ଅନ୍ତର୍ଜାତୀୟ

ୟୁକ୍ରେନ ଉପରେ ଡ୍ରୋନ ଆକ୍ରମଣ କଲା ରୁଷିଆ: ୬ ବର୍ଷର ଶିଶୁ ସମେତ ୪୯ ମୃତ

କିଭ୍‌,୫।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ ରୁଷିଆ ଗୁରୁବାର ୟୁକ୍ରେନର ଅନେକ ଅଞ୍ଚଳକୁ ଡ୍ରୋନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୬ ବର୍ଷର ଶିଶୁ ସମେତ ଅତି କମରେ ୪୯...

ସୂର୍ଯ୍ୟଗ୍ରହଣ ସମୟରେ ରକେଟ ମିଶନର ନେତୃତ୍ୱ ନେବେ ନାସାର ଭାରତବଂଶୀ ବିଜ୍ଞାନୀ

ଓ୍ବାଶିଂଟନ,୫।୧୦: ଅକ୍ଟୋବର ୧୪ରେ ସୂର୍ଯ୍ୟ ଗ୍ରହଣ ସମୟରେ ନାସାର ଭାରତୀୟ ମୂଳ ବୈଜ୍ଞାନିକମାନେ ଏକ ଗୁରୁତ୍ୱପୂର୍ଣ୍ଣ ମିଶନର ନେତୃତ୍ୱ ନେବେ। ମିଶନ ସମୟରେ ତିନୋଟି ରକେଟ ଉତକ୍ଷେପଣ କରାଯିବ। ଭାରତୀୟ ବୈଜ୍ଞାନିକ ଆରୋହ ବଡଜାତ୍ୟାଙ୍କ ନେତୃତ୍ୱରେ ଚନ୍ଦ୍ରଗ୍ରହଣ ପଥ (ଏପିଇପି)...

ଆମେରିକାର ଅକ୍ଷରଧାମ ମନ୍ଦିରରେ ଆୟୋଜନ ହେଲା ଅନ୍ତରଧାର୍ମିୟ ସଦ୍‌ଭାବନା ଦିବସ କାର୍ଯ୍ୟକ୍ରମ

ନ୍ୟୁ ଜର୍ସି,୫।୧୦: ସ୍ବତନ୍ତ୍ର ଦ୍ୱିତୀୟ ପର୍ଯ୍ୟାୟ ପ୍ରତିମା ଉତ୍ସର୍ଗ କାର୍ଯ୍ୟକ୍ରମ ନ୍ୟୁ ଜର୍ସିର ରୋବିନ୍ସଭିଲେ ସ୍ଥିତ ବିଏପିଏସ ସ୍ବାମୀନାରାୟଣ ଅକ୍ଷୟରଧାମ ମନ୍ଦିରରେ ମହନ୍ତସ୍ବାମୀ ମହାରାଜଙ୍କ ଉପସ୍ଥିତିରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭଗବାନ ଶ୍ରୀ ରାମ, ମାତା ସୀତା, ହନୁମାନ, ଲକ୍ଷ୍ମଣ,...

ନେପାଳର ଲକ୍ଷ୍ୟ ୧ ଅରବ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ କୈଳାସ ମାନସରୋବର ଯାତ୍ରାରେ ସୁବିଧା ପ୍ରଦାନ କରିବା

କାଠମାଣ୍ଡୁ,୫।୧୦: ହିନ୍ଦୁ ତୀର୍ଥଯାତ୍ରୀଙ୍କ ପାଇଁ ତିବ୍ଦତର କୈଲାସ ମାନସରୋବରରେ ପହଞ୍ଚିବା ପାଇଁ ସବୁଠାରୁ କମ ମାର୍ଗ ଉପରେ ନିର୍ଭର କରୁଥିବା ନେପାଳ ଚାଇନା ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରିବା ପରେ ୧ବିଲିୟନ ତୀର୍ଥଯାତ୍ରୀଙ୍କୁ ପବିତ୍ର ସ୍ଥାନକୁ ଆଣିବାକୁ ଯୋଜନା...

ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା

ଷ୍ଟକହୋମ,୫।୧୦: ସାହିତ୍ୟ ପାଇଁ ଗୁରୁବାର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ନରଓ୍ବେ ସାହିତି୍ୟକ ଜନ ଫୋସେଙ୍କୁ ତାଙ୍କର ଅଭିନବ ନାଟକ ଏବଂ ଗଦ୍ୟ, ଯାହା ଅଜ୍ଞାତର ସ୍ବର ହୋଇଯାଏ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତକାଲି କ୍ୱାଣ୍ଟମ୍‌...

ସାହିତ୍ୟ ପାଇଁ ଜନ ଫୋସେଙ୍କୁ ନୋବେଲ

ଷ୍ଟକହୋମ,୫।୧୦: ସାହିତ୍ୟ ପାଇଁ ୨୦୨୩ର ନୋବେଲ ପୁରସ୍କାର ଘୋଷଣା ହୋଇଛି। ନରଓ୍ବେ ଲେଖକ ଫୋସେଙ୍କୁ ତାଙ୍କ ନାଟକ ଓ ଗଦ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ବର୍ଷର ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ଜନ ଫୋସେ ଉପନ୍ୟାସକୁ...

ଜାପାନରେ ୬.୬ ତୀବ୍ରତାର ଭୂକମ୍ପ, ସୁନାମୀ ଆଲର୍ଟ

ଟୋକିଓ,୫।୧୦: ଜାପାନରେ ଗୁରୁବାର ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ବାହ୍ୟ ଦ୍ୱୀପପୁଞ୍ଜ ନିକଟରେ ସରକାର ସୁନାମି ଚେତାବନୀ ଦେବାକୁ ବାଧ୍ୟ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ଏକ ସମ୍ଭାବ୍ୟ...

ୟୁକ୍ରେନ ଉପରେ ପୁଣି ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

କିଭ୍‌,୫ା୧୦: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୟୁରୋପୀୟ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସ୍ପେନ ଯାତ୍ରା କରିଥିବା ବେଳେ ଏହି ସମୟରେ ରୁଷିଆ ୟୁକ୍ରେନ ଉପରେ ଅଧିକ ଡ୍ରୋନ ଆକ୍ରମଣ କରିଛି। ୟୁକ୍ରେନର ବାୟୁସେନା କହିଛି, ଦେଶର ବାୟୁ...

ଅଲିମ୍ପିକ୍ସ ପୂର୍ବରୁ ଫ୍ରାନ୍ସକୁ ଚିନ୍ତାରେ ପକାଇଛି ଛାରପୋକ, ଜାତୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ହେଲାଣି ଦାବି

ପ୍ୟାରିସ,୫।୧୦: ଆଜିକାଲି ବେଡବଗ ଛାରପୋକ ଆତଙ୍କ ସହ ଫ୍ରାନ୍ସ ସଂଘର୍ଷ କରୁଛି। ଫ୍ରାନ୍ସର ସବୁ ସ୍ଥାନରେ ଏହି ଛାରପୋକ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷକରି ଫ୍ରାନ୍ସର ପ୍ୟାରିସ ଏବଂ ମାର୍ସେଲ ସହର ଏହି ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଏହି...

ଜିମ୍ବାଓ୍ବେରେ ବ୍ୟାପୁଛି ଝାଡ଼ାବାନ୍ତି, ୧୦୦ ଲୋକଙ୍କର ଗଲାଣି ଜୀବନ

ହରାରେ,୫ା୧୦: ଜିମ୍ବାଓ୍ବେରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏଥିରେ ପ୍ରାୟ ୧୦୦ ଲୋକଙ୍କର ପ୍ରାଣହାନି ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ୨୦୧୮ଠାରୁ ଏବେ ସବୁଠୁ ଭୟଙ୍କର ପରିସ୍ଥିତି ବୋଲି ସରକାର କହିଛନ୍ତି। ଏଠାରେ ମୋଟ୍‌ ୪୦୬୯ଟି ସନ୍ଦିଗ୍ଧ ମାମଲା ରେକର୍ଡ କରାଯାଇଛି।...

ନିଜ ଇଚ୍ଛାରେ ଲିଙ୍ଗ ନିରୂପଣ କରିବା ଭୁଲ: ସୁନକ

ଇଂଲଣ୍ଡ,୫।୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଏହି ସମୟରେ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ଜଣେ ପୁରୁଷ ସର୍ବଦା ପୁରୁଷ ଏବଂ ଜଣେ ମହିଳା ଜଣେ ମହିଳା। ଏହା...

ସୀମା ପାର ଚୋରା ଚାଲାଣରେ ରହିଛି ପାକିସ୍ତାନ ସେନାର ସମ୍ପୃକ୍ତି: ପାକିସ୍ତାନ ଗୃହମନ୍ତ୍ରୀ

ଇସଲାମବାଦ,୫।୧୦: ପାକିସ୍ତାନର ମଧ୍ୟବର୍ତ୍ତୀକାଳୀନ ଗୃହମନ୍ତ୍ରୀ ସରଫରାଜ ବୁଗତି ଦେଶର ସେନା ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ସୀମା ପାର ଚୋରା ଚାଲାଣରେ ଖୋଦ୍‌ ପାକିସ୍ତାନ ସେନାର ହାତ ରହିଛି ବୋଲି ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri