ଅନ୍ତର୍ଜାତୀୟ

ଚାଇନା ରୁଷିଆ ଜି-୨୦ ଘୋଷଣାପତ୍ରରେ ସ୍ବାକ୍ଷର କରିବା ଆଶା କମ: ଆମେରିକା…

ଓ୍ବାଶିଂଟନ,୭।୯ : ଆମେରିକା ଅନୁମାନ କରୁଛି ଚଳିତ ସପ୍ତାହରେ ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସମସ୍ତ ଦେଶ ମିଳିତ ଘୋଷଣାନାମାରେ ଦସ୍ତଖତ କରିବେ। କିନ୍ତୁ ରୁଷିଆ ଏବଂ ଚାଇନା ଭଳି ଦେଶ ଏଥିରେ ସ୍ବାକ୍ଷର କରିବା ଆଶା...

ମୋଦିଙ୍କୁ ପ୍ରଶଂସା କଲେ ହଲିଉଡ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୭।୯: ଆଫ୍ରିକୀୟ ସମସ୍ୟାକୁ ବିଶ୍ୱ ସ୍ତରରେ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜି -୨୦ ଦେଶ ପକ୍ଷରୁ ସେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହି ପ୍ରସ୍ତାବରେ ସେ କହିଛନ୍ତି ଯେ,...

ୟୁକ୍ରେନକୁ ସାଢ଼େ ୧୭ କୋଟି ଡଲାର ସାମରିକ ସହାୟତା ଦେଲା ଆମେରିକା…

ଓ୍ବାଶିଂଟନ,୭।୯ : ୟୁକ୍ରେନ ପାଇଁ ଆମେରିକା ଏକ ବଡ ସାମରିକ ସହାୟତା ପ୍ୟାକେଜ ଘୋଷଣା କରିଛି। ଏହି ପ୍ୟାକେଜ ଅନ୍ତର୍ଗତ ୟୁକ୍ରେନ ଟ୍ୟାଙ୍କ ବିରୋଧୀ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପାଇବ। ଏହି ସହାୟତା ସାଢ଼େ ୧୭ କୋଟି ଆମେରିକୀୟ ଡଲାରର...

ଖାଇବର ପାସ୍ତୁନଖ୍ବାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ୪ ସୈନ୍ୟ, ୧୨ ଆତଙ୍କବାଦୀ ନିହତ…

ଇସଲାମାବାଦ,୭।୯ : ପାକିସ୍ତାନର ଖାଇବର ପାସ୍ତୁନଖ୍ବାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ ଚାରିଜଣ ପାକିସ୍ତାନୀ ସୈନିକ ଏବଂ ୧୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସୂଚନା ସାମରିକ ବିବୃତ୍ତିରେ ଦିଆଯାଇଛି। ସେନା ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ ଲୋକସମ୍ପର୍କ...

ଆମେ ଏପରି ଅନୁରୋଧକୁ ଗ୍ରହଣ କରିବୁ: ଭାରତ ବିବାଦ ନେଇ ଜାତିସଂଘର ବିବୃତ୍ତି…

ଜେନେଭା,୭।୯ : ଦେଶର ନାମ ପରିବର୍ତ୍ତନକୁ ନେଇ ଭାରତରେ ଏକ ବିବାଦ ଲାଗି ରହିଛି। ଏହି ବିବାଦରେ ରାଜନୈତିକ ଦଳଗୁଡିକ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ଏହି ବିବାଦ ମଧ୍ୟରେ ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଜାତିସଂଘକୁ ସେମାନଙ୍କ...

ଚନ୍ଦ୍ର ମୁହାଁ ଜାପାନ: ସଫଳ ହେଲା ଉତ୍‌କ୍ଷେପଣ…

ଟୋକିଓ,୭।୯ : ଗୁରୁବାର ସକାଳେ ଜାପାନ ଜାତୀୟ ମହାକାଶ ଏଜେନ୍ସିର ଚନ୍ଦ୍ର ଲ୍ୟାଣ୍ଡରକୁ ନେଇ ଏଚ-୨-ଏ ରକେଟ ଉତକ୍ଷେପଣ କରିଛି। ଗତ ମାସରେ ଖରାପ ପାଗ ଯୋଗୁ ସପ୍ତାହରେ ତିନିଥର ମିଶନକୁ ସ୍ଥଗିତ ରଖିବା ପରେ ଜାପାନ ଶେଷରେ ଏହା...

ଦକ୍ଷିଣ ବ୍ରାଜିଲରେ ଘୂର୍ଣ୍ଣିବଳୟ: ମୃତ୍ୟୁ ସଂଖ୍ୟା ୩୬ ଛୁଇଁଲା..

ବ୍ରାସିଲିଆ,୭।୯: ଦକ୍ଷିଣ ବ୍ରାଜିଲରେ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୬ କୁ ବୃଦ୍ଧି ପାଇଛି। ଏକ ଟ୍ରପିକାଲ ସାଇକ୍ଲୋନିକ ଏହି ଅଞ୍ଚଳକୁ ଧ୍ୱଂସ କରିଦେଇଛି, ଘୂର୍ଣ୍ଣିବଳୟ ଯୋଗୁଁ ଘରଗୁଡିକ ଜଳବନ୍ଦୀ ହୋଇ ରହିଛି। ରିଓ ଗ୍ରାଣ୍ଡେ ଡୋ ସୁଲ...

ରୁଷିଆଠାରୁ ପ୍ରତି ସେ.ମି. ଭୂମି ଫେରାଇ ଆଣିବୁ

କିଭ୍‌,୭ା୯: ୟୁକ୍ରେନ୍‌ର ନୂଆ ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ୍‌ ଉମେରାଭ୍‌ ବୁଧବାର ରୁଷୀୟ ସୈନ୍ୟଙ୍କ ନିୟନ୍ତ୍ରଣରେ ଥିବା ନିଜ ଭୂଖଣ୍ଡକୁ ପୁନଃ ଦଖଲ କରିବେ ବୋଲି ଶପଥ ନେଇଛନ୍ତି। ସୋସିଆଲ ମିଡିଆରେ ସେ କହିଛନ୍ତି, ଆମ ଦେଶର ପ୍ରତି ସେଣ୍ଟିମିଟର ଓ...

ନେପ୍‌ଚ୍ୟୁନ୍‌ ପଛରେ ଥାଇପାରେ ପୃଥିବୀ ଭଳି ଗ୍ରହ

ଟୋକିଓ, ୭ା୯ (ଆଇଏଏନ୍‌ଏସ୍‌): ବ୍ରହ୍ମାଣ୍ଡରେ ପୃଥିବୀ ଭଳି ଜୀବନସତ୍ତା ଥିବା ଅନ୍ୟ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ନିରନ୍ତା ସନ୍ଧାନ ଚଳାଇଛନ୍ତି। ଏଭଳି ସ୍ଥଳେ ଆମ ସୌରମଣ୍ଡଳର ନେପ୍‌ଚ୍ୟୁନ୍‌ (ବରୁଣ ଗ୍ରହ) ପଛରେ ପୃଥିବୀ ଭଳି ଗ୍ରହ ‘ପ୍ଲାନେଟ୍‌ ନାଇନ୍‌’...

ସୁଧୁରୁନି ରୁଷିଆ! ୟୁକ୍ରେନ୍‌ର ସହର ଉପରେ ରକେଟ ଦ୍ୱାରା ଆକ୍ରମଣ, ୧୬ ମୃତ

କିଭ୍‌,୬।୯: ସୁଧୁରୁନି ରୁଷିଆ। ୟୁକ୍ରେନ୍‌ ଉପରେ ଲଗାତାର ଭାବେ ଆକ୍ରମଣ କରିଚାଲିଛି ଏହି ଦେଶ। ବୁଧବାର ୟୁକ୍ରେନ୍‌ର ଏକ ସହର ଉପରେ ରକେଟ୍‌ ଦ୍ୱାରା ରୁଷିଆ ଆକ୍ରମଣ କରିଛି। ଏଥିରେ ଅତି କମ୍‌ରେ ୧୬ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ...

ଗ୍ରୀନ୍‌ କାର୍ଡ ପାଇବା ପୂର୍ବରୁ ୪ ଲକ୍ଷ ଭାରତୀୟଙ୍କ ହୋଇସାରିଥିବ ମୃତ୍ୟୁ

ଓ୍ବାଶିଂଟନ,୬ା୯: ଆମେରିକାରେ ଗ୍ରୀନ୍‌ କାର୍ଡକୁ ଅପେକ୍ଷା କରିଥିବା ଭାରତୀୟଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ୧୦.୫ ଲକ୍ଷରୁ ଅଧିକ ଭାରତୀୟ ଆମେରିକାରେ ରୋଜଗାର ଭିତ୍ତିକ ଗ୍ରୀନ୍‌ କାର୍ଡ ବା ସବୁଜ କାର୍ଡକୁ ଅପେକ୍ଷା...

ଚାଇନାର ନୂତନ ମାନଚିତ୍ରକୁ ବିରୋଧ କଲା ଜାପାନ

ଟୋକିଓ,୬।୯: ଗତ ମାସରେ ଚାଇନା ଦ୍ୱାରା ପ୍ରକାଶିତ ନୂତନ ମାନଚିତ୍ରକୁ ନେଇ ବିବାଦ ବଢିବାରେ ଲାଗିଛି। ଏଥିରେ ପୂର୍ବ ଚାଇନା ସାଗରର ବିବାଦୀୟ ସେନକାକୁ ଦ୍ୱୀପପୁଞ୍ଜକୁ ଏହାର ଅଞ୍ଚଳର ଏକ ଅଂଶ ଭାବରେ ବର୍ଣ୍ଣନା କରିଛି। ବର୍ତ୍ତମାନ ଜାପାନ ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri