ଅନ୍ତର୍ଜାତୀୟ

ନୀତୀଶ କୁମାରଙ୍କ ବୟାନକୁ ବିଦେଶରେ ନିନ୍ଦା, ଇସ୍ତଫା ଦାବିକଲେ ଆମେରିକା ଗାୟିକା

ଓ୍ବାଶିଂଟନ୍‌,୯।୧୧:ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ବିବାଦୀୟ ବୟାନକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଏହି ମନ୍ତବ୍ୟକୁ ନେଇ ନିନ୍ଦା କରାଯାଉଛି। ଆଫ୍ରିକା-ଆମେରିକା ଅଭିନେତ୍ରୀ ମ୍ୟାରି ମିଲବେନ ମଧ୍ୟ ନୀତୀଶଙ୍କୁ ଟାର୍ଗେଟ...

ଇନଷ୍ଟାଗ୍ରାମରେ ପିଲାଙ୍କୁ ଯୌନ ଶୋଷଣ, ଜାଣି ଅଜଣା ହେଉଛି ମେଟା, ପୂର୍ବତନ କର୍ମଚାରୀ ଆମେରିକାର ସିନେଟ ସମ୍ମୁଖରେ କଲେ ପ୍ରକାଶ…

ଓ୍ବାଶିଂଟନ,୯।୧୧ : ଇନଷ୍ଟାଗ୍ରାମରେ ପିଲାମାନଙ୍କୁ ଶୋଷଣ କରାଯାଉଛି। ୧୩ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଯୌନ ଶୋଷଣ ପାଇଁ ପ୍ରୟାସ କରାଯାଉଛି। ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ମେଟାର ଜଣେ ପୂର୍ବତନ କର୍ମଚାରୀ ଆମେରିକାର ସିନେଟରେ ଶପଥ ଗ୍ରହଣ...

ନରମିଲେ ନେତାନ୍ୟାହୁ: ଯୁଦ୍ଧ ବନ୍ଦ

ଗାଜା,୯।୧୧: ଗାଜା ଷ୍ଟ୍ରିପରେ ଲଗାତାର ଆକ୍ରମଣ ଭିତରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ କିଛି ଦିନ ପାଇଁ ଯୁଦ୍ଧ ବିରତି ନିଷ୍ପତ୍ତି ହୋଇଛି। ଏହି ସମୟରେ ହମାସ ବନ୍ଦୀଙ୍କୁ ମୁକ୍ତ କରିବା ସହ ଗାଜାରେ ଅସ୍ତାୟୀ ଆକ୍ରମଣ ରୋକିବା ପାଇଁ...

ରୁଷୀୟ କଳାକାରଙ୍କୁ ୮ ବର୍ଷ ଜେଲ

ମସ୍କୋ,୯ା୧୧: ମସ୍କୋର ୟୁକ୍ରେନ୍‌ ଯୁଦ୍ଧକୁ ବିରୋଧ କରିଥିବା ଜଣେ ରୁଷୀୟ କଳାକାରଙ୍କୁ ବୁଧବାର ୮ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ୩୩ ବର୍ଷୀୟା ରୁଷୀୟ କଳାକାର ତଥା ମ୍ୟୁଜିସିଆନ୍‌ ଆଲେକ୍‌ଜାଣ୍ଡ୍ରା (ସାଶା) ସ୍କୋଚିଲେଙ୍କୋ ୨୦୨୨ ମାର୍ଚ୍ଚ ୩୧ରେ ଯୁଦ୍ଧ ବିରୋଧୀ...

ସିରିଆରେ ଦ୍ୱିତୀୟ ଥର ଏୟାରଷ୍ଟ୍ରାଇକ କଲା ଆମେରିକା, ୯ମୃତ

ଡାମାସକସ,୯।୧୧: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଥମି ନ ଥିବାବେଳେ ପୂର୍ବ ସିରିଆରେ ଆମେରିକାରେ ସୈନ୍ୟ ଆକ୍ରମଣ କରିଛନ୍ତି । ୟୁଏସର ଏୟାରଷ୍ଟ୍ରାଇକରେ ଇରାନ ସମର୍ଥିତ ଗୋଷ୍ଠୀର ୯ ଜଣଙ୍କ ମୃତ୍ୟୁ ଘଟିଛି । ଇରାନ ସମର୍ଥିତ ମିଲିସିଆ ପକ୍ଷରୁ ବ୍ୟବହାର...

ଅଷ୍ଟମ ଶ୍ରେଶୀ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷୟିତ୍ରୀ ଗିରଫ

ନ୍ୟୁୟର୍କ,୯।୧୧: ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅଷ୍ଟମ ଶ୍ରେଶୀ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି। ଶିକ୍ଷୟିତ୍ରୀ ଜଣଙ୍କ ୮ ବର୍ଷ ପୂର୍ବେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ସହ ଯୌନ ସମ୍ପର୍କ...

ଶିକ୍ଷକଙ୍କୁ ହତ୍ୟା ଧମକ, ପୂରା ସ୍କୁଲ ଖାଲି କଲା ପୋଲିସ

ବର୍ଲିନ,୮ା୧୧: ବୁଧବାର ଜର୍ମାନ ପୋଲିସ ହାମ୍‌ବର୍ଗର ଏକ ସ୍କୁଲ (ବ୍ଲାନ୍‌କେନିସ ହାଇସ୍କୁଲ)ରୁ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛି। ଦୁଇଜଣ ଛାତ୍ର କ୍ଲାସ୍‌ରୁମ୍‌ରେ ବନ୍ଧୁକ ସାହାଯ୍ୟରେ ହତ୍ୟା କରିବାକୁ ଜଣେ ଶିକ୍ଷକଙ୍କୁ ଧମକ ଦେଇଥିଲେ। ଅଧିକାରୀମାନେ ସ୍କୁଲରେ ଖୋଜାଖୋଜି କରିବା...

ଦକ୍ଷିଣ କୋରିଆକୁ ଚେତାବନୀ ଦେଲା ଉତ୍ତର କୋରିଆ

ସିଓଲ,୮ା୧୧: ଉତ୍ତର କୋରିଆ ଦକ୍ଷିଣ କୋରିଆକୁ କଡ଼ା ସମାଲୋଚନା କରିବା ସହ ଚେତାବନୀ ମଧ୍ୟ ଦେଇଛି। ଏହା ବିରୋଧରେ ବେସରକାରୀ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ପଠାଯାଇଥିବା ପ୍ରଚାର ସାମଗ୍ରୀ ଉପରେ ନିଷେଧାଦେଶ ଜାରି କରାଯାଇଛି। ଉତ୍ତର କୋରିଆ ଏହା ମଧ୍ୟ କହିଛି...

ଇସ୍ରାଏଲ ବିରୋଧରେ ଏକାଠି ହେଲେ ୫୭ ଇସଲାମିକ ରାଷ୍ଟ୍ର

ରିୟାଦ୍ଦ,୮।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଯୁଦ୍ଧରେ ଏକାଠି ହୋଇଛନ୍ତି ଅନେକ ଇସଲାମିକ ରାଷ୍ଟ୍ର। ଏପର୍ଯ୍ୟନ୍ତ ଚୁପଥିବା ସାଉଦି ଆରବ ଇସଲାମିକ ସହଯୋଗ ସଂଗଠନ(ଓଆଇସି)ରେ ସାମିଲ ୫୭ଟି ଦେଶର ବୈଠକ ଡକାଇଛି।...

କୋକାକୋଲା-ନେଷ୍ଟଲେ ଉପରେ ପ୍ରତିବନ୍ଧକ ଲଗାଇଲା ତୁର୍କୀ ସଂସଦ…

ଆଙ୍କରା,୮।୧୧ : ଗତ ଏକ ମାସ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ ତୁର୍କୀ ସଂସଦ ଦେଶର ରେଷ୍ଟୁରାଣ୍ଟରେ ଅନେକ ଉତ୍ପାଦର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। ତୁର୍କୀ ସରକାର କହିଛନ୍ତି...

୨୪ ବିଦେଶୀ ଯୁବତୀ-ମହିଳାଙ୍କୁ ବଳାତ୍କାର କରିଥିଲେ ସିଆଇଏର ପୂର୍ବତନ ଅଧିକାରୀ, ଶୁଟିଂ କରିଥିଲେ ୫୦୦ ଅଶ୍ଳୀଳ ଭିଡିଓ…

ଓ୍ବାଶିଂଟନ,୮।୧୧ : ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ (ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି) ର ଜଣେ ପୂର୍ବତନ ଅଧିକାରୀ ୨୪ ଜଣ ବିଦେଶୀ ଯୁବତୀ ଏବଂ ମହିଳାଙ୍କୁ ବଳାତ୍କାର କରିଥିବା ଜଣାପଡିଛି। ସେ ମହିଳାମାନଙ୍କୁ ଡ୍ରଗ୍ସ ଦେଇ ବଳାତ୍କାର କରିଥିଲେ। ପୂର୍ବତନ...

ଏଠାକାର ମହିଳା କରନ୍ତି ଅତ୍ୟଧିକ ମଦ୍ୟପାନ, ଥରକେ ୬ ପେଗ୍‌…

ଲଣ୍ଡନ,୮।୧୧ : ମଦ୍ୟପାନ ବିଷୟରେ ସବୁବେଳେ ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନ ବାହାରକୁ ଆସୁଛି । ବେଳେବେଳେ ଏହା ନୂଆ ବର୍ଷ ଏବଂ ବେଳେବେଳେ ଏହା ଉତ୍ସବର ଋତୁରେ ହେଉଛି। ଲୋକମାନେ କୋଟି କୋଟି ଟଙ୍କା ମୂଲ୍ୟର ମଦ୍ୟପାନ କରିଥାନ୍ତି। ବର୍ତ୍ତମାନ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri