ଅନ୍ତର୍ଜାତୀୟ

ପାକିସ୍ତାନରେ ଅର୍ଥନୈତିକ ସଙ୍କଟ: ୫୦ ବ୍ୟବସାୟୀଙ୍କ ସହିତ ବୈଠକ କଲେ ସେନା ମୁଖ୍ୟ…

ଇସଲାମାବାଦ,୫।୯ : ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ଜାରି ରହିଛି। ଏନେଇ ସେନା ମୁଖ୍ୟ ଅସୀମ ମୁନିର ବ୍ୟବସାୟ ଗୋଷ୍ଠୀ ସହିତ ବୈଠକ କରିଛନ୍ତି। ନଗଦ ଅର୍ଥରାଶି ଦେଶକୁ କୋଟି କୋଟି ଡଲାର ବିଦେଶୀ ପୁଞ୍ଜି ବିନିଯୋଗ ଆଣିବା ପାଇଁ ସେ...

ପ୍ରତିବର୍ଷ ପୃଥିବୀ ଠାରୁ ଦୂରେଇ ଯାଉଛି ଜହ୍ନମାମୁଁ: ବୈଜ୍ଞାନିକଙ୍କ ଦାବି

ଓ୍ବାଶିଂଟନ୍‌,୫।୯: ଚନ୍ଦ୍ର ଆମ ଠାରୁ ଦୂର ନୁହେଁ। ଚନ୍ଦ୍ରାୟାନ ୩ର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ ଭାରତ ଏହାକୁ ପ୍ରମାଣ କରି ଦେଖାଇଛି। ପୂର୍ବରୁ ପୃଥିବୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଥିବା ଚନ୍ଦ୍ର ବିଷୟରେ ଜାଣିବା କୌତୁହଳର ବିଷୟ...

‘ଇଣ୍ଡିଆ ବନାମ ଭାରତ’ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲା ପାକିସ୍ତାନୀ ମିଡିଆ, ମୋଦିରାଜରେ ହୋଇଛି କେବଳ ନାମ ପରିବର୍ତ୍ତନ…

ଇସଲାମବାଦ/ନୂଆଦିଲ୍ଲୀ, ୫।୯: ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ତେବେ ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି। ଭାରତ ନାମ ବ୍ୟବହାର କରି ଧର୍ମ ଆଧାରରେ...

ଭାରତୀୟ ବଂଶୋଦ୍ଭବ ପୋଲିସ ଅଧିକାରୀଙ୍କ ନାମରେ ରଖାଗଲା ଆମେରିକାରେ ଏକ ରାଜପଥର ନାମ, ଗୁଳିମାଡରେ ହୋଇଥିଲା ମୃତ୍ୟୁ

ଓ୍ବାଶିଂଟନ୍‌,୫।୯: ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ରାଜପଥର ନାମ ପରିବର୍ତ୍ତନ କରାଯାଇ ସ୍ବର୍ଗତ ଭାରତୀୟ ବଂଶୋଦ୍ଭବ ପୋଲିସ ଅଧିକାରୀ ରୋନିଲ ସିଂଙ୍କ ନାମରେ ନାମିତ କରାଯାଇଛି। ୨୦୧୮ରେ, ୩୩ ବର୍ଷିୟ ରୋନିଲଙ୍କୁ ଜଣେ ଅବୈଧ ପ୍ରବାସୀ ବ୍ୟକ୍ତି ଗୁଳି କରି...

ପ୍ୟାରିସ ଲକ୍ଷ୍ୟ ପୂରଣ କରିବା ପାଇଁ ଜଳବାୟୁ ନୀତି ନୁହେଁ ପର୍ଯ୍ୟାପ୍ତ: ଲାନସେଟ ରିପୋର୍ଟ…

ପ୍ୟାରିସ,୫।୯ : ଏକ ଅଧ୍ୟୟନ ଦାବି କରିଛି ପ୍ୟାରିସର ଲକ୍ଷ୍ୟ ପୂରଣ ପାଇଁ ବର୍ତ୍ତମାନର ଜଳବାୟୁ ନୀତି ପର୍ଯ୍ୟାପ୍ତ ନୁହେଁ। ଏଥିରେ କୁହାଯାଇଛି ଉଚ୍ଚ ଆୟକାରୀ ଦେଶମାନଙ୍କରେ ସବୁଜ ଅଭିବୃଦ୍ଧି ପାଇଁ ପ୍ରୟାସ ପ୍ୟାରିସ ଚୁକ୍ତିନାମାର ଜଳବାୟୁ ଲକ୍ଷ୍ୟ ପୂରଣ...

ପାକିସ୍ତାନରେ ବିଦ୍ୟୁତ ସଙ୍କଟ…

ଇସଲାମାବାଦ,୫।୯: ଆର୍ଥିକ ସଙ୍କଟ ସହ ପାକିସ୍ତାନ ସଂଘର୍ଷ କରୁଛି। ପାକିସ୍ତାନର ଲୋକମାନେ ଦିନକୁ ଗୋଟିଏ ଖାଇବାକୁ ମଧ୍ୟ ଅସମର୍ଥ। ଏହି ସମୟ ମଧ୍ୟରେ ସରକାର ମଧ୍ୟ ବିଦ୍ୟୁତ ସଙ୍କଟ ଦେଇ ଆସୁଛନ୍ତି। ପାକିସ୍ତାନ ସରକାର ଆନୁଷ୍ଠାନିକ ଭାବରେ ଜାତୀୟ ବିଦ୍ୟୁତ...

ପରମାଣୁ ବୋମା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଇରାନ, ଲୁଚାଇ ରଖୁଛି ଅସ୍ତ୍ରଶସ୍ତ୍ର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା

ତେହେରାନ,୫।୯: ପରମାଣୁ ବୋମା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଇରାନ। ଇରାନ ବର୍ତ୍ତମାନ ୬୦ ପ୍ରତିଶତ ଶୁଦ୍ଧ ୟୁରାନିୟମ ଉତ୍ପାଦନ କରି ସାରିଛି। ମିଳିତ ଜାତିସଂଘର ସଂସ୍ଥା ଅନ୍ତର୍ଜାତୀୟ ପରମାଣୁ ଉର୍ଜା ସଂଘ (ଆଇଏଇଏ) ଏନେଇ ଦୁଇଟି ରିପୋର୍ଟ ପ୍ରକାଶ...

ଚିନି, ପରିବାପତ୍ର ପରେ ପାକିସ୍ତାନରେ ଦୁଗ୍ଧ ସଙ୍କଟ, ଦରଦାମ୍‌ ଆକାଶଛୁଆଁ

ଇସଲାମବାଦ,୫।୯: ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ଓ ରାଜନୈତି ଅଚଳାବସ୍ଥା ନେଇ ଗତି କରୁଛି। ଦେଶରେ ଖାଦ୍ୟ ସାମଗ୍ରୀର ଦାମ୍‌ ଆକାଶଛୁଆଁ ହେବା ପରେ ବର୍ତ୍ତମାନ ଦୁଗ୍ଧ ସଙ୍କଟ ଦେଖାଦେଇଛି। ଦୁଗ୍ଧ ବିକ୍ରେତାମାନେ ମୂଲ୍ୟ ବୃଦ୍ଧି ଦାବିରେ ବିରୋଧ କରି ସୋମବାର...

ଥାନା ପରିସରରେ ବୋମା ଫିଙ୍ଗି ଆକ୍ରମଣ, ବରିଷ୍ଠ ସୈନ୍ୟ କମାଣ୍ଡରଙ୍କ ସମେତ ୫ମୃତ

ନାଏପିଡାଉ,୫।୯: ପୂର୍ବ ମିଆଁମାରର ମାୟାୱାଡି ସହରରେ ଜିଲା ପୋଲିସ କାର୍ଯ୍ୟାଳୟ ପରିସରରେ ଡ୍ରୋନରେ ଆକ୍ରମଣ ହୋଇଛି। ଏଥିରେ ଜଣେ ବରିଷ୍ଠ ସୈନ୍ୟ କମାଣ୍ଡରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରି ଏପରି ବଢ...

ମଣିପୁର ହିଂସାକୁ ନେଇ ଜାତିସଂଘ ବିଶେଷଜ୍ଞଙ୍କ ରିପୋର୍ଟକୁ ଭାରତ କହିଲା ଅନୁଚିତ, ବିଭ୍ରାନ୍ତିକର

ଜେନେଭା,୫।୯: ଜାତିସଂଘର ବିଶେଷଜ୍ଞ ମଣିପୁର ହିଂସା ଉପରେ ଦେଇଥିବା ରିପୋର୍ଟକୁ ଭାରତ ଅନ୍ୟାୟ, କଳ୍ପନାକାରୀ ଏବଂ ବିଭ୍ରାନ୍ତକାରୀ ବୋଲି କହିଛି ଏବଂ ଉତ୍ତର-ପୂର୍ବ ରାଜ୍ୟରେ ସ୍ଥିତି ଶାନ୍ତିପୂର୍ଣ୍ଣ ବୋଲି କହିଛି। ମାନବ ଅଧିକାର ପାଇଁ ଉଚ୍ଚ କମିଶନରଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର...

ଆମେରିକାରେ କାଦୁଅରେ ଫସିଗଲେ ହଜାର ହଜାର ଲୋକେ

ଓ୍ବାଶିଂଟନ,୫।୯: ଆମେରିକାର ନେଭାଡା ରାଜ୍ୟରେ ପ୍ରସିଦ୍ଧ ବର୍ନିଂ ମ୍ୟାନ ଫେଷ୍ଟିଭାଲରେ ହଜାର ହଜାର ଲୋକ କାଦୁଅରେ ଫସି ରହିଛନ୍ତି। ବାସ୍ତବରେ, ନେଭାଡାରେ ପ୍ରବଳ ବର୍ଷା ହେବା ସମୟରେ ଲୋକମାନେ ବର୍ନିଂ ମ୍ୟାନ ଫେଷ୍ଟିଭାଲ ପାଇଁ ଏକତ୍ରିତ ହୋଇଥିଲେ। ଏହି କାରଣରୁ...

ବ୍ରାଜିଲରେ ସାଇକ୍ଲୋନିକ ଝଡ: ୪ ମୃତ

ବ୍ରାସିଲିଆ,୫।୯: ଦକ୍ଷିଣ ବ୍ରାଜିଲର ରିଓ ଗ୍ରାଣ୍ଡେ ଡୋ ସୁଲରେ ସାଇକ୍ଲୋନିକ ଯୋଗୁ ବନ୍ୟା ଓ ଭୂସ୍ଖଳନରେ ଅତି କମରେୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସୋମବାର ଘୂର୍ଣ୍ଣିବଳୟ ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri