ଅନ୍ତର୍ଜାତୀୟ

ନ୍ୟୁଜିଲାଣ୍ଡରେ ୫.୬ ତୀବ୍ରତାର ଭୂକମ୍ପ

ଓ୍ବିଲିଂଟନ୍‌,୨୦।୯: ନ୍ୟୁଜିଲାଣ୍ଡରେ ବୁଧବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ନ୍ୟୁଜିଲ୍ୟାଣ୍ଡର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି କହିଛି ଯେ, ଭୂକମ୍ପରେ କୌଣସି ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ହୋଇନାହିଁ। ଆମେରିକାର...

ପାକିସ୍ତାନ ଭିକ ମାଗୁଛି, ଭାରତ ଚନ୍ଦ୍ରରେ

ଲାହୋର,୨୦।୯: ପାକିସ୍ତାନ ସାରା ବିଶ୍ୱରେ ବୁଲି ବୁଲି ସହାୟତା ପାଇଁ ହାତ ପତାଉଥିବାବେଳେ ଭାରତ ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ବା ସହ ଜି୨୦ ସମ୍ମିଳନୀ ଆୟୋଜନ କରିଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ କହିଛନ୍ତି। ପାକିସ୍ତାନର ବିପର୍ଯ୍ୟସ୍ତ ଆର୍ଥିକ ସ୍ଥିତି ପାଇଁ...

ଚାଇନାର ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ବହିଷ୍କୃତ

ବେଜିଂ,୨୦ା୯: ଚାଇନାର ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ କିନ୍‌ ଗାଙ୍ଗ୍‌ଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇଛି। ସେ ପୂର୍ବରୁ ଆମେରିକା ରାଷ୍ଟ୍ରଦୂତ ଥିବାବେଳେ ସେଠାରେ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖି ଏକ ପିଲାର ବାପା ହୋଇଥିବା ତଦନ୍ତରୁ ଜଣାପଡ଼ିବା...

ଖୁବ୍‌ଶୀଘ୍ର ଦେୟଯୁକ୍ତ ହେବ ‘ଏକ୍ସ’

ଓ୍ବାଶିଂଟନ,୨୦୯: ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ‘ଏକ୍ସ’ (ପୂର୍ବର ଟୁଇଟର) ଖୁବ୍‌ଶୀଘ୍ର ଏହାର ସମସ୍ତ ବ୍ୟବହାରକାରୀମାନଙ୍କ ପାଇଁ ପେଡ୍‌ ସାଇଟ୍‌ ହେବାକୁ ଯାଉଛି। ଅର୍ଥାତ୍‌ ୟୁଜରମାନଙ୍କୁ ଏଥିପାଇଁ ଅର୍ଥ ପୈଠ କରିବାକୁ ପଡ଼ିବ ବୋଲି ଏହାର ମାଲିକ ଏଲନ୍‌ ମସ୍କ ନିକଟରେ ସୂଚନା...

ଭାରତ ସହ ବିବାଦ ମଧ୍ୟରେ ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା କାନାଡା

ଓଟାଓ୍ବା/ନୂଆଦିଲ୍ଲୀ,୨୦।୯: ଖାଲିସ୍ତାନ ସମର୍ଥକ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର କାନାଡା ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। ଏଥିରେ କାନାଡା ନିଜ ଦେଶର ଲୋକଙ୍କୁ ଜମ୍ମୁ-କଶ୍ମୀର ଯାତ୍ରା ନ କରିବାକୁ...

ଆଜରବୈଜାନର କରାବାଖରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୬ ମୃତ, ଆର୍ମେନିଆ ମୁଣ୍ଡରେ ଅଠା…

ବାକୁ,୧୯।୯ : ମଙ୍ଗଳବାର ଆଜରବୈଜାନର କରାବାଖରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ସୂଚନା ପ୍ରଦାନ କରି ନ୍ୟୁଜ ଏଜେନ୍ସି ରଏଟର୍ସ କହିଛି ଆଜରବୈଜାନର ନାଗର୍ଣ୍ଣୋ-କରାବାଖ ଅଞ୍ଚଳରେ ଦୁଇଟି ପୃଥକ ଘଟଣାରେ ୬ ଜଣ ନାଗରିକଙ୍କର...

ଲିବିୟାରେ ପୁଣି ୨ ଡ୍ୟାମ ଯୋଗୁ ବିନାଶ ଆଶଙ୍କା, ମହାମାରୀ ଚେତାବନୀ ଦେଲା ଜାତିସଂଘ…

ତ୍ରିପୋଲି,୧୯।୯ : ସେପ୍ଟେମ୍ବର ୧୦ ରେ ଆଫ୍ରିକୀୟ ଦେଶ ଲିବିୟାରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ ୩,୯୫୮ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଭୂମଧ୍ୟସାଗରରେ ଥିବା ସାଇକ୍ଲୋନ ଡାନିଏଲ ଯୋଗୁଁ ଦୁଇଟି ଡ୍ୟାମ ଭାଙ୍ଗି ଡର୍ନା ସହରରେ ପ୍ରବଳ ବନ୍ୟା ପରିସ୍ଥିତି...

ଭୂମିକମ୍ପ ପରେ ସଙ୍କଟ: ମରୋକ୍କୋରେ ବଳାତ୍କାର, ଜବରଦସ୍ତ ବିବାହ ମାମଲାରେ ବୃଦ୍ଧି…

ରାବାତ,୧୯।୯ : ମରୋକ୍କୋରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ ମହିଳା ଅଧିକାର କର୍ମୀ ତଥା ସଂଗଠନମାନେ ସଜାଗ ରହିଛନ୍ତି। ଏହାର କାରଣ ହେଉଛି ମହିଳା ଏବଂ ଝିଇମାନଙ୍କ ବିଷୟରେ ଅନଲାଇନ ପୋଷ୍ଟ। ବାସ୍ତବରେ, ମରୋକ୍କୋର ଆଟଲାସ ପର୍ବତ ନିକଟରେ ସେପ୍ଟେମ୍ବର...

ଚାଇନାର ମୃତ୍ୟୁର ଖେଳ, ଯୁଦ୍ଧକ୍ଷେତ୍ରରେ କେହି ବି ରହିବେନି ଜୀବିତ…

ବେଜିଂ,୧୯।୯ : ସମଗ୍ର ବିଶ୍ୱରେ ବିଭିନ୍ନ ଦେଶର ସରକାର ଏବଂ ସୈନ୍ୟମାନେ ଚାଇନାର ଶସ୍ତା ଯୁଦ୍ଧ ଡ୍ରୋନ ସଂଗ୍ରହ କରୁଛନ୍ତି। ଏହା ସହିତ ଏହି ଡ୍ରୋନଗୁଡ଼ିକୁ ଯୁଦ୍ଧକ୍ଷେତ୍ରରେ ନିୟୋଜିତ କରାଯାଉଛି। ଏହି କାରଣରୁ, ବହୁ ପରିମାଣରେ ଲୋକଙ୍କୁ ହତ୍ୟା କରିବାର...

ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକିଲା ପାକିସ୍ତାନ…

ଇସଲାମାବାଦ/ଓ୍ବାଶିଂଟନ,୧୯।୯: ଏକ ରିପୋର୍ଟ ଦାବି କରାଯାଇଛି ପାକିସ୍ତାନ ୟୁକ୍ରେନକୁ ଯୋଗାଇବା ପାଇଁ ଗୁପ୍ତଚର ଚୁକ୍ତି ଅନୁଯାୟୀ ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିଛି। ଏହାର ପ୍ରତିବଦଳରେ ଅର୍ଥନୈତିକ ସଙ୍କଟରେ ଘେରି ରହିଥିବା ପାକିସ୍ତାନକୁ ଆଇଏମଏଫ ଏକ ବେଲ ଆଉଟ ପ୍ୟାକେଜ ପ୍ରଦାନ...

ରୁଷିଆ ଯାତ୍ରା ସାରି ସ୍ବଦେଶ ଫେରିଲେ କିମ

ସିଓଲ,୧୯।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ରୁଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ଉତ୍ତର କୋରିଆ ପକ୍ଷରୁ ଏହି ସୂଚନା ଦିଆଯାଇ କୁହାଯାଇଛି କି ରୁଷିଆ ଯାତ୍ରା ଶେଷ କରି କିମ ସ୍ବଦେଶ ଫେରି ଆସିଛନ୍ତି। ଏହି...

ହରଦୀପ ସିଂହ ନିଜ୍ଜର କିଏ? ଯାହାଙ୍କ ପାଇଁ ଭାରତ ସହ ସମ୍ପର୍କ ଖରାପ କରୁଛି କାନାଡା, ୧୦ ଲକ୍ଷର ପୁରସ୍କାର ରାଶି ହୋଇଥିଲା ଘୋଷଣା…

ନୂଆଦିଲ୍ଲୀ,୧୯।୯: ଜଣେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଯୋଗୁ ଭାରତ ସହ ମଧୁର ସମ୍ପର୍କ ଖରାପ କରୁଛି କାନାଡା। ଦେଶରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଲୋକପ୍ରିୟତା କମିବାରେ ଲାଗିଛି। ଅପରପକ୍ଷେ ଆତଙ୍କବାଦୀ ଗତିବିଧିକୁ ନେଇ ଭାରତ କାନାଡା ସରକାରଙ୍କୁ କଟାକ୍ଷ କରିଥିବା ଯୋଗୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri