ଅନ୍ତର୍ଜାତୀୟ

୨୦୩୦ ସୁଦ୍ଧା ଜାପାନକୁ ଅତିକ୍ରମ କରି ଭାରତ ହେବ ତୃତୀୟ ବୃହତ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୨୪/୧୦: ଭାରତ ବର୍ତମାନ ବିଶ୍ୱ ଅର୍ଥନୀତିରେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ୨୦୩୦ ସୁଦ୍ଧା ୭,୩୦୦ ବିଲିୟନ ଡ଼ଲାରର ଜିଡିପି ସହିତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ଜାପାନକୁ ଅତିକ୍ରମ କରିପାରେ। ଏହାପରେ ଭାରତ ଏସିଆର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି...

ଗୌରୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ପାକିସ୍ତାନ

ଇସଲାମାବାଦ,୨୪।୧୦: ପାକିସ୍ତାନ ଗୌରୀ କ୍ଷେପଣାସ୍ତ୍ରକୁ ମଙ୍ଗଳବାର ସଫଳତାର ସହ ପରୀକ୍ଷଣ କରିଛି। ଏହି ସୂଚନା ଦେଇ ପାକିସ୍ତାନୀ ସେନା ଏକ ବିବୃତ୍ତି ଜାରି କରିଛି। ସୂଚନାଯୋଗ୍ୟ, ଏକ ସପ୍ତାହ ପୂର୍ବରୁ ପାକିସ୍ତାନ ଆଉ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅବାବିଲ ମଧ୍ୟ...

ଶ୍ରୀଲଙ୍କା କ୍ୟାବିନେଟରେ ବଡ ନିଷ୍ପତ୍ତି, ଭାରତ ସମେତ ଏହି ଦେଶର ଲୋକଙ୍କୁ ଭିଜା ପାଇଁ ଦେବାକୁ ପଡିବନି ଶୁଳ୍କ

କଲମ୍ବୋ, ୨୪।୧୦: ଭାରତ ସମେତ ୭ଟି ଦେଶ ପାଇଁ ଭିଜା ମାଗଣା କରିବାକୁ ଶ୍ରୀଲଙ୍କାର କ୍ୟାବିନେଟ ଘୋଷଣା କରିଛି। ଏହି ପାଇଲଟ ପ୍ରକଳ୍ପ ଅଧୀନରେ ଭାରତ, ଚାଇନା, ରୁଷିଆ, ମାଲେସିଆ, ଜାପାନ, ଇଣ୍ଡୋନେସିଆ ଏବଂ ଥାଇଲ୍ୟାଣ୍ଡର ନାଗରିକମାନଙ୍କ ପାଇଁ ମାର୍ଚ୍ଚ...

ପାକିସ୍ତାନ ଫେରିବା ମାତ୍ରେ ନଓ୍ବାଜଙ୍କୁ ବଡ ଆଶ୍ୱସ୍ତି

ଇସଲାମାବାଦ,୨୪।୧୦: ଚାରି ବର୍ଷର ବ୍ୟବଧାନ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଲଣ୍ଡନରୁ ଶନିବାର ନିଜ ଦେଶକୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ ଏବେ ଷ୍ଟିଲ ମିଲ ମାମଲାରେ ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପଞ୍ଜାବର କାର୍ଯ୍ୟନିର୍ବାହୀ ସରକାର ଅଲ...

ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ମତ ବଦଳାଇଲା ଚାଇନା, କହିଲା- ‘ଆତ୍ମରକ୍ଷା ପାଇଁ ରହିଛି ଅଧିକାର’

ନୂଆଦିଲ୍ଲୀ, ୨୪/୧୦: ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନ-ଇସ୍ରାଏଲର ପୁନଃ ନିର୍ମାଣରେ ସହଯୋଗ କରିବାକୁ ଚାଇନା ଯଥାସମ୍ଭବ ଉଦ୍ୟମ କରିବ ମଙ୍ଗଳବାର ଇସ୍ରାଏଲ୍ ପ୍ରତିପକ୍ଷଙ୍କୁ ଏକ ଫୋନ୍ କଲରେ ଏହି କଥା କହିଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀ। ତେବେ ଯେପର୍ଯ୍ୟନ୍ତ ଶାନ୍ତି ପାଇଁ...

ହମାସର ୪୦୦ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଟାର୍ଗେଟ୍‌ କଲା ଇସ୍ରାଏଲ

ଜେରୁଜେଲମ,୨୪।୧୦: ହମାସ ସହିତ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଇସ୍ରାଏଲ ସେନା କ୍ରମାଗତ ଭାବରେ ଏୟାର ଷ୍ଟ୍ରାଇକ ଦ୍ୱାରା ହମାସକୁ କ୍ଷତି ପହଞ୍ଚାଉଛି। ନ୍ୟୁଜ ଏଜେନ୍ସି ଅନୁଯାୟୀ, ହମାସର ୪୦୦ରୁ ଅଧିକ ସ୍ଥାନ ଉପରେ ଇସ୍ରାଏଲ...

ଇସ୍ରାଏଲକୁ ସତର୍କ କରାଇଲେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା

ୱାଶିଂଟନ,୨୪।୧୦: ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଦିନକୁ ଦିନ ଜଟିଲ ହେବାରେ ଲାଗିଛି। ଅନ୍ୟପକ୍ଷେ ଯୁଦ୍ଧ ଉପରେ ସମଗ୍ର ବିଶ୍ୱ ଅନେଇ ବସିଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଇସ୍ରାଏଲକୁ ସତର୍କ କରିଛନ୍ତି। ଗାଜାରେ ଇସ୍ରାଏଲର କାର୍ଯ୍ୟକଳାପର...

ପୁଟିନ୍‌ଙ୍କୁ ହୃଦ୍‌ଘାତ: ତଳେ ପଡ଼ିଯିବାରୁ ହସ୍ପିଟାଲରେ ଭର୍ତ୍ତି

ମସ୍କୋ,୨୪।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ହୃଦ୍‌ଘାତର ଶିକାର ହୋଇଥିବା ଜଣାପଡିଛି। କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଟିନ୍‌ ତାଙ୍କ ଶୋଇବା ଘରେ ଅଚେତ ଅବସ୍ଥାରେ ପଡିଥିବା ସୁରକ୍ଷା କର୍ମୀ ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ବାସଭବନରେ ନିର୍ମିତ...

ପୁଟିନଙ୍କୁ ହୃଦଘାତ!

ମସ୍କୋ,୨୪।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ହୃଦଘାତର ଶିକାର ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସେ ଘରର ଚଟାଣରେ ପଡିଯାଇଥିବା କୁହାଯାଉଛି। ଏକ ଟେଲିଗ୍ରାମ ଚ୍ୟାନେଲ ପକ୍ଷରୁ ଦାବି କରାଯାଇଛି ଯେ ରବିବାର ସାରେ ପୁଟିନ ତାଙ୍କ ଶୋଇବା ଘରେ...

ଇସ୍ରାଏଲର ଆକ୍ରମଣରେ ମୃତ୍ୟୁର ଭୟ, ପରିଚୟ ପାଇଁ ହାତରେ ନାଁ ଲେଖୁଛନ୍ତି ପାଲେଷ୍ଟାଇନ ପିଲା, ଭିଡିଓ ଭାଇରାଲ

ଜେରୁଜେଲମ,୨୪।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଗାଜାରେ ରହୁଥିବା ପାଲେଷ୍ଟାଇନୀୟମାନଙ୍କ ପାଇଁ ଅସୁବିଧା ବଢାଇ ଦେଇଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଉପରେ ଏୟାର ଷ୍ଟ୍ରାଇକ କରୁଛି। ଏହି ସମୟରେ, ଗାଜାରୁ ଏପରି...

ଇନ୍ଧନ ଅଭାବ ଯୋଗୁ ବିମାନ ଉଡାଣ ରଦ୍ଦ

ଇସଲାମାବାଦ,୨୪।୧୦: ପାକିସ୍ତାନ କେବଳ ଖାଦ୍ୟ ସଙ୍କଟ ଦେଇ ଗତି କରୁନାହିଁ ବରଂ ବର୍ତ୍ତମାନ ଇନ୍ଧନ ଅଭାବ ହେତୁ ଦେଶରେ ବିଶୃଙ୍ଖଳା ଦେଖାଦେଇଛି। ଏପରି ରକେଟ ବେଗରେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଉଛି ଯାହା କେବଳ ସାଧାରଣ ଲୋକ ନୁହେଁ, ବିମାନ...

ଦୁଇ ଇସ୍ରାଏଲ ମହିଳାଙ୍କୁ ମୁକ୍ତ କଲା ହମାସ

ତେଲ ଆଭିବ,୨୪।୧୦: ହମାସ ଆତଙ୍କବାଦୀ ସଙ୍ଗଠନ ଦୁଇ ବୃଦ୍ଧ ମହିଳାଙ୍କୁ ମୁକ୍ତ କରିଥିବା ସୂଚନା ମିଳିଛି। ଏମାନଙ୍କୁ ଅକ୍ଟୋବର ୭ରେ ହୋଇଥିବା ଆକ୍ରମଣ ସମୟରେ ପାଲେଷ୍ଟାଇନ ଆତଙ୍କବାଦୀ ସଙ୍ଗଠନ ବନ୍ଦୀ କରି ନେଇଥିଲେ। ଇସ୍ରାଏଲର ସାମରିକ ମୁଖପାତ୍ର ସୋମବାର ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri