ଅନ୍ତର୍ଜାତୀୟ

ଭୁଶୁଡ଼ିଲା ୪ ମହଲା କୋଠା, ୪ ମୃତ

କାଇରୋ,୬ା୯: ଇଜିପ୍ଟର ରାଜଧାନୀ କାଇରୋରେ ବୁଧବାର ଏକ ବଡ଼ ଦୁର୍ଘଟଣା ଘଟିଛି। କାଇରୋସ୍ଥିତ ଏକ ୪ ମହଲା କୋଠା ଭୁଶୁଡ଼ିପଡ଼ିବାରୁ ଅତି କମ୍‌ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ...

ଜଣେ ହିନ୍ଦୁ ଭାବରେ ମୁଁ ଗର୍ବିତ: ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୬।୯: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତ ଏବଂ ହିନ୍ଦୁ ଧର୍ମ ସମ୍ବନ୍ଧରେ ନିଜ ମତ ରଖିଛନ୍ତି। ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, ମୋର ମୂଳ ଭାରତୀୟ ଏବଂ ମୋ ସ୍ତ୍ରୀ ଭାରତୀୟ। ଜଣେ ଗର୍ବିତ ହିନ୍ଦୁ ଭାବେ...

ଉତ୍ତର କୋରିଆକୁ ଆମେରିକାର ଚେତାବନୀ, ରୁଷିଆକୁ ଅସ୍ତ୍ରଦେଲେ ଭୋଗିବାକୁ ପଡିବ ପରିଣାମ

ଓ୍ବାଶିଂଟନ,୬।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ପ୍ରାୟ ଦେଢ ବର୍ଷରୁ ଅଧିକ ସମୟ ଧରି ଏକ ଭୟଙ୍କର ଯୁଦ୍ଧ ଲାଗି ରହିିଛି। ଏହି ସମୟରେ ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ଯଦି ୟୁକ୍ରେନ ବିରୁଦ୍ଧରେ...

ପାକିସ୍ତାନ ହୋଇପାରେ ଇଣ୍ଡିଆ ! ଦାବି କରିପାରେ ଉପସ୍ଥାପନ…

ନୂଆଦିଲ୍ଲୀ/ଇସଲାମାବାଦ,୬।୯ : ଦେଶର ନାମ ପରିବର୍ତ୍ତନ ଇଣ୍ଡିଆରୁ ଭାରତ କରାଯିବା ନେଇ ବିବାଦ ଘଡ଼େିବାରେ ଲାଗିଛି। ଏଥି ସହିତ, ବର୍ତ୍ତମାନ ଏହି ବିବାଦକୁ ନେଇ ପାକିସ୍ତାନରୁ କିଛି ଖବର ଆସିବା ଆରମ୍ଭ କରିଛି। ପାକିସ୍ତାନର ଏକ ସ୍ଥାନୀୟ ରିପୋର୍ଟ ଅନୁଯାୟୀ,...

ବ୍ରିଟେନର ହିତ ପାଇଁ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିରେ ରାଜି ହେବୁ: ସୁନକ

ଲଣ୍ଡନ,୬।୯:ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ଉପରେ ବ୍ରିଟେନ ସହ ଭାରତର ଆଲୋଚନା ଜାରି ରହିଛି। ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସୁନକ କହିଛନ୍ତି ଯେ, ତାଙ୍କ ଦେଶ...

୪୫ ମହିଳାଙ୍କୁ ବଳାତ୍କାର ପରେ ଅଶ୍ଳିଳ ଭିଡିଓ କରି ବ୍ଲାକ ମେଲ କରୁଥିଲେ ପାକିସ୍ତାନ ସ୍କୁଲର ପ୍ରିନ୍ସପାଲ

କରାଚି,୬।୯: ପାକିସ୍ତାନର କରାଚିରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି। ସେଠାରେ ଜଣେ ସ୍କୁଲ ପ୍ରିନ୍ସପାଲଙ୍କୁ ୪୫ ଜଣରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ପାକିସ୍ତାନର ଖବରକାଗଜ ‘ଡନ ନ୍ୟୁଜ’ର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ପ୍ରିନ୍ସପାଲଙ୍କ...

ଗ୍ରୀନ କାର୍ଡ ଆଶାରେ ୪ ଲକ୍ଷରୁ ଅଧିକ ଭାରତୀୟଙ୍କ ଜୀବନ ଦୀପ ଲିଭିଯାଇପାରେ: ୧୧ ଲକ୍ଷରୁ ଅଧିକ ବ୍ୟାକଲଗ୍‌, ଶେଷ ପାଇଁ ଲାଗିବ ୧୩୪ ବର୍ଷରୁ ବେଶି…

ଓ୍ବାଶିଂଟନ,୬।୯ : ଆମେରିକାରେ ଲକ୍ଷ ଲକ୍ଷ ଭାରତୀୟ ଅଛନ୍ତି ଯେଉଁମାନେ ଗ୍ରୀନ କାର୍ଡ ପାଇବାକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଆଜିକାଲି ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଆମେରିକାରେ ଗ୍ରୀନ କାର୍ଡ ପାଇବାକୁ ଅପେକ୍ଷା କରୁଥିବାବେଳେ ଚାରି ଲକ୍ଷରୁ ଅଧିକ...

କ୍ୟାନସରର ଅଧିକ ଶିକାର ହେଉଛନ୍ତି ଯୁବଗୋଷ୍ଠୀ, ବର୍ଷକରେ ମରୁଛନ୍ତି ୧୦ଲକ୍ଷରୁ ଅଧିକ

ଏଡିନବର୍ଗ,୬।୯: ଏକ ଅଧ୍ୟୟନରୁ ଜଣାପଡିଛି କି, କ୍ୟାନସରରେ ଅଧିକ ଯୁବକମାନେ ଶିକାର ହେଉଛନ୍ତି। ତିନି ଦଶନ୍ଧି ମଧ୍ୟରେ ୫୦ ବର୍ଷରୁ କମ ଲୋକଙ୍କୁ କ୍ୟାନସର ହେବାର ଦେଖାଯାଉଛି। ଆଉ ଏହି କ୍ୟାନସର ରୋଗୀଙ୍କ ସଂଖ୍ୟା ୮୦ଶତକଡା ବୃଦ୍ଧି ପାଇଛି। ବିଶ୍ୱରେ...

ମୋବାଇଲ ଚୋରି ରୋକିବାକୁ ପାକିସ୍ତାନ ମନ୍ତ୍ରୀଙ୍କ ଅଦ୍ଭୁତ ଉପଦେଶ

ଇସଲାମାବାଦ,୬।୯: ଆର୍ଥିକ ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା ପାକିସ୍ତାନରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଭାଙ୍ଗଯାଇଛି। ପ୍ରତିଦିନ ପାକିସ୍ତାନର ଡକାୟତମାନେ ବନ୍ଧୁକ ମୁନରେ ଲୋକଙ୍କୁ ଖୋଲାଖୋଲି ଭାବେ ଲୁଟୁଛନ୍ତି। ଦେଶରେ ଅପରାଧ ହାରକୁ ନେଇ ଉଦ୍ବେଗ ପ୍ରକାଶ କରି...

ପୁଣି ନରଭକ୍ଷୀ ଫେରିବା ନେଇ ଆତଙ୍କ: ଆମେରିକାରେ ଡାଇନୋସର ପାଦଚିହ୍ନ…

ଓ୍ବାଶିଂଟନ,୬।୯ : ହ୍‌ପୃଥିବୀରେ ଅନେକ ଥର ଡାଇନୋସରର ପ୍ରମାଣ ମିଳିଛି। କିନ୍ତୁ ଏଥର ପ୍ରତ୍ନତତ୍ତ୍ୱବିତ୍ମାନେ ଏକ ବଡ଼ ପ୍ରମାଣ ପାଇଛନ୍ତି। ବାସ୍ତବରେ, କିଛି ଦିନ ପୂର୍ବରୁ ଆମେରିକାର ଟେକ୍ସାସ ରାଜ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖାଦେଇଥିଲା, ଯେତେବେଳେ ଏଠାରେ ଏକ...

ଚନ୍ଦ୍ରପୃଷ୍ଠରେ ବିକ୍ରମର ଫଟୋ ଉଠାଇଲା ଏଲଆରଓ, ନାସା ଜାରି କଲା ଫଟୋ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୬।୯: ଆମେରିକାର ସ୍ପେସ ଏଜେନ୍ସି ନାସା ଚନ୍ଦ୍ରାୟାନ ୩ର ବିକ୍ରମ ଲ୍ୟାଣ୍ଡରର ଫଟୋ କ୍ଲିକ କରିଛି। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଫଟୋ ଜାରି କରି ନାସା ସୂଚନା ଦେଇଛି। ଏହି ଫଟୋ ସେହି ସମୟର ଯେତେବେଳେ ବିକ୍ରମ...

ଜାତି ଭିତ୍ତିକ ଭେଦଭାବକୁ ନିଷିଦ୍ଧ କରୁଥିବା ବିଲ ସମ୍ପର୍କରେ ଭୋକ ଓପାସରେ ବସିଥିବା ସମର୍ଥକ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କଲେ

ଓ୍ବାଶିଂଟନ,୬।୯: ଜାତିଗତ ଭେଦଭାବକୁ ନିଷିଦ୍ଧ କରୁଥିବା ଏକ ବିଲ ନିକଟରେ କାଲିଫର୍ନିଆ ବିଧାନସଭାରେ ପାସ ହୋଇଥିଲା। ଆଇନରେ ପରିଣତ ହେବା ପାଇଁ ଏହା ବର୍ତ୍ତମାନ ରାଜ୍ୟପାଳ ଗୋଭିନ ନ୍ୟୁସୋମଙ୍କ ନିକଟକୁ ପଠାଯାଇଛି। ଏହି ସମୟରେ ମଙ୍ଗଳବାର ଅନେକ ଲୋକ ଭୋକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri