ଅନ୍ତର୍ଜାତୀୟ

ପିଓକେରେ ପ୍ରଦର୍ଶନ: ଆମକୁ ପାକିସ୍ତାନ କବଳରୁ ମୁକ୍ତି ଦିଅ ମୋଦି…

ଇସଲାମାବାଦ,୧୧।୯ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରହୁଥିବା ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ କବଳରୁ ସେମାନଙ୍କୁ ମୁକ୍ତି ଦେବାକୁ ଦାବି କରିଛନ୍ତି। ସମ୍ପ୍ରତି ପିଓକେରେ ପାକିସ୍ତାନ ବିରୋଧୀ ପ୍ରଦର୍ଶନ ଜାରି ରହିିଛି। ଆକାଶଛୁଆଁ ମୁଦ୍ରାସ୍ଫୀତି, ଖାଦ୍ୟ ଅଭାବ ଏବଂ...

ଖାଇବର ପାସ୍ତୁନଖ୍ବାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ୭ ଆତଙ୍କବାଦୀ ନିହତ…

ଇସଲାମାବାଦ,୧୧।୯ : ପାକିସ୍ତାନର ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟର ରେ ୭ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ୬ ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି। ଚିତ୍ରାଲ ଜିଲାରେ ଏହି...

ମଙ୍ଗଳରେ ଅମ୍ଳଜାନ ପ୍ରସ୍ତୁତି ମିଶନ ସଫଳ

ଓ୍ବାଶିଂଟନ,୧୧।୯: ମଙ୍ଗଳ ଗ୍ରହ ବିଷୟରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ବୈଜ୍ଞାନିକମାନଙ୍କ ଚେଷ୍ଟା ଜାରି ରହିଛି। ସୌରମଣ୍ଡଳରେ ଏହା ପୃଥିବୀର ନିକଟତମ ଗ୍ରହ ବୋଲି କୁହାଯାଉଛି। କିଛି ନିୟୁତ ବର୍ଷ ପୂର୍ବେ ଏଠାରେ ଜୀବଜଗତ ରହିଥିବା କୁହାଯାଉଥିଲା। କିନ୍ତୁ...

ସୁଦାନର ରାଜଧାନୀ ଖାର୍ତୁମ ଉପରେ ଡ୍ରୋନ ଆକ୍ରମଣ: ୪୦ ମୃତ, ୩୬ରୁ ଅଧିକ ଆହତ…

ନୂଆଦିଲ୍ଲୀ,୧୧।୯ : ସୁଦାନରେ ସେନା ଏବଂ ପାରାମିଲିଟାରୀ ଫୋର୍ସ ଆରଏସଏଫ ମଧ୍ୟରେ ବିବାଦ ମଧ୍ୟରେ ରାଜଧାନୀ ଖାର୍ତୁମର ଏକ ବଜାରରେ ଡ୍ରୋନ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୪୦ଜଣଙ୍କର ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ କର୍ମୀ କହିଛନ୍ତି ୩୬ ରୁ ଅଧିକ...

ମୋରୋକୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ୨୧୦୦ ଟପିଲା, ୧୫୦୦ ଭାରତୀୟଙ୍କୁ ନେଇ ବଢ଼ିଲା ଚିନ୍ତା…

ରାବତ,୧୧।୯: ମୋରୋକୋରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨,୧୨୨କୁ ବୃଦ୍ଧି ପାଇଛି। ଏଥିସହ ୨,୦୫୯ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୧,୪୦୪ ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଭୂକମ୍ପ ଯୋଗୁଁ କୌଣସି ଭାରତୀୟଙ୍କର କ୍ଷତି ହେବାର ଖବର ନାହିଁ। ରାବତରେ...

ମୋଦିଙ୍କ ‘ଗ୍ୟାରେଣ୍ଟି’ ଭାରତ ପାଇଁ ଖୋଲିଦେଲା ମହାଶକ୍ତି ହେବାର ରାସ୍ତା

ନୂଆଦିଲ୍ଲୀ,୧୦।୯: ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜି -୨୦’ ଶିଖର ସମ୍ମିଳନୀରେ ଉପସ୍ଥିତ ଥିବା ବିଶ୍ୱର ପାଞ୍ଚଟି ମହାଶକ୍ତି ମଧ୍ୟରେ ତାଙ୍କର ଗୋଟିଏ ଗ୍ୟାରେଣ୍ଟି ପୂରଣ କରିଥିଲେ, ସେତେବେଳେ ଏହା କୂଟନୈତିକ ସାମ୍ମୁଖ୍ୟରେ ଭାରତ ପାଇଁ ଏକ ପ୍ରମୁଖ ବିଜୟ...

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ପ୍ରଶଂସା କଲେ ବ୍ରାଜିଲ ରାଷ୍ଟ୍ରପତି

ସାଉଥ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ ପୁଣି ଥରେ ଚର୍ଚ୍ଚରେ ଅଛି। ଭାରତରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ପ୍ରଶଂସା କରିବା ସହ କହିଛନ୍ତି,...

ଆମେରିକାରେ ଘୂର୍ଣ୍ଣିଝଡ଼ ଲି କୁ ନେଇ ହାଇ ଆଲର୍ଟ, ୧୮୫ କିଲୋମିଟର ପ୍ରତି ଘଣ୍ଟାରେ ବହୁଛି ପବନ

ଓ୍ବାଶିଂଟନ,୧୦।୯: ଆମେରିକାରେ ଘୂର୍ଣ୍ଣିଝଡ଼ ଲି କୁ ନେଇ ହାଇ ଆଲର୍ଟ ଜାରି କରାଯାଇଛି। ଆମେରିକାର ନ୍ୟାସନାଲ ହରିକେନ ସେଣ୍ଟର ରିପୋର୍ଟ କରିଛି ଯେ ହ୍ୟୁରେନ ଲି ପ୍ୟୁର୍ଟ୍ରୋ ରିକୋର ଉତ୍ତର ଦିଗକୁ ଗତି କରୁଛି। ସେ କହିଛନ୍ତି ଯେ ଏହି...

ବିକାଶର ନୂଆ କିର୍ତ୍ତିମାନ ସ୍ଥାପନ କରିବ ଭାରତ-ଫ୍ରାନ୍ସ

ନୂଆଦିଲ୍ଲୀ/ପ୍ୟାରିସ,୧୦।୯: ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀ ରବିବାର ଶେଷ ହୋଇଛି। ଜି -୨୦ ଶିଖର ସମ୍ମିଳନୀରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି।...

ଭାରତକୁ ପ୍ରଶଂସା କଲା ରୁଷିଆ

ନୂଆଦିଲ୍ଲୀ/ମସ୍କୋ,୧୦ା୯: ଭାରତରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ଇତିମଧ୍ୟରେ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିସାରିଛନ୍ତି। ଏଥିସହିତ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଜି -୨୦ର ଅଧ୍ୟକ୍ଷତା କରିବା ଭାରତର ଦାୟିତ୍ୱ ଅଟେ। ନଭେମ୍ବର ଶେଷରେ ଜି -୨୦...

ବାଇଡେନ, ସୁନକ, ଅଲବନିଜ…ସମସ୍ତେ ମୋଦିଙ୍କ ସହ ସେୟାର କଲେ ନିଜ ଫଟୋ, ଏମିତି ନଜର ଆସିଲା ‘ବନ୍ଧୁତ୍ୱ’ର ରଙ୍ଗ

ନୁଆଦିଲ୍ଲୀ,୧୦।୯: ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ ନେତାଙ୍କ ମଧ୍ୟରେ ଭାରତକୁ ନେଇ ଅନେକ କ୍ରେଜ ଦେଖା ଦେଇଥିଲା। ନେତାମାନେ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଏବେ ଜି-୨୦ର ଫଟୋ ସେୟାର କରିବା ଆରମ୍ଭ କରିଛନ୍ତି ।...

ଘୋଷଣା ପତ୍ରକୁ ନେଇ ବାଇଡେନଙ୍କୁ ପ୍ରଶଂସା କଲା ଆମେରିକା

ଓ୍ବାଶିଂଟନ,୧୦।୯: ବର୍ତ୍ତମାନ ଦେଶରେ ଚାଲିଥିବା ଜି -୨୦ ଶିଖର ସମ୍ମିଳନୀ ଉପରେ ସମଗ୍ର ବିଶ୍ୱର ଆଖି ସ୍ଥିର ହୋଇଛି। ଏହା ରବିବାର ଶେଷ ହୋଇଛି। ଏହି ଶିଖର ସମ୍ମିଳନୀରେ ଭାଗ ନେବାକୁ ବିଶ୍ୱର ୨୯ ଟି ଦେଶର ମୁଖ୍ୟ ଦିଲ୍ଲୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri