ଅନ୍ତର୍ଜାତୀୟ

ଲେବାନନରୁ ଇସ୍ରାଏଲରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୪ ନାଗରିକଙ୍କୁ ଗୁଳି କରି ହତ୍ୟା…

ଜେରୁଜେଲମ,୧୭।୧୦: ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଜାରି ରହିଛି। ଗାଜା ଷ୍ଟ୍ରିପର ବିଭିନ୍ନ ସ୍ଥାନରୁ ଇସ୍ରାଏଲ ଉପରେ ରକେଟ ଆକ୍ରମଣ ଜାରି ରହିଥିବାବେଳେ ଇସ୍ରାଏଲ ବାୟୁସେନା ସମଗ୍ର ଅଞ୍ଚଳରେ ଏୟାର ଷ୍ଟ୍ରାଇକ ଜାରି...

ଗାଜାରେ ନରସଂହାର ବନ୍ଦ କରୁ ଇସ୍ରାଏଲ: ନେତାନ୍ୟାହୁଙ୍କୁ ଖାମେନେଇଙ୍କ ଚେତାବନୀ…

ଜେରୁଜେଲମ, ୧୭।୧୦: ହମାସ ଆତଙ୍କବାଦୀ ଏବଂ ପାଲେଷ୍ଟାଇନର ସମର୍ଥନରେ ଛିଡା ହୋଇଥିବା ଇରାନ ମଙ୍ଗଳବାର ଇସ୍ରାଏଲକୁ ଚେତାବନୀ ଦେଇଛି। ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମେନେଇ କହିଛନ୍ତି ଗାଜା ଷ୍ଟ୍ରିପରେ ପାଲେଷ୍ଟାଇନୀୟମାନଙ୍କୁ ଇସ୍ରାଏଲ ଦ୍ୱାରା ହତ୍ୟା କରାଯାଉଛି, ଯାହା...

ଗାଜାରେ ପରିସ୍ଥିତି ଭୟଙ୍କର: ଗୋଟିଏ ଶୌଚାଳୟ ବ୍ୟବହାର କରୁଛନ୍ତି ୧୦୦ ଜଣ

ଜେରୁଜେଲମ,୧୭।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ମଙ୍ଗଳବାର ଏକାଦଶ ଦିନରେ ପ୍ରବେଶ କରିଛି। ଏବେ ଇସ୍ରାଏଲ ପକ୍ଷରୁ ଗାଜାକୁ ନିଜ ଅକ୍ତିଆରକୁ ନେବା ପାଇଁ ଚେଷ୍ଟା ଚଳାଇଛି। ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ସୂଚନା...

ପାକିସ୍ତାନ ସେନା, ଆତଙ୍କବାଦୀ ମୁହାଁମୁହିଁ

ଇସଲାମାବାଦ,୧୭।୧୦: ପାକିସ୍ତାନର ଖେବର ପାଖତୁନଖ୍ବା ପ୍ରଦେଶରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଦୁଇ ଯବାନ ଏବଂ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ସୋମବାର ଉତ୍ତର ଏବଂ ଦକ୍ଷିଣ ୱାଜିରିସ୍ତାନ ଜିଲାରେ ଏହି ଘଟଣା ଘଟିଛି। ପ୍ରଥମ ମୁହାଁମୁହିଁ...

ଭିଏତନାମରେ ଉଦଘାଟନ ହେଲା ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ହାନୋଇ,୧୭।୧୦: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭିଏତନାମର ହୋ ଚି ମିନହରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉଦଘାଟନ ସମାରୋହରେ ସାମିଲ ହୋଇଛନ୍ତି।ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଉଦଘାଟନ ଏକ ଗୁରୁତ୍ୱପୂର୍ଣ୍ଣ...

ଆମକୁ ଶୀଘ୍ର ଏହି ନର୍କରୁ ବାହାର କର

ଜେରୁଜେଲମ,୧୭।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ନିରନ୍ତର ଯୁଦ୍ଧ ଚାଲିଛି। ଉଭୟ ପକ୍ଷରୁ ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ପାଲେଷ୍ଟାଇନ ଶରଣାର୍ଥୀମାନଙ୍କ ପାଇଁ ମିଳିତ ଜାତିସଂଘ ଏଜେନ୍ସି ସହିତ କାର୍ଯ୍ୟ କରୁଥିବା ୧୩,୦୦୦...

ଆମେରିକା, ରୁଷିଆ, ଜର୍ମାନୀ ଭଳି ଦେଶରେ ସମଲିଙ୍ଗୀ ବିବାହର ନିୟମ କ’ଣ ରହିଛି ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୧୦: ସୁପ୍ରିମକୋର୍ଟର ୫ଜଣ ବିଚାରପତିଙ୍କ ଏକ ବେଞ୍ଚ ମଙ୍ଗଳବାର ସମଲିଙ୍ଗୀ ବିବାହ ଉପରେ ରାୟ ଦେବାକୁ ଯାଉଛନ୍ତି। ଯଦି ଏହି ନିଷ୍ପତ୍ତି ଆବେଦନକାରୀଙ୍କ ସପକ୍ଷରେ ଆସେ, ତେବେ ଭାରତରେ ପୁରୁଷ-ପୁରୁଷ ଏବଂ ମହିଳା-ମହିଳା କିମ୍ବା ଟ୍ରାନ୍ସଜେଣ୍ଡର ଲୋକ ପରସ୍ପରକୁ ବିବାହ...

ଖାରଜ ହେଲା ରୁଷିଆର ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ବିରତି ପ୍ରସ୍ତାବ

ଓ୍ବାଶିଂଟନ,୧୭।୧୦: ଗାଜାରେ ଚାଲିଥିବା ହିଂସା ଉପରେ ରୁଷିଆର ଯୁଦ୍ଧ ବିରତି ପ୍ରସ୍ତାବକୁ ସୋମବାର ରାତିରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରତ୍ୟାଖ୍ୟାନ କରାଯାଇଛି। ସୂଚନାଯୋଗ୍ୟ, ରୁଷିଆର ପ୍ରସ୍ତାବ ଗାଜାରେ ସାଧାରଣ ନାଗରିକଙ୍କ ପ୍ରତି ହୋଇଥିବା ହିଂସାକୁ ନିନ୍ଦା କରିବା ସହ...

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ରୁଷିଆର ପ୍ରସ୍ତାବ ଖାରଜ

ନ୍ୟୁୟର୍କ,୧୭।୧୦: ଗାଜାରେ ଚାଲିଥିବା ହିଂସା ଉପରେ ରୁଷିଆର ପ୍ରସ୍ତାବ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରତ୍ୟାଖ୍ୟାନ କରାଯାଇଛି। ରୁଷିଆର ପ୍ରସ୍ତାବ ଗାଜାରେ ସାଧାରଣ ନାଗରିକଙ୍କ ପ୍ରତି ହୋଇଥିବା ହିଂସାକୁ ନିନ୍ଦା କରିବା ସହ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଦାବି କରିଛି,...

ଆମେରିକା ବୈଦେଶିକ ସଚିବଙ୍କ ଅପମାନ କଲେ ସାଉଦି ପ୍ରିନ୍ସ

ଓ୍ବାଶିଂଟନ,୧୭।୧୦: ଇସ୍ରାଏଲ-ହମାସ ଯୁଦ୍ଧ ସମୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଆଜିକାଲି ଆରବ ଦେଶ ଗସ୍ତରେ ଅଛନ୍ତି। ଏହି ସମୟରେ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଅପମାନିତ...

ଆଲୋକ-ଅନ୍ଧାର ମଧ୍ୟରେ ଚାଲିଛି ଏହି ଯୁଦ୍ଧ

ଜେରୁଜେଲମ,୧୭।୧୦: ଗତ କିଛି ଦିନ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଏହି ଯୁଦ୍ଧକୁ ଅନ୍ଧକାରର ଶକ୍ତି ବିରୁଦ୍ଧରେ ବଞ୍ଚିବା ପାଇଁ ସଂଗ୍ରାମ...

ଚାଇନାରେ ପହଞ୍ଚିଲେ ରୁଷିଆ ରାଷ୍ଟ୍ରପତି ପୁଟିନ

ବେଜିଂ,୧୭।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ଗସ୍ତରେ ଅଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଚାଇନାରେ ପହଞ୍ଚିଛନ୍ତି। ଏଠାରେ ସେ ତାଙ୍କର ଚାଇନାର ପ୍ରତିପକ୍ଷ ସି ଜିନପିଙ୍ଗଙ୍କୁ ଭେଟିବେ। ସୂଚନାନୁସାରେ, ଚାଇନା ରାଷ୍ଟ୍ରପତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri