ଅନ୍ତର୍ଜାତୀୟ

କେବଳ ଇସ୍ରାଏଲବାସୀ ନୁହନ୍ତି ଅନ୍ୟଦେଶର ଲୋକଙ୍କୁ ହତ୍ୟା କରୁଛି ହମାସ୍‌

ତେଲ ଅଭିଭ,୧୧।୧୦: ପାଲେଷ୍ଟାଇନର ଆତଙ୍କବାଦୀ ହମାସଙ୍କ ବର୍ବରତା ବନ୍ଦ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଯୁଦ୍ଧର ପଞ୍ଚମ ଦିନରେ ଆକ୍ରମଣରେ ସୈନିକଙ୍କ ସମେତ ଅନେକ ସାଧାରଣ ଜନତାଙ୍କୁ ହତ୍ୟା କରାଯାଉଛି। ଏଥିସହ ବହୁଜଣଙ୍କୁ ବନ୍ଧକ ରଖାଯାଇଛି। ହମାସ୍‌ ଆତଙ୍କବାଦୀମାନେ...

ଇସ୍ରାଏଲକୁ ଆମେରିକାର ସମର୍ଥନ: ଭୂମଧ୍ୟସାଗରରେ ପହଞ୍ଚିଲା ଆମେରିକାର ନୌସେନା ଜାହାଜ

ଓ୍ବାଶିଂଟନ,୧୧।୧୦: ହମାସ ସହିତ ଇସ୍ରାଏଲର ବିବାଦ ମଧ୍ୟରେ ଆମେରିକାର ନୌସେନା ଜାହାଜ ୟୁଏସ୍‌ଏସ୍‌ ଗୋରାଲ୍ଡ ଆର ଫୋର୍ଡ କ୍ୟାରିଅର ଷ୍ଟ୍ରାଇକ ଗ୍ରୁପ ପୂର୍ବ ଭୂମଧ୍ୟସାଗରରେ ପହଞ୍ଚିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛି।...

ଅଷ୍ଟ୍ରେଲିଆରେ ବିରୋଧ ପ୍ରଦର୍ଶନ କରୁଛନ୍ତି ପାଲେଷ୍ଟାଇନ ସମର୍ଥକ

ସିଡନୀ,୧୧।୧୦: ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ମଧ୍ୟରେ ଅଧିକାଂଶ ନିରୀହ ଜନତା ଶିକାର ହେଉଛନ୍ତି। ଏହି ଯୁଦ୍ଧକୁ ନେଇ ବିଶ୍ୱ ଦୁଇ ଭାଗରେ ବିଭକ୍ତ ହେବାର ଦେଖାଯାଉଛି। କିଛି ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ କିଛି...

ହମାସ୍‌ ମୁଖ୍ୟଙ୍କୁ ଟାର୍ଗେଟ କଲେ ଇସ୍ରାଏଲ ସେନା

ଜେରୁଜେଲମ,୧୧।୧୦: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ଦେଖାଯାଉ ନାହିଁ। ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ଲଗାତାର ଗାଜା ଉପରେ ବୋମାମାଡ଼ କରୁଛି। ଏହି ସମୟରେ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ ବୁଧବାର...

ହମାସ ଆକ୍ରମଣର ଜବାବ ଦେଉଛି ଇସ୍ରାଏଲ, ଗାଜାର ଏକମାତ୍ର ରାସ୍ତାରେ କରୁଛି ବିସ୍ଫୋରଣ

ଜେରୁଜେଲମ,୧୧।୧୦: ଇସ୍ରାଏଲ ଉପରେ ଆକ୍ରମଣ କରିବା ହାମାସ ପାଇଁ ଏକ ବଡ଼ ସମସ୍ୟା ହୋଇଛି। ହମାସ ଆକ୍ରମଣର ଜବାବରେ ଇସ୍ରାଏଲ ଗାଜା ଅଞ୍ଚଳରେ ବଡ଼ ଧ୍ବଂସ ଆଣିଛି। ଯୁଦ୍ଧ ଜାରି ରହିଛି ଏବଂ ଉଭୟ ପାର୍ଶ୍ୱରୁ କ୍ରମାଗତ ଭାବେ ମିସାଇଲ,...

ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ: ଜୀବନ ବଞ୍ଚେଇବା ପାଇଁ ମୃତଦେହ ପାହାଡ ଭିତରେ ୭ଘଣ୍ଟା ଯାଏଁ ଲୁଚିଥିଲେ ମହିଳା, ମୃତ୍ୟୁସଂଖ୍ୟା ୩ହଜାରକୁ ବୃଦ୍ଧି

ଜେରୁଜେଲମ,୧୧।୧୦ : ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ ମଧ୍ୟରେ ଦକ୍ଷିଣ ଇସ୍ରାଏଲର ଏକ ବାହ୍ୟ ସଂଗୀତ ମହୋତ୍ସବ ଉପରେ ଆକ୍ରମଣ କରିବା ସମୟରେ ହମାସ୍‌ ବନ୍ଧୁକଧାରୀମାନେ ୨୬୦ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଲୋମହର୍ଷଣକାରୀ ଘଟଣାର ଭିଡିଓ ସୋସିଆଲ ମିଡିଆରେ...

ଶହ ଶହ ଲୋକଙ୍କ ମୃତ୍ୟୁ, ୪,୬୦୦ ଆହତ…

ଜେରୁଜେଲମ,୧୧।୧୦: ଇସ୍ରାଏଲର କାଉଣ୍ଟର ଆଟାକ ହମାସ ଉପରେ ଭାରି ପ୍ରଭାବ ପକାଉଛି। ୨.୩ ନିୟୁତ ଜନସଂଖ୍ୟା ବିଶିଷ୍ଟ ଗାଜାରେ ଇସ୍ରାଏଲର ଆକ୍ରମଣରେ ଏ ପର୍ଯ୍ୟନ୍ତ ୯୦୦ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୪,୬୦୦ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨୬୦...

ସମସ୍ତ ନେପାଳୀ ଛାତ୍ରଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି, ମୃତଦେହ ଫେରାଇ ଆଣିବା ପାଇଁ ସାହାଯ୍ୟ ମାଗିଲେ ବୈଦେଶିକ ମନ୍ତ୍ରୀ

କାଠମାଣ୍ଡୁ,୧୧।୧୦: ଇସ୍ରାଏଲରେ ଥିବା ସମସ୍ତ ନେପାଳୀ ଛାତ୍ରଙ୍କୁ ମଙ୍ଗଳବାର ସୁରକ୍ଷିତ ସ୍ଥାନକୁ ପଠାଯାଇଛି ବୋଲି ନେପାଳ ସରକାର କହିଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ ଏନପି ସାଉଦ ତାଙ୍କ ଇସ୍ରାଏଲର ପ୍ରତିପକ୍ଷ ଏଲି କୋହେନଙ୍କୁ ଫୋନ କରି ହମାସ ଆକ୍ରମଣରେ ନିହତ...

ବାଇଡେନଙ୍କ ସମର୍ଥନ ପାଇଲେ ରାଷ୍ଟ୍ରପତି ନେତାନ୍ୟାହୁ, ଆମେରିକାର ଅସ୍ତ୍ରଶସ୍ତ୍ର ନେଇ ଯାଇଥିବା ପ୍ରଥମ ବିମାନ ପହଞ୍ଚିଲା ଇସ୍ରାଏଲ

ଜେରୁଜେଲମ, ୧୧।୧୦: ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଉପରେ ଏୟାର ଷ୍ଟ୍ରାଇକ କରୁଛି। ହମାସ ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱଂସ କରାଯାଉଛି। ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିଭିନ୍ନ ଦେଶ ମଧ୍ୟ ଇସ୍ରାଏଲକୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି।...

ଆଫଗାନିସ୍ତାନରେ ଭୂକମ୍ପ ଝଟକା…

କାବୁଲ,୧୧।୧୦: ଆଫଗାନିସ୍ତାନରେ ବୁଧବାର ସକାଳ ୬.୧୧ରେ ଉତ୍ତର-ପଶ୍ଚିମ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଛି। ପ୍ରକାଶ ଯେ, ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଥିଲା। ଗତ ସପ୍ତାହରେ ଆଫଗାନିସ୍ତାନରେ ଘଟିଥିବା ଏହି...

ଯୁଦ୍ଧ:୧,୬୦୦ ଟପିଲା ମୃତ୍ୟୁ

ଜେରୁଜେଲମ୍‌,୧୧ା୧୦: ପାଲେଷ୍ଟାଇନ୍‌ର ହମାସ୍‌ ଆତଙ୍କବାଦୀ ଏବଂ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧,୬୦୦ ଅତିକ୍ରମ କରିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଇସ୍ରାଏଲ୍‌ ସେନା ଆକ୍ରମଣରେ ୧୪୩ ଶିଶୁ ଓ ୧୦୫ ମହିଳାଙ୍କ...

ଲାହୋରରେ ଲକଡାଉନ…

ଇସଲାମାବାଦ,୧୦।୧୦ : ବାୟୁମଣ୍ଡଳରେ ଧୂଆଁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ପଞ୍ଜାବ ସରକାର ପ୍ରାଦେଶିକ ରାଜଧାନୀ ଲାହୋରରେ କରୋନା ମହାମାରୀ ସମୟ ଭଳି ପ୍ରତିବନ୍ଧକ ଲଗାଇ ପାରନ୍ତି। ମଙ୍ଗଳବାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଜିଓ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri