ଅନ୍ତର୍ଜାତୀୟ

ବାଇଡେନଙ୍କ ସମର୍ଥନ ପାଇଲେ ରାଷ୍ଟ୍ରପତି ନେତାନ୍ୟାହୁ, ଆମେରିକାର ଅସ୍ତ୍ରଶସ୍ତ୍ର ନେଇ ଯାଇଥିବା ପ୍ରଥମ ବିମାନ ପହଞ୍ଚିଲା ଇସ୍ରାଏଲ

ଜେରୁଜେଲମ, ୧୧।୧୦: ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଉପରେ ଏୟାର ଷ୍ଟ୍ରାଇକ କରୁଛି। ହମାସ ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱଂସ କରାଯାଉଛି। ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିଭିନ୍ନ ଦେଶ ମଧ୍ୟ ଇସ୍ରାଏଲକୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି।...

ଆଫଗାନିସ୍ତାନରେ ଭୂକମ୍ପ ଝଟକା…

କାବୁଲ,୧୧।୧୦: ଆଫଗାନିସ୍ତାନରେ ବୁଧବାର ସକାଳ ୬.୧୧ରେ ଉତ୍ତର-ପଶ୍ଚିମ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଛି। ପ୍ରକାଶ ଯେ, ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଥିଲା। ଗତ ସପ୍ତାହରେ ଆଫଗାନିସ୍ତାନରେ ଘଟିଥିବା ଏହି...

ଯୁଦ୍ଧ:୧,୬୦୦ ଟପିଲା ମୃତ୍ୟୁ

ଜେରୁଜେଲମ୍‌,୧୧ା୧୦: ପାଲେଷ୍ଟାଇନ୍‌ର ହମାସ୍‌ ଆତଙ୍କବାଦୀ ଏବଂ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧,୬୦୦ ଅତିକ୍ରମ କରିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଇସ୍ରାଏଲ୍‌ ସେନା ଆକ୍ରମଣରେ ୧୪୩ ଶିଶୁ ଓ ୧୦୫ ମହିଳାଙ୍କ...

ଲାହୋରରେ ଲକଡାଉନ…

ଇସଲାମାବାଦ,୧୦।୧୦ : ବାୟୁମଣ୍ଡଳରେ ଧୂଆଁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ପଞ୍ଜାବ ସରକାର ପ୍ରାଦେଶିକ ରାଜଧାନୀ ଲାହୋରରେ କରୋନା ମହାମାରୀ ସମୟ ଭଳି ପ୍ରତିବନ୍ଧକ ଲଗାଇ ପାରନ୍ତି। ମଙ୍ଗଳବାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଜିଓ...

ସଙ୍ଗୀତ ସମାରୋହରେ ୨୬୦ ଲୋକଙ୍କୁ ହତ୍ୟା କରିଥିଲେ ହମାସ ଆତଙ୍କବାଦୀ…

ଜେରୁଜେଲମ,୧୦।୧୦ : ଇସ୍ରାଏଲ ଉପରେ ଆକ୍ରମଣ ସମୟରେ ଦକ୍ଷିଣ ଇସ୍ରାଏଲର ଏକ ବାହ୍ୟ ସଂଗୀତ ମହୋତ୍ସବ ଉପରେ ଆକ୍ରମଣ କରିବା ସମୟରେ ହମାସ ବନ୍ଧୁକଧାରୀମାନେ ୨୬୦ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏକ ଜରୁରୀକାଳୀନ ଗୋଷ୍ଠୀ ଦ୍ୱାରା ଉଦ୍ଧୃତ...

ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ: ହମାସ୍‌ ଆକ୍ରମଣ କରିବା ନେଇ ଇସ୍ରାଏଲକୁ ଚେତାଇଥିଲା ଇଜିପ୍ଟ

ଜେରୁଜେଲମ,୧୦।୧୦: ଇସ୍ରାଏଲ-ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍‌ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିନାର ସମ୍ଭାବନା ଦେଖାଯାଉ ନାହିଁ। ଏହାପରେ ବି ଯୁଦ୍ଧ ଚାଲିଥିବା ଭିତରେ ଇସ୍ରାଏଲ ଗାଜା ବର୍ଡରକୁ ନିଜ ନିୟନ୍ତ୍ରଣକୁ ଆଣିଛି। ଆଉ ସୀମାରେ ହମାସ୍‌ ଆତଙ୍କବାଦୀଙ୍କୁ ମୂଳପୋଛ କରିଥିବା ଘୋଷଣା...

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନେତାନ୍ୟାହୁ ଫୋନ କରିଥିଲେ ଏବଂ ଏହି ସମୟରେ ମୁଁ ତାଙ୍କୁ କହିଛି ଆମେ କଷ୍ଟ ସମୟରେ...

୭୨ ଘଣ୍ଟାରେ ନିଆଗଲା ପ୍ରତିଶୋଧ: ହମାସର ୧୫୦୦ ଆତଙ୍କବାଦୀ ନିହତ, ସୀମା ଏବେ ସୁରକ୍ଷିତ

ଜେରୁଜେଲମ,୧୦।୧୦: ପାଲେଷ୍ଟାଇନ୍‌ର ଆତଙ୍କବାଦୀ ସଂଗଠନ ହମାସ କରିଥିବା ଆକ୍ରମଣର ୭୧ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଇଛି। ହମାସର ୧୫୦୦ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ବେଳେ ଦେଶର ସୀମା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ମଧ୍ୟ ସେନା ମୁଖପାତ୍ର ରିଚାର୍ଡ ହେକ୍ଟ ଦାବି...

ଗାଜା ଏବେ ଯୁଦ୍ଧ କ୍ଷେତ୍ରରେ ପରିଣତ: ଧ୍ୱଂସସ୍ତୁପରେ ଆର୍ତ୍ତ ଚିତ୍କାର,ମନରେ କୋହ ଆଖିରେ ଲୁହ…

ଜେରୁଜେଲମ,୧୦।୧୦: ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ଆନୁଷ୍ଠାନିକ ଯୁଦ୍ଧ ଘୋଷଣା କରିଛି। ଗାଜାର ବିଭିନ୍ନ ଅଞ୍ଚଳରେ ଇସ୍ରାଏଲ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ କ୍ରମାଗତ ବିବାଦ ଲାଗି ରହିଛି। ଧ୍ୱଂସସ୍ତୁପର ଚାରିଆଡ଼େ ଚିତ୍କାର, ବିଲ୍ଡିଂ ଗୁଡିକ ତାସ...

ଇସ୍ରାଏଲର ସମର୍ଥନରେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ଇଟାଲୀ: ହମାସର ଚିନ୍ତା ବଢ଼ିଲା…

ଜେରୁଜେଲମ, ୧୦।୧୦: ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ଆନୁଷ୍ଠାନିକ ଭାବେ ଯୁଦ୍ଧ ଘୋଷଣା କରିଛି। ଅକ୍ଟୋବର ୭ ରେ ହମାସ ଆତଙ୍କବାଦୀଙ୍କ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ...

ମ୍ୟାନ୍‌ମାରରେ ବିସ୍ଥାପିତଙ୍କ କ୍ୟାମ୍ପ ଉପରେ ଆକ୍ରମଣ, ୨୯ ମୃତ

ନାଫିଦ୍ୱ,୧୦।୧୦: ମ୍ୟାନ୍‌ମାରର କାଚିନ ରାଜ୍ୟରେ ବିସ୍ଥାପିତଙ୍କ ଏକ କ୍ୟାମ୍ପ ଉପରେ ଆକ୍ରମଣ କରାଯାଇଛି। ସେନା ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ମହିଳା, ଶିଶୁ ଏବଂ ବୃଦ୍ଧ ମଧ୍ୟ ଅଛନ୍ତି। ଏଥିସହ ୫୯ ଜଣ...

ପାଲେଷ୍ଟାଇନଙ୍କୁ ସମର୍ଥନ କଲା ସାଉଦି ଆରବ

ଜେରୁଜେଲମ,୧୦।୧୦: ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସର ଆକ୍ରମଣ ପରେ ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଉପରେ ଆକ୍ରମଣ କରୁଛି। ଏହି ସମୟରେ ଶାନ୍ତି ଆଣିବା ପାଇଁ ସାଉଦି ଆରବ ପାଲେଷ୍ଟାଇନବାସୀଙ୍କ ସହ ଛିଡା ହୋଇଛି ବୋଲି କହିଛି। ସାଉଦି କ୍ରାଉନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri