ଅନ୍ତର୍ଜାତୀୟ

ଫ୍ରାନ୍ସରେ ଛାରପୋକ ଆତଙ୍କ, ସରକାରଙ୍କ ଚିନ୍ତା ବଢ଼ିଲା, ସୋସିଆଲ ମିଡିଆରେ ଭାଇରାଲ…

ପ୍ୟାରିସ,୨।୧୦ : ସମ୍ପ୍ରତି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଛାରପୋକ ଆତଙ୍କ ବଢ଼ିବାରେ ଲାଗିଛି। ଓଡଶ ଯୋଗୁ ଲୋକଙ୍କ ମାନସିକ ଶାନ୍ତି ବିପର୍ଯ୍ୟୟ ହୋଇପଡ଼ିଛି। ଏନେଇ ସରକାର ବହୁତ ଚିନ୍ତିତ ଏବଂ ଏହାକୁ ହଟାଇବା ପାଇଁ ତୁରନ୍ତ ପଦକ୍ଷେପ ନେଉଛନ୍ତି। ବାସ୍ତବରେ,...

ଆମେରିକାରେ ବିପଜ୍ଜନକ ମାନସିକ ସମସ୍ୟା ଆତଙ୍କ, କରୋନାଙ୍କ ପ୍ରଭାବରୁ ସୃଷ୍ଟି…

ନ୍ୟୁୟର୍କ,୨।୧୦ : ମାଉଣ୍ଟ ସାଇନା କୁଇନ୍ସର ଡାକ୍ତରମାନେ କହିଛନ୍ତି ନ୍ୟୁୟର୍କ ସହରର ବହୁ ବ୍ୟକ୍ତି ବିପଜ୍ଜନକ ମାନସିକ ସମସ୍ୟା ସହିତ ସ୍ତମ୍ବନ ସମସ୍ୟା ଏବଂ ମୁଣ୍ଡରୁ କେଶ ଝଡ଼ିବା ଦ୍ୱାରା ପ୍ରଭାବିତ ହେବାରେ ଲାଗିଛନ୍ତି। ଏନେଇ ଲୋକେ ାତଙ୍କିତ ହୋଇ...

ନଓ୍ବାଜଙ୍କ ସ୍ବଦେଶ ଫେରିବା ବାଟ କଣ୍ଟକିତ: ଜାମିନ ପାଇଁ କୋର୍ଟକୁ ଯିବ ପିଏମଏଲଏନ…

ଇସଲାମାବାଦ,୨।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ବଦେଶ ଫେରିବା ବାଟ କଣ୍ଟକିତ ହେବାରେ ଲାଗିଛି। ତାଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ନଓ୍ବାଜ ଦେଶକୁ ଫେରିବା ପାଇଁ ପ୍ରତ୍ୟେକ କୌଶଳ ଆପଣାଇବାକୁ ପ୍ରସ୍ତୁତ। ଏହାକୁ ଦୃଷ୍ଟିରେ...

ଜାତିଗତ ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇବାରେ ଫ୍ରେସ୍ନୋ ହେଲା ଦ୍ୱିତୀୟ ସହର…

ଫ୍ରେସ୍ନୋ ,୨।୧୦ : ଜାତିଗତ ଭେଦଭାବକୁ ନିଷିଦ୍ଧ କରିଥିବା କାଲିଫର୍ନିଆର ଫ୍ରେସ୍ନୋ ଆମେରିକାର ଦ୍ୱିତୀୟ ସହର ହୋଇପାରିଛି। ମ୍ୟୁନିସିପାଲିଟି କୋଡରେ ଦୁଇଟି ନୂତନ ବର୍ଗ ଯୋଡିବାକୁ ଏକ ପ୍ରସ୍ତାବକୁ ନଗର ପରିଷଦ ସର୍ବସମ୍ମତି କ୍ରମେ ଅନୁମୋଦନ କରିଛି। ଫେବୃଆରୀରେ, ସିଆଟେଲ...

ଲଣ୍ଡନରେ ‘ମହାଭାରତ’ର ସମସାମୟିକ ଥିଏଟର ମଞ୍ଚ…

ଲଣ୍ଡନ,୨।୧୦: ଲଣ୍ଡନରେ ‘ମହାଭାରତ’ର ସମସାମୟିକ ଥିଏଟର ମଞ୍ଚ ଆରମ୍ଭ ହୋଇଛି। ଏଥିରେ ଅନେକ ଭାରତୀୟ ସଙ୍ଗୀତ ଏବଂ ନୃତ୍ୟ କଳା ପ୍ରଦର୍ଶିତ ହେବ। ଚରିତ୍ରଗୁଡ଼ିକରେ ସାରା ବିଶ୍ୱରୁ ଅଭିନେତାମାନେ ସାମିଲ ହେବେ। ଏହି ମ୍ୟୁଜିକାଲ ଆସନ୍ତା ସପ୍ତାହରେ ବାରବିକାନ ଥିଏଟରରେ...

ଟ୍ରୁଡୋଙ୍କୁ ସମାଲୋଚନା କଲେ ଏଲନ ମସ୍କ…

ଓ୍ବାଶିଂଟନ, ୨।୧୦: ସ୍ପେସ ଏକ୍ସ ପ୍ରତିଷ୍ଠାତା ତଥା ଦୁନିଆର ଅନ୍ୟତମ ଧନୀ ଶିଳ୍ପପତି ଏଲନ ମସ୍କ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସମାଲୋଚନା କରିଛନ୍ତି। ମସ୍କ ଟ୍ରୁଡୋଙ୍କୁ ଲୋକଙ୍କ ବାକ ସ୍ବାଧୀନତାକୁ ଦମନ କରିଥିବା ଅଭିଯୋଗ କରିଛି। ବାସ୍ତବରେ, କାନାଡା...

ଓଲଟିଲା ଟ୍ରକ: ୧୦ ମୃତ,୨୫ ଆହତ

ମେକ୍ସିକୋ,୨।୧୦: ମେକ୍ସିକୋରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଦକ୍ଷିଣ ମେକ୍ସିକୋରେ ଏକ ଟ୍ରକ ଓଲଟି ପଡ଼ିବା ପରେ ୧୦ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ପ୍ରାୟ ୨୫ ଜଣ ଆହତ ହୋଇଥିଲେ। ଏହି ଘଟଣା ମେକ୍ସିକୋର...

ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କଲେ ବ୍ରିଟିଶ ସାଂସଦ

ଲଣ୍ଡନ/ଲକ୍ଷ୍ପୌ,୨।୧୦:ବ୍ରିଟେନ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସକ ପାଲଟିଛି। ସେଠାକାର ସଂସଦର ସଦସ୍ୟ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ବ୍ୟବସ୍ଥା ଯୋଗୁ ରାଜ୍ୟରେ ଆସିଥିବା ଶାନ୍ତି ପାଇଁ ପ୍ରଶଂସା କରୁଛନ୍ତି। ଏହି କ୍ରମରେ ବ୍ରିଟିଶ ସାଂସଦ ବିରେନ୍ଦ୍ର ଶର୍ମା ଉତ୍ତର ପ୍ରଦେଶର...

ଜୟଶଙ୍କର ହେଉଛନ୍ତି ଆଧୁନିକ ଭାରତ-ଆମେରିକା ସମ୍ପର୍କର ସ୍ଥପତି: ବାଇଡେନ ପ୍ରଶାସନ

ନ୍ୟୁୟର୍କ,୨।୧୦: ଆମେରିକାର ଅଧିକାରୀମାନେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପ୍ରଶଂସା କରିଛନ୍ତି। ବାଇଡେନ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଆଧୁନିକ ଆମେରିକା-ଭାରତ ସମ୍ପର୍କର ସ୍ଥପତି ଏବଂ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାରେ ଜୟଶଙ୍କର...

ୟୁକ୍ରେନକୁ ସମର୍ଥନ କରିବା ପାଇଁ ପଛଘୁଞ୍ଚା ଦେବ ନାହିଁ ଆମେରିକା: ବାଇଡେନ

ଓ୍ବାଶିଂଟନ୍‌,୨।୧୦: ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ବଢୁଥିବା ଘନିଷ୍ଠତା କାହାକୁ ଅଛପା ନାହିଁ। ଆମେରିକା ୟୁକ୍ରେନ ସର୍ବଦା ପ୍ରତି ପ୍ରତିବଦ୍ଧ ରହିଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି, ୟୁକ୍ରେନକୁ ସମର୍ଥନ କରିବା ପାଇଁ ୱାଶିଂଟନ ପଛଘୁଞ୍ଚା ଦେବ ନାହିଁ। ଆମେରିକାର ସଂସଦରେ...

ନାଇଟ୍‌କ୍ଲବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ମାଡ୍ରିଡ୍‌,୧ା୧୦: ସ୍ପେନ୍‌ର ଏକ ନାଇଟ୍‌କ୍ଲବ୍‌ରେ ରବିବାର ଭୋରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ପୋଡ଼ି ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ୪ ଜଣ ଗୁରୁତର ଅବସ୍ଥାରେ...

ନାଇଟ୍‌ କ୍ଲବ୍‌ରେ ମୃତକଙ୍କ ପାଇଁ ୩ ଦିନିଆ ଶୋକ ଘୋଷଣା କଲେ ମେୟର

ମାଡ୍ରିଡ୍‌,୧ା୧୦: ଦକ୍ଷିଣ ପୂର୍ବ ସ୍ପେନର ମୁର୍ସିଆର ଏକ ନାଇଟ୍‌ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣା ପରେ ନଗର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri