ଅନ୍ତର୍ଜାତୀୟ

ପ୍ରତିଶୋଧ ନେତା ନେଲା ଆମେରିକା, ୨ ରୁଷିଆ କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ

ଓ୍ବାଶିଂଟନ,୭।୧୦: ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଉଛି। ୱାଶିଂଟନ ବର୍ତ୍ତମାନ ଦୁଇ ରୁଷିଆର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଜାରି କରିଛି। ଏହାପୂର୍ବରୁ ମସ୍କୋ ଦୁଇ ଜଣ ଆମେରିକୀୟ କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ...

ଅଷ୍ଟ୍ରେଲିଆର ଗ୍ରାମାଞ୍ଚଳରେ ବିମାନ ଦୁର୍ଘଟଣା, ୩ ଶିଶୁ ସମେତ ପାଇଲଟ ମୃତ

ସିଡନୀ,୭।୧୦: ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ଏକ ଗ୍ରାମାଞ୍ଚଳରେ ଶୁକ୍ରବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପୁରୁଷ ପାଇଲଟ ଏବଂ ତିନି ଜଣ ଶିଶୁଙ୍କ ମତ୍ୟୁ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଏହି ସୂଚନା ଦେଇଛି। ସାଇରସ...

ମର୍ମନ୍ତୁଦ ଦୁର୍ଘଟଣା: ୧୮ ମୃତ, ୨୯ ଆହତ

ମେକ୍ସିକୋ ସିଟି,୭।୧୦: ମେକ୍ସିକୋରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭେନେଜୁଏଲା ଏବଂ ହୈତିର ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଦୁଇ ମହିଳା ଏବଂ ତିନି ଶିଶୁଙ୍କ ସମେତ ମୋଟ ୧୮ ଜଣଙ୍କର ମୃତ୍ୟୁ...

ଭାରତୀୟ ବଂଶୋଦ୍ଭବ ଦମ୍ପତି, ୨ ପିଲାଙ୍କ ସନ୍ଦେହଜନକ ମୃତ୍ୟୁ

ନ୍ୟୁୟର୍କ,୬ା୧୦: ଆମେରିକାର ନ୍ୟୁଜର୍ସିିସ୍ଥିତ ଘରୁ ଭାରତୀୟ ବଂଶୋଦ୍ଭବ ଦମ୍ପତି ଓ ସେମାନଙ୍କ ଦୁଇ ପିଲାଙ୍କ ମୃତଦେହ ମିଳିଛି। ହତ୍ୟା ସନ୍ଦେହ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ବୁଧବାର ଅପରାହ୍ନ ୪ଟା ୩୦ରେ ତେଜପ୍ରତାପ ସିଂ (୪୩) ଓ ସୋନାଲ...

କରୋନା ଆତଙ୍କ: ନୂଆ ଭାରିଆଣ୍ଟରେ ସଂକ୍ରମିତ ହେଲେଣି ୨ହଜାରରୁ ଅଧିକ ଲୋକ

ସିଙ୍ଗାପୁର,୬।୧୦: କରୋନାର କରାଳ ରୂପ ଏପର୍ଯ୍ୟନ୍ତ ଥମି ନାହିଁ। କରୋନା ପୁଣି ଥରେ ସିଙ୍ଗାପୁରରେ ଆତଙ୍କ ସୃଷ୍ଟି କରିଛ। ପ୍ରତିଦିନ ଏଠାରେ ୨୦୦୦ମାମଲା ସାମ୍ନାକୁ ଆସୁଛି। ସିଙ୍ଗାପୁରର ସ୍ବାସ୍ଥ୍ୟମନ୍ତ୍ରୀ ଓଙ୍ଗ ୟେ କୁଙ୍ଗ ଶୁକ୍ରବାର ଚେତାବନୀ ଦେଇଛନ୍ତି, ଦେଶ କୋଭିଡ-୧୯ର...

ଅକ୍ଟୋବର ୨୧ରେ ପାକିସ୍ତାନ ଫେରିବେ ନଓ୍ବାଜ

ଇସଲାମାବାଦ,୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଦଳ ଅନୁମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ସେ ଅକ୍ଟୋବର ୨୧ରେ ଲଣ୍ଡନରେ ଆତ୍ମନିର୍ବାସନରୁ ତାଙ୍କ ଯୋଜନାବଦ୍ଧ ପ୍ରତ୍ୟାବର୍ତ୍ତନକୁ ବିଳମ୍ବ କରିପାରନ୍ତି। ଜାନୁୟାରୀରେ ହେବାକୁ ଥିବା ଆସନ୍ତା ସାଧାରଣ ନିର୍ବାଚନରେ ପାକିସ୍ତାନୀ ମୁସଲିମ...

ବିମାନ ଭିତରେ ଥିବା ଗ୍ରେନେଡ ବିସ୍ଫୋରଣରେ ପ୍ରିଗୋଝିନଙ୍କ ହୋଇଥିଲା ମୃତ୍ୟୁ, ସ୍ପଷ୍ଟ କଲେ ପୁଟିନ

ମସ୍କୋ,୬।୧୦: ଋଷିଆର ଘରୋଇ ସେନା ୱାଗନର୍‌ ଗ୍ରୁପ ମୁଖ୍ୟ ୟେଭେଗିନ ପ୍ରିଗୋଝିନଙ୍କ ମୃତ୍ୟୁକୁ ନେଇ ଏକ ବଡ ସୂଚନା ମିଳିଛି। ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରିଗୋଝିନଙ୍କ ମୃତ୍ୟୁର ସତ୍ୟତାକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରିଗୋଝିନଙ୍କ ମୃତ୍ୟୁ ଗ୍ରେନେଡ...

ମୁଣ୍ଡ ନୁଆଇଁଲା କାନାଡା, ୧୦ ଅକ୍ଟୋବର ପୂର୍ବରୁ ନିଜ କୂଟନୀତିଜ୍ଞଙ୍କୁ ପଠାଇଲା ଅନ୍ୟ ଦେଶକୁ

ଟରଣ୍ଟୋ,୬।୧୦: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଯୋଗୁଁ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ହୋଇଯାଇଛି। ଭାରତ ପକ୍ଷରୁ ଅଲ୍ଟିମେଟମ ଦେବା ପରେ କାନାଡା ଏହାର ଅଧିକାଂଶ କୂଟନୀତିଜ୍ଞଙ୍କୁ ଫେରାଇ ନେଇଛି। କାନାଡାର କୁଟନୀତିଜ୍ଞଙ୍କୁ...

ନିଜ ସମର୍ଥକଙ୍କ ସମର୍ଥନ ହରାଇଲେଣି ଟ୍ରୁଡୋ, ଭେଟିବାବେଳେ କିଛି ଏପରି କହିଲେ…

ଅଟାଓ୍ବା,୬।୧୦: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହରଦୀପ୍‌ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଦର୍ଶାଇ ଦିନକୁ ଦିନ ନିଜ ଦେଶରେ ସମର୍ଥନ ହରାଇଛନ୍ତି। ନିକଟରେ ଟରୋଣ୍ଟୋ ଗସ୍ତ ସମୟରେ ଟ୍ରୁଡୋ ତାଙ୍କ ସମର୍ଥକଙ୍କୁ ଭେଟିଥିଲେ। ଏହି ସମୟରେ...

ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଷ୍ଟକହୋମ,୬।୧୦: ଇରାନରେ ମହିଳା ଅଧିକାର ପାଇଁ ଲଢିଥିବା ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ହେଲେ ବର୍ତ୍ତମାନ ନର୍ଗିସ ଜେଲରେ ଅଛନ୍ତି। ମାନବ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ...

ଗାଁରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ: ୫୧ ମୃତ

କିଭ୍‌,୬ା୧୦: ୟୁକ୍ରେନ୍‌ ପୂର୍ବଭାଗରେ ଥିବା କୁପିଆନ୍‌ସ୍କ ସହର ନିକଟ ଏକ ଗାଁରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ୫୧ଜଣଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଯୁଦ୍ଧ ଆରମ୍ଭରୁ ଇତିମଧ୍ୟରେ ସାଧାରଣ ଲୋକଙ୍କ...

ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜଙ୍କ କାରକୁ ଆକ୍ରମଣ କଲେ ଉତ୍ୟକ୍ତ ଜନତା

ଲାହୋର,୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନୀ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ)ର ଅଧ୍ୟକ୍ଷ ଶେହବାଜ ସରିଫଙ୍କ କାର ଉପରେ କିଛି ଗୋଷ୍ଠୀ ଆକ୍ରମଣ କରିଛନ୍ତି। ଅସନ୍ତୋଷ ଜନତା ତାଙ୍କ କାର ଉପରେ ଆକ୍ରମଣ କରି ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri