିବା ପରେ ନିମ୍ନ ଅଦାଲତ ନିମିଷାଙ୍କୁ...

ବାଇଡେନଙ୍କ ଜିନପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ କହିବା ତାଙ୍କ ମନ୍ତ୍ରୀଙ୍କୁ ଆସିଲାନି ପସନ୍ଦ

ଓ୍ବାଶିଂଟନ୍‌,୧୭।୧୧: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବୁଧବାର ପ୍ରାୟ ଚାରି ଘଣ୍ଟା ଧରି ଏକ ବୈଠକ ହୋଇଥିଲା, କିନ୍ତୁ ଏହି ବୈଠକରୁ କେହି ଲାଭ ପାଇ ନଥିଲେ। ଏହା ପରେ ବାଇଡେନ...

ଗାଜାରେ ଲୋକଙ୍କୁ ବଞ୍ଚାଇବାରେ ସଫଳ ନ ହେବାରୁ ଦୁଃଖ ପ୍ରକାଶ କଲେ ନେତାନ୍ୟାହୁ

ଜେରୁଜେଲମ,୧୭।୧୧: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଗାଜାରେ ହମାସ ବିରୋଧରେ ଲଢେଇ ସମୟରେ ସାଧାରଣ ନାଗରିକଙ୍କୁ କ୍ଷତିରୁ ରକ୍ଷା କରିବା ପାଇଁ ତାଙ୍କ ଦେଶ ଯଥାସମ୍ଭବ ଉଦ୍ୟମ କରୁଛି। ଏପରିକି ପଳାୟନ ପାଇଁ ଚେତାବନୀ ଲିଫଲେଟ ବଣ୍ଟନ...

ହମାସ୍‌ ନେତାଙ୍କ ଘର ଉଡ଼ାଇଦେଲା ଇସ୍ରାଏଲ

ଇସ୍ରାଏଲୀ ସୈନ୍ୟମାନେ ହମାସ୍‌ ନେତା ଇସ୍‌ମାଇଲ ହାନିୟେଙ୍କ ଗାଜାସ୍ଥିତ ଘରକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣରେ ତାଙ୍କ ବାସଭବନ ଧ୍ୱସ୍ତବିଧ୍ୱସ୍ତ ହେବାବେଳର ଭିଡିଓକୁ ସେମାନେ ଶେୟାର କରିଛନ୍ତି। ହାନିୟେ ହେଉଛନ୍ତି ହମାସ୍‌ର ପଲିଟିକାଲ ବ୍ୟୁରୋ ମୁଖ୍ୟ, ଯାହାଙ୍କୁ ସଙ୍ଗଠନର ସବୁଠୁ...

ଆମେରିକୀୟଙ୍କୁ ଲାଡେନ୍‌ଙ୍କ ଚିଠି ଭାଇରାଲ

ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ ଟିକ୍‌ଟକ୍‌ ଭିଡିଓରେ ଭାଇରାଲ ହେବାରେ ଲାଗିଛି। ଇସ୍ରାଏଲ-ହମାସ୍‌ ଯୁଦ୍ଧବେଳେ ‘ଅକୁପେଶନ୍‌ ଅଫ୍‌ ଆଓ୍ବାର ପାଲେଷ୍ଟାଇନ୍‌’ ଲେଖାଥିବା ଏହି ପତ୍ର ସାମ୍ନାକୁ ଆସିଛି। ଉକ୍ତ ଚିଠି ବିଶ୍ୱର ସବୁଠୁ କୁଖ୍ୟାତ୍‌...

ପୁଣି ଭାରତକୁ ନାଲିଆଖି ଦେଖାଇଲା କାନାଡ଼ା

ଓଟାଓ୍ବା,୧୭।୧୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ କାନାଡା-ଭାରତ ସମ୍ପର୍କର ତିକ୍ତତା କମିବାର ନାଁ ଧରୁନି। ସମ୍ପ୍ରତି ବ୍ୟବସାୟ ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ସ୍ଥିତିରେ ସୁଧାର ଆସୁଥିବାର ଦେଖାଯାଉଥିଲା। କିନ୍ତୁ କାନାଡାର ଜଣେ ବରିଷ୍ଠ ମନ୍ତ୍ରୀ...

ୟୁଏଇରେ ୪୫ କୋଟି ଟଙ୍କାର ଲଟେରୀ ଜିତିଲେ ଭାରତୀୟ ବ୍ୟକ୍ତି

ନୂଆଦିଲ୍ଲୀ,୧୭।୧୧: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବିଭିନ୍ନ ସହରରେ ବାସ କରୁଥିବା ଅତି କମରେ ପାଞ୍ଚ ଜଣ ଭାରତୀୟ ସାପ୍ତାହିକ ଡ୍ର କିମ୍ବା ଲଟେରୀ ଜିତିଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ସଦ୍ୟତମ ଜଣେ ହେଉଛନ୍ତି କଣ୍ଟ୍ରୋଲ ରୁମ ଅପରେଟର...

ଆମେରିକା ମାଟିରୁ ସାରା ବିଶ୍ୱକୁ ସଫେଇ ଦେଲେ ଚାଇନା ରାଷ୍ଟ୍ରପତି

ବେଜିଂ,୧୭।୧୧: ଚାଇନାରେ ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକାରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଜିନପିଙ୍ଗ କହିଛନ୍ତି, ଚାଇନା କୌଣସି ଦେଶରୁ ଏକ ଇଞ୍ଚ ଜମି ଦଖଲ କରି ନାହିଁ କିମ୍ବା ଆମେ କୌଣସି ଯୁଦ୍ଧ ଆରମ୍ଭ କରିନାହୁଁ। ସି ଜିନପିଙ୍ଗ...

ଗାଜା ହସ୍ପିଟାଲ ଏମଆରଆଇ ୟୁନିଟରୁ ମିଳିଲା ଅସ୍ତ୍ରଶସ୍ତ୍ର, ଇସ୍ରାଏଲ ଜାରି କଲା ଭିଡିଓ

ଜେରୁଜେଲମ,୧୬।୧୧: ଗାଜାରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଦାବି କରିଛି ଯେ ହମାସ ହସ୍ପିଟାଲରେ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ। ଇସ୍ରାଏଲ କହିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର...

ସିକଲ ସେଲ ପାଇଁ ଜିନ ଥେରାପି ଚିକିତ୍ସାକୁ ମଞ୍ଜୁରୀ ଦେଇଥିବା ପ୍ରଥମ ଦେଶ ହେଲା ବ୍ରିଟେନ

ଲଣ୍ଡନ,୧୬।୧୧: ବ୍ରିଟେନର ଔଷଧ ନିୟାମକ ସିକଲ ସେଲ ରୋଗର ଚିକିତ୍ସା ପାଇଁ ବିଶ୍ୱର ପ୍ରଥମ ଜିନ ଥେରାପି ଚିକିତ୍ସାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତି ବ୍ରିଟେନରେ ଏହି ଗୁରୁତର ରୋଗରେ ପୀଡିତ ହଜାର ହଜାର ଲୋକଙ୍କୁ ଆରାମ ପ୍ରଦାନ କରିପାରିବ।...

ଜିନପିଙ୍ଗଙ୍କୁ ‘ଡିକ୍ଟେଟର’ ବୋଲି କହିଲେ ବାଇଡେନ, ରାଗିଲା ଚାଇନା

ବେଜିଂ,୧୬।୧୧: ଆମେରିକାର ଏବଂ ଚାଇନା ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଚଳିତ ବର୍ଷର ପ୍ରଥମ ବୈଠକ ବୁଧବାର (ନଭେମ୍ବର ୧୬) ରେ ସାନ ଫ୍ରାନ୍ସିସ୍କୋରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇ ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ଅତ୍ୟନ୍ତ ନିର୍ଣ୍ଣାୟକ ଏବଂ ସଫଳ ଆଲୋଚନା...

ବିଆରଆଇରେ ସାମିଲ ହେବାକୁ ବାଇଡେନକୁ ନିମନ୍ତ୍ରଣ ଦେଲେ ଜିନପିଙ୍ଗ

ଓ୍ବାଶିଂଟନ୍‌,୧୬।୧୧: ଚାଇନା ସମଗ୍ର ବିଶ୍ୱରେ ଏହାର ଅର୍ଥନୈତିକ ପ୍ରଭାବ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଏକ ଟ୍ରିଲିୟନ ଡଲାର୍‌ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ପ୍ରୋଜେକ୍ଟ (ବିଆରଆଇ) ଆରମ୍ଭ କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri