ଅନ୍ତର୍ଜାତୀୟ

ପାକିସ୍ତାନର କରାଚିରେ ଆଉ ଜଣେ ଆତଙ୍କବାଦୀକୁ ହତ୍ୟା

ଇସଲାମାବାଦ,୧୩।୧୧: ପାକିସ୍ତାନରେ ଆତଙ୍କବାଦୀ ଘଟଣା ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ କରାଚିରୁ ଏକ ମାମଲା ଆସିଛି, ଯେଉଁଠାରେ ରବିବାର ଅଜ୍ଞାତ ଆକ୍ରମଣକାରୀମାନେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ମୌଲାନା ରହିମୁଲ୍ଲା ତାରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ...

ଇସ୍ରାଏଲ ବିରୋଧ ଯୁଦ୍ଧରେ ପ୍ରଥମଥର ବୁର୍କାନ ମିଶାଇଲ ବ୍ୟବହାର କରୁଛି ହିଜବୁଲ୍ଲା

ଜେରୁଜେଲମ,୧୩।୧୧: ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନ ସମର୍ଥିତ ଗୋଷ୍ଠୀ ହିଜବୁଲ ଏବଂ ଇସ୍ରାଏଲ ସେନା ମଧ୍ୟରେ ବିବାଦ ଲେବାନନ-ଇସ୍ରାଏଲ ସୀମାରେ ତୀବ୍ର ହେବାରେ ଲାଗିଛି। ଏହି ସମୟରେ, ହିଜବୁଲ ମୁଖ୍ୟ ହସନ ନସରାଲ୍ଲା ନିଜର ଶେଷ ବୟାନରେ...

ଅଭ୍ୟାସ ସମୟରେ ଆମେରିକୀୟ ସୈନ୍ୟଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ମୃତ

ଓ୍ବାଶିଂଟନ୍‌,୧୩।୧୧: ତାଲିମ ଅଭ୍ୟାସ ସମୟରେ ଭୂମଧ୍ୟସାଗରରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଆମେରିକାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ୫ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା କେଉଁଠାରେ ଘଟିଛି ତାହା ଅଧିକାରୀମାନେ ନିଶ୍ଚିତ...

ସର୍କସରୁ ଖସି ରାସ୍ତାରେ ବୁଲିଲା ସିଂହ, ଘରେ ଲୁଚିଲେ ଲୋକେ, ଭିଡିଓ ଭାଇରାଲ…

ରୋମ,୧୩।୧୧ : ସିଂହ ସର୍କସରୁ ଖସିଯିବା ପରେ ଇଟାଲୀର ଲାଡିସପୋଲି ସହରରେ ଆତଙ୍କ ଖେଳିଯାଇଥିଲା। ସିଂହ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଲୋକେ ଆତଙ୍କିତ ହୋଇ ଜୀବନ  ବିକଳରେ ନିଜ ଘରେ ଲୁଚିବାକୁ ବାଧ୍ୟ ହୋଇଥିଲେ। ବହୁ ପରିଶ୍ରମ ପରେ...

ସିରିଆରେ ଆମେରିକାର ବୋମାମାଡ, ଇରାନ ଶିବିର ଧ୍ୱଂସ…

ଦାମାସକସ,୧୩।୧୧ : ହମାସ ଏବଂ ଇସ୍ରାଏଲ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ କ୍ରମାଗତ ଭାବରେ ହମାସ ଶିବିର ଉପରେ ଆକ୍ରମଣ କରୁଛି। ଏହି ସମୟରେ ଆମେରିକା ସିରିଆରେ ଇରାନ ଶିବିରକୁ ଟାର୍ଗେଟ କରିଛି। ଏହି ବେସଗୁଡିକ ଉପରେ...

ପୋଲିସଙ୍କ ଉପରେ ଆକ୍ରମଣ: ଗୁପ୍ତ ଅପରେଶନରେ ୪ ଆତଙ୍କବାଦୀଙ୍କ ମୁଣ୍ଡଗଡିଲା…

ଇସଲାମାବାଦ,୧୩।୧୧ : ଖାଇବର ପାସ୍ତୁନଖ୍ବାର ଡେରା ଇସମାଇଲ ଖାନ ଜିଲାର କୁଲାଚି ତହସିଲରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୂଚନାନୁସାରେ, ଘରକୁ ଫେରୁଥିବା ବେଳେ ପୋଲିସ ଜାମିଲ ଶାହାଙ୍କ ଉପରେ ଆକ୍ରମଣ...

ଇସ୍ରାଏଲ ଉପରେ ଲେବାନନର ରକେଟ ମାଡ: ୭ ସୈନ୍ୟ ଆହତ…

ଜେରୁଜେଲମ,୧୩।୧୧ : ଇସ୍ରାଏଲ ଉପରେ ଲେବାନନର ରକେଟ ଦୁଇଥର ରକେଟ ମାଡ କରିଛି। ଏଥିରେ୧୦ ଜଣ ଇସ୍ରାଏଲ ନାଗରିକ ଏବଂ ୭ଜଣ ସୈନିକ ଆହତ ହୋଇଛନ୍ତି। ଅନ୍ୟ ଏକ ଆକ୍ରମଣକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ପଣ୍ଡ କରାଯାଇଛି। ପ୍ରଥମ ଆକ୍ରମଣରେ,...

ହସ୍ପିଟାଲରେ ହମାସର ମାନବ ଢାଲ କାର୍ଯ୍ୟ: ଇୟୁ ପକ୍ଷରୁ ନିନ୍ଦା…

ଜେରୁଜେଲମ,୧୩।୧୧: ୟୁରୋପୀୟ ୟୁନିଅନ ଗାଜାରେ ହସ୍ପିଟାଲରେ ସାଧାରଣ ନାଗରିକଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରିଥିବାରୁ ହମାସକୁ ନିନ୍ଦା କରିଛି। ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଇସ୍ରାଏଲକୁ ସର୍ବାଧିକ ପ୍ରତିବନ୍ଧକ ଦେଖାଇବାକୁ ମଧ୍ୟ ଅନୁରୋଧ କରାଯାଇଛି। ମେଡିକାଲ କର୍ମଚାରୀଙ୍କ ଅନୁଯାୟୀ...

ହମାସକୁ ଶେଷ କରିବା ପ୍ରତିଜ୍ଞାକୁ ପୁଣି ଦୋହରାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ,୧୨।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଗୋଟିଏ ମାସ ବିତିଗଲା। ଏହାର ପ୍ରତିଶୋଧ ନେଇ ଇସ୍ରାଏଲ ଶହ ଶହ ହମାସ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏହା ସହିତ ଗାଜା ଷ୍ଟ୍ରିପରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି।...

ଆଇସ୍‌ଲାଣ୍ଡରେ ଲାଭା ଉଦ୍‌ଗିରଣ ଆଶଙ୍କା: ସତର୍କ କଲା ପ୍ରଶାସନ

ରେକ୍‌ଜାଭିକ୍‌,୧୨ା୧୧: ଆଇସ୍‌ଲାଣ୍ଡର ଦକ୍ଷିଣପଶ୍ଚିମରେ ଥିବା ରେକ୍‌ଜାନେସ୍‌ ଉପଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ହେବା ପରେ ଗତ ୧୪ ଘଣ୍ଟା ମଧ୍ୟରେ ୮୦୦ ଥର କମ୍ପନ ଅନୁଭୂତ ହୋଇଛି। ଫଳରେ ଆଇସ୍‌ଲାଣ୍ଡରେ ଜରୁରୀ ସ୍ଥିତି (ଏମର୍ଜେନ୍ସି) ଜାରି କରାଯାଇଛି। ଏହା ଆଗ୍ନେୟଗିରିରୁ ଲାଭା...

ପାଲେଷ୍ଟାଇନ ସମର୍ଥକ ରାଲିରେ ହୋଇଥିବା ହିଂସାକୁ ନିନ୍ଦା କଲେ ସୁନକ, କହିଲେ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌

ଲଣ୍ଡନ,୧୨।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପାଲେଷ୍ଟାଇନ ସମର୍ଥକ ରାଲିରେ ହୋଇଥିବା ହିଂସାକୁ ନିନ୍ଦା କରିଛନ୍ତି। ଶନିବାର ସୁନକ କହିଛନ୍ତି, ସମସ୍ତ ଅପରାଧିକ ମାମଲା ବିରୋଧରେ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌। ହିଂସାତ୍ମକ ଘଟଣାକୁ ଗ୍ରହଣୀୟ ନୁହେଁ...

ଭାରତ ସହ ଯୁଦ୍ଧ କରିବାକୁ ଚାହୁଁନାହିଁ କାନାଡା: ଜଷ୍ଟିନ ଟ୍ରୁଡୋ

ଓଟାଓ୍ବା,୧୨।୧୧: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ କାନାଡା ଏବଂ ଭାରତ ମଧ୍ୟରେ ତିକ୍ତତା ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହି ସମୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ ନିଜର ଦାବିକୁ ଦୋହରାଇଛନ୍ତି। ସେ କହିଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri