ଅନ୍ତର୍ଜାତୀୟ

ଶିକ୍ଷାର୍ଥିଙ୍କ ଭିଜା ମହଙ୍ଗା କରିବ ବ୍ରିଟେନ, ୧୨୭ ପାଉଣ୍ଡରୁ ୪୯୦ ପାଉଣ୍ଡକୁ ବୃଦ୍ଧି ପାଇବ…

ଲଣ୍ଡନ,୧୬।୯ : ଭାରତରୁ ବହୁ ସଂଖ୍ୟକ ଛାତ୍ର ଅଧ୍ୟୟନ ପାଇଁ ବ୍ରିଟେନକୁ ଯାଆନ୍ତି । ଆସନ୍ତା ମାସରୁ ସେମାନଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇବାକୁ ଯାଉଛି। ବ୍ରିଟିଶ ସଂସଦରେ ଅଣା ଯାଇଥିବା ବିଲ ଅନୁଯାୟୀ, ଛାତ୍ର ଭିଜା ପାଇଁ ଆବେଦନ...

ନାଇଜରରେ ଖାଦ୍ୟଭାବ,ଭୋକରେ ୧୦ଲକ୍ଷ ଲୋକ

ନାଇରୋବି,୧୬।୯: କ୍ଷମତାସୀନ ସରକାରଙ୍କୁ ହଟାଇ ସେନା ନାଇଜରକୁ ଦଖଲ କରି ସାରିଛି। ନାଇଜରରେ ଏବେ ସାମରିକ ଶାସନ ଚାଲିଛି। ହେଲେ ଦେଶରେ ଏବେ ଖାଦ୍ୟ ଶସ୍ୟ ସରିଯିବା ଯୋଗୁ ଖାଦ୍ୟ ସମସ୍ୟା ଦେଖାଯାଇଛି। ଡାଲି, ଚାଉଳ ଠାରୁ ଆରମ୍ଭ କରି...

ପାକିସ୍ତାନର ଆର୍ଥିକ ସ୍ଥିତି ସଙ୍କଟ ଜନକ, ଆତଙ୍କବାଦୀଙ୍କ ପାଖକୁ ଟଙ୍କା ଆସୁଛି କିପରି?…

ଇସଲାମାବାଦ,୧୬।୯ : ପାକିସ୍ତାନର ଅର୍ଥନୀତି ଖରାପ ହେବାରେ ଲାଗିଛି। ଦେଶରେ ଗତ ୩ ମାସ ଧରି ନିଜ କର୍ମଚାରୀଙ୍କୁ ଦରମା ଦେବାରେ ସକ୍ଷମ ନୁହଁ। ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଛି। ଋଣ ଉପରେ ସୁଧ ଦେବାକୁ ମଧ୍ୟ ଟଙ୍କା ନାହିଁ। ଦେଶ...

ପାକିସ୍ତାନ ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛନ୍ତି ମାଫିଆ: ଆଇବି ରିପୋର୍ଟ

ଇସଲାମବାଦ,୧୬।୯: ପାକିସ୍ତାନ ଏବେ ରାଜନୈତିକ ଓ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ଗତି କରୁଛି। ଦେଶର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଏକ ସମ୍ବେଦନଶୀଳ ରିପୋର୍ଟରୁ ଜଣାପଡିଛି ଯେ ମାଫିଆ ଦେଶର ଅର୍ଥନୀତିକୁ କିପରି କ୍ଷତି ପହଞ୍ଚାଉଛି। ଚୋରା ଚାଲାଣ, ଟିକସ ଫାଙ୍କିବା,...

ଜାହ୍ନବୀ ମୃତ୍ୟୁ ମାମଲା: ଅଭିଯୁକ୍ତ ପୋଲିସକୁ ସୁରକ୍ଷା ଦେଉଛି ଆମେରିକା ପୋଲିସ

ଓ୍ବାଶିଂଟନ୍‌,୧୬।୯: ଚଳିତ ବର୍ଷ ଜାନୁଆରୀରେ ଆମେରିକାରେ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲା ପୋଲିସ ଗାଡିରେ ଧକ୍କା ହୋଇ ମୃତ୍ୟୁବରଣ କରିଛନ୍ତି। ଏହାକୁ ନେଇ ସିଏଟେଲ ପୋଲିସ ଅଧିକାରୀ ଗିଲ୍ଡ ନିଜ ବିଭାଗର ଅଧିକାରୀ କେଭିନ ଡେଭଙ୍କୁ ସୁରକ୍ଷା ଦେଇ ଗଣମାଧ୍ୟମରେ...

ଜାହ୍ନବୀଙ୍କୁ ମରଣୋତ୍ତର ମାଷ୍ଟର ଡିଗ୍ରୀରେ ସମ୍ମାନୀତ କରିବ ୟୁନିଭର୍ସିଟି

ଓ୍ବାଶିଂଟନ,୧୬।୯: ଆମେରିକାରେ ଭାରତୀୟ ମୂଳବାସିନ୍ଦା ଜାହ୍ନବୀ କାଣ୍ଡୁଲାଙ୍କର ଏକ କାର ଧକ୍କାରେ ମୃତ୍ୟୁ ହୋଇଛି। ଅନୁସନ୍ଧାନକାରୀ ସଂସ୍ଥା ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛନ୍ତି। ଏହି ସମୟରେ ଉତ୍ତର-ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର କୁଳପତି ଘୋଷଣା କରିଛନ୍ତି ଯେ ଭାରତୀୟ ଛାତ୍ରୀ ଜାହ୍ନଭୀ...

ଲିବିୟା ସମୁଦ୍ରକୂଳରେ ୧୦୦କିମି ପର୍ଯ୍ୟନ୍ତ ଭାସୁଛି ମୃତଦେହ,ମହାମାରୀ ବ୍ୟାପିବା ଆଶଙ୍କା…

ତ୍ରିପୋଲି,୧୬।୯: ଲିବିୟାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ସମୁଦ୍ର କୂଳରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ମୃତଦେହଗୁଡ଼ିକ ଭାସୁଛି। ହଜାର ହଜାର ଲୋକ ନିଖୋଜ ଅଛନ୍ତି। ଫଳରେ ଲିବିଆରେ ବନ୍ୟା ପରେ ବର୍ତ୍ତମାନ ମହାମାରୀ ହେବାର ଆଶଙ୍କା ଦେଖାଦେଇଛି। ଲିବିୟାରେ ବନ୍ୟା ପରିସ୍ଥିତି...

ଭାରତରେ ପେଟ୍ରୋଲ ଶସ୍ତା ହେବ କି ମହଙ୍ଗା ନିଷ୍ପତ୍ତି ନେବ ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୬।୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱବଜାରରେ ତେଲ ଦର ପ୍ରାୟ ୯୪ ଡଲାର ଅର୍ଥାତ୍‌ ଭାରତୀୟ ମୂଲ୍ୟରେ ୭କୋଟି ୮୧୦.୪୯ ଟଙ୍କା ରହିଛି। ସେପ୍ଟେମ୍ବର ୧୫ରେ ଅନୁଷ୍ଠିତ ବାଣିଜ୍ୟ ଅଧିବେଶନ ବେଳେ ଏହାର...

ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ କିମ୍‌

ମସ୍କୋ,୧୬।୯: ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ ଉନ୍‌ ଶନିବାର ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗଇ ଶୋଇଗୁଙ୍କୁ ଭେଟିଛନ୍ତି। କିମ୍‌ଙ୍କୁ ପ୍ରିଓବ୍ରାଜେନସ୍କି ରେଜିମେଣ୍ଟ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। କୁହାଯାଉଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ନିମନ୍ତ୍ରଣରେ...

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଲିଟର ପିଛା ୩୩୧ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ

ଇସଲାମବାଦ,୧୬।୯: ପଡୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଭୁଶୁଡିବାରେ ଲାଗିଛି। ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲର ଦର ପୁଣି ବୃଦ୍ଧି ପାଇଛି। ଦେଶରେ ପେଟ୍ରୋଲ ଦର ୨୬.୦୨ଟଙ୍କା ବୃଦ୍ଧି ପାଇ ଲିଟର ପିଛା ୩୩୧.୩୮ ଟଙ୍କାରେ ପହଞ୍ଚିଛି। ସେହିପରି...

ୟୁଏଇ ନକ୍ସାରେ ପିଓକେକୁ ଭାରତର ଅଂଶ ଭାବେ ଦର୍ଶାଇବା ଉପରେ ପାକିସ୍ତାନ ନାରାଜ

ଇସଲାମାବାଦ, ୧୬।୯: ୟୁଏଇ ମନ୍ତ୍ରୀ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରରେ ଏକ ଭିଡିଓ କ୍ଲିପ ଶେୟାର କରିବା ପରେ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି, ଯେଉଁଥିରେ ପୂରା କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କଶ୍ମୀରକୁ ଭାରତର ଏକ ଅଂଶ ଭାବରେ ଦର୍ଶାଉଥିବା...

ପ୍ରତିରକ୍ଷା ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲା ଚାଇନା

ବେଜିଂ,୧୬।୯: ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଦୀର୍ଘ ଦିନ ଧରି ନିଖୋଜ ଅଛନ୍ତି। ତେବେ ତାଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ପ୍ରସଙ୍ଗରେ ନୀରବ ଅଛନ୍ତି। ଏକ ଅନ୍ତର୍ଜାତୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri