ଅନ୍ତର୍ଜାତୀୟ

୯ ଦିନ ପରେ ଖୋଲିଲା ଆଫଗାନିସ୍ତାନ-ପାକିସ୍ତାନ ସୀମା

କାବୁଲ,୧୫ା୯: ଦୀର୍ଘ ୯ ଦିନ ବନ୍ଦ ରହିବା ପରେ ଶୁକ୍ରବାର ଆଫଗାନିସ୍ତାନ-ପାକିସ୍ତାନର ମୁଖ୍ୟ ସୀମା ପୁଣି ଥରେ ଖୋଲାଯାଇଛି। ଦୁଇ ସପ୍ତାହର ସୈନ୍ୟବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ଗତ ସପ୍ତାହରୁ ପଡ଼ୋଶୀ ଦେଶ ମଧ୍ୟରେ ଥିବା ଟୋର୍କହମ ସୀମା...

ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ୟୁଏଇର ଉପ-ପ୍ରଧାନମନ୍ତ୍ରୀ ଜାରି କଲେ ନକ୍ସା

ଅବୁଧାବି/ନୂଆଦିଲ୍ଲୀ,୧୫।୯: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆଉ ନିଜର ବନ୍ଧୁତ୍ୱପୂର୍ଣ୍ଣ ଦେଶର ସମର୍ଥନ ପାଇବ ନାହିଁ। ପାକିସ୍ତାନର ନିକଟବର୍ତ୍ତୀ ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ବୀକାର କରିଛି। ଏଥିପାଇଁ ସଂଯୁକ୍ତ...

ଦୁଇ ସପ୍ତାହ ହେଲା ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଗାଏବ, ନଜରବନ୍ଦୀ ଆଶଙ୍କା କଲେ ଆମେରିକା ରାଷ୍ଟ୍ରଦୂତ

ଟୋକିଓ,୧୫ା୯: ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରହମ ଇମାନୁଏଲ ଶୁକ୍ରବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ପଚାରିଛନ୍ତି ଯେ, ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନଜରବନ୍ଦୀ ରଖାଯାଇଛି କି? ରାଷ୍ଟ୍ରଦୂତ କହିଛନ୍ତି, ଏହା ଗତ ଦୁଇ ସପ୍ତାହ ମଧ୍ୟରେ ଚାଇନାବାସୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ...

୩୭ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇବ ଆମେରିକା, ରୁଷିଆକୁ ସହାୟତା କରୁଥିବା କମ୍ପାନୀ ମଧ୍ୟ ଏଥିରେ ସାମିଲ

ଓ୍ବାଶିଂଟନ୍‌,୧୫।୯: ଆମେରିକା ଏବଂ ରୁଷିଆ ମଧ୍ୟରେ ବିଦ୍ରୋହ ଜାରି ରହିଛି। ବର୍ତ୍ତମାନ ଆମେରିକା ୩୭ଟି ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି। ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ରୁଷିଆର ଶକ୍ତି ଉତ୍ପାଦନ ବୃଦ୍ଧି ଏବଂ ଭବିଷ୍ୟତରେ ରପ୍ତାନି କ୍ଷମତା ବୃଦ୍ଧି କରୁଥିବା...

ଲିବ୍ୟାର ପ୍ରଳୟଙ୍କରୀ ବନ୍ୟାରେ ଫସିରହିଥିବା ୪ ଭାରତୀୟଙ୍କୁ ପଠାଗଲା ଭାରତ

ତିରପୋଲି,୧୫।୯: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଲିବ୍ୟାରେ ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି। ଏହି କାରଣରୁ ୫୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ଭାରତୀୟ ଦୂତାବାସ ସୁରକ୍ଷିତ ଭାବେ ଲିବ୍ୟାରେ ଫସି ରହିଥିବା ଚାରି ଜଣ ଭାରତୀୟଙ୍କୁ...

ଭାରତର ଧାର୍ମିକ ସ୍ବାଧୀନତା ଉପରେ ଶୁଣାଣି କରିବ ଆମେରିକା ଆୟୋଗ

ଓ୍ବାଶିଂଟନ୍‌,୧୫।୯: ଆସନ୍ତା ସପ୍ତାହରେ ଭାରତରେ ଧାର୍ମିକ ସ୍ବାଧୀନତା ଉପରେ ଆମେରିକାର ସଂଘୀୟ ଆୟୋଗ ଏକ ଶୁଣାଣି କରିବେ। ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଆୟୋଗ (ୟୁଏସ୍‌ସିଆଇଆରଏଫ୍‌) ଏହି ଘୋଷଣା କରିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଜୋ ବାଇଡେନଙ୍କ...

ଏଲିଏନ୍‌ଙ୍କ ପ୍ରମାଣ ନାହିଁ

ଓ୍ବାଶିଂଟନ,୧୫।୯:ଅଜଣା ଉଡ଼ନ୍ତା ବସ୍ତୁ(ଏଲିଏନ୍‌) ସମ୍ପର୍କିତ ଅଧ୍ୟୟନ ପାଇଁ ନୂଆ ବୈଜ୍ଞାନିକ କୌଶଳର ଆବଶ୍ୟକତା ରହିଛି। ଅତ୍ୟାଧୁନିକ ସାଟେଲାଇଟ୍‌ ବ୍ୟବହାର କରି ୟୁଏଫ୍‌ଓ ସମ୍ପର୍କରେ ଅଧିକ ଗବେଷଣା କରାଯିବା ଜରୁରୀ ବୋଲି ଗୁରୁବାର ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ସ୍ପଷ୍ଟ...

ଆମେରିକାର ୨ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ରୁଷିଆ, ୭ ଦିନ ଭିତରେ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ

ମସ୍କୋ,୧୫।୯: ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଆମେରିକାର ଦୁଇ କୂଟନୀତିଜ୍ଞଙ୍କୁ ସାତ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହି କୂଟନୀତିଜ୍ଞମାନେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି, ରୁଷିଆରେ ଆମେରିକାର...

ଆମେରିକା ଗସ୍ତରେ ଯିବେ ୟୁକ୍ରେନ ରାଷ୍ଟ୍ରପତି

କିଭ୍‌,୧୫।୯: ଆସନ୍ତା ସପ୍ତାହରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ଗସ୍ତ କରିବେ। ରୁଷିଆ ସହ ଚାଲିଥିବା ଯୁଦ୍ଧ ବିଷୟରେ ସେ ଆମେରିକା ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ଜେଲେନସ୍କି ଗୁରୁବାର ହ୍ବାଇଟ ହାଉସରେ ଆମେରିକାର ରାଷ୍ଟ୍ରପତି...

ଶାନ୍ତି ହେଉଛି ଭାରତର ସମୃଦ୍ଧ ଇତିହାସର ମୂଳଦୁଆ: ରୁଚିରା କାମ୍ବୋଜ

ନ୍ୟୁୟର୍କ,୧୫।୯: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ମହାତ୍ମା ଗାନ୍ଧୀଙ୍କୁ ଅହିଂସାର ଚାମ୍ପିଅନ ବୋଲି ବର୍ଣ୍ଣନା କରିଛନ୍ତି। ଆମେରିକାର ନ୍ୟୁୟର୍କରେ ଏକ ଶାନ୍ତି ଆଲୋଚନା କାର୍ଯ୍ୟକ୍ରମରେ ରୁଚିରା ଭାରତର ପକ୍ଷ ଉପସ୍ଥାପନ କରିଥିଲେ। ଏହି ସମୟରେ ସେ...

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଢିଲା ସମସ୍ୟା: ପୁଅ ହଣ୍ଟର୍‌ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ୍‌,୧୫।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଡୁଆ ବଢିବାରେ ଲାଗିଛି। ଫେଡେରାଲ ଫାୟାରଆର୍ମସ ଅଭିଯୋଗରେ ରାଷ୍ଟ୍ରପତିଙ୍କ ପୁଅ ହଣ୍ଟର୍‌ ବାଇଡେନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ହଣ୍ଟର୍‌ଙ୍କ ବିରୋଧରେ ଅନୁସନ୍ଧାନ ଦୀର୍ଘ ଦିନ ଧରି ଚାଲିଆସୁଛି। ଏହାପୂର୍ବରୁ ଆମେରିକା ସଂସଦର ବାଚସ୍ପତି...

କିମ୍‌ଙ୍କ ସହ ଭଉଣୀ ମଧ୍ୟ ଯାଇଛନ୍ତି ରୁଷିଆ

ମସ୍କୋ,୧୪।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ରୁଷିଆ ଗସ୍ତରେ ଅଛନ୍ତି। ସେ ବୁଧବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଏକ ଶିଖର ସମ୍ମିଳନୀରେ ସାମିଲ ହୋଇଥିଲେ। ଏହି ଗସ୍ତ ସମୟରେ କିମ୍‌ଙ୍କ ସାନ ଭଉଣୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri