ଅନ୍ତର୍ଜାତୀୟ

ଏଲନ୍‌ ମସ୍କଙ୍କୁ କଡ଼ା ସମାଲୋଚନା କଲା ତାଇଓ୍ବାନ

ତାଇପେ,୧୪ା୯: ତାଇଓ୍ବାନର ବୈଦେଶିକ ମନ୍ତ୍ରଣାଳୟ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲା ମାଲିକ ଏଲନ୍‌ ମସ୍କଙ୍କୁ କଡ଼ା ସମାଲୋଚନା କରିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ତାଇଓ୍ବାନ ବିକ୍ରି ପାଇଁ ନୁହେଁ କି ଚାଇନାର ଅଂଶ...

ବିରୋଧ ପ୍ରଦର୍ଶନବେଳେ ଗାଜା ସୀମାରେ ବିସ୍ଫୋରଣ, ୫ପାଲେଷ୍ଟାଇନ ନାଗରିକ ମୃତ

ଗାଜା,୧୪।୯: ଅନେକ ପାଲେଷ୍ଟାଇନ ନାଗରିକ ଇସ୍ରାଏଲର ଜେଲରେ ଥିବାରୁ ଇସ୍ରାଏଲ ଏବଂ ଗାଜା ସୀମାରେ ଗତ କିଛି ମାସ ଧରି ଶାନ୍ତିପୂର୍ଣ୍ଣ ବିେରୋଧ ପ୍ରଦର୍ଶନ ହେଉଥିଲା। କିନ୍ତୁ ଧିରେ ଧିରେ ତାହା ତୀବ୍ର ହେବାକୁ ଲାଗିଲା। ତେବେ ବୁଧବାର ବିସ୍ଫୋରଣରେ...

ପୁଣି କର୍ମଚାରୀ ଛଟେଇ କଲା ଆଲଫାବେଟ

କାଲିଫର୍ନିଆ,୧୪।୯: ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ପୁଣି ଥରେ କର୍ମଚାରୀମାନଙ୍କୁ ଛଟେଇ କରିଛି। ନିଯୁକ୍ତିରେ ଚାଲିଥିବା ମନ୍ଥର ଗତିର ଏକ ଅଂଶ ଭାବରେ ବିଶ୍ୱସ୍ତରୀୟ ନିଯୁକ୍ତି ଟିମ୍‌ ମଧ୍ୟରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।...

ଆମେରିକାରେ ପୋଲିସ ଅଧିକାରୀଙ୍କ ଗାଡିରେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ, କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ଓ୍ବାଶିଂଟନ୍‌,୧୪।୯: ଆମେରିକାର ସିଆଟେଲରେ ଚଳିତ ବର୍ଷ ଜାନୁଆରୀରେ ପୋଲିସ ଗାଡି ସହ ମୁହାଁମୁହିଁ ଧକ୍କା ହେବାରୁ ଭାରତୀୟ ୨୩ବର୍ଷିୟା ଛାତ୍ରୀ ଜାନଭୀ କାଣ୍ଡୁଲାଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୋଲିସ ଅଧିକାରୀ ହସିବା ସହ ଛାତ୍ରୀଙ୍କ ମୃତ୍ୟୁକୁ ପରିହାସ କରିଥିଲେ। ଏହି...

ରାଷ୍ଟ୍ରପତି କିଛି ଭୁଲ କରି ନାହାନ୍ତି: ମହାଭିଯୋଗ ନେଇ କହିଲା ହ୍ବାଇଟ ହାଉସ…

ଓ୍ବାଶିଂଟନ,୧୪।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବର୍ତ୍ତମାନ ଜୋ ବାଇଡେନ ମଧ୍ୟ ଅସୁବିଧାରେ ଥିବା ଜଣାପଡିଛି। ତାଙ୍କ ବିରୋଧରେ ମହାଭିଯୋଗ ଯାଞ୍ଚ୍‌ ଆରମ୍ଭ କରିବା ପ୍ରସ୍ତାବକୁ ଆମେରିକା ସଂସଦର ବାଚସ୍ପତି କେଭିନ ମ୍ୟାକକାର୍ଥି ଅନୁମୋଦନ କରିଛନ୍ତି।...

ଫୁଜିଆନ – ତାଇୱାନ ଏକୀକରଣ ପାଇଁ ଚାଇନାର ଯୋଜନା, ତାଇୱାନର ସାଂସଦ ଏହାକୁ କହିଲା ହାସ୍ୟାସ୍ପଦ…

ବେଜିଂ/ତାଇପେଇ,୧୪।୯ : ତାଇୱାନ ବିରୋଧରେ ଚାଇନା ପୁଣି ଥରେ ସାମରିକ ଚାପ ପ୍ରୟୋଗ ଆରମ୍ଭ କରିଛି। ଚୀନ ଏହାର ଉପକୂଳ ପ୍ରଦେଶ ଫୁଜିଆନ ଏବଂ ତାଇୱାନ ମଧ୍ୟରେ ଏକୀକରଣକୁ ଗଭୀର କରିବାକୁ ଯୋଜନା ଜାରି କରିଛି। ଏହା ବ୍ୟତୀତ ଚୀନ...

ଆମେରିକା-ତାଲିବାନ ସମ୍ପର୍କ ସୁଧାର ଉପରେ ଗୁରୁତ୍ୱାରୋପ, ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ…

ଓ୍ବାଶିଂଟନ/କାବୁଲ,୧୪।୯ : ବର୍ତ୍ତମାନ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଛି। ଆମେରିକାର ସ୍ବତନ୍ତ୍ର ଦୂତ ଥୋମାସ ୱେଷ୍ଟ ଏକ ରିପୋର୍ଟ ଉପସ୍ଥାପନ କରି ଅନ୍ତର୍ଜାତୀୟ ସମ୍ପ୍ରଦାୟ ସହ ସମ୍ପର୍କ ଗଢ଼ିବାରେ ବାଧା ସୃଷ୍ଟି କରୁଥିବା ଗୁରୁତର ଆହ୍ବାନକୁ ଦର୍ଶାଇଛନ୍ତି। ସ୍ବତନ୍ତ୍ର ଦୂତଙ୍କ...

ଭାରତ ଆମେରିକା ପାରସ୍ପରିକ ସହଯୋଗ ହୋଇଛି ଗତିଶୀଳ: ଆଣ୍ଟୋନି ବ୍ଲିଙ୍କେନ…

ଓ୍ବାଶିଂଟନ,୧୪।୯ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଜନ ହପକିନ୍ସ ସ୍କୁଲ ଅଫ ଆଡଭାନ୍ସ ଇଣ୍ଟରନ୍ୟାଶନାଲ ଷ୍ଟଡିଜରେ ପହଞ୍ଚିଛନ୍ତି। ଏହି ସମୟରେ ସେ କହିଥିଲେ ଆମ ସମୟର କଠିନ ଆହ୍ବାନର ମୁକାବିଲା ପାଇଁ ଆମେ ଏକ ନୂତନ ମିଳିତ...

ୟୁକ୍ରେନ ଆକ୍ରମଣରେ ୨ ରୁଷିଆ ଯୁଦ୍ଧପୋତ କ୍ଷତିଗ୍ରସ୍ତ…

କିଭ୍‌/ମସ୍କୋ,୧୪।୯ : ବୁଧବାର, ୟୁକ୍ରେନ ରୁଷିଆର କ୍ରାଇମବ୍ରାଞ୍ଚର ଏକ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜାହାଜ ଘର ଉପରେ ଆକ୍ରମଣ କରିଛି। ଏଥିରେ ୨୪ ଜଣ ଆହତ ହୋଇଛନ୍ତି। ମରାମତି ପାଇଁ ଅଣାଯାଇଥିବା ଦୁଇଟି ଜାହାଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେଭାଷ୍ଟୋପୋଲ ଜାହାଜ...

କିମ୍‌-ପୁଟିନ ଭେଟ ନେଇ ଚିନ୍ତାରେ ଆମେରିକା…

ଓ୍ବାଶିଂଟନ,୧୪।୯: ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ନେଇ ଆମେରିକା ନିନ୍ଦା କରିଛି। ଚିନ୍ତାଗ୍ରସ୍ତ ଆମେରିକା ଉଭୟ ଦେଶକୁ ଚେତାବନୀ ଦେଇଛି। ଆମେରିକା ବୈଦେଶିକ ବିଭାଗ କହିଛି...

କିମ୍‌ଙ୍କ ମହତ୍ତ୍ୱାକାଂକ୍ଷାରେ ଡେଣା

ମସ୍କୋ/ସିଓଲ,୧୪ା୯: ୧୯୫୦-୫୩ର କୋରୀୟ ଯୁଦ୍ଧ ବେଳେ ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆ ଆକ୍ରମଣ କରିଥିଲା। ସେହି ସମୟରେ ସୋଭିଏଟ୍‌ ସଂଘ ଉତ୍ତର କୋରିଆକୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବିମାନ ଯୋଗାଇଦେଇଥିଲା। ସେବେଠୁ ଅନେକ ଦଶନ୍ଧି ଧରି ସୋଭିଏଟ୍‌ର ଅର୍ଥନୀତି ଉପରେ...

‘ଜି-୨୦ ଘୋଷଣାପତ୍ର ମୋଦିଙ୍କ ନିପୁଣତା’

ନ୍ୟୁୟର୍କ/ନୂଆଦିଲ୍ଲୀ,୧୩ା୯: ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ଡେନିସ୍‌ ଫ୍ରାନ୍ସିସ ଭାରତକୁ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଜାରି ହୋଇଥିବା ମିଳିତ ବିବୃତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଦଳର କୂଟନୈତିକ ଦକ୍ଷତା ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri